Home

ଓଡ଼ିଶାରେ ମୋବାଇଲ ଗେମର ସଂଖ୍ୟାରେ ସର୍ବାଧିକ ବୃ୍‌ଦ୍ଧି

ନୂଆଦିଲ୍ଲୀ,୧୬।୧ : ମୋବାଇଲ ଗେମରଙ୍କ ସଂଖ୍ୟା ଓଡ଼ିଶାରେ ସର୍ବାଧିକ ୫୫ ପ୍ରତିଶତ ବୃଦ୍ଧି ପାଇଛି। କେବଳ ଭୁବନେଶ୍ୱରରେ ମୋବାଇଲ ଗେମରଙ୍କ ସଂଖ୍ୟା ୧,୬୫୨ ପ୍ରତିଶତ ବଢ଼ିଥିବା ଇଣ୍ଡିଆ ମୋବାଇଲ ଗେମିଂ ରିପୋର୍ଟ (ଆଇଏମ୍‌ଜିଆର୍‌) ୨୦୨୨ରେ କୁହାଯାଇଛି। ଗେମିଂ ପ୍ଲାଟ୍‌ଫର୍ମ ମୋବାଇଲ ପ୍ରିମିୟର…

୪ ମହଲାରୁ ଖସିଲା ଲିଫ୍ଟ: ବର୍ତ୍ତିଲେ ଅଜିତ ପାଓ୍ବାର

ନୂଆଦିଲ୍ଲୀ,୧୬।୧ : ଏନ୍‌ସିପି ନେତା ଅଜିତ ପାଓ୍ବାର ଶନିବାର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପୁଣେର ଏକ ହସ୍ପିଟାଲ ବିଲ୍ଡିଂ ଉଦ୍‌ଘାଟନ କରିବାକୁ ପାଓ୍ବାର ଯାଇଥିଲେ। ସେ ତୃତୀୟ ମହଲାରୁ ଷ୍ଟ୍ରେଚର ଲିଫ୍ଟ ଯୋଗେ ଚତୁର୍ଥ ମହଲାକୁ ଯାଉଥିଲେ। ଯାନ୍ତ୍ରିକ ତ୍ରୁଟି ଯୋଗୁ…

ଦୁର୍ନୀତି ମାମଲା ତଦନ୍ତରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିୟୋଜିତ କରନାହିଁ: ସିଭିସି

ନୂଆଦିଲ୍ଲୀ,୧୬।୧(ପି.ଟି.): ଦୁର୍ନୀତି ମାମଲାଗୁଡ଼ିକର ତଦନ୍ତରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ନିୟୋଜିତ ନ କରିବା ପାଇଁ କେନ୍ଦ୍ରୀୟ ଭିଜିଲାନ୍ସ ଆୟୋଗ (ସିଭିସି) ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ବୀମା କମ୍ପାନୀ ଏବଂ କେନ୍ଦ୍ର ସରକାରଙ୍କ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। କେତେକ ସଂସ୍ଥା ଦୁର୍ନୀତି ମାମଲାର ତଦନ୍ତରେ…

ନିଜାମ ମୁକରମ୍‌ଙ୍କ ପରଲୋକ

ହାଇଦ୍ରାବାଦ,୧୬।୧ : ହାଇଦ୍ରାବାଦର ଅଷ୍ଟମ ନିଜାମ ନଓ୍ବାବ ମୀର ବରକତ ଅଲି ଖାନ୍‌ ସିଦ୍ଦିକି ମୁକରମ୍‌ ଜାହ ବାହାଦୁରଙ୍କର ତୁର୍କୀର ଇସ୍ତାନବୁଲରେ ଶନିବାର ରାତିରେ ପରଲୋକ ଘଟିଛି। ତାଙ୍କୁ ୮୯ ବର୍ଷ ହୋଇଥିଲା। ହାଇଦ୍ରାବାଦର ଶେଷ ଶାସକ ନିଜାମ ଓସ୍‌ମାନ ଅଲି…

ସମୁଦ୍ରରେ ୨ ମାଛଧରା ବୋଟ୍‌ ନିଖୋଜ: ୧୩ ମତ୍ସ୍ୟଜୀବୀଙ୍କ ପତ୍ତା ମିଳୁନି

ପାରାଦୀପ,୧୬ା୧(ସ୍ବ.ପ୍ର.): ପାରାଦୀପ ମାଛଧରାବନ୍ଦର ପରିସରରୁ ସମୁଦ୍ରକୁ ଯାଇଥିବା ଦୁଇଟି ମାଛଧରା ବୋଟ ରବିବାର ନିଖୋଜ ହୋଇଯାଇଛି। ସେମାନଙ୍କୁ ଉଦ୍ଧାର ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ରାତିରେ କୋଷ୍ଟଗାର୍ଡ ଓ ମେରାଇନ ପୋଲିସକୁ ଚିଠି (ନଂ-୧୫୭/୧୫-୦୧-୨୩)ଯୋଗେ ଅନୁରୋଧ କରାଯାଇଛି। ଏଥିରେ ଦର୍ଶାଯାଇଛି, ୨ଟି…

୯ ଜିଲାକୁ ଘନ କୁହୁଡ଼ି ସତର୍କତା

ଭୁବନେଶ୍ୱର, ୧୬।୧(ବ୍ୟୁରୋ):ରାଜ୍ୟରେ ଏବେ ଶୀତ କମିଥିଲେ ମଧ୍ୟ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ରବିବାର ସକାଳ ପ୍ରାୟ ୮ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖାଯାଇଥିଲା। ଆସନ୍ତା ଦୁଇଦିନ ଏପରି କୁହୁଡ଼ି ଅନୁଭୂତ ହେବ। ତେବେ ସୋମବାର ସକାଳ ସାଢ଼େ…

ଓଡ଼ିଶାକୁ ୯.୫୯ ଲକ୍ଷ ଗୃହ ମଞ୍ଜୁର

ଭୁବନେଶ୍ବର,୧୬ା୧(ବ୍ୟୁରୋ):ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମ୍‌ଏୱାଇ)କୁ ନେଇ କେନ୍ଦ୍ର-ରାଜ୍ୟ ମଧ୍ୟରେ ଦୀର୍ଘଦିନ ହେବ ମୁହଁାମୁହିଁ ସ୍ଥିତି ଲାଗି ରହିଥିଲା। ଏଥିଯୋଗୁ ହିତାଧିକାରୀଙ୍କୁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା। ବହୁ ବାଦବିବାଦ ପରେ ରାଜ୍ୟ ହିତାଧିକାରୀମାନେ ଏବେ ଆବାସ ଘର ପାଇବାକୁ…

ରେକର୍ଡକୁ ନେଇ ହୃଦୟଛୁଆଁ କଥା କହିଲେ କୋହଲି

ଥିରୁଭାନନ୍ତପୁରମ୍‌,୧୬।୧: ତୃତୀୟ ଦିନିକିଆରେ ଭାରତ ଶ୍ରୀଲଙ୍କାକୁ ୩୧୭ ରନ ବ୍ୟବଧାନରେ ପରାସ୍ତ କରିଛି। ଏହାସହ ଟିମ ଇଣ୍ଡିଆ ସିରିଜ ୩-୦ରେ ଜିତିଛି। ଓପନର୍‌ ଶୁଭମାନ ଗିଲଙ୍କ ବ୍ୟତୀତ ବିରାଟ କୋହଲି ଭାରତୀୟ ଦଳ ପାଇଁ ଏକ ଚମତ୍କାର ଶତକୀୟ ଇନିଂସ ଖେଳିଥିଲେ।…

୨.୨ ଫୁଟ୍‌ ଦବିବ ଜୋଷୀମଠ: ସୁପ୍ରିମକୋର୍ଟରେ ଶୁଣାଣି ଆଜି

ଡେରାଡୁନ୍‌,୧୬।୧: ଜୋଷୀମଠର କେତେକ ଅଞ୍ଚଳ ପାଖାପାଖି ୨.୨ ଫୁଟ୍‌ ଦବିପାରେ ବୋଲି ଏକ ଗ୍ରାଉଣ୍ଡ ସର୍ଭେରୁ ଜଣାପଡ଼ିଛି। ଜାନୁୟାରୀ ଆରମ୍ଭରୁ ଜୋଷୀମଠ ସହରର ଭୂମି ଦବିବା ଆରମ୍ଭ ହୋଇଥିଲା। ୧୨ ଦିନରେ ଜୋଷୀମଠ ୫.୪ ସେଣ୍ଟିମିଟର ଦବିଥିବା ଭାରତୀୟ ମହାକାଶ ଗବେଷଣା…

ପାକିସ୍ତାନରେ ଉତ୍କଟ ଖାଦ୍ୟ ସଙ୍କଟ

ଇସ୍‌ଲାମାବାଦ,୧୬।୧: ପାକିସ୍ତାନରେ ଖାଦ୍ୟ ସଙ୍କଟ ଉତ୍କଟ ରୂପ ଧାରଣ କରିଛି। ଅଟା ପାଇଁ ଲୋକେ ଟ୍ରକ୍‌ ପଛରେ ଧାଉଁଥିବା ଓ କେତେଜଣ ବାଇକ୍‌ରେ ପିଛା କରୁଥିବାର ବିକଳ ଚିତ୍ର ଦେଖିବାକୁ ମିଳିଛି। ଏହି ଭିଡିଓକୁ ନ୍ୟାଶନାଲ ଇକ୍ୟୁଆଲିଟି ପାର୍ଟି ଜମ୍ମୁ-କଶ୍ମୀର ଗିଲ୍‌ଗିଟ୍‌…

କାହିଁକି ‘ଭାରତ ଯୋଡୋ ଯାତ୍ରା’ରେ ସାମିଲ ହୋଇଥିଲେ କମଲ ହାସନ, ନିଜେ କଲେ ଖୁଲାସା

ନୂଆଦିଲ୍ଲୀ,୧୬।୧: ନିକଟରେ ଦିଲ୍ଲୀରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ଯାତ୍ରା’ରେ ଅଂଶଗ୍ରହଣ କରିଥିବା ଅଭିନେତା ତଥା ମକ୍କାଲ ନିଧି ମାୟାମର ମୁଖ୍ୟ କମଲ ହାସନ ଅନେକ ଖୁଲାସା କରିଛନ୍ତି। କୋଜିକୋଡରେ ଅନୁଷ୍ଠିତ ଷଷ୍ଠ କେରଳ ସାହିତ୍ୟ ମହୋତ୍ସବର ସମାପ୍ତି…

କାହିଁକି ଖସୁଛି ନେପାଳୀ ବିମାନ

କାଠମାଣ୍ଡୁ,୧୬ା୧: ପଡ଼ୋଶୀ ନେପାଳରେ ଏୟାରକ୍ରାଫ୍ଟର ସୁରକ୍ଷାକୁ ବିଶେଷ ଗୁରୁତ୍ୱ ଦିଆଯାଇ ନ ଥାଏ। ବିମାନଗୁଡ଼ିକର ଦୁର୍ବଳ ରକ୍ଷଣାବେକ୍ଷଣ ଓ ପାଇଲଟ୍‌ଙ୍କୁ ପ୍ରଶିକ୍ଷଣର ଅଭାବ ଯୋଗୁ ବିମାନ ପରିବହନ ସେକ୍ଟର ବହୁଳ କ୍ଷତିଗ୍ରସ୍ତ ହୋଇଛି। କମ୍‌ ଦୃଶ୍ୟମାନତା ଓ କୋହଲା ପାଗ ବିମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?