ୟୁକ୍ରେନ ଅଧିକ ଶକ୍ତିଶାଳୀ, ସ୍ବୀକାର କଲେ ପୁଟିନ…
ମସ୍କୋ,୧୮।୧୨ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସ୍ବୀକାର କରିଛନ୍ତି ଯେ ୟୁକ୍ରେନ ଅଧିକ ଶକ୍ତିଶାଳୀ ହୋଇଛି। ଦି ନ୍ୟୁୟର୍କ ଟାଇମ୍ସର ଏକ ଖବର ଅନୁଯାୟୀ ଭ୍ଲାଦିମିର ପୁଟିନ କହିଛନ୍ତି ଯେ ଏହି ଯୁଦ୍ଧ ବୋଧହୁଏ ଆମେ ଭାବିବା ଅପେକ୍ଷା ଅଧିକ…
ବିଦ୍ୟୁତ୍ ତାର ଲାଗି ମାଈ ହାତୀର ମୃତ୍ୟୁ ଘଟଣା: ବନ୍ଧା ହେଲେ ୨ ଚାଷୀ
ଦେବଗଡ଼/ରିଆମାଳ,୧୮।୧୨(ଡି.ଏନ୍.ଏ.): ଦେବଗଡ଼ ଜିଲା ରିଆମାଳ ଫରେଷ୍ଟ ରେଞ୍ଜ କୁଣ୍ଢେଇଗୋଳା ସେକ୍ସନ ଚଢେଇମରା ପଞ୍ଚାୟତ ଅନ୍ତର୍ଗତ ଖିଲୋବେର୍ଣ୍ଣି ଗ୍ରାମରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ମାଈ ହାତୀର ମୃତ୍ୟୁ ଘଟିଥିଲା। ଏଥିରେ ବନବିଭାଗ କାର୍ଯ୍ୟାନୁଷ୍ଠାନ ସ୍ବରୂପ ୨ ଜଣ ଜମି ମାଲିକ…
ଚଟ୍ଟୋଗ୍ରାମ ଟେଷ୍ଟରେ ଟିମ୍ ଇଣ୍ଡିଆର ବୃହତ ବିଜୟ
ଚଟ୍ଟୋଗ୍ରାମ,୧୮।୧୨: ବାଲାଂଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ରବିବାର ବୃହତ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ମ୍ୟାଚ୍ର ଅନ୍ତିମ ଦିବସରେ ବିରୋଧୀ ଟିମ୍କୁ ଦଳ ୧୮୮ ରନ୍ରେ ପରାଜିତ କରିଛି। ଏହି ବିଜୟ ପରେ ଭାରତ ୨ ମ୍ୟାଚ୍ ବିଶିଷ୍ଟ ସିରିଜରେ…
ଚିଲିକାରେ ୭ ଲକ୍ଷ ବିଦେଶୀ ପକ୍ଷୀ
ବାଲୁଗାଁ, ୧୮ା୧୨(ଡି.ଏନ୍.ଏ.): ଶୀତର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସୁଦୂର ବରଫାବୃତ୍ତ ରାଷ୍ଟ୍ରାଞ୍ଚଳରୁ ଚିଲିକାକୁ ରଙ୍ଗବେରଙ୍ଗର ବିଦେଶାଗତ ପକ୍ଷୀଙ୍କ ଆଗମନ ବଢ଼ିବାରେ ଲାଗିଛି। ୧୫ ତାରିଖ(ଗୁରୁବାର) ସୁଦ୍ଧା ସମଗ୍ର ଚିଲିକାରେ ୧୦୬ ପ୍ରଜାତିର ୭ ଲକ୍ଷ ୭ ହଜାର…
ପୃଥିବୀ ଭଳି ପାଣି ଥିବା ଦୁଇ ଗ୍ରହର ସନ୍ଧାନ, ଜୀବନର ଆଶା…
ଓ୍ବାଶିଂଟନ,୧୮।୧୨ : ପ୍ରଥମ ଥର ପାଇଁ ନାସାର ବୈଜ୍ଞାନିକମାନେ ଏହିପରି ଦୁଇଟି ବାହ୍ୟ ଗ୍ରହ(ଏକ୍ସପ୍ଲାନେଟ) ପାଇଛନ୍ତି, ଯେଉଁଥିରେ ପ୍ରଚୁର ପରିମାଣର ପାଣି ଥିବାର ସମ୍ଭାବନା ଥିବା କୁହାଯାଉଛି। ପୃଥିବୀ ଭଳି ଏହି ଦୁଇ ଗ୍ରହରେ ପାଣି ଥିବାରୁ ଏଠାରେ ଜୀବନର ଆଶା…
ହକି ବିଶ୍ୱକପ୍ ପାଇଁ ଜାତୀୟ ସଙ୍ଗୀତ ଗାଇବେ କୋରାପୁଟର ନମିତା
ଭୁବନେଶ୍ୱର,୧୮ା୧୨(ବ୍ୟୁରୋ): ଆସନ୍ତା ବର୍ଷ ଜାନୁୟାରୀ ୧୩ରେ ହକି ବିଶ୍ୱକପ୍ ଓଡ଼ିଶାରେ ଆୟୋଜନ ହେଉଛି। ଏଥିପାଇଁ ଜାତୀୟ ସଙ୍ଗୀତ ରେକର୍ଡ କରିବେ ନମିତା ମେଲେକା। କୋରାପୁଟ ଜିଲାର ବନ୍ଧୁଗାଓଁ ବ୍ଲକ୍ ବାସିନ୍ଦା ନମିତା ଓଡ଼ିଆ, ହିନ୍ଦୀ ସହ ସ୍ଥାନୀୟ କୁଇ ଭାଷାରେ ଗୀତ…
ଅଲିଭ୍ ରିଡ୍ଲେଙ୍କୁ ବିପଦ ଟ୍ରଲର, ବୋଟ୍; ନିଷିଦ୍ଧାଞ୍ଚଳରେ ଚାଲିଛି ଅବାଧ ମାଛମରା
କୋଣାର୍କ,୧୮ା୧୨(ଡି.ଏନ୍.ଏ.): ଉପକୂଳରେ ଅସୁରକ୍ଷିତ ଅଲିଭ ରିଡ୍ଲେ। ଅନ୍ତୁଡ଼ିଶାଳ ପାଲଟିଛି ଶ୍ମଶାନ। ଅଣ୍ଡାଦାନରେ ବାଧକ ସାଜିଛି ବେଆଇନ ଟ୍ରଲର ଚଳାଚଳ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ନଭେମ୍ବର ୧ରୁ ମେ ୩୧ପର୍ଯ୍ୟନ୍ତ ସମୁଦ୍ରକୂଳରୁ ୨୦କିଲୋମିଟର ମଧ୍ୟକୁ କେହି ମାଛ ଧରିବା ପାଇଁ ଯାଇପାରିବେ ନାହିଁ।…
କିମ୍ ପୁଣି କଲେ ବାଲାଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷଣ…
ପ୍ୟୋଙ୍ଗୟାଙ୍ଗ,୧୮।୧୨ : ଉତ୍ତର କୋରିଆର ଏକ ଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ ପୁଣି ଥରେ ଦେଶର ପୂର୍ବ ଉପକୂଳରୁ ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି। ଦକ୍ଷିଣ କୋରିଆ ଏହି ସୂଚନା ଦେଇଛି। ଚଳିତ ବର୍ଷ ବାଲିଷ୍ଟିକ କ୍ଷେପଣାସ୍ତ୍ରର ଉତ୍ତର…
ଖଳାରେ ଧାନ ଜଗିଥିବା ବେଳେ କଚାଡ଼ିଲା ହାତୀ, ଯୁବକଙ୍କ ଜୀବନ ଗଲା
ଦେବଗଡ଼,୧୮।୧୨(ଡି.ଏନ୍.ଏ.): ଖଳାରେ ଧାନ ଜଗିଥିବା ବେଳେ ଯୁବକଙ୍କୁ କଚାଡ଼ି ମାରିଲା ହାତୀ। ଦେବଗଡ ବନଖଣ୍ଡ ରିଆମାଳ ବନାଞ୍ଚଳ ଚିରଗୁଣିକୁଦର ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଭାଗ୍ୟ କିସାନ(୩୫)। ସୂଚନାନୁଯାୟୀ, ଘର ନିକଟରେ ଥିବା ନିଜ…
ଢେଙ୍କାନାଳରୁ ଜାଲ ନୋଟ୍ ଜବତ ଘଟଣା: ଦୁଇ ମାଷ୍ଟର ମାଇଣ୍ଡଙ୍କୁ ଦେବଗଡ଼ରୁ ବାନ୍ଧିଲା ପୋଲିସ
ଦେବଗଡ଼,୧୮।୧୨(ଡି.ଏନ୍.ଏ.): ଢେଙ୍କାନାଳରୁ ଜାଲ ନୋଟ ଜବତ ଘଟଣାରେ ଦେବଗଡ଼ରୁ ଆଉ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ସେମାନେ ହେଲେ ଦେବଗଡ ବରପାଳି ସାହିର ବିଶ୍ୱନାଥ ଆଚାର୍ଯ୍ୟ(କାଳିଆ) ଏବଂ ଗୁରୁସାହିରେ ରହୁଥିବା ତ୍ରିନାଥ ଦାଶ। ଅଭିଯୁକ୍ତଙ୍କ ପାଖରୁ ଜାଲ ନୋଟ ତିଆରିରେ…
ଇରାନରେ ଥମୁନି ହିଜାବ ବିବାଦ, ଏବେ ଓସ୍କାର ୱିନର ଅଭିନେତ୍ରୀ ଗିରଫ
ତେହେରାନ,୧୮ ।୧୨: ଇରାନର ଅଧିକାରୀମାନେ ଦେଶର ଜଣେ ଜଣାଶୁଣା ଅଭିନେତ୍ରୀଙ୍କୁ ରାଷ୍ଟ୍ରବ୍ୟାପି ବିରୋଧ ପ୍ରଦର୍ଶନକୁ ନେଇ ଭୁଲ ଖବର ଦେଉଥିବା ଅଭିଯୋଗରେ ଗିରଫ କରିଛନ୍ତି । ସରକାରୀ ମିଡିଆ ରିପୋର୍ଟରେ କୁହାଯାଇଛି କି ଓସ୍କାର ବିଜେତା ଫିଲ୍ମ ‘ଦ ସେଲସମ୍ୟାନ’ ର…
ଫିଫା ବିଶ୍ୱକପ୍: ଆଜି ଆର୍ଜେଣ୍ଟିନା-ଫ୍ରାନ୍ସ ଟାଇଟଲ ଟକ୍କର
ଦୋହା, ୧୮।୧୨: ଚଳିତ ଫିଫା ବିଶ୍ୱକପ୍ର ମେଗା ଫାଇନାଲ ରବିବାର ଲୁସେଲ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଟାଇଟଲ ଲଢ଼େଇରେ ପରସ୍ପରର ସମ୍ମୁଖୀନ ହେବେ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଓ ଗତଥରର ଚାମ୍ପିୟନ ଫ୍ରାନ୍ସ। ଫ୍ରାନ୍ସ ଟାଇଟଲ ବଜାୟ ରଖିବା ଲକ୍ଷ୍ୟରେ ଥିବାବେଳେ…
Archives


