ଜାଣନ୍ତି କି ଜୟା ଏବଂ ରେଖାଙ୍କ ମଧ୍ୟରୁ କିଏ ଅଧିକ ଧନୀ, କାହା ପାଖରେ ଅଛି କେତେ କାର୍‌ ଆଉ ବଙ୍ଗଳା

ମୁମ୍ବାଇ: ବଲିଉଡ୍‌ର ବରିଷ୍ଠ ଅଭିନେତ୍ରୀ ଜୟା ବଚ୍ଚନ ଏବଂ ରେଖାଙ୍କର ଆଜି ବି ଅନେକ ପ୍ରଶଂସକ ରହିଛନ୍ତି। ପ୍ରଶଂସକମାନେ ଏହି ଦୁଇ ଅଭିନେତ୍ରୀଙ୍କ ବିଷୟରେ ଅଧିକ ଜାଣିବା ପାଇଁ ସବୁବେଳେ ଚାହିଁଥାନ୍ତି। ତେବେ ଜାଣନ୍ତି କି ଏହି ଦୁଇ ଅଭିନେତ୍ରୀଙ୍କ ମଧ୍ୟରୁ କିଏ ଅଧିକ ଧନୀ। କାହା ପାଖରେ ରହିଛି କେତେ କାର୍‌ ଆଉ ବଙ୍ଗଳା। ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ…

ଭେଟେରାନ ଅଭିନେତ୍ରୀମାନଙ୍କ ମଧ୍ୟରୁ ଉଭୟ ରେଖା ଏବଂ ଜୟା ସବୁଠୁ ଊର୍ଦ୍ଧ୍ୱରେ। ସେମାନଙ୍କ ଯୁଗରେ ଉଭୟ ଅଭିନେତ୍ରୀ କେବଳ ବଡ଼ ପରଦାରେ ଯେ, ରାଜୁତି କରୁଥିଲେ ତାହା ନୁହେଁ, ଦର୍ଶକଙ୍କ ହୃଦୟ ମଧ୍ୟ ଜିତିଥିଲେ। ଜଣେ ସୌନ୍ଦର୍ଯ୍ୟ ପାଇଁ ଲୋକଙ୍କୁ ପାଗଳ କରି ଦେଉଥିବା ବେଳେ ଆଉ ଜଣେ ତାଙ୍କର ସରଳତା ପାଇଁ ଲୋକଙ୍କୁ ପାଗଳ କରିଦେଉଥିଲେ। ପ୍ରଶଂସକମାନେ ଏହି ଦୁଇ ଅଭିନେତ୍ରୀଙ୍କ ମଧ୍ୟରୁ କିଏ ଅଧିକ ଧନୀ ସେ ବିଷୟରେ ଗୁଗ୍‌ଲରେ ସର୍ଚ୍ଚ କରିଥାନ୍ତି।

 रिपोर्ट्स के अनुसार, रेखा के पास मुंबई के बांद्रा में एक बंगला है, जिसकी कीमत 13 करोड़ के आस-पास है. इसके अलावा उनके पास मंहगी ज्वेलरी और डिजाइनर साड़ियों का कलेक्शन हैं, जिनकी कीमत काफी ज्यादा है.

ଯଦି ରେଖାଙ୍କ କଥା କହିବା ତେବେ ବାନ୍ଦ୍ରାଠାରେ ରେଖାଙ୍କର ଏକ ବଙ୍ଗଳା ଅଛି। ଯାହାର ମୂଲ୍ୟ ପ୍ରାୟ ୧୩ କୋଟି ଅଟେ। ଏହା ବ୍ୟତୀତ ତାଙ୍କ ପାଖରେ ଦାମୀ ଅଳଙ୍କାର ଏବଂ ଡିଜାଇନର ସାମଗ୍ରୀ ସଂଗ୍ରହ ଅଛି, ଯାହାର ମୂଲ୍ୟ ବହୁ ଅଧିକ। ରେଖା ମଧ୍ୟ ଦାମୀ ଗାଡ଼ିକୁ ଖୁବ୍‌ ଭଲ ପାଆନ୍ତି। ତାଙ୍କ ପାଖରେ ଲ୍ୟାଣ୍ଡ ରୋଭର ଡିସ୍‌କଭରି, ବିଏମ୍‌ଡବ୍ଲ୍ୟୁ ସିରିଜ, ଟାଟା ନେକ୍ସା ଭଳି ଦାମୀ ଗାଡ଼ି ରହିଛି। ରେଖା ପ୍ରାୟ ୪୦ ମିଲିୟନ ଡଲାରର ମାଲିକ ଅଟନ୍ତି।

 बात करें जया बच्चन की तो बिग बी की वाइफ, संपत्ति के मामले में रेखा से कम नहीं हैं. वह आलीशान लाइफ जीती हैं और अरबों की संपत्ति की मालकिन हैं.

ଅନ୍ୟପକ୍ଷରେ ଜୟା ସମ୍ପତ୍ତି ମାମଲାରେ ରେଖାଙ୍କଠାରୁ କମ୍‌ ନୁହନ୍ତି। ତାଙ୍କ ପାଖରେ ପ୍ରାୟ ୧୨ଟି ଦାମୀ ଗାଡ଼ି ରହିଛି। ସେ ପୂରା ବଚ୍ଚନ ପରିବାର ସହ ଜୁହୁସ୍ଥିତ ବଙ୍ଗଳା ‘ଜଲ୍‌ସା’ରେ ରହୁଛନ୍ତି। ଯାହାର ଦାମ୍‌ ୧୦୦ କୋଟିରୁ ଅଧିକ। ଜୟାଙ୍କ ପାଖରେ ମଧ୍ୟ ଦାମୀ ଅଳଙ୍କାର ରହିଛି। ତେବେ ରେଖାଙ୍କଠାରୁ ଜୟାଙ୍କର ଅଧିକ ସମ୍ପତ୍ତି ବୋଲି ଯାହା ଜଣାପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟରେ ଲଜ୍ଜିତ ହେଲା ପାକିସ୍ତାନ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

କରାଚି,୪ା୮: ପୁଣି ଥରେ ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟରେ ଲଜ୍ଜିତ ହୋଇଛି ପାକିସ୍ତାନ। ନିକଟରେ ଶେଷ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇଥିବା ପାକିସ୍ତାନୀ ବକ୍ସର କୁଦ୍ରାତୁଲା ଦଳୀୟ…

ପୁଅର ଗିରଫଦାରୀକୁ ନେଇ ମୁହଁ ଖୋଲିଲେ ଷ୍ଟାଲିନ, କହିଲେ ଅହଙ୍କାରରେ…

ନୂଆଦିଲ୍ଲୀ,୪।୮: ତାମିଲନାଡୁରେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ଦ୍ରାବିଡ଼ ମୁନେତ୍ର କାଜାଗମ୍ (ଡିଏମକେ) ନେତା ଉଦୟନିଧି ଷ୍ଟାଲିନ୍‌ଙ୍କ ଗିରଫଦାରୀକୁ ନେଇ ରାଜ୍ୟର ରାଜନୈତିକ ପାରା ଚରମ ସୀମାରେ ପହଞ୍ଚିଛି।…

କ୍ରାଇମବ୍ରାଞ୍ଚ ନିକଟରେ ଆତ୍ମସମର୍ପଣ କଲେ ଶରଣକୁଳ ନିଲମ୍ବିତ IIC

ଭୁବନେଶ୍ୱର,୪।୮: ଶରଣକୁଳ ନିଲମ୍ବିତ IIC ସୁଜିତ ଦାସ ମଙ୍ଗଳବାର କ୍ରାଇମବ୍ରାଞ୍ଚ ନିକଟରେ ଆତ୍ମସମର୍ପଣ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସୁଜିତ କ୍ରାଇମବ୍ରାଞ୍ଚରେ ହାଜର ହୋଇ ଆତ୍ମସମର୍ପଣ କରିଥିବା…

ବ୍ଲକ ଅଫିସରେ ପିସି କାରବାର, ଭିଡିଓ ଭାଇରାଲ

ଖଡ଼ିଆଳ,୪ା୮ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟରେ ପିସି କାରବାର ହେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କଠାରୁ ଅଫିସ କର୍ମଚାରୀ…

ପାକିସ୍ତାନରେ ପୁଣି ପଲଟିବ ସତ୍ତା! ସିଲ୍‌ ହେଲା ଇସଲାମାବାଦ, ସେନାବେସ୍‌ରେ ବଡ଼ ହଲଚଲ

ଇସଲାମାବାଦ,୪।୮: ପାକିସ୍ତାନରେ ପୁଣି ଥରେ ବଡ଼ ରାଜନୈତିକ ଓଲଟପାଲଟ ଏବଂ ସାମରିକ ବିପ୍ଳବ (ସାମରିକ କୁ) ଆଶଙ୍କାରେ ହଲଚଲ ବୃଦ୍ଧି ପାଇଛି। ରାଜଧାନୀ ଇସ୍‌ଲାମାବାଦକୁ ବିଭିନ୍ନ ସ୍ଥାନରେ…

ବଢିଲା ଅଭିଜିତ ଦୀପକେଙ୍କ ଅଡୁଆ: ରୁଜୁ ହେଲା ମାମଲା, ଜାଣନ୍ତୁ କାହିଁକିି…

ନୂଆଦିଲ୍ଲୀ,୪।୮: କକରୋଚ ଜନତା ପାର୍ଟି (CJP)ର ସଂସ୍ଥାପକ ଅଭିଜିତ ଦୀପକେଙ୍କ ଅଡୁଆ ବଢ଼ୁଥିବା ନଜର ଆସୁଛି। ପଶ୍ଚିମବଙ୍ଗରେ ଆଇନଜୀବୀ ରିଙ୍କି ଚଟାର୍ଜୀ ସିଂହ ସିଲିଗୁଡ଼ି ସାଇବର କ୍ରାଇମ…

ତାତିଲେ ଛାତ୍ରୀଛାତ୍ର: ପ୍ରଧାନଶିକ୍ଷକଙ୍କୁ ବହିଷ୍କାର ଦାବିରେ ଚାଲି ଚାଲି ଗଲେ ବିଡ଼ିଓଙ୍କ ନିକଟକୁ, ତା’ପରେ…

ମୋରଡା,୪।୮(ସ୍ମାରକ ମାଜୀ): ବିଦ୍ୟାଳୟରେ ବିଭିନ୍ନ ଅନିୟମିତତା ତଥା ପୋକଯୁକ୍ତଖାଦ୍ୟ, ଛାତ୍ରୀଙ୍କୁ ଆଶାଳୀନ ବ୍ୟବହାର, ବିଦ୍ୟାଳୟରୁ ଜିନିଷ ନେଇ ନେବା ଆଦି ବିଭିନ୍ନ ଅଭିଯୋଗ ନେଇ ପ୍ରଧାନଶିକ୍ଷକଙ୍କ ବହିଷ୍କାର…

ଅଟୋ ସେକ୍ଟର ହେବ ମାଲାମାଲ! ସରକାର ୪,୦୦୦ କୋଟି ଯୋଜନା…

ନୂଆଦିଲ୍ଲୀ,୪।୮: ଭାରତୀୟ ଅଟୋମୋବାଇଲ ଶିଳ୍ପ ବର୍ତ୍ତମାନ ଏକ ପ୍ରମୁଖ ପ୍ରଯୁକ୍ତିବିଦ୍ୟା ଏବଂ ସାଂରଚନିକ ପରିବର୍ତ୍ତନ ଦେଇ ଗତି କରୁଛି। ବୈଦ୍ୟୁତିକ ଯାନ (EVs) ପାଇଁ ବର୍ଦ୍ଧିତ ଚାହିଦା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri