ଶାହରୁଖଙ୍କ ପୁଅଙ୍କୁ ଆଶ୍ୱସ୍ତି
ମୁମ୍ବାଇର ପ୍ରସିଦ୍ଧ କ୍ରୁଜ ଡ୍ରଗ୍ସ ମାମଲାରେ ବମ୍ବେ ହାଇକୋର୍ଟରୁ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଆଶ୍ୱସ୍ତି ମିଳିଛି। ଏହି ମାମଲାରୁ ଆର୍ଯ୍ୟନଙ୍କ ନାମ ହଟାଇବାକୁ ନିଆଯାଇଥିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍ କରୁଥିବା ଜନହିତ ଯାଚିକା ପ୍ରତ୍ୟାହାର କରି ନିଆଯାଇଛି। ବମ୍ବେ…
ଜାନୁୟାରୀ ୧୭ରୁ ବସ୍ ଧର୍ମଘଟ
ଭୁବନେଶ୍ୱର,୨୧ା୧୨(ବ୍ୟୁରୋ): ଜାନୁୟାରୀ ୧୬ ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ ୧୭ରୁ କୌଣସି ବସ୍ ଗଡ଼ିବନି ବୋଲି ରାଜ୍ୟ ସରକାରଙ୍କୁ ଘରୋଇ ବସ ମାଲିକ ସଂଘ ଚେତାବନୀ ଦେଇଛି। ୮ ଦଫା ଦାବି ପୂରଣ ନେଇ ବୁଧବାର ଘରୋଇ ବସ୍…
ଗଜପତି ଜିଲାରେ ମୃଦୁ ଭୂକମ୍ପ, ଘରୁ ବାହାରକୁ ଚାଲି ଆସିଲେ ଲୋକେ
ପାରଳାଖେମୁଣ୍ଡି,୨୧।୧୨: ଗଜପତି ଜିଲା ମୋହନା ଓ ଆର୍. ଉଦୟଗିରି ବ୍ଲକର ବିଭିନ୍ନ ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ବୁଧବାର ସକାଳ ୯.୪୭ ମିନିଟରେ ପ୍ରାୟ ୫/୬ ସେକେଣ୍ଡ ଲୋକେ କମ୍ପନ ଅନୁଭବ କରିଥିବା ବେଳେ ଭୟରେ ଘରୁ ବାହାରକୁ ଚାଲିଆସିଥିଲେ।…
ଆର୍ଜେଣ୍ଟିନା ଖେଳାଳିଙ୍କ ବସ୍ ଉପରକୁ ଡେଇଁଲେ ପ୍ରଶଂସକ
ବୁଏନ୍ସ ଏୟାର୍ସ,୨୧।୧୨: ଆର୍ଜେଣ୍ଟିନାରେ ଫିଫା ବିଶ୍ୱକପ ବିଜୟ ଉତ୍ସବ ପାଳନ କରାଯାଉଛି। ଅଧିନାୟକ ଲିଓନେଲ ମେସିଙ୍କ ସମେତ ସମସ୍ତ ଖେଳାଳି ଖୋଲା ବସ ପରେଡରେ ଅଂଶଗ୍ରହଣ କରିଥିଲେ। ଆର୍ଜେଣ୍ଟିନାର ରାଜଧାନୀ ବୁଏନ୍ସ ଏୟାର୍ସରେ ହଜାର ହଜାର ଲୋକ ଏକତ୍ରିତ ହୋଇ ନିଜ…
୨୫ ଆତଙ୍କବାଦୀଙ୍କୁ ହତ୍ୟା କଲା ପାକିସ୍ତାନ ସୁରକ୍ଷା ବାହିନୀ
ଇସଲାମାବାଦ,୨୧ା୧୨: ପାକିସ୍ତାନର ସୁରକ୍ଷା ବାହିନୀ ଉତ୍ତର-ପଶ୍ଚିମ ସହର ବାନୁରେ ଆତଙ୍କବାଦୀ ବିରୋଧୀ କେନ୍ଦ୍ରରେ ଲୁଚି ରହିଥିବା ୩୫ ଇସଲାମବାଦୀ ଆତଙ୍କବାଦୀଙ୍କ ମଧ୍ୟରୁ ୨୫ ଜଣଙ୍କୁ ହତ୍ୟା କରିଛି। ତେହେରିକ-ଇ-ତାଲିବାନ ପାକିସ୍ତାନର ସଦସ୍ୟମାନେ ଏକ ଗୋଷ୍ଠୀଙ୍କୁ ଅଟକ ରଖିଥିଲେ। ଯାହାକୁ ଦୃଷ୍ଟିରେ ରଖି…
ଭାରତୀୟ ଶିକ୍ଷକଙ୍କ ପ୍ରେମରେ ପଡ଼ିଲେ ଚାଇନା ଛାତ୍ରୀ, ନିଜ ଆଡୁ କଲେ ପ୍ରପୋଜ୍…
ନୂଆଦିଲ୍ଲୀ: କଥାରେ ଅଛି ସୀମା ସରହଦ ମାନେନା ପ୍ରେମ। କେତେବେଳେ କିଏ କାହା ପ୍ରେମରେ ପଡ଼ିବ କୁହାଯାଇ ନ ପାରେ। ଏଇ ଯେମିତି ଚାଇନାର ହୋ ଜୋଙ୍ଗଙ୍କ କ୍ଷେତ୍ରରେ ଘଟିଛି। ହୋ ଜୋଙ୍ଗ ଭାରତର ଲୋକେଶ କୁମାରଙ୍କ ପ୍ରେମରେ ପଡ଼ିଥିଲେ। ନିଜ…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୧୫ ଛାତ୍ରଙ୍କ ଜୀବନ
ଇମ୍ଫାଲ, ୨୧।୧୨: ମଣିପୁରର ନୋନି ଜିଲାରେ ଏକ ସ୍କୁଲ ବସ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୫ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଏଥିରେ ଅନେକ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି। ପ୍ରାଥମିକ ସୂଚନାନୁସାରେ, ୟାରିପୋକ ଥମ୍ବଲାନୁ ଉଚ୍ଚ ମାଧ୍ୟମିକ…
ଓଡ଼ିଶାରେ କରୋନାର ନୂଆ ଭାରିଆଣ୍ଟ
ଭୁବନେଶ୍ୱର,୨୧ା୧୨(ବ୍ୟୁରୋ): କିଛିଦିନ ଧରି ଓଡ଼ିଶାରେ କରୋନା କବଳରୁ ଲୋକେ ମୁକ୍ତି ପାଇଥିବା ବେଳେ ଏବେ ପୁଣି ଛନକା ପଶିଲାଣି। ଆଜି ଓଡ଼ିଶାରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି। ଓମିକ୍ରନ୍ର ସବ୍ ଭାରିଆଣ୍ଟ ବିଏଫ୍-୭ ଓଡ଼ିଶାରେ ଚିହ୍ନଟ ହୋଇଛି। ଗୁଜରାଟରେ ଦୁଇ…
‘ପୂର୍ବରୁ ମହାତ୍ମା ଗାନ୍ଧୀ ଥିଲେ, ଏବେ ଆଧୁନିକ ଭାରତର ରାଷ୍ଟ୍ରପିତା ହେଉଛନ୍ତି ମୋଦି’
ମୁମ୍ବାଇ,୨୧।୧୨: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ସ୍ତ୍ରୀ ଅମୃତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଧୁନିକ ଭାରତର ରାଷ୍ଟ୍ରପିତା ବୋଲି କହିଛନ୍ତି। ମଙ୍ଗଳବାର ନାଗପୁରରେ ଏକ କାର୍ଯ୍ୟକ୍ରମରେ ଅମୃତା ଏହା କହିଛନ୍ତି। ମହାତ୍ମା ଗାନ୍ଧୀ କିଏ ବୋଲି ପଚରାଯିବାରୁ ଅମୃତା କହିଛନ୍ତି, ଆମ…
୩ ବର୍ଷ ପରେ ଫେରିଲେ, ତଥାପି ଗର୍ଜିଲା ସୂର୍ଯ୍ୟକୁମାରଙ୍କ ବ୍ୟାଟ୍
ନୂଆଦିଲ୍ଲୀ,୨୧।୧୨: ରଣଜୀ ଟ୍ରଫି ମ୍ୟାଚ୍ରେ ଚମକିଛନ୍ତି ସୂର୍ଯ୍ୟକୁମାର ଯାଦବ। ପ୍ରାୟ ୩ ବର୍ଷ ପରେ ମୁମ୍ବାଇ ପକ୍ଷରୁ ରଣଜୀ ମ୍ୟାଚ୍ ଖେଳି ସେ ୮୦ ବଲ୍ରେ ୯୦ ରନ୍ର ବିସ୍ଫୋରକ ଇନିଂସ ଖେଳିଛନ୍ତି। ଏଥିରେ ୧୫ ଚୌକା ଏବଂ ୧ ଛକା…
ମା’ଙ୍କୁ ମନେପକାଇ ଭାବପ୍ରବଣ ହେଲେ ଅମିତାଭ
ହିନ୍ଦୀ ସିନେମାର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ମା’ ତେଜି ବଚ୍ଚନ ଦୁନିଆରୁ ବିଦାୟ ନେବାର ୧୫ ବର୍ଷ ବିତିଗଲାଣି। ମା’ଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଅମିତାଭ ଭାବପ୍ରବଣ ହୋଇପଡିଛନ୍ତି। ଏକ ପୋଷ୍ଟରେ ମା’ ଦୁନିଆକୁ ବିଦାୟ ନେଇଥିବା ମୁହୂର୍ତ୍ତ ବିଷୟରେ ସେ ଉଲ୍ଲେଖ…
ଆର୍ଟିଓ ଚେକିଂ ସମୟରେ ଗାଡ଼ି ଧକ୍କାରେ ଚାଲିଗଲା ପୋଲିସ କର୍ମଚାରୀଙ୍କ ଜୀବନ
ଡେରାବିଶ,୨୧ା୧୨(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅନ୍ତର୍ଗତ ୫୩ ନଂ (କ) ଜାତୀୟ ରାଜପଥର ନୂଆହାଟଠାରେ ଏକ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ଜଣେ ପୋଲିସ କର୍ମଚାରୀଙ୍କ ଜୀବନ ଯାଇଛି ମୃତକ ଜଣକ ହେଲେ ପ୍ରବୀର କୁମାର ମହାପାତ୍ର (୨୮)। ସୂଚନାନୁଯାୟୀ, କେନ୍ଦ୍ରାପଡ଼ା…
Archives


