Home

ପାକିସ୍ତାନକୁ ହରାଇ ଟି-୨୦ ବିଶ୍ୱକପ୍‌ ଚାମ୍ପିଅନ୍‌ ହେଲା ଇଂଲଣ୍ଡ

ମେଲବୋର୍ନ,୧୨।୧୧: ଇଂଲଣ୍ଡ ଟି-୨୦ ବିଶ୍ୱକପ ୨୦୨୨ ଚାମ୍ପିଅନ୍‌ ହୋଇଛି। ମେଲବୋର୍ନରେ ଚାଲିଥିବା ଫାଇନାଲ ମ୍ୟାଚରେ ବେନ ଷ୍ଟୋକ୍ସ ଏବଂ ମୋଇନ ଅଲିଙ୍କ ଚମତ୍କାର ଇନିଂସ ଆଧାରରେ ପାକିସ୍ତାନକୁ ୫ ଉଇକେଟ୍‌ରେ ପରାସ୍ତ କରିଛି ଇଂଲଣ୍ଡ। ଏହା ହେଉଛି ଇଂଲଣ୍ଡର ଦ୍ୱିତୀୟ ଟି…

ଦୁନିଆର ସବୁଠାରୁ ଭାଗ୍ୟବାନ ମଣିଷ! ୩ ସେକେଣ୍ଡ ମଧ୍ୟରେ ଦୁଇ ଥର ମରୁ ମରୁ ବଞ୍ଚିଲେ…

କଥାରେ ଅଛି ‘ରଖେ ହରି, ମାରେ କିଏ’। ଆଜିକାଲି ସୋସିଆଲ ମିଡିଆରେ ସେଭଳି ଏକ ଭିଡିଓ ଭାଇରାଲ ହେଉଛି। ଭିିଡିଓ ଦେଖିବା ପରେ ଉକ୍ତିଟି ଯଥାର୍ଥ ଭଳି ମନେ ହେବ। କାରଣ ଏଥିରେ ଜଣେ ବ୍ୟକ୍ତି ମାତ୍ର ୩ ସେକେଣ୍ଡରେ ଦୁଇ…

ବନ୍ଧୁକ ଦେଖାଇ ଫିଲ୍ମ ଷ୍ଟାଇଲ୍‌ରେ ଲୁଟିନେଲେ ୫ ଲକ୍ଷ ଟଙ୍କା

ନିଶ୍ଚିନ୍ତକୋଇଲି,୧୩ା୧୧(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ରାଣୀପଡ଼ାଠାରେ ଫିଲ୍ମ ଷ୍ଟାଇଲ୍‌ରେ ରବିବାର ଲୁଟ୍‌ ହୋଇଛି। କଟକ-ଚାନ୍ଦବାଲି ରାସ୍ତାରେ ସାଲେପୁରର ଏକ ଘରୋଇ ମିକ୍ସଚର କମ୍ପାନୀର ପିକ୍‌ଅପ୍‌ କେନ୍ଦ୍ରାପଡ଼ାରୁ ଫେରୁଥିବା ବେଳେ ରାସ୍ତାରେ ଏକ ବାଇକ୍‌ରେ ୩ ଜଣ ଯୁବକ ଆସି ଗାଡ଼ିଆଗରେ…

ଏହି ଜିନିଷକୁ ପ୍ରବଳ ଡରନ୍ତି ଅଜୟ ଦେବଗନ

ବଲିଉଡ୍‌ ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ ତବୁ ଆଗାମୀ ଫିଲ୍ମ ‘ଦୃଶ୍ୟମ-୨’ର ପ୍ରମୋଶନ ପାଇଁ ରିଆଲିଟି ଶୋ’ ‘ଝଲକ ଦିଖଲା ଜା ୧୦’ ରେ ପହଞ୍ଚିଥିଲେ। ଏହି ମଞ୍ଚରେ ଅଜୟ ଏବଂ ତବୁ ମଜାଦାର ଖେଳ ଖେଳିଥିଲେ। କଲେଜ ଦିନରୁ…

ବିବାହ ବନ୍ଧନରେ ବାନ୍ଧି ହେଲେ ଟ୍ରମ୍ପଙ୍କ ଝିଅ

ଓ୍ବାଶିଂଟନ,୧୩ା୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଝିଅ ଟିଫାନୀ ରବିବାର ତାଙ୍କର ଦୀର୍ଘଦିନର ପ୍ରେମିକ ମାଇକେଲ ବୋଲୋସଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଟ୍ରମ୍ପଙ୍କ ଫ୍ଲୋରିଡାସ୍ଥିତ ନିବାସ ମାର୍‌-ଏ-ଲାଗୋରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ମାଇକେଲଙ୍କ ସହ ବିବାହ …

ହାତରେ କଳା ପଟି ବାନ୍ଧି ଫାଇନାଲ ଖେଳୁଛନ୍ତି ଇଂଲଣ୍ଡ ଖେଳାଳି

ମେଲବୋର୍ନ,୧୩।୧୧: ପାକିସ୍ତାନ ବିପକ୍ଷରେ ଟି୨୦ ବିଶ୍ୱକପ୍‌ ୨୦୨୨ର ଫାଇନାଲ ମୁକାବିଲା ଖେଳୁଛି ଇଂଲଣ୍ଡ। ଏହି ମ୍ୟାଚ୍‌ରେ ଇଂଲଣ୍ଡ ଖେଳାଳି ହାତରେ କଳା ପଟି ବାନ୍ଧି ଖେଳୁଥିବା ଦେଖାଯାଇଛି। ଏହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଇଂଲଣ୍ଡ ଖେଳାଳିମାନେ…

ମହାରାଷ୍ଟ୍ରର ରାଜନୈତିକ ପରିବେଶ ପ୍ରଦୂଷିତ ହୋଇଛି, ସତ୍ୟ କହୁଥିବା ଲୋକଙ୍କ ଶତ୍ରୁ ଦିଲ୍ଲୀରେ…

ମୁମ୍ବାଇ,୧୩।୧୧ : ଜେଲରୁ ବାହାରିବା ପରଠାରୁ ଶିବସେନା ଏମ୍‌ପି ସଞ୍ଜୟ ରାଉତ କ୍ରମାଗତ ଭାବରେ ଭାଜପା ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସରକାରଙ୍କ ବିରୋଧରେ ଅଭିଯୋଗ କରୁଛନ୍ତି। ଏହି କ୍ରମରେ ସେ ରବିବାର ଦାବି କରିଛନ୍ତି ଯେ ମହାରାଷ୍ଟ୍ରର ରାଜନୈତିକ ପରିବେଶ…

ନୂଆ ଇଂନିସ ଆରମ୍ଭ କରିବେ ସାନିଆ-ଶୋଏବ

ଦୁବାଇ,୧୩।୧୧: ଭାରତର ଟେନିସ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ଛାଡପତ୍ରକୁ ନେଇ ବେଶ୍‌ ଆଲୋଚନା ହେଉଛି। ଏହି ଚର୍ଚ୍ଚା ମଧ୍ୟରେ ଦୁହେଁ ଏକ ନୂଆ ଇଂନିସ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଦୁହେଁ ମିଶି ଏକ…

ରାଗି ଖରାପ ମାଇକ୍‌କୁ ମଞ୍ଚରେ ବଙ୍କା କରିଦେଲେ ମନ୍ତ୍ରୀ, ଭିଡ଼ିଓ ଭାଇରାଲ…

ବକ୍ସର,୧୩।୧୧ : ବକ୍ସରରେ ଶ୍ରୀ ରାମ କର୍ମଭୂମି ନ୍ୟାସ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେ ତାଙ୍କ ମାଇକ କାମ ନ କରିବାରୁ ରାଗି ଯାଇଥିଲେ। ଏବେ ତାଙ୍କର ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ…

ଗର୍ଭବତୀ ଥିଲେ ‘ମିଷ୍ଟେରିୟସ୍‌ ଲେଡି’

କାଏରୋ: ମିଷ୍ଟେରିୟସ୍‌ ଲେଡି ନାମରେ ପରିଚିତ ଜଣେ ମହିଳାଙ୍କ ମମି ଠାବ ହୋଇଛି। ତାଙ୍କ ଗର୍ଭରେ ଏକ ଶିଶୁର ଭ୍ରୂଣ ଥିବା ପୋଲାଣ୍ଡର ଗବେଷକମାନେ ବିଶ୍ଳେଷଣ କରି ଜାଣିବାକୁ ପାଇଛନ୍ତି। ଗବେଷକଙ୍କ ମତରେ ୨,୦୦୦ ବର୍ଷ ପୂର୍ବେ ମହିଳା ଜଣକ ୨୮…

ମାନ୍‌ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ପଞ୍ଜାବରେ ନୂଆ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ଉପରେ ରୋକ…

ଚଣ୍ଡିଗଡ଼,୧୩।୧୧ : ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ରାଜ୍ୟରେ ନୂତନ ଅସ୍ତ୍ର ଲାଇସେନ୍ସ ଉପରେ ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ଡିସି ବ୍ୟକ୍ତିଗତ ଭାବେ ସନ୍ତୁଷ୍ଟ ନହେବା ପର୍ଯ୍ୟନ୍ତ କୌଣସି ନୂତନ ଲାଇସେନ୍ସ ପ୍ରଦାନ…

ଉଦୟପୁର-ଅହମଦାବାଦ ରେଳ ଲାଇନରେ ବିସ୍ଫୋରଣ…

ଉଦୟପୁର,୧୩।୧୧ : ରାଜସ୍ଥାନ-ଗୁଜରାଟକୁ ରେଳ ଲାଇନ ସହିତ ସଂଯୋଗ କରୁଥିବା ବ୍ରଡ ଗେଜ ଟ୍ରାକକୁ ବିସ୍ଫୋରଣ କରି କେତେକ ଅଜଣା ବ୍ୟକ୍ତି ଶନିବାର ରାତିରେ ଉଡ଼ାଇ ଦେଇଛନ୍ତି। ବିସ୍ଫୋରଣ ଶବ୍ଦ ଏତେ ଜୋରରେ ଥିଲା ଯେ ଏହାର ଶବ୍ଦ ୩ କିଲୋମିଟର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri