ଟି-୨୦ ବିଶ୍ୱକପ୍ରୁ ବାଦ୍ ପଡିବା ପରେ ମୁହଁ ଖୋଲିଲେ ବୁମ୍ରା
ନୂଆଦିଲ୍ଲୀ,୪।୧୦: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ୨୦୨୨ ଟି-୨୦ ବିଶ୍ୱକପ ପୂର୍ବରୁ ଭାରତ ଏକ ବଡ଼ ଝଟ୍କା ଲାଗିଛି। ଆହତ କାରଣରୁ ଷ୍ଟାର ଫାଷ୍ଟ ବୋଲର ଜଶପ୍ରୀତ ବୁମ୍ରାଙ୍କୁ ଟି-୨୦ ବିଶ୍ୱକପରୁ ବାଦ ଦିଆଯାଇଛି। ସୋମବାର ରାତିରେ ବିସିସିଆଇ ବୁମରାଙ୍କ ବିଶ୍ୱକପରୁ…
ମୋଦିଙ୍କ ରାଲିକୁ ଯିବା ପାଇଁ ଖବରଦାତାଙ୍କୁ ଦେବାକୁ ପଡ଼ିବ ଚରିତ୍ର ପ୍ରମାଣପତ୍ର
ଶିମଲା,୪।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଟୋବର ୫ରେ ହିମାଚଳ ପ୍ରଦେଶକୁ ଦିନିକିଆ ଗସ୍ତ କରିବେ। ଏହି ସମୟରେ ମୋଦି ବିଲାସପୁରରେ ଏମ୍ସ କ୍ୟାମ୍ପସ୍କୁ ଉଦ୍ଘାଟନ କରିବେ। ଏତଦ୍ ବ୍ୟତୀତ ଏକ ଜନସଭାକୁ ମୋଦି ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ…
ବୈଷ୍ଣୋ ଦେବୀଙ୍କ ଶରଣରେ ଅମିତ ଶାହା
ଶ୍ରୀନଗର,୪।୧୦: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କାଟ୍ରାସ୍ଥିତ ମାତା ବୈଷ୍ଣୋ ଦେବୀଙ୍କ ଦରବାରରେ ପହଞ୍ଚି ମଥା ଟେକିଥିଲେ। ତାଙ୍କ ସହ ଜମ୍ମୁ କଶ୍ମୀର ଲେଫ୍ଟନାଣ୍ଟ ଗଭର୍ନର ମନୋଜ ସିହ୍ନା ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି।…
‘ହକିକି ଆଜାଦି ମାର୍ଚ୍ଚ’ ପାଇଁ ପ୍ରସ୍ତୁତ ହେଉଛନ୍ତି ଇମ୍ରାନ
ଇସଲାମାବାଦ୍,୪।୧୦: ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଥମିବାର ନାଁ ଧରୁନି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳର ମୁଖ୍ୟ ଇମ୍ରାନ ଖାନ ବର୍ତ୍ତମାନ ଇସଲାମାବାଦରେ ‘ହକିକି ଆଜାଦି ମାର୍ଚ୍ଚ’ ପାଇଁ ପ୍ରସ୍ତୁତ ହେବାକୁ ଦଳର କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାନୁସାରେ,…
ଦେଶରେ ୧,୯୬୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୪।୧୦: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୯୬୮ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ୧୫ ଜଣଙ୍କ ମୃତ୍ୟୁ ଘଟିତତ୍ବା ଜଣାପଡିଛି। ନୂତନ ମାମଲା…
ସୀତା ହରଣ ପୂର୍ବରୁ ମଞ୍ଚରେ ଚାଲିଗଲା ରାବଣଙ୍କ ଜୀବନ
ଅଯୋଧ୍ୟା,୪।୧୦: ଉତ୍ତରପ୍ରଦେଶ ଅଯୋଧ୍ୟା ଜିଲାର ଜନପଦରେ ରାମଲୀଳା ନାଟକ ଚାଲୁଥିବା ବେଳେ ମଞ୍ଚରେ ରାବଣ ଭୂମିକାରେ ଅଭିନୟ କରୁଥିବା କଳାକାର ହଠାତ୍ ହୃଦ୍ଘାତରେ ମୃତ୍ୟୁ ଘଟିଛି। ସୀତା ହରଣ ନାଟକ ମଞ୍ଚସ୍ତ ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏହାକୁ ନେଇ…
ଲୋହିଆ ହତ୍ୟା ଘଟଣା: ଆତଙ୍କବାଦୀ ସଂଗଠନ ଟିଆରଏଫ୍ ନିଜକୁ କଲା ଦାୟୀ
ଶ୍ରୀନଗର,୪।୧୦: ଜମ୍ମୁ କଶ୍ମୀର ପୋଲିସ ମହାନିର୍ଦ୍ଦେଶକ(ଜେଲ)ହେମନ୍ତ କୁମାର ଲୋହିଆଙ୍କୁ ସୋମବାର ରାତିରେ ତାଙ୍କ ଗଳା କାଟି ହତ୍ୟା କରାଯାଇଥିଲା। ହତ୍ୟାକାରୀ କାଚ ବୋତଲରେ ଡିଜିଙ୍କ ଗଳାକୁ ଚିରି ଦେଇଛନ୍ତି। ଏହା ସହିତ ପେଟ ଏବଂ ପାର୍ଶ୍ୱରେ ଅନେକ ଆଘାତ ଲାଗିଥିଲା। ହତ୍ୟାକାରୀ…
ଛାଡ଼ପତ୍ର ପୂର୍ବରୁ ଘର ଛାଡ଼ୁଥିବା ମହିଳା ପରେ ରହିବାକୁ ଦାବି କରିପାରିବେ ନାହିଁ
ମୁମ୍ବାଇ,୪।୧୦: ଛାଡ଼ପତ୍ର ପୂର୍ବରୁ ସ୍ବାମୀ ଘର ଛାଡ଼ୁଥିବା ମହିଳା ପରବର୍ତ୍ତୀ ସମୟରେ ଘରୋଇ ହିଂସାରୁ ସୁରକ୍ଷା ଆଇନରେ ସେଠାରେ ରହିବାର ଅଧିକାର ଦାବି କରିପାରିବେ ନାହିଁ। ଏପରିକି ତାଙ୍କ ଛାଡ଼ପତ୍ର ଆବେଦନ ବିଚାରାଧୀନ ଥିଲେ ମଧ୍ୟ ସେ ଉକ୍ତ ଅଧିକାର ହରାଇବେ…
ଫ୍ଲାଇଟ ମିସ ଯୋଗୁ ଟି-୨୦ ବିଶ୍ୱକପରୁ ବାଦ୍ ପଡିଲେ ଏହି ବିସ୍ଫୋରକ କ୍ରିକେଟର୍
ଜାମାଇକା,୪।୧୦: ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଗାମୀ ଟି-୨୦ ବିଶ୍ୱକପ ପାଇଁ ଦୁଇ ସପ୍ତାହରୁ କମ ସମୟ ବାକି ଅଛି। ଏଭଳି ପରିସ୍ଥିତିରେ ଅନେକ ଖେଳାଳି ଆଘାତରୁ ମୁକ୍ତି ପାଇବାକୁ ଚେଷ୍ଟା କରୁଛନ୍ତି ଏବଂ ବିଶ୍ୱକପ୍ର ଅଂଶ ହେବା ପାଇଁ କଠିନ ପରିଶ୍ରମ…
ଆଜି ରାଜ୍ୟରେ ୯୧ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୪।୧୦(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୫୪…
ଦଶହରାରେ ନିଜ ଜାତୀୟ ଦଳର ନାମ ଘୋଷଣା କରିପାରନ୍ତି କେସିଆର
ହାଇଦ୍ରାବାଦ,୪।୧୦: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଚଳେଇଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର) ଖୁବ୍ଶୀଘ୍ର ତାଙ୍କର ଜାତୀୟ ରାଜନୈତିକ ଦଳର ନାମ ଘୋଷଣା କରିପାରନ୍ତି। ଖବର ଅନୁଯାୟୀ, ଦଶହରାରେ ଦଳର ନୂତନ ନାମ ଘୋଷଣା…
ବେକାବୁ ହେଲେ କିମ, ଜାପାନ ଉପରେ ପକାଇଦେଲେ ମିଶାଇଲ
ପୋଙ୍ଗୟାଙ୍ଗ,୪ ।୧୦: ଉତ୍ତର କୋରିଆ ତା’ର ଅସ୍ତ୍ର ପରୀକ୍ଷା ଶୃଙ୍ଖଳାରେ ଏକ ମିଶାଇଲ ଜାପାନ ଉପରେ ପକାଇଦେଇଛି । ଜାପାନର ଉତ୍ତର ଭାଗରେ ଏହି ମିଶାଇଲ ମାଡ ହୋଇଛି । ଉତ୍ତର କୋରିଆ ପ୍ରଶାନ୍ତ ମହାସାଗରର ଉତ୍ତରରେ ଏହାକୁ ପକାଇଛି ।…
Archives


