Home

୧ରେ ଆସିପାରେ କେନ୍ଦ୍ର ବଜେଟ

ନୂଆଦିଲ୍ଲୀ,୩ା୧:ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆସନ୍ତା ୩୧ ତାରିଖରେ ଆରମ୍ଭ ହୋଇପାରେ, ଯାହା ଦୁଇଟି ପର୍ଯ୍ୟାୟରେ ସମ୍ପନ୍ନ ହେବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଫେବୃୟାରୀ ୧ରେ କେନ୍ଦ୍ର ବଜେଟ୍‌ ଉପସ୍ଥାପନ କରିବା ଯୋଜନା ଥିବା ଏକ ସୂତ୍ରରୁ ଜଣାପଡ଼ିଛି। ସୂଚନାନୁଯାୟୀ, ଅଧିବେଶନର ପ୍ରଥମ…

ଗ୍ଲାଗୋଲେଭଙ୍କୁ ପୁରୀ ଭଡ଼ାଘରେ ଛାଡ଼ିଲା ଜିଆର୍‌ପି

ପୁରୀ ଅଫିସ, ୩ା୧:ଭୁବନେଶ୍ୱର ରେଳଷ୍ଟେଶନରୁ ଉଦ୍ଧାର ହୋଇଥିବା ରୁଷୀୟ ପର୍ଯ୍ୟଟକ ଗ୍ଲାଗୋଲେଭ ଆଣ୍ଡ୍ର୍ୟୁ (୬୫)ଙ୍କୁ ସୋମବାର ଜିଆର୍‌ପି ନେଇ ପୁରୀର ଗଙ୍ଗାରାମ ନୂଆସାହି ଅଞ୍ଚଳରେ ସେ ରହୁଥିବା ତାଙ୍କ ଭଡ଼ା ଘରେ ଛାଡ଼ିଛି। ଗ୍ଲାଗୋଲେଭଙ୍କ ଉପରେ ନଜର ରଖିବା ସହ ତାଙ୍କ…

ୟୁକ୍ରେନ୍‌ କ୍ଷେପଣାସ୍ତ୍ର ମାଡ଼ରେ ୪୦୦ ରୁଷୀୟ ସୈନ୍ୟ ନିହତ

ମସ୍କୋ,୩ା୧:ୟୁକ୍ରେନ୍‌ର କ୍ଷେପଣାସ୍ତ୍ର ମାଡ଼ରେ ରୁଷିଆର ପାଖାପାଖି ୪୦୦ ସୈନ୍ୟ ନିହତ ହୋଇଥିବା ସୋମବାର କିଭ୍‌ ଦାବି କରିଛି। ପୂର୍ବ ୟୁକ୍ରେନ୍‌ରେ ଥିବା ରୁଷୀୟ ସୈନ୍ୟଙ୍କ କ୍ୟାମ୍ପ ଉପରେ କିଭ୍‌ ସୈନ୍ୟ ଆମେରିକା ଯୋଗାଇଥିବା କ୍ଷେପଣାସ୍ତ୍ରକୁ ମାଡ଼ କରିଥିଲେ। କ୍ରେମ୍‌ଲିନ୍‌ ବିରୋଧରେ ଏହା…

ପ୍ରସିଦ୍ଧ ଧାର୍ମିକ ଗୁରୁ ସିଦ୍ଧେଶ୍ୱର ସ୍ବାମୀଜୀଙ୍କ ପରଲୋକ: ପ୍ରଧାନମନ୍ତ୍ରୀଙ୍କ ଶୋକ

ବେଙ୍ଗାଲୁରୁ,୩।୧: କର୍ନାଟକର ବିଜୟପୁର ଜିଲାରେ ଅବସ୍ଥିତ ଜନ୍ନାୟୋଗାଶ୍ରାମର ପ୍ରସିଦ୍ଧ ଧାର୍ମିକ ଗୁରୁ ସିଦ୍ଧେଶ୍ୱର ସ୍ବାମୀଜୀଙ୍କ ପରଲୋକ ଘଟିଛି। ତାଙ୍କୁ ୮୧ ବର୍ଷ ହୋଇଥିଲା। ସେ କିଛି ଦିନ ହେବ ବୟସ ସମ୍ବନ୍ଧୀୟ ରୋଗ ସହ ଲଢୁଥିଲେ। ତାଙ୍କ ମୃତ୍ୟୁ ବିଷୟରେ ସୂଚନା…

ଅନ୍ତର୍ଜାତୀୟ ଶାନ୍ତି ପାଇଁ ଆତଙ୍କବାଦ ବିପଦ: ଜୟଶଙ୍କର

ଭିଏନା,୩।୧: ଆତଙ୍କବାଦ ଅନ୍ତର୍ଜାତୀୟ ଶାନ୍ତି ଏବଂ ନିରାପତ୍ତା ପାଇଁ ବିପଦ ବୋଲି ଅଷ୍ଟ୍ରିଆ ଗସ୍ତର ଦ୍ୱିତୀୟ ଦିନରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର କହିଛନ୍ତି। ଏଥି ମଧ୍ୟରେ ସୀମା ଆତଙ୍କବାଦ, ହିଂସାବାଦୀ ଉଗ୍ରବାଦ ରହିଛି। ସେମାନଙ୍କର ପ୍ରଭାବ ଗୋଟିଏ ଅଞ୍ଚଳରେ ସୀମିତ…

କାଞ୍ଝାଓ୍ବାଲା ଘଟଣାରେ ଦିଲ୍ଲୀ ପୋଲିସକୁ ତୁରନ୍ତ ରିପୋର୍ଟ ଦାଖଲ କରିବାକୁ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨।୧: ଦିଲ୍ଲୀର କାଞ୍ଝାଓ୍ବାଲା ଯୁବତୀଙ୍କ ମୃତ୍ୟୁ ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣାକୁ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁରୁତର ନେବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହାକୁୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦିଲ୍ଲୀ ପୋଲିସକୁ ତୁରନ୍ତ ରିପୋର୍ଟ ଦେବାକୁ…

ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୨ା୧: ଇଣ୍ଡୋନେସିଆର ଉତ୍ତର ସୁମାତ୍ରାରେ ସୋମବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ଥିଲା ବୋଲି ନ୍ୟାଶନାଲ ସେଣ୍ଟର ଫର୍‌ ସେସ୍‌ମୋଲୋଜି ପକ୍ଷରୁ କୁହାଯାଇଛି। ଏହି ଭୂକମ୍ପର କେନ୍ଦ୍ର ୫.୨୬ ଡିଗ୍ରୀ ଦକ୍ଷିଣ ଅକ୍ଷାଂଶ ଏବଂ ୯୭.୦୪…

‘ଏକ ହେଲେ ରାମ-ବାମ’

କୋଲକାତା,୨ା୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟିଏମ୍‌ସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ସହ ସୋମବାର କୋଲକାତାର ନଜରୁଲ ମଞ୍ଚଠାରେ ଏକ ଖବରଦାତା ସମ୍ମିଳନୀରେ ଦଳର ନୂତନ ଅଭିଯାନ ‘ଦିଦିର୍‌ ସୁରକ୍ଷା କବଚ’ର ଶୁଭାରମ୍ଭ କରିଛନ୍ତି। ଏହି ସମୟରେ ମମତା କହିଛନ୍ତି,…

ଚୁମ୍ବନକୁ ନେଇ ଚର୍ଚ୍ଚାରେ ହନି ସିଂ

ମୁମ୍ବାଇ: ଗାୟକ ତଥା ରାପର ହନି ସିଂଙ୍କ ବିବାହ ବିଚ୍ଛେଦ ହୋଇସାରିଛି। ଏହା ପରେ ତାଙ୍କ ଜୀବନକୁ ନୂଆ ପ୍ରେମିକା ଆସିଯାଇଛନ୍ତି। ତାଙ୍କର ନୂଆ ପ୍ରେମିକା ଟିନା ଥଡାନୀଙ୍କ ସହ ହନି ଏକାଠି ନଜର ଆସୁଥିବା ଦେଖିବାକୁ ମିଳୁଛି। ଟିନାଙ୍କ ସହ…

ରଣବୀରଙ୍କ ସହ ଛୁଟି କାଟିବାକୁ ବାହାରିଲେ ଦୀପିକା

ମୁମ୍ବାଇ: ସ୍ବାମୀ ରଣବୀର ସିଂଙ୍କ ସହ ଦୀପିକା ପାଦୁକୋନ ଅଲିବାଗ ପରେ ଆଉ ଏକ ସ୍ଥାନକୁ ଛୁଟି ମନାଇବାକୁ ବାହାରିଛନ୍ତି। ଉଭୟେ ବ୍ଲାକ୍‌ ଡ୍ରେସ୍‌ରେ ଖୁବ୍‌ ସୁନ୍ଦର ଦିଶୁଛନ୍ତି। ରଣବୀର ଧଳା ରଙ୍ଗର ଏକ ଟି-ଶର୍ଟ ପିନ୍ଧିଥିବା ବେଳେ କଳା ରଙ୍ଗର…

ପିକ୍‌ନିକ୍‌ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଚାଲିଗଲା ଗୋଟିଏ ପରିବାରର ୪ ଜୀବନ

ରାୟପୁର,୨ା୧: ଛତିଶଗଡ଼ର ଯଶପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଗୋଟିଏ ପରିବାରର ୪ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ଜଣ ଶିଶୁ ରହିଥିବା ବେଳେ ୬ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କୁ…

ଲଣ୍ଡନରେ ଛୁଟି କାଟୁଛନ୍ତି ସାରା-କାର୍ତ୍ତିକ!

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ ଏବଂ ସାରା ଅଲି ଖାନ୍‌ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଏବେ କାର୍ତ୍ତିକ ହ୍ରିତିକ ରୋଶନଙ୍କ ଭଉଣୀ ପଶ୍ମିନଙ୍କୁ ଡେଟ୍‌ କରୁଥିବା ବେଳେ ସାରା ତାଙ୍କ ଭାଇଙ୍କ ସହ ଛୁଟି ଉପଭୋଗ କରୁଛନ୍ତି। କିନ୍ତୁ ବର୍ତ୍ତମାନ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?