Home

ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ ବିମାନ

ହାଇଦ୍ରାବାଦ,୧୩।୧୦: ଗୋଆରୁ ଆସୁଥିବା ଏକ ସ୍ପାଇସଜେଟ ବିମାନ ହାଇଦ୍ରାବାଦ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ବିମାନର କ୍ୟାବିନରେ ଧୂଆଁ ଦେଖାଯିବା ପରେ ବିମାନଟି ଜରୁରୀକାଳୀନ ଅବତରଣ କରିଥିଲା। ଡିଜିସିଏ ଦେଇଥିବା ସୂଚନା ଅନୁଯାୟୀ, ବିମାନର ସୁରକ୍ଷିତ ଅବତରଣ ପରେ ବିମାନର ଯାତ୍ରୀମାନଙ୍କୁ…

ବନ୍ୟା ପ୍ରପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ପାକିସ୍ତାନରୁ ମୁହଁ ଫେରାଇଲା ଓଆଇସି

ଇସଲମାବାଦ,୧୩ା୧୦: ପାକିସ୍ତାନରେ ହୋଇଥିବା ବନ୍ୟା ପରିସ୍ଥିତି ସମ୍ପର୍କରେ କାହାକୁ ଅଜଣା ନାହିଁ। ଏହି ବନ୍ୟାରେ ୬୦-୬୫ ଲକ୍ଷ ଲୋକ ଭୂମିହୀନ ହୋଇଛନ୍ତି। ୧୭୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଲକ୍ଷ ଲକ୍ଷ ଗୋରୁ ବନ୍ୟାରେ ଭାସି ଯାଇଛନ୍ତି। ଲକ୍ଷ ଲକ୍ଷ ହେକ୍ଟର…

ଏସିଆ କପ୍‌ ଫାଇନାଲରେ ଭାରତ

ଢାକା,୧୩।୧୦: ହରମାନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ଟି -୨୦ଏସିଆ କପ ଫାଇନାଲରେ ପ୍ରବେଶ କରିଛି। ଦଳ ପ୍ରଥମ ସେମିଫାଇନାଲରେ ଥାଇଲ୍ୟାଣ୍ଡକୁ ୭୪ ରନରେ ପରାସ୍ତ କରିଛି। ଏହା ହେଉଛି ଟୁର୍ନାମେଣ୍ଟର ଅଷ୍ଟମ ସିଜନ ଏବଂ ଭାରତୀୟ ଦଳ ପ୍ରତ୍ୟେକ…

ତେଜ ପ୍ରତାପଙ୍କ ସହ ଘଟିଲା ଚମତ୍କାର

ପାଟନା,୧୩।୧୦: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତଥା ବିହାର ମନ୍ତ୍ରୀ ତେଜ ପ୍ରତାପଙ୍କ ଏକ ଚମତ୍କାର ଘଟଣା ଘଟିଛି। ତେଜ ପ୍ରତାପ କହିଛନ୍ତି, ଶିରିଡି ସାଇ ବାବା ତାଙ୍କ ସହ ଚମତ୍କାର କରିଛନ୍ତି। ସେ ଟିଭିରେ ସାଇ ବାବା…

ସରକାର ରାଜନୈତିକ ବିବାଦରେ ବ୍ୟସ୍ତ, ମହାରାଷ୍ଟ୍ରରେ ୮ ମାସରେ ୧୮୭୫ କୃଷକ କରିଛନ୍ତି ଆତ୍ମହତ୍ୟା…

ମୁମ୍ବାଇ,୧୩।୧୦ : ମହାରାଷ୍ଟ୍ରରେ କୃଷକ ଆତ୍ମହତ୍ୟା ସଂଖ୍ୟା ଚିନ୍ତା ବଢ଼ାଇବାରେ ଲାଗିଛି। ଏକ ରିପୋର୍ଟରୁ ପ୍ରକାଶ ଯେ, ଚଳିତ ୨୦୨୨ ବର୍ଷ ଜାନୁୟାରୀରୁ ଅଗଷ୍ଟ ମଧ୍ୟରେ ୧୮୭୫ କୃଷକ ଋଣ ଏବଂ ସରକାରଙ୍କ ଉଦାସୀନତା କାରଣରୁ ଜୀବନ ଶେଷ କରିଛନ୍ତି। ଗୋଟିଏ…

ଭୟଙ୍କର ଏରିଆ-୫୧, ଜାଣନ୍ତୁ ଏ ସମ୍ପର୍କରେ…

ଦୁନିଆରେ ଏପରି ଅନେକ ଅଜବ ସ୍ଥାନ ଅଛି, ଯାହା ବିଷୟରେ ଅନେକ ଦୀର୍ଘଦିନ ଧରି ଅନେକ କଥା ଚର୍ଚ୍ଚା ହେଉଛି। ଏଗୁଡ଼ିକ ମଧ୍ୟରୁ କିଛି ସତ ଆଉ କିଛି ଗୁଜବ। ଏହିପରି ଗୋଟିଏ ସ୍ଥାନ ଆମେରିକାରେ ରହିଛି। ଯାହାକୁ ଆମେରିକାର ଏରିଆ-୫୧…

ବନ୍ୟ ପ୍ରାଣୀଙ୍କ ସଂଖ୍ୟା ୬୯ ପ୍ରତିଶତ କମିଛି: ଲିଭିଂ ପ୍ଲାନେଟ ରିପୋର୍ଟ ୨୦୨୨…

ନୂଆଦିଲ୍ଲୀ,୧୩।୧୦ : ଲିଭିଂ ପ୍ଲାନେଟ ରିପୋର୍ଟ ୨୦୨୨ ରେ, ୯୦ ବୈଜ୍ଞାନିକଙ୍କ ଦ୍ୱାରା ୩୨ ହଜାରରୁ ଅଧିକ ପ୍ରଜାତିର ପ୍ରାଣୀ ବିଶ୍ଳେଷଣ କରାଯାଇଛି। ଗତଥର ତୁଳନାରେ ପ୍ରାଣୀ ପ୍ରଜାତିଙ୍କ ସଂଖ୍ୟା ୧୧ ହଜାର ଅଧିକ ରହିଛି। ଡବ୍ଲୁଡବ୍ଲୁଏଫ୍‌ ଇଣ୍ଡିଆର ସେକ୍ରେଟେରୀ ଜେନେରାଲ…

କର୍‌ଓ୍ବାଚୌଥରେ ମୁସଲମାନ କଳାକାରଙ୍କ ହାତରୁ ମେହେନ୍ଦୀ ନ ଲଗାଇବାକୁ ହିନ୍ଦୁ ମହିଳାଙ୍କୁ ପରାମର୍ଶ ଦେଲେ ଭାଜପା ବିଧାୟକ

ଲକ୍ଷ୍ନୌ,୧୩।୧୦: କର୍‌ଓ୍ବାଚୌଥରେ ମୁସଲମାନ କଳାକାରଙ୍କ ହାତରୁ ମେହେନ୍ଦୀ ନ ଲଗାଇବାକୁ ହିନ୍ଦୁ ମହିଳାଙ୍କୁ ପରାମର୍ଶ ଦେଇଛନ୍ତି ଭାଜପା ବିଧାୟକ ବିକ୍ରମ ସଇନି। ସେ କହିଛନ୍ତି, ମେହେନ୍ଦୀ ଦୋକାନ ଖୋଲୁଥିବା ମୁସଲମାନ ଯୁବକଙ୍କ ଭିନ୍ନ ଉଦ୍ଦେଶ୍ୟ ରହିଛି। ସେମାନଙ୍କ ମନରେ ମେହେନ୍ଦୀ ପ୍ରୟୋଗ…

ଜନ୍ମଦିନରେ ଯୁବତୀ ଦେଲେ ଅନ୍ତିମ ସତ୍କାର ପାର୍ଟି, କାରଣ ଜାଣିଲେ…

ପିଲା ହୁଅନ୍ତୁ କିମ୍ବା ବୟସ୍କ। ସମସ୍ତେ ଜନ୍ମଦିନ ପାଳନ କରିବାକୁ ପ୍ରାୟତଃ ଭଲ ପାଆନ୍ତି। ତଥାପି ଅନେକ ଲୋକ ଏହାକୁ ସହଜରେ ଗ୍ରହଣ କରନ୍ତି ନାହିଁ। କିଛି ଲୋକ ଜନ୍ମଦିନକୁ ଏକ ନକାରାତ୍ମକ ଢଙ୍ଗରେ ଦେଖନ୍ତି ଏବଂ ବିଶ୍ୱାସ କରନ୍ତି ଯେ,…

ହିଜାବ ମାମଲାରେ ବିଚାରପତିଙ୍କ ରାୟ ଭିନ୍ନ ଭିନ୍ନ, ବୃହତ ଖଣ୍ଡପୀଠରେ ହେବ ବିଚାର…

ନୂଆଦିଲ୍ଲୀ,୧୩।୧୦ : ସ୍କୁଲ ଏବଂ କଲେଜରେ ହିଜାବ ପିନ୍ଧିବା ଉପରେ ନିଷେଧାଦେଶ ବିରୋଧରେ ସୁପ୍ରିମକୋର୍ଟ ୧୦ ଦିନ ଶୁଣାଣି କରିଥିଲେ ଏବଂ ଏହା ପରେ ୨୨ ସେପ୍ଟେମ୍ବରରେ ଏହି ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ନିର୍ବାଚନ ପାଖେଇ ଆସୁଥିବାରୁ କର୍ନାଟକ ପାଇଁ ଏହା…

ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଶିମ୍‌ଲା,୧୩।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ହିମାଚଳ ପ୍ରଦେଶର ଉନା ରେଳ ଷ୍ଟେଶନରୁ ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ ହିମାଚଳ ପ୍ରଦେଶର ଅମ୍ବ ଅଦୌରାରୁ ଦିଲ୍ଲୀ ପର୍ଯ୍ୟନ୍ତ ଚାଲିବ। ଏହି…

ଜାତିସଂଘରେ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଭାରତର କଡ଼ା ଜବାବ…

ଜେନେଭା,୧୩।୧୦ : ମିଳିତ ଜାତିସଂଘ ସାଧାରଣ ସଭାରେ ପାକିସ୍ତାନର ଘୃଣ୍ୟ କାର୍ଯ୍ୟ ପୁଣି ଥରେ ସାମ୍ନାକୁ ଆସିଛି। ଏଥିପାଇଁ ଭାରତ ପୁଣି ଥରେ କଡ଼ା ଜବାବ ଦେବା ସହିତ ନିନ୍ଦା କରିଛି। ସାଧାରଣ ସଭାରେ ୟୁକ୍ରେନ-ରୁଷିଆ ଯୁଦ୍ଧ ପ୍ରସଙ୍ଗ ଚାଲିଥିଲା ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri