୧୧ ଜଣଙ୍କ ବିରୋଧରେ ଏନ୍ଆଇଏ ଚାର୍ଜଶିଟ୍
ନୂଆଦିଲ୍ଲୀ,୩୧ା୧୨(ପି.ଟି.): ତେଲଙ୍ଗାନାରେ ବେଆଇନ ଘୋଷିତ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ପାଇଁ ଆତଙ୍କବାଦ ପ୍ରଶିକ୍ଷଣ କ୍ୟାମ୍ପ ଆୟୋଜନରେ ସମ୍ପୃକ୍ତ ୧୧ ଅଭିଯୁକ୍ତଙ୍କ ବିରୋଧରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ଚାର୍ଜଶିଟ୍ ଦାଖଲ କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରୁ ୧୦ ଜଣ ତେଲଙ୍ଗାନାର…
ପାକିସ୍ତାନରେ ହିନ୍ଦୁ ମହିଳାଙ୍କୁ ବୀଭତ୍ସ ହତ୍ୟା
କରାଚି, ୩୧ା୧୨: ପାକିସ୍ତାନର ସିଦ୍ଧ ପ୍ରଦେଶରେ ୪୪ ବର୍ଷୀୟା ହିନ୍ଦୁ ମହିଳା ଦୟା ଭେଲଙ୍କୁ ବୀଭତ୍ସ ହତ୍ୟା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ପ୍ରଦେଶରେ ରହୁଥିବା ଅଳ୍ପ ସଂଖ୍ୟକ ହିନ୍ଦୁ ସମ୍ପ୍ରଦାୟକଙ୍କ ପାଇଁ ଏହା ଚିନ୍ତାର ବିଷୟ…
ମଞ୍ଚକୁ ଗଲେନି ମମତା
କୋଲକାତା,୩୧ା୧୨: ପଶ୍ଚିମବଙ୍ଗର ହାଓଡ଼ା ଷ୍ଟେଶନରେ ଶୁକ୍ରବାର ସକାଳେ ହାଇ ଡ୍ରାମା ଦେଖିବାକୁ ମିଳିଥିଲା। ସେଠାରୁ ନ୍ୟୁ ଜଲପାଇଗୁଡ଼ିକୁ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲି ଶୁଭାରମ୍ଭ କରିଛନ୍ତି। ରେଳଷ୍ଟେଶନଠାରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରୁ କେତେଜଣ ଜୟ…
ଆମେରିକା ଫେରନ୍ତା ମହିଳାଙ୍କୁ କରୋନା
ଜବଲପୁର,୩୧ା୧୨: ଆମେରିକାରୁ ମଧ୍ୟପ୍ରଦେଶର ଜବଲପୁରକୁ ଫେରିଥିବା ଜଣେ ୩୮ ବର୍ଷୀୟ ମହିଳା କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତ ୨୩ ତାରିଖରେ ମହିଳା ଜଣକ ତାଙ୍କ ସ୍ବାମୀ ଓ ଝିଅଙ୍କ ନୂଆଦିଲ୍ଲୀ ଓ ଆଗ୍ରା ଦେଇ ଜବଲପୁରରେ ପହଞ୍ଚତ୍ଥିଲେ। ତାଙ୍କୁ ଥଣ୍ଡା…
ୟୁକ୍ରେନ୍ ଉପରେ ରୁଷିଆର ଘନ ଘନ ଆକ୍ରମଣ
କିଭ୍, ୩୧ା୧୨: ବର୍ଷ ଶେଷ ହେବାକୁ ବସିଥିବାବେଳେ ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ଲାଗିପାରୁ ନାହିଁ। ଇତିମଧ୍ୟରେ ଯୁଦ୍ଧକୁ ୧୦ ମାସରୁ ଊର୍ଦ୍ଧ ଦିନ ବିତିଯାଇଛି। କିଛି ସପ୍ତାହର ବିରତି ପରେ ପୁଣି ଆଟାକିଂ ମୋଡ୍କୁ ଚାଲିଆସିଛି ରୁଷିଆ। ଗୁରୁବାର ରୁଷିଆ ୟୁକ୍ରେନ୍…
ତୁଷାରପାତ: ଅଟଳ ଟନେଲରେ ଅଟକିଲେ ୨ ହଜାର ପର୍ଯ୍ୟଟକ
ମାନାଲି, ୩୧ା୧୨: ପ୍ରବଳ ତୁଷାରପାତ ଯୋଗୁ ହିମାଚଳପ୍ରଦେଶର ରେହତଙ୍ଗ ପାସ୍ରେ ଥିବା ଅଟଳ ଟନେଲରେ ପ୍ରାୟ ୫୦୦ ଗାଡ଼ିରେ ୨,୦୦୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ଦୀର୍ଘ ସମୟ ଅଟକି ରହିଥିଲେ। ଦୀର୍ଘ ୮ ଘଣ୍ଟାର ଉଦ୍ୟମ ପରେ ଗୁରୁବାର ବିଳମ୍ବିତ ରାତିରେ ସେମାନଙ୍କୁ…
ଭାରତକୁ ପୁଟିନ୍ଙ୍କ ନୂଆବର୍ଷ ଶୁଭେଚ୍ଛା
ମସ୍କୋ, ୩୧ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ କ୍ରେମ୍ଲିନର ବନ୍ଧୁ ରାଷ୍ଟ୍ର ଭାରତ ସମେତ ତୁର୍କୀ, ସିରିଆ, ଭେନେଜୁଏଲା ଏବଂ ଚାଇନାକୁ ନୂଆବର୍ଷ ଶୁଭେଚ୍ଛା ଜଣାଇଛନ୍ତି। କିନ୍ତୁ ପୁଟିନ୍ ଆମେରିକା, ଫ୍ରାନ୍ସ ଏବଂ ଜର୍ମାନ୍କୁ ନ୍ୟୁ ଇୟର୍ ଶୁଭେଚ୍ଛା ଜଣାଇ ନ…
କରୋନା ବିସ୍ଫୋରଣ ମଧ୍ୟରେ ବଦଳିଲେ ଚାଇନାର ବୈଦେଶିକ ମନ୍ତ୍ରୀ
ବେଜିଂ,୩୧ ।୧୨: ଚାଇନାକୁ ଫେରିଥିବା କରୋନା ସଂକ୍ରମଣକୁ ନେଇ ବିଶ୍ୱର ସମସ୍ତ ଦେଶ ଚିନ୍ତିତ ହୋଇ ପଡିଥିବା ବେଳେ ଚାଇନା ତା’ର ବୈଦେଶିକ ମନ୍ତ୍ରୀଙ୍କୁ ବଦଳାଇ ଦେଇଛି । ସି ଜିନପିଙ୍ଗ ସରକାରରେ ଏବେ ପର୍ଯ୍ୟନ୍ତ ବୈଦେଶିକ ମନ୍ତ୍ରଣାଳୟ ସମ୍ଭାଳିଥିବା ୱାଂଗ…
ନୂଆ ପାର୍ଲାମେଣ୍ଟ ବିଲ୍ଡିଂରେ ହେବ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ
ନୂଆଦିଲ୍ଲୀ,୩୧ା୧୨: ନୂଆ ପାର୍ଲାମେଣ୍ଟ ବିଲ୍ଡିଂ ମାର୍ଚ୍ଚ ମାସରେ ଉଦ୍ଘାଟନ ହେବାକୁ ଥିବାବେଳେ ଆଗାମୀ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ସେଠାରେ ଅନୁଷ୍ଠିତ ହେବ। ପାର୍ଲାମେଣ୍ଟ ବିଲ୍ଡିଂ କାର୍ଯ୍ୟ ପୂରା ଦମ୍ରେ ଚାଲିଛି ଏବଂ ଫେବୃୟାରୀ ସୁଦ୍ଧା ସମ୍ପୂର୍ଣ୍ଣ ହେବା ଆଶା କରାଯାଉଛି…
ନୂଆବର୍ଷରେ ବିଶ୍ୱ ଜନସଂଖ୍ୟା ୭୯୦ କୋଟି ହେବ
ନ୍ୟୁୟର୍କ,୩୧ା୧୨: ନୂଆବର୍ଷ ୨୦୨୩ର ପ୍ରଥମ ଦିନରେ ବିଶ୍ୱ ଜନସଂଖ୍ୟା ୭୯୦ କୋଟିରେ ପହଞ୍ଚତ୍ବ ବୋଲି ଆମେରିକା ସେନ୍ସସ୍ ବ୍ୟୁରୋ ଆକଳନ କରିଛି। ୨୦୨୨ ଜାନୁୟାରୀ ୧ରୁ ଇତିମଧ୍ୟରେ ଲୋକ ସଂଖ୍ୟାରେ ୭.୩୭ କୋଟି ଯୋଡ଼ି ହୋଇଛି ଅର୍ଥାତ୍ ବର୍ଷକରେ ବିଶ୍ୱ ଜନସଂଖ୍ୟା…
ବିଦେଶରୁ ଆସୁଥିବା ୧୨ ବର୍ଷରୁ କମ ବୟସର ପିଲାଙ୍କର ବିମାନ ବନ୍ଦରରେ କରୋନା ଟେଷ୍ଟ ଅନିର୍ବାର୍ଯ୍ୟ ନୁହେଁ
ନୂଆଦିଲ୍ଲୀ,୩୧ ।୧୨: ଚାଇନାରେ ବଢି ଚାଲିଥିବା କରୋନା ସଂକ୍ରମଣକୁ ଦେଖି ଏବେ ବିଶ୍ୱର ପ୍ରାୟ ସମସ୍ତ ଦେଶ ସଜାଗ ହୋଇଯାଇଛନ୍ତି । ଆମ ଦେଶରେ ମଧ୍ୟ କରୋନାକୁ ନେଇ ଗାଇଡଲାଇନ ଜାରି କରାଗଲାଣି । କେନ୍ଦ୍ର ସ୍ୱାସ୍ଥ ମନ୍ତ୍ରଣାଳୟ ପକ୍ଷରୁ ବିଦେଶରୁ…
ଆଦାନୀଙ୍କ ନିୟନ୍ତ୍ରଣକୁ ଗଲା ଏନ୍ଡିଟିଭି
ନୂଆଦିଲ୍ଲୀ,୩୧ା୧୨(ପି.ଟି.): ଏସିଆ ମହାଦେଶର ସବୁଠୁ ଧନୀ ଭାବେ ଜଣାଶୁଣା ବିଶିଷ୍ଟ ବ୍ୟବସାୟୀ ଗୌତମ ଆଦାନୀଙ୍କ କମ୍ପାନୀ ଆଦାନୀ ଗ୍ରୁପ୍ ଶୁକ୍ରବାର ନିଉଦିଲ୍ଲୀ ଟେଲିଭିଜନ ଲିମିଟେଡ (ଏନ୍ଡିଟିଭି)କୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେଇଛି। ଏନ୍ଡିଟିଭିର ପ୍ରତିଷ୍ଠାତା ପ୍ରଣୟ ରାୟ ଓ ରାଧିକା ରାୟଙ୍କ ଅଧିକାଂଶ…
Archives


