ବିବାହର ଦଶ ବର୍ଷ ପରେ ବାପା ହେବାକୁ ଯାଉଛନ୍ତି ଏହି ସାଉଥ୍‌ ସୁପରଷ୍ଟାର, ବେବି ବମ୍ପ ଫଟୋ ଶେୟାର କଲେ ପତ୍ନୀ

ହାଇଦ୍ରାବାଦ: ବିବାହର ଦଶ ବର୍ଷ ପରେ ବାପା ହେବାକୁ ଯାଉଛନ୍ତି ସାଉଥ୍‌ ସୁପରଷ୍ଟାର ରାମ ଚରଣ। ସେ ଏବଂ ସ୍ତ୍ରୀ ଉପାସନା କାମିନେନୀ ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ବେଶ ଉତ୍ସାହିତ ଅଛନ୍ତି। ମକର ସଂକ୍ରାନ୍ତି ଅବସରରେ ଉପାସନା ପ୍ରଥମ ଥର ଲାଗି ନିଜର ବେବି ବମ୍ପ ଦେଖାଇ ଫଟୋ ଶେୟାର କରିଛନ୍ତି। ତାଙ୍କ ମୁହଁରୁ ମା’ ହେବାର ଖୁସି ସହ ଗ୍ଲୋ ସ୍ପଷ୍ଟ ବାରି ହେଉଛି। ଫଟୋ ଶେୟାର କରି ଉପାସନା ଲେଖିଛନ୍ତି, ମୋ ପାଇଁ ଏହି ମକର ସଂକ୍ରାନ୍ତି ମାତୃତ୍ୱକୁ ଉତ୍ସବ ଭାବେ ପାଳିବା ଏବଂ ଆମ ପାଇଁ ଏକ ନୂଆ ଆରମ୍ଭ ନେଇ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଲଗା ହେଲେ ମୁନାୱାର୍‌ ଫାରୁକି-ନାଜିଲା!

ମୁମ୍ବାଇ: ଲକ୍‌ଅପ ବିଜେତା ମୁନାୱାର୍‌ ଫାରୁକି ତାଙ୍କ ଗର୍ଲଫ୍ରେଣ୍ଡ ନାଜିଲାଙ୍କ ମଧ୍ୟରେ ବ୍ରେକ୍‌ଅପ ହୋଇଯାଇଥିବା ଚର୍ଚ୍ଚା ହେଉଛି। ଉଭୟ ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଫଲୋ କରୁନାହାନ୍ତି। ତେବେ...

ବଢ଼ିଲା ପୁଅ ସମ୍ମୁଖରେ ମଲାଇକା ପିନ୍ଧିଲେ ଏଭଳି ପୋଷାକ; ରାଗିକରି କ୍ଲାସ୍‌ ନେଇଗଲେ…

ବମ୍ବେ: ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍‌ ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରା। ଏଠାରେ ସେ ପ୍ରଶଂସକଙ୍କୁ ଫ୍ୟାଶନଠାରୁ ଆରମ୍ଭ କରି ଫିଟ୍‌ନେସ୍‌ ପର୍ଯ୍ୟନ୍ତ ସବୁକିଛିକୁ ନେଇ...

ଆହତ ହେଲେ ପ୍ରିୟଙ୍କା!

ମୁମ୍ବାଇ:ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ସବୁବେଳେ ନିଜ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିବାକୁ ଚେଷ୍ଟା କରିଥାଆନ୍ତି । ତେଣୁ ସେ ସୋସିଆଲ ମିଡିଆରେ...

‘ମୁଁ ବକ୍ସ ଅଫିସ୍‌ କୁଇନ୍‌’

ନିକଟରେ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅଭିନୀତ ଫିଲ୍ମ ‘ଧାକଡ’ ବକ୍ସ ଅଫିସରେ ଫ୍ଲପ୍‌ ସାବ୍ୟସ୍ତ ହୋଇଛି। ଫିଲ୍ମଟି ଫ୍ଲପ୍‌ ହେବା ପରେ କଙ୍ଗନା ମୁହଁ...

ଆସିପାରେ ବାହୁବଳୀ-୩

ଏସ୍‌ଏସ୍‌ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ଅର୍‌ଆର୍‌ଆର୍‌ ବକ୍ସ ଅଫିସରେ ହିଟ୍‌ ହୋଇଛି। ଫିଲ୍ମକୁ ଦର୍ଶକଙ୍କ ଖୁବ ଭଲ ରେସ୍ପନ୍ସ ମିଳିଥିବା ବେଳେ ଫିଲ୍ମଟି ରେକର୍ଡ ସୃଷ୍ଟି...

ବିଶ୍ୱର ଶ୍ରେଷ୍ଠ ୧୦ ସୁନ୍ଦର ମହିଳାଙ୍କ ମଧ୍ୟରେ ସ୍ଥାନ ପାଇଲେ ଦୀପିକା

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ବଲିଉଡର ସବୁଠାରୁ ଦକ୍ଷ ଅଭିନେତ୍ରୀ ଭାବେ ବିବେଚନା କରାଯାଏ। ସେ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ବେଶ ଲୋକପ୍ରିୟ।...

ବ୍ୟାଡମିଣ୍ଟନ୍ ଖେଳିଲେ ଦୀପିକା

ମୁମ୍ବାଇ: ବଲିଉଡ କୁଇନ୍ ଦୀପିକା ପାଦୁକୋନ୍ ଏବେ ଖୁବ୍ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଏହି ନାୟିକା ନିକଟରେ କିଛି ଫଟୋ ଶେୟାର...

ଝିଅଙ୍କ ବିବାହକୁ ନେଇ ଉତ୍ସାହିତ ଅଛନ୍ତି ସୁନୀଲ

ଅଭିନେତ୍ରୀ ଆଥିଆ ସେଟ୍ଟୀ ଏବଂ କ୍ରିକେଟର କେ.ଏଲ. ରାହୁଲଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଦୁହିଁଙ୍କ ବିବାହ ଏହି ବର୍ଷ ଡିସେମ୍ବରରେ ହେବ...

Advertisement
Archives

Model This Week