Advertisement

ପ୍ରସିଦ୍ଧ ସ୍କ୍ରିପ୍ଟରାଇଟର୍‌ଙ୍କ ପରଲୋକ

ଲୋକପ୍ରିୟ ତାମିଲ-ତେଲୁଗୁ ସ୍କ୍ରିପ୍ଟରାଇଟର୍‌୍‌ ଶ୍ରୀ ବାଲାମୁରୁଗାନଙ୍କ ଦେହାନ୍ତ ହୋଇଛି। ୮୬ ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ନେଇଛନ୍ତି। ସେ ଗତ କିଛି ବର୍ଷ ଧରି ଅସୁସ୍ଥ ଥିଲେ।
ବାଲାମୁରୁଗାନ ‘ଧର୍ମଦଥା’, ‘ଅଲୁମାଗାଲୁ’, ‘ସାଭାସାଗାଲୁ’ ଏବଂ ‘ଜୀବନ ତରଙ୍ଗାଲୁ’ ପରି ଅନେକ ସୁପରହିଟ ଫିଲ୍ମର ସ୍କ୍ରିପ୍ଟରାଇଟର୍‌ ଭାବରେ କାର୍ଯ୍ୟ କରିଥିଲେ। ବାଲାମୁରୁଗାନ ଅନେକ ତାମିଲ କଳାକାରଙ୍କ ପାଇଁ କାହାଣୀ ମଧ୍ୟ ଲେଖିଛନ୍ତି। ତାଙ୍କ ଦେହାନ୍ତ ଖବର ଶୁଣି ତାମିଲ ଏବଂ ତେଲୁଗୁ ଫିଲ୍ମ ଜଗତର ସେଲିବ୍ରିଟିମାନେ ସମବେଦନା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଭଲପାଇ ବସିଥିଲେ ବୈଜୟନ୍ତୀ

ମୁମ୍ବାଇ: ବୈଜୟନ୍ତୀ ମାଲା ବାଲି। ୭୦ ଦଶକର ଆଗଧାଡିର ବଲିଉଡ୍‌ ନାୟିକା। ଆଜି ସେ ୮୩ ବର୍ଷରେ ପାଦ ରଖିଛନ୍ତି ସତ ହେଲେ ଏବେବି ସେ...

ରଣବୀରଙ୍କୁ ବିଗାଡ଼ିଦେଲେ ଦୀପିକା

ମୁମ୍ବାଇ: କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଭାରତରେ ୨୧ଦିନ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଭଳି ପରିସ୍ଥିତିରେ ସମସ୍ତଙ୍କ ଭଳି ବଲିଉଡ୍‌ ତାରକାମାନେ ମଧ୍ୟ ସରକାରଙ୍କ ନିୟମକୁ...

ପିଲାଦିନରୁ ବିଗ୍‌ ବି’ଙ୍କ ସହ କାମ କରିବାକୁ ସ୍ବପ୍ନ ଦେଖିଥିଲେ ଏକତା

ମୁମ୍ବାଇ: ବଲିଉଡ ଅଭିନେତା ଅମିତାଭ ବଚ୍ଚନ, ରଶ୍ମିକା ମନ୍ଦନା ଏବଂ ନୀନା ଗୁପ୍ତାଙ୍କ ଅଭିନୀତ ଫିଲ୍ମ ‘ଗୁଡ୍‌ବାଏ’ର ଟ୍ରେଲର ମଙ୍ଗଳବାର ରିଲିଜ୍‌ ହୋଇଯାଇଛି। ଏହି ଫିଲ୍ମକୁ...

ହଟ୍‌ ବିକିନି ପିନ୍ଧିବା ପଡିଲା ମହଙ୍ଗା: ଅଭିନେତ୍ରୀ ବାଣୀ କପୁରଙ୍କ ନାଁରେ ମାମଲା ରୁଜୁ

ବଲିଉଡ୍‌ ଅଭିନେତ୍ରୀ ବାଣୀ କପୁର ବିବାଦରେ ଫଶିଯାଇଛନ୍ତି। ବାଣୀଙ୍କ ଏକ ଫଟୋକୁ ନେଇ ମୁମ୍ବାଇର ଏକ ଥାନାରେ ମାମଲା ରୁଜୁ ହୋଇଛି। ନିକଟରେ ନିଜ ଇନଷ୍ଟାଗ୍ରାମରେ...

ବଡ ପରଦାକୁ ଫେରିବେ ଶାହାରୁଖ!

ମୁମ୍ବାଇ: ଦୀର୍ଘ ପ୍ରାୟ ୨ ବର୍ଷର ବ୍ରେକ୍‌ଅପ୍‌ ପରେ ପୁଣିଥରେ ଶାହାରୁଖ ଖାଁ ବଡ ପରଦାକୁ ଫେରିବେ ବୋଲି ଶୁଣିବାକୁ ମିଳିଛି। ଏଥର କୁଆଡେ ସେ...

ଓଲିଉଡ୍‌ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ କରୋନା

ଭୁବନେଶ୍ୱର,୬ା୧୦(ବ୍ୟୁରୋ): ଓଲିଉଡ୍‌ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ କରୋନା ହୋଇଥିବା ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଉଷସୀ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଲେଖିଛନ୍ତି, ମୋ...

ଏହି ଅଭିନେତ୍ରୀଙ୍କ ନାମ ସହ ଅଛି ସଲ୍‌ମାନଙ୍କ କନେକ୍‌ଶନ

ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଧୀରେ ଧୀରେ ଇଣ୍ଡଷ୍ଟ୍ରିରେ ସଫଳତା ପାଇବାରେ ଲାଗିିଛନ୍ତି। ସେ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ଚଳଚ୍ଚିତ୍ରରେ ଅଭିନୟ କରିବା ପୂର୍ବରୁ କିଆରାଙ୍କ...

ମାଟି ପାତ୍ର ଗଢୁଛନ୍ତି ତୈମୁର

ବଲିଉଡ୍‌ ଅଭିନେତ୍ରୀ କରୀନା କପୁରଙ୍କ ପୁଅ ତୈମୁର ଜଣେ ସେଲିବ୍ରିଟିଙ୍କଠାରୁ କମ ନୁହଁନ୍ତି। କରୀନା ପ୍ରାୟତଃ ତୈମୁରର ଭିଡିଓ ଏବଂ ଫଟୋ ଶେୟାର କରନ୍ତି। ନିକଟରେ...

Advertisement
Archives

Model This Week