Home

ବିଚିତ୍ର ଦେଶ: ଏଠାରେ ରହିଛି ‘ରେଡ୍‌ ବିଚ୍‌’

ବର୍ତ୍ତମାନ ଚାଇନା କରୋନା ସହ ଲଢ଼େଇ କରୁଛି। ଏଠାରୁ ପ୍ରତିଦିନ ଲକ୍ଷ ଲକ୍ଷ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ଏହି ଦେଶ କରୋନା ପାଇଁ ଏବେ ଚର୍ଚ୍ଚାରେ ରହିଛି। ଏହା ମଧ୍ୟରେ ବି ଏହି ଦେଶରେ ଏମିତି କିଛି ସ୍ଥାନ ଅଛି, ଯାହା…

ମା’ଙ୍କୁ ଭେଟିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ମୋଦି

ଅହମ୍ମଦାବାଦ,୨୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ବିଷୟରେ ସୂଚନା ପାଇବା ମାତ୍ରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦରେ ପହଞ୍ଚି କଡା ସୁରକ୍ଷା ମଧ୍ୟରେ ଡାକ୍ତରଖାନାରେ ତାଙ୍କ ମା’ଙ୍କୁ ଭେଟିଛନ୍ତି। ଡାକ୍ତରୀ ଟିମ୍‌ କହିଛନ୍ତି, ପିଏମ ମୋଦିଙ୍କ ମା’…

ସ୍ତ୍ରୀଙ୍କ ସପକ୍ଷରେ ମତ ଦେଇ ଟ୍ରୋଲ ହେଲେ ଜାଡେଜା

ନୂଆଦିଲ୍ଲୀ,୨୮।୧୨: ଭାରତୀୟ ଦଳର ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଆଜିକାଲି କ୍ରିକେଟ ଅପେକ୍ଷା ଅନ୍ୟ ଫିଲ୍ଡରେ ଚର୍ଚ୍ଚାରେ ରହୁଛନ୍ତି। ନିକଟରେ ଗୁଜରାଟ ବିଧାନସଭା ନିର୍ବାଚନ ସମୟରେ ସେ ସ୍ତ୍ରୀ ରିଭାବାଙ୍କ ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା। ରିଭାବା ଜାମନଗର ଉତ୍ତରରୁ…

ପୁଣି ଦଳରେ ମିଳିଲାନି ସୁଯୋଗ, ଡିପି ହଟାଇ ଭାବବିହ୍ବଳ ପୋଷ୍ଟ କଲେ ପୃଥ୍ବୀ…

ନୂଆଦିଲ୍ଲୀ,୨୮।୧୨: ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ଟି୨୦ ଏବଂ ଦିନିକିଆ ସିରିଜ ଲାଗି ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଥିବା ବେଳେ କିଛି ବାଦ୍‌ ପଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ପୃଥ୍ବୀ ଶ’ ରହିଛନ୍ତି। ମଙ୍ଗଳବାର…

ଜାନୁୟାରୀ ୧୫ ପରେ ଦେଶରେ ବଢ଼ିପାରେ କରୋନା ସଂକ୍ରମଣ, ଆଗାମୀ ୪୦ ଦିନ ଗୁରୁତ୍ୱପୂର୍ଣ୍ଣ…

ନୂଆଦିଲ୍ଲୀ,୨୮।୧୨ : ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଜାନୁୟାରୀ ୧୫ ପରେ ଦେଶରେ କରୋନା ସଂକ୍ରମଣ ବଢ଼ିପାରେ। ତେଣୁ ଆଗାମୀ ୪୦ ଦିନ ଗୁରୁତ୍ୱପୂର୍ଣ୍ଣ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ ମଙ୍ଗଳବାର ତୁଳନାରେ ବୁଧବାର ଆକ୍ରାନ୍ତଙ୍କ…

ଜନଜାତି ସମ୍ପ୍ରଦାୟକୁ ରାଜ୍ୟ ଜନଜାତି ତାଲିକାରେ ଅନ୍ତର୍ଭୁକ୍ତ ଦାବି

ସୁନ୍ଦରଗଡ଼,୨୮ା୧୨(ଡି.ଏନ୍‌.ଏ.): ଓଡ଼ିଶା ୧୬୦ରୁ ଊଦ୍ଧର୍‌ବ ଜନଜାତି ସମ୍ପ୍ରଦାୟଙ୍କୁ ରାଜ୍ୟ ଜନଜାତି ତାଲିକାରେ ଅନ୍ତର୍ଭୁକ୍ତ କରିବାରେ କେନ୍ଦ୍ର ସରକାରଙ୍କ ଅବହେଳା ପ୍ରତିବାଦରେ ବୁଧବାର ସୁନ୍ଦରଗଡ଼ ବିଜୁ ଜନତା ଦଳ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଡିଆର୍‌ଡିଏ ଛକରେ ବିକ୍ଷୋଭ ପ୍ରଦର୍ଶନ ସହ ଗଣଧାରଣା…

ମୋଦିଙ୍କ ମା‘ଙ୍କ ପାଇଁ ଭାବୁକ ଟୁଇଟ କଲେ ରାହୁଲ…

ନୂଆଦିଲ୍ଲୀ,୨୮।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା‘ ହୀରାବେନଙ୍କ ସ୍ବାସ୍ଥ୍ୟ ଖରାପ ହେବା ନେଇ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଭାବୁକ ଟୁଇଟ କରିଛନ୍ତି। ରାହୁଲ ଲେଖିଛନ୍ତି, ’ମା ଏବଂ ପୁଅ ମଧ୍ୟରେ ପ୍ରେମ ଅନନ୍ତ ଏବଂ ଅମୂଲ୍ୟ ଅଟେ। ମୋଦି…

୨୦୨୪ରେ ମୋଦିଙ୍କୁ ପରାଜିତ କରାଯାଇ ପାରିବ: ମଣି ଶଙ୍କର ଆୟାର…

ନୂଆଦିଲ୍ଲୀ,୨୮।୧୨ : କଂଗ୍ରେସର ବରିଷ୍ଠ ନେତା ମଣି ଶଙ୍କର ଆୟାର ଭାଜପାକୁ ଟାର୍ଗେଟ କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ରାହୁଲଙ୍କ ଟି-ଶର୍ଟ ଏବଂ ଦାଢ଼ି ବିଷୟରେ ସେ କଥାବାର୍ତ୍ତା କରୁଥିବା ଭାଜପା ଆଉ କୌଣସି ପ୍ରସଙ୍ଗ ନଥିବା ପରି…

କ୍ରୋଧରେ କୁହାଯାଇଥିବା ଶବ୍ଦ ଆତ୍ମହତ୍ୟା ପାଇଁ ଉସୁକାଇବା ନୁହେଁ: ହାଇକୋର୍ଟ…

ଭୋପାଳ,୨୮।୧୨ : ମଧ୍ୟପ୍ରଦେଶ ହାଇକୋର୍ଟ ଆତ୍ମହତ୍ୟା ମାମଲାରେ ରାୟ ଦେଇ କହିଛନ୍ତି ଯେ କ୍ରୋଧରେ କୁହାଯାଇଥିବା ଶବ୍ଦ ଆତ୍ମହତ୍ୟା ପାଇଁ ଉସୁକାଇବା ଭାବେ ବିବେଚନା କରାଯାଇପାରିବ ନାହିଁ। ୨୦୨୦ରେ ଜଣେ ବ୍ୟକ୍ତିଙ୍କ ଆତ୍ମହତ୍ୟା କରିବା ମାମଲାର ଶୁଣାଣି କରି କୋର୍ଟ ଏହି…

ମା‘ ସୋନିଆଙ୍କ ସହିତ ପିଲାଳିଆମି କରୁଥିବା ରାହୁଲଙ୍କ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ…

ନୂଆଦିଲ୍ଲୀ,୨୮।୧୨ : କଂଗ୍ରେସର ୧୩୮ ତମ ପ୍ରତିଷ୍ଠା ଦିବସରେ ରାହୁଲ ଗାନ୍ଧୀ ବୁଧବାର ଦିଲ୍ଲୀରେ ଯୋଗଦେଇଛନ୍ତି। ଭାରତ ଯୋଡୋ ଯାତ୍ରାରେ ଉଷ୍ମତା ଦେଖାଇବା ପରେ ରାହୁଲଙ୍କୁ ଏଠାରେ ଅତି ହାଲୁକା ମନୋଭାବରେ ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମ ସମୟରେ ସେ ତାଙ୍କ ମା…

ସୁଶାନ୍ତଙ୍କୁ କରାଯାଇଥିଲା ହତ୍ୟା? ନୂଆ ଦାବି ପରେ ପ୍ରେମିକା ରିୟା କଲେ ଏଭଳି ପୋଷ୍ଟ

ବମ୍ବେ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଦୁଇ ବର୍ଷ ବିତିଛି। ହେଲେ ତାଙ୍କ ମୃତ୍ୟୁ ପଛର କାହାଣୀ ଆଜି ବି ରହସ୍ୟ ଘେରରେ। ପ୍ରଥମେ ସୁଶାନ୍ତଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି କୁହାଯାଇଥିଲା। ହେଲେ ନିକଟରେ କୁପର ହସ୍ପିଟାଲର ଜଣେ ଅଟୋପ୍ସି…

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ତଦନ୍ତ କରିବା ହେବ କଷ୍ଟକର, ମହାରାଷ୍ଟ୍ର ବିଧାନସଭାରେ ଲୋକାୟୁକ୍ତ ବିଲ ପାରିତ…

ମୁମ୍ବାଇ,୨୮।୧୨ : ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି ସହିତ ମିଳିତ ଭାବେ ଗଠିତ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସରକାର ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ବିଲ ପାରିତ କରିଛନ୍ତି। ମହାରାଷ୍ଟ୍ର ଲୋକାୟୁକ୍ତ ବିଲ ୨୦୨୨ ମହାରାଷ୍ଟ୍ର ବିଧାନସଭାରେ ଶିନ୍ଦେ ସରକାରଙ୍କ ଦ୍ୱାରା ପାରିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri