Posted inଜାତୀୟ

ହରିପ୍ରସାଦଙ୍କ ‘ଗଣିକା’ ମନ୍ତବ୍ୟକୁ ନେଇ ବିବାଦ

ହୋସପେଟା,୧୯।୧: ୨୦୧୮ରୁ କଂଗ୍ରେସ ଛାଡ଼ି ଭାଜପାରେ ସାମିଲ ହୋଇଥିବା ବିଧାୟକମାନଙ୍କୁ କର୍ନାଟକର ବରିଷ୍ଠ କଂଗ୍ରେସ ନେତା ବି.କେ. ହରିପ୍ରସାଦ ଗଣିକାଙ୍କ ସହ ତୁଳନା କରି ବିବାଦୀୟ ହୋଇଛନ୍ତି। ମଙ୍ଗଳବାର ହୋସପେଟାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ହରିପ୍ରସାଦ କହିଥିଲେ, ପରିବାର ପ୍ରତିପୋଷଣ ପାଇଁ ଯେଉଁ ମହିଳା ଦେହବେପାରକୁ ଆପଣାଇଥାଆନ୍ତି ସେମାନଙ୍କୁ ଗଣିକା କୁହାଯାଏ। ସେହିପରି ଯେଉଁ ବିଧାୟକମାନେ ନିଜକୁ ବିକ୍ରି କରିଦେଉଛନ୍ତି ସେମାନଙ୍କୁ କ’ଣ କୁହାଯିବ। ଏହା ଉପରେ ଭାଜପା ଆପତ୍ତି ଉଠାଇବା ପରେ ସେ କ୍ଷମା ମାଗିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

‘ମୋର ରାଷ୍ଟ୍ରପତି ହେବାର ସ୍ବପ୍ନ ନାହିଁ କିନ୍ତୁ…’

ଲକ୍ଷ୍ନୌ,୨୯।୪: ଦେଶରେ ରାଷ୍ଟ୍ରପତି ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ଉତ୍ତରପ୍ରଦେଶରେ କଳ୍ପନାଜଳ୍ପନା ଜାରି ରହିଛି। ନିକଟରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ କହିଥିଲେ,...

ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ବିରୋଧୀଦଳ ନେତା ଟିକାନେବା ଉଚିତ

ନୂଆଦିଲ୍ଲୀ,୧।୩: କୋଭିଡ୍‌-୧୯କୁ ହରାଇବା ପାଇଁ ମାର୍ଚ୍ଚ ୧ତାରିଖରୁ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନ। ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ନୂଆ ୪ ଚକିଆ ଯାନ ପାଇଁ ସରକାର ଜାରି କଲେ ନିୟମ

ନୂଆଦିଲ୍ଲୀ,୬।୩ : ଏଣିକି ନୂଆ ୪ ଚକିଆ ଯାନରେ ଡୁଆଲ ଏୟାରବ୍ୟାଗ ରଖିବା ବାଧ୍ୟତାମୂଳକ। ଏ ନେଇ ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଘୋଷଣା...

ଏଲ୍‌ଏସିରେ ଯବାନଙ୍କ ପାଇଁ ଉଷୁମ ଘର

ଲେହ,୧୮।୧୧: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତୀୟ ଯବାନଙ୍କ ପାଇଁ ଉଷୁମ ଘର ନିର୍ମାଣ କରାଯାଇଛି। ଏଠାରେ ନଭେମ୍ବର ପରେ ପରେ ୪୦ ଫୁଟ ପର୍ଯ୍ୟନ୍ତ ତୁଷାରପାତ...

ଆଜି ଭାଗ୍ୟ ନିର୍ଣ୍ଣୟ

ଭୁବନେଶ୍ୱର,୨୩ା୫(ବ୍ୟୁରୋ): ଦୀର୍ଘ ପ୍ରତୀକ୍ଷାର ଘଟିବ ଅନ୍ତ। ମାସାଧିକ କାଳ ଇଲେକ୍ଟ୍ରୋନିକ ଭୋଟିଂ ମେଶିନ(ଇଭିଏମ୍‌)ରେ ବନ୍ଦ ହୋଇ ରହିଥିବା ପ୍ରାର୍ଥୀଙ୍କ ଭାଗ୍ୟ ଗୁରୁବାର ଫିଟିବ। ୨୦୧୯ ନିର୍ବାଚନ...

ଏସିଆର ସବୁଠୁ ବଡ ବସ୍ତିରେ ଲାଗିଲା କରୋନା ବ୍ରେକ୍‌

ମୁମ୍ବାଇ,୮।୭:ମୁମ୍ବାଇରେ ଅବସ୍ଥିତ ଏସିଆର ସବୁଠୁ ବଡ ବସ୍ତି ଧରାବୀ କରୋନା ସଂକମିତଙ୍କ ସଖ୍ୟା କମିଯାଇଛି। ମଙ୍ଗଳବାର ଏଠାରେ କେବଳ ଗୋଟିଏ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।...

ଟିଏମ୍‌ସି ଏମ୍‌ପିଙ୍କ ଗାଡି ଧକ୍କାରେ ଶିଶୁ ମୃତ

କୋଲକତା,୧୬।୧୧: ପଶ୍ଚିମବଙ୍ଗର ମୁର୍ସିଦାବାଦରେ ଏମ୍‌ପିଙ୍କ କାର ଧକ୍କାରେ ଜଣେ ଚାରି ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଏହି କାରଟି ତୃଣମୂଳ କଂଗ୍ରେସ ଏମ୍‌ପି ଅବୁ ତାହେର...

ନିରପେକ୍ଷତା ହରାଇଛନ୍ତି ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୫ା୪: ଭାରତର ନିର୍ବାଚନ ଆୟୋଗ (ଇସିଆଇ) ଏକ ସାମ୍ବିଧାନିକ ସଂସ୍ଥା। ଏହି ତଥାକଥିତ ସ୍ବାୟତ୍ତ ସଂସ୍ଥାରେ ଜଣେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଏବଂ ଦୁଇଜଣ...

Advertisement
Archives

Model This Week