Home

ମାତ୍ର ୫୦ ଲକ୍ଷରେ ବିକ୍ରି ହେଲେ ରାହାନେ

କୋଚି,୨୩।୧୨: ଅଷ୍ଟ୍ରେଲିଆରେ ଭାରତକୁ ଟେଷ୍ଟ ସିରିଜରେ ଐତିହାସିକ ବିଜୟ ଭେଟି ଦେଇଥିବା ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କୁ କିଣିଛି ଚେନ୍ନାଇ ସୁପର କିଙ୍ଗ୍ସ। ଶୁକ୍ରବାର ଚାଲିଥିବା ମିନି ଅକ୍ସନରେ ଚେନ୍ନାଇ ମାତ୍ର ୫୦ ଲକ୍ଷ ମୂଲ୍ୟରେ ତାଙ୍କୁ ଦଳରେ ସାମିଲ କରିଛି। ଏହା…

ଷ୍ଟୋକ୍ସଙ୍କୁ ଚେନ୍ନାଇ, କାମେରନ୍‌ଙ୍କୁ ମୁମ୍ବାଇ, ନିକୋଲାସଙ୍କୁ କିଣିଲା ଲକ୍ଷ୍ନୌ

କୋଚି,୨୩।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୬ତମ ସିଜନ୍‌ ଲାଗି ନିଲାମି ପ୍ରକ୍ରିୟା ଶୁକ୍ରବାର ଜାରି ରହିଛି। ବିଦେଶୀ ବ୍ୟାଟ୍ସମ୍ୟାନ୍‌ଙ୍କ ଉପରେ ସମସ୍ତ ଫ୍ରାଞ୍ଚାଇଜ୍‌ଙ୍କ ନଜର ଥିବା ଯୋଗୁ ଟଙ୍କା ବର୍ଷା ହେଉଥିବା ଦେଖିବାକୁ ମିଳୁଛି। ବେନ ଷ୍ଟୋକ୍ସଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ…

ଢାକା ଟେଷ୍ଟ: ଟିମ୍‌ ଇଣ୍ଡିଆ ୩୧୪ରେ ଅଲଆଉଟ୍‌

ଢାକା,୨୩।୧୨: ଭାରତ-ବାଲାଂଦେଶ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌ ଏଠାରେ ଖେଳାଯାଉଛି। ଦ୍ୱିତୀୟ ଦିନରେ ଭାରତୀୟ ଟିମ୍‌ ପ୍ରଥମ ଇନିଂସରେ ୩୧୪ ରନ୍‌ କରି ଅଲଆଉଟ୍‌ ହୋଇଛି। ବାଲାଂଦେଶ ଟିମ୍‌ ପ୍ରଥମ ଇନିଂସରେ ୨୨୭ ରନ୍‌ କରିଥିବାରୁ ଦଳକୁ ୮୭ରନ୍‌ର…

କୁରାନ୍‌ଙ୍କ ଉପରେ ଟଙ୍କା ବର୍ଷା: ପାଲଟିଲେ ଆଇପିଏଲ୍‌ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି

ନୂଆଦିଲ୍ଲୀ,୨୩।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ସାବ୍ୟସ୍ତ ହୋଇଛନ୍ତି ଇଂଲଣ୍ଡର ସାମ କୁରାନ୍‌। ଶୁକ୍ରବାର ଅନୁଷ୍ଠିତ ନିଲାମିରେ ପଞ୍ଜାବ କିଙ୍ଗ୍ସ ଏହି ଷ୍ଟାର ଅଲରାଉଣ୍ଡରଙ୍କୁ ୧୮.୫୦ କୋଟି ଟଙ୍କାରେ କିଣିଛି। ଆହତ ସମସ୍ୟା ଯୋଗୁ କୁରାନ୍‌ ଗତ…

ରାସ୍ତାକଡ଼ରେ ଅଚିହ୍ନା ମୃତଦେହ

ପଟାଙ୍ଗୀ,୨୩ା୧୨(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ରାଲେଗଡ଼ା ପଞ୍ଚାୟତର ମିରିଆଲପାଡୁ ଗ୍ରାମ ଛକ ନିକଟରେ ଏକ ଅଚିହ୍ନା ମୃତଦେହ ପଡ଼ିଥିବା ଦେଖି ଗ୍ରାମବାସୀ ଭୟଭୀତ ହୋଇପଡ଼ିଥିଲେ। ଗ୍ରାମବାସୀଙ୍କ କହିବା ଅନୁସାରେ ମୃତ ଯୁବକ ଜଣକ କେଉଁଠିକାର ଏହା ଜାଣା ପଡୁ…

ପନ୍ତ-ଆୟରଙ୍କ ଚମତ୍କାର ବ୍ୟାଟିଂ

ଢାକା,୨୩।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଶେଷ ମ୍ୟାଚ ଢାକାରେ ଖେଳାଯାଉଛି। ଏହି ମ୍ୟାଚରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୨୨୭ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଟିମ ଇଣ୍ଡିଆର ବ୍ୟାଟିଂ ଜାରି…

ଶୀତରେ ଥରୁଛି ଜି.ଉଦୟଗିରି, ତାପମାତ୍ରା ରହିଛି…

ଜି.ଉଦୟଗିରି,୨୩ା୧୨(ଡି.ଏନ୍‌.ଏ.): ଜି.ଉଦୟଗିରି ସହରରେ ଏକ ସପ୍ତାହ ହେବ ଶୀତର ଲହରି ଜାରିରହିଛି। ଶୁକ୍ରବାର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ସୋମବାର ୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଶୁକ୍ରବାର ମଧ୍ୟ ତାପମାତ୍ରା ୫ ଡିଗ୍ରୀ ସେଲସିୟସ ରହିଛି…

‘ଓଡ଼ିଶାର ପିଲାମାନେ କାହାଠାରୁ କମ୍‌ ନୁହନ୍ତି’

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ପ୍ରତିଯୋଗିତାମୂଳକ ମନୋଭାବ ନେଇ ଆଗକୁ ବଢ଼, ଜୀବନରେ ପ୍ରତିଷ୍ଠା ଲାଭ କର, ମୋ’ ଆଶୀର୍ବାଦ ତୁମ ସାଥୀରେ ରହିଛି ବୋଲି ଶୁକ୍ରବାର ସର୍ଗିଫୁଲ ମହୋତ୍ସବର ଉଦ୍‌ଯାପନ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏସ୍‌ସିଏସ୍‌ଟି ଉନ୍ନୟନ ବିଭାଗ ଅନ୍ତର୍ଗତ ବିଦ୍ୟାଳୟ…

ଦେଶରେ ଆଜି ୧୬୩ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୩।୧୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬୩ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା…

୨୪ରୁ ଗୋପାଳପୁର ବେଳାଭୂମି ମହୋତ୍ସବ: ଟ୍ରାଫିକ୍‌ ମ୍ୟାପ୍‌ ଜାରି କଲା ପ୍ରଶାସନ

ଛତ୍ରପୁର,୨୩ା୧୨(ଡି.ଏନ୍‌.ଏ.): ଚଳିତ ମାସ ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲା ଗୋପାଳପୁର ବେଳାଭୂମି ମହୋତ୍ସବ ଅନୁଷ୍ଠିତ ହେବ। ଦର୍ଶକ କିଭଳି ଶାନ୍ତିଶୃଙ୍ଖଳାର ସହିତ ବିନା ଦ୍ବିଧାରେ ଗୋପାଳପୁରକୁ ଆସି ମନୋରଞ୍ଜନର ମଜା ନେବେ ସେନେଇ ଜିଲା ପ୍ରଶାସନ ଦ୍ୱାରା ସମସ୍ତ…

ଇସଲାମାବାଦରେ ପୁଣି ବିସ୍ଫୋରଣ: ଜଣେ ପୋଲିସ କର୍ମୀ ନିହତ

ଇସଲାମାବାଦ,୨୩ା୧୨: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ବୋମା ବିସ୍ଫୋରଣରେ ଜଣେ ପୋଲିସ କର୍ମୀ ନିହତ ହୋଇଥିବା ବେଳେ ଅନେକ ଲୋକଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି। ବୋମା ବିସ୍ଫୋରଣ ପରେ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରି ରହିଛନ୍ତି।…

ଭାବି ଦିଅରଙ୍କ ସହ ଡିଜେର ତାଳେ ତାଳେ ନାଚିଲେ କନ୍ୟା, ଭିଡିଓ ଦେଖିଲେ…

ବିବାହ ସମୟରେ ଯଦି ଡିଜେ ତାଳେ ତାଳେ ବରଯାତ୍ରୀ ଡ୍ୟାନ୍ସ ନ କରିଲେ ତେବେ ବାହାଘରର ମଜା ଆସି ନ ଥାଏ। ଏହି ମଜା ଅଧିକ ଆସିଥାଏ ଯେତେବେଳେ ଜଣେ କନ୍ୟା ନିଜ ବାହାଘରରେ ଭାବି ଦିଅରଙ୍କ ସହ ଡିଜେର ତାଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri