ପୃଥକ୍ ଦୁର୍ଘଟଣାରେ ୩ ଗୁରୁତର
ଦିଗପହଣ୍ଡି,୯ା୧୧(ଡି.ଏନ୍.ଏ.): ବୁଧବାର ପୃଥକ୍ ଦୁର୍ଘଟଣାରେ ୩ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତରମାନେ ହେଲେ ପାଟପୁର ଥାନା ତଥା ମୌଳାଭଣଞ୍ଜା ପଞ୍ଚାୟତ ଅନ୍ତର୍ଗତ ଖୁଲୁଡ଼ି ଗ୍ରାମର ଜେ.ଯୁଧିଷ୍ଠିର, ଦିଗପହଣ୍ଡି ସାନଦାଣ୍ଡ ସାହିର ଏମ୍.ପଞ୍ଚୁ ଏବଂ ଅନ୍ୟ ଜଣେ ବି.କାଳିଆ ରେଡ୍ଡୀ। ଘଟଣାସ୍ଥଳରୁ ଗୁରୁତରମାନଙ୍କୁ…
କରନ ଛାଡ଼ିଲେ ‘ଝଲକ୍ ଦିଖ୍ଲା ଜା’
ବମ୍ବେ: ଦର୍ଶକଙ୍କ ପସନ୍ଦର ରିଆଲିଟି ଶୋ’ ମଧ୍ୟରୁ ‘ଝଲକ ଦିଖ୍ଲା ଜା-୧୦’ ଅନ୍ୟତମ। ନୃତ୍ୟ ଭିତ୍ତିକ ଏହି ଶୋ’ର ପ୍ରିମିୟର ସେପ୍ଟେମ୍ବର ୩ରେ ହୋଇଥିଲା। ପ୍ରତିଯୋଗୀ ଭାବେ ଏଥିରେ ଅନେକ ବଡ ଟେଲି କଳାକାର ନଜର ଆସୁଥିବା ବେଳେ ବ୍ୟକ୍ତିଗତ କାରଣକୁ…
୨୭ କ୍ରୋମାଇଟ ଭର୍ତ୍ତି ଗାଡ଼ି ଅଟକ
ଆନନ୍ଦପୁର,୯ା୧୧(ସ୍ବ.ପ୍ର.): ଆନନ୍ଦପୁର ପୋଲିସ ଦ୍ୱାରା ୨୭ଟି କ୍ରୋମାଇଟ୍ ଭର୍ତ୍ତି ୬ ଚକିଆ ଯାନ ଅଟକ ରଖାଯାଇଛି। ଗାଡ଼ିଗୁଡ଼ିକ ମଙ୍ଗଳବାର ବିଳମ୍ବିତ ରାତିରେ କାଳିଆପାଣି ଅଞ୍ଚଳରୁ କ୍ରୋମାଇଟ୍ ଧରି ସୋସୋସ୍ଥିତ ମହାରାଜା ମିନେରାଲସ୍ ପ୍ରାଇଭେଟ୍ ଲିମିଟେଡ୍ ନିକଟକୁ ଆସୁଥିବା ସମୟରେ ଆନନ୍ଦପୁର କଲେଜ…
୧୮ ବର୍ଷରେ ପ୍ରଥମ: ୧୧,୦୦୦ କର୍ମଚାରୀଙ୍କ ଛଟେଇ କରିବ ଫେସବୁକ୍
ନୂଆଦିଲ୍ଲୀ,୯।୧୧: ଟୁଇଟର ପରେ ଫେସବୁକ ଏହାର ଅନେକ କର୍ମଚାରୀଙ୍କୁ ଛଟେଇ କରିବା ନେଇ ନିଷ୍ପତ୍ତି ନେଇଛି। ବିଶ୍ୱର ଏହି ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମର ପ୍ୟାରେଣ୍ଟ କମ୍ପାନୀ(ମେଟା) ବୁଧବାର ୧୧,୦୦୦ କର୍ମଚାରୀଙ୍କୁ ଛଟେଇ କରିବା ନେଇ ମଞ୍ଜୁରି ଦେଇଛି। ଏନେଇ କମ୍ପାନୀ…
ସର୍ଭର ସମସ୍ୟା: ଜୀବନ ପ୍ରମାଣପତ୍ର ନ ପାଇ ନିରାଶରେ ଫେରୁଛନ୍ତି ପେନ୍ସନ୍ ଭୋଗୀ
ସୋରଡ଼ା,୯ା୧୧(ଡି.ଏନ୍.ଏ.): ନଭେମ୍ବର ମାସରେ ରାଜ୍ୟ ଓ କେନ୍ଦ୍ର ସରକାର ଓ ଅନ୍ୟ ସଂସ୍ଥା ଅଧୀନ ପେନ୍ସନ୍ ଭୋଗୀମାନେ ନିଜ ନିଜ କୋଷାଗାର ଓ ବ୍ୟାଙ୍କମାନଙ୍କୁ ଜୀବନ ପ୍ରମାଣପତ୍ର ପ୍ରଦାନ ପାଇଁ ପୂର୍ବରୁ ସ୍ଥିରୀକୃତ ହୋଇଛି। ସେହି କ୍ରମରେ ରାଜ୍ୟ ସରକାରଙ୍କ ପକ୍ଷରୁ…
ସେମିଫାଇନାଲ ପୂର୍ବରୁ ହାତରେ ତ୍ରିରଙ୍ଗା ଧରିଲେ ପାକିସ୍ତାନୀ ଖେଳାଳି, ଦେଲେ ଅଟୋଗ୍ରାଫ
ସିଡନୀ,୯।୧୧: ପାକିସ୍ତାନ କ୍ରିକେଟ ଟିମ୍ ଏବେ ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି୨୦ ବିଶ୍ୱକପ୍ର ଫାଇନାଲରେ ପ୍ରବେଶ କରିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଦଳ ସେମିଫାଇନାଲ ମୁକାବିଲାରେ ୭ ଉଇକେଟରେ ବିଜୟ ଲାଭ କରିଛି। ତେବେ ଏହି ମୁକାବିଲା ପୂର୍ବରୁ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ…
ମନ୍ଦିର ଯିବା ବେଳେ ଦୁର୍ଘଟଣା: ସ୍ବାମୀଙ୍କ ଜୀବନ ଗଲା, ସ୍ତ୍ରୀ, ଝିଅ ଗୁରୁତର
କେନ୍ଦୁଝର,୯ା୧୧(ସ୍ବ.ପ୍ର.): ଝୁମ୍ପୁରା ଥାନା ଅନ୍ତର୍ଗତ ଘଣ୍ଟିପଶି ଗ୍ରାମ ମୁଣ୍ଡାସାହି ନିକଟସ୍ଥ ଏକ ବୁଲାଣି ରାସ୍ତାରେ ଡାଲା ଅଟୋ ଓ ବାଇକ୍ ଧକ୍କା ହେବା ଫଳରେ ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ-ଝିଅ ଗୁରୁତର ଅବସ୍ଥାରେ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସିତ ଥିବା…
ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ନେଇ ତହସିଲଦାରଙ୍କୁ ଦାବିପତ୍ର
କୋକସରା,୯ା୧୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ କୃଷି ଓ କୃଷକ ସମିତି ସଂଗଠନର ଆବାହକ ଲକ୍ଷ୍ମୀକାନ୍ତ ବାଗ୍ଙ୍କ ନେତୃତ୍ୱରେ ବ୍ଲକ ବିଭିନ୍ନ ପଞ୍ଚାୟତର ଚକଡ଼ା କ୍ଷତିଗ୍ରସ୍ତ ଚାଷୀ ସମୂହ ବୁଧବାର କୋକସରା ତହସିଲଦାରଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କ୍ଷତିପୂରଣ ଦାବିରେ…
ପାକିସ୍ତାନ ଡ୍ରୋନକୁ ତଳକୁ ଖସାଇଲେ ବିଏସଏଫ ଯବାନ
ଚଣ୍ଡିଗଡ,୯।୧୧: ପଞ୍ଜାବର ଫିରୋଜପୁରରେ ସୀମା ସୁରକ୍ଷା ବଳ (ବିଏସଏଫ) ଯବାନମାନେ ଭାରତ-ପାକିସ୍ତାନ ସୀମା ନିକଟରେ ଆକାଶରେ ବୁଲୁଥିବା ପାକ ଡ୍ରୋନକୁ ତଳକୁ ଖସାଇଛନ୍ତି। ଡ୍ରୋନରୁ କୌଣସି ବିସ୍ଫୋରକ ସାମଗ୍ରୀ ମିଳିନାହିଁ। ଅନୁମାନ କରାଯାଉଛି ଯେ, ଡ୍ରୋନ ହେରୋଇନ କିମ୍ବା ଅସ୍ତ୍ରଶସ୍ତ୍ର ରଖି…
ଗର୍ଜିଲେ ମମତା: ୨୦୨୪ରେ କ୍ଷମତାକୁ ଫେରିବ ନାହିଁ ଭାଜପା
କୋଲକାତା,୯।୧୧: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର କେନ୍ଦ୍ର ଭାଜପା ସରକାର ଉପରେ ବର୍ଷିଛନ୍ତି। ଗୁଜରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ସଂଶୋଧିତ ନାଗରିକତା ଅଧିନିୟମ (ସିଏଏ) ଏବଂ ନ୍ୟାଶନାଲ ରେଜିଷ୍ଟର ଅଫ ନାଗରିକ…
ମହାନତା ଦେଖାଇଲେ ମୋଦି
ଶିମ୍ଲା,୯।୧୧: ହିମାଚଳ ପ୍ରଦେଶ କାଙ୍ଗରା ଜିଲାର ଚମ୍ବିରେ ଏକ ନିର୍ବାଚନ ରାଲିରେ ଯିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାନତା ଦେଖାଇଛନ୍ତି। ନିଜ କନଭେନକୁ ଅଟକାଇ ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସକୁ ଯିବାକୁ ପ୍ରାଧାନ୍ୟ ଦେଇଥିଲେ। ପ୍ରଧାନମନ୍ତ୍ରୀ ରୋଗୀର ଜୀବନ ବିପଦରେ ନ…
ସେମିଫାଇନାଲ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସି ଖବର
ଆଡିଲେଡ,୯।୧୧: ଟି-୨୦ ବିଶ୍ୱକପ୍ ସେମିଫାଇନାଲ ପୂର୍ବରୁ ଭାରତୀୟ ଦଳକୁ ଏକ ଖୁସି ଖବର ମିଳିଛି। ଇଂଲଣ୍ଡ ବିପକ୍ଷ ମ୍ୟାଚ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ସମ୍ପୂର୍ଣ୍ଣ ଫିଟ ହୋଇଯାଇଛନ୍ତି। ନଭେମ୍ବର ୨ ଆଡିଲେଡରେ ଅଭ୍ୟାସ ଅଧିବେଶନରେ ତାଙ୍କ ଡାହାଣ ହାତରେ…
Archives


