Home

‘ପୁଣି ତୁମକୁ ଭେଟିବି’

ଟିଭି ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଆଜି ଜନ୍ମବାର୍ଷିକୀ। ଏହି ଅବସରରେ ଅଭିନେତ୍ରୀ ଶେହନାଜ ଗିଲ ସ୍ବର୍ଗତ ଅଭିନେତା ସିଦ୍ଧାର୍ଥଙ୍କ ଜନ୍ମଦିନକୁ ସ୍ବତନ୍ତ୍ର କରିଛନ୍ତି। ସେ ସିଡଙ୍କ ଜନ୍ମଦିନ ପାଳନ କରି ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ଶେୟାର କରିଥିଲେ। ସିଦ୍ଧାର୍ଥଙ୍କ…

ମୋଦିଙ୍କୁ ହତ୍ୟା କରିବାକୁ ପଡିବ, କଂଗ୍ରେସ ନେତାଙ୍କ ବିବାଦୀୟ ମନ୍ତବ୍ୟ, ମାମଲା ଦାଏର…

ଭୋପାଳ,୧୨।୧୨ : କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ରାଜା ପଟେରିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ପଡିବ ମନ୍ତବ୍ୟ ଦେଇଛନ୍ତି। ଏହାକୁ ନେଇ ରାଜନୈତିକ ବିବାଦ ସୃଷ୍ଟି ହୋଇଛି। ମଧ୍ୟପ୍ରଦେଶର ପାନ୍ନାରେ ଏକ ସଭାରେ ଯୋଗ ଦେଇ ଏଭଳି…

ବିଧାୟିକା ଭାବେ ଶପଥ ନେଲେ ବର୍ଷା

ଭୁବନେଶ୍ୱର,୧୨ା୧୨(ବ୍ୟୁରୋ): ସୋମବାର ବିଧାୟିକା ଭାବେ ଶପଥ ନେଇଛନ୍ତି ପଦ୍ମପୁରର ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା। ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ବିଧାନସଭାରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ବର୍ଷାଙ୍କୁ ଶପଥ ପାଠ କରାଇଛନ୍ତି। ଏହି ସମୟରେ ଭଟଲି ବିଧାୟକ ସୁଶାନ୍ତ…

ଇତିହାସ ରଚିଲେ ସ୍ମୃତି ମନ୍ଧାନା

ମୁମ୍ବାଇ,୧୨।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମହିଳା ଦଳ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ୧୧ ଡିସେମ୍ବରରେ ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତୀୟ ଦଳ ସୁପର ଓଭରରେ ଜିତିଥିଲା। ମ୍ୟାଚର ହିରୋ…

ଅନୀଲ ଦେଶମୁଖଙ୍କୁ ଜାମିନ, ୧୩ ମାସ ପରେ ବି ମୁକୁଳିବା ଆଶା ନୋହିଲା, ରହିବେ ଜେଲରେ…

ମୁମ୍ବାଇ,୧୨।୧୨ : କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଦ୍ୱାରା ଦାଖଲ ହୋଇଥିବା ଦୁର୍ନୀତି ମାମଲାରେ ସୋମବାର ବମ୍ବେ ହାଇକୋର୍ଟ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଡିସେମ୍ବର ୮ରେ ଫଇସଲା ସଂରକ୍ଷଣ କରିବା ପରେ ଜଷ୍ଟିସ ଏମଏସ…

ଭୟଙ୍କର ଦୃଶ୍ୟ: ଟ୍ରେନ୍‌ ଟ୍ରାକ୍‌ରେ ପଶିଗଲା କାର୍‌, ଆଉ ତା’ ପରେ…

ଆପଣ ନିଶ୍ଚିତ ଭାବରେ ଟ୍ରେନ୍‌ କିମ୍ବା ସଡ଼କ ଦୁର୍ଘଟଣାର ଅନେକ ଭିଡିଓ ଦେଖିଥିବେ। କିନ୍ତୁ ଆଜି ଏମିତି ଏକ ଭିଡିଓ ଦେଖାଇବୁ ଯାହା ଦେଖି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭିଡିଓଟି ଚାଇନାରୁ ଆସିଛି। ଏକ ଟ୍ରକ କାର୍‌କୁ ରେଳଟ୍ରାକ୍‌ ମଧ୍ୟକୁ ଧକ୍କା…

ରଜନୀକାନ୍ତଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ଭାରତୀୟ ସିନେମାର କିମ୍ବଦନ୍ତୀ ଅଭିନେତା ରଜନୀକାନ୍ତ ଆଜି ୭୨ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୭୫ରେ ଡେବ୍ୟୁ କରିଥିବା ରଜନୀକାନ୍ତ ଇଣ୍ଡଷ୍ଟ୍ରିରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି। ସାଉଥ୍‌ରେ, ପ୍ରଶଂସକମାନେ ଭଗବାନଙ୍କ ପରି ରଜନୀକାନ୍ତଙ୍କୁ ପୂଜା କରନ୍ତି ଏବଂ ଉତ୍ସାହର ସହିତ ତାଙ୍କ…

ପେଟ୍ରୋଲ-ଡିଜେଲ ୩୩ ଟଙ୍କାରୁ ଅଧିକ ଶସ୍ତା ହେବା ଜରୁରୀ, ଅଶୋଧିତ ତୈଳ ଦର ନିମ୍ନସ୍ତରରେ…

ନୂଆଦିଲ୍ଲୀ,୧୨।୧୨ : ଜୁଲାଇ ୨୦୦୮ ପରେ ଚଳିତ ବର୍ଷ ମାର୍ଚ୍ଚରେ ଅଶୋଧିତ ତୈଳ ଦର ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ୧୪୦ ଡଲାରରେ ପହଞ୍ଚିଥିଲା। ଏବେ ଏହା ବ୍ୟାରେଲ ପିଛା ପାଖାପାଖି ୭୬ ଡଲାରର ନିମ୍ନସ୍ତରରେ କାରବାର କରୁଛି। ଫଳରେ ଚଳିତ…

ମିଳିଲା ନର୍କର ସନ୍ଧାନ, ଗ୍ରହରେ ପାଦ ଦେଲେ ଜଳିଯିବ ମଣିଷ…

ଓ୍ବାଶିଂଟନ : ବୈଜ୍ଞାନିକମାନେ ମହାକାଶରେ ଏକ ଉତ୍ତପ୍ତ ଗ୍ରହର ଆବିଷ୍କାର କରିଛନ୍ତି। ଏହି ଗ୍ରହ ଆକାରରେ ପୃଥିବୀ ସହିତ ସମାନ। ଏହାର ଭୂପୃଷ୍ଠର ତାପମାତ୍ରା ଏତେ ଅଧିକ ଯେ ମଣିଷ ପାଦ ଦେବା ମାତ୍ରେ ପାଉଁଶ ହୋଇଯିବ। ଏହା ଯେଉଁ ତାରା…

ଜ୍ୟୋତିର୍ବିଜ୍ଞାନର ଆଦିପର୍ବ

(ଶେଷ ଭାଗ) ଉଲ୍ଲେଖନୀୟ ଯେ, ଅଧିକାଂଶ ଜ୍ୟୋତିର୍ବିଦ କେପଲରଙ୍କ ସମୟରେ କପରନିକ୍‌ସଙ୍କ ଖଗୋଳୀୟ ତତ୍ତ୍ୱକୁ ଗ୍ରହଣ କରି ସାରିଥିଲେ। କିନ୍ତୁ ସେମାନଙ୍କର ବିଶ୍ୱାସ ଥିଲା ଯେ, ସୂର୍ଯ୍ୟ ଚତୁର୍ଦ୍ଦିଗରେ ଗ୍ରହମାନେ ବୃତ୍ତାକାର କକ୍ଷରେ ଭ୍ରମଣ କରନ୍ତି। ତେବେ କେପଲ୍‌ର ମଙ୍ଗଳ ଗ୍ରହର…

କଶ୍ମୀରର ବାସିନ୍ଦା ହେବାକୁ ଚେଷ୍ଟା କଲେ ହତ୍ୟା କରାଯିବ, ଆତଙ୍କବାଦୀ ସଂଗଠନର ଧମକ…

ଶ୍ରୀନଗର,୧୨।୧୨ : ଆଗକୁ ଜମ୍ମୁ-କଶ୍ମୀରରେ ଜିଲା ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି। କଶ୍ମୀରରେ ଶାନ୍ତି ପ୍ରତିଷ୍ଠା ତଥା ଆତଙ୍କବାଦୀ ଏବଂ ଆତଙ୍କବାଦୀଙ୍କ ସହ ମୁକାବିଲା କରିବାକୁ ସୁରକ୍ଷା ଏଜେନ୍ସିଗୁଡ଼ିକ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଅଧିକରୁ ଅଧିକ ଲୋକଙ୍କୁ କଶ୍ମୀରରେ ବସବାସ କରିବାକୁ ଉତ୍ସାହିତ…

ନିର୍ବାଚନ ଲଢ଼ିବା ବୟସ ୧୮ ବର୍ଷ ହେବା ନେଇ ଚର୍ଚ୍ଚା,ବିରୋଧୀଙ୍କର ସମର୍ଥନ…

ନୂଆଦିଲ୍ଲୀ,୧୨।୧୨ : ଲୋକସଭା ଓ ବିଧାନସଭା ନିର୍ବାଚନରେ ପ୍ରାର୍ଥୀଙ୍କ ବୟସ ସୀମା ହ୍ରାସ କରିବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି। ବର୍ତ୍ତମାନ ଭାରତୀୟ ସମ୍ବିଧାନର ଧାରା ୮୪ (ଖ) ଅନୁଯାୟୀ ଏହା ଉଲ୍ଲେଖ କରାଯାଇଛି ଯେ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହେବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri