Home

ମୋତିଆବିନ୍ଦୁ ଅପରେଶନ୍‌ ପରେ ଚାଲିଗଲା ୬ଜଣଙ୍କ ଦୃଷ୍ଟି ଶକ୍ତି: ଯାଞ୍ଚ ନିର୍ଦ୍ଦେଶ ଦେଲେ ସିଏମ୍‌ଓ

କାନପୁର,୨୨।୧୧: ଉତ୍ତରପ୍ରଦେଶ କାନପୁରରେ ସ୍ବାସ୍ଥ୍ୟବିଭାଗର ଅବହେଳାର ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ଏକ ଘରୋଇ ନର୍ସିଂ ହୋମରେ ଆଇ କ୍ୟାମ୍ପ୍‌ରେ ମୋତିଆବିନ୍ଦୁ ଅପରେଶନ୍‌ ପାଇଁ ଆସିଥିବା ୬ଜଣ ବ୍ୟକ୍ତିଙ୍କ ଦୃଷ୍ଟି ଶକ୍ତି ଚାଲିଯାଇଛି। ସୂଚନାଯୋଗ୍ୟ, ଶିବରାଜପୁରରେ ରହୁଥିବା ଉକ୍ତ ୬ଜଣ ବ୍ୟକ୍ତି…

ସିରିଜ ଜିତିଲା ଭାରତ, ଡିଏଲସ୍‌ ନିୟମ ଅନୁସାରେ ତୃତୀୟ ଟି-୨୦ ହେଲା ଟାଇ…

ନାପିଅର,୨୨।୧୧ : ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡ ଗସ୍ତରେ ତୃତୀୟ ଟି-୨୦ ଟାଇ ହୋଇଛି। ଫଳରେ ଭାରତ ୧-୦ରେ ସିରିଜ ଜିତିଛି। ବର୍ଷା ଯୋଗୁ ୯ ଓଭରରେ ସଂଗ୍ରହ ହୋଇଥିବା ରନ୍‌ ଆଧାରରେ ଡିଏଲସ୍‌ ନିୟମ ଅନୁସାରେ ମ୍ୟାଚ୍‌ ଶେଷ କରିବାକୁ ଅମ୍ପାୟାର…

୫ ବ୍ୟାକ୍ଟେରିଆ ଯୋଗୁ ୬.୮ ଲକ୍ଷ ଭାରତୀୟଙ୍କ ମୃତ୍ୟୁ ଘଟିଛି : ଲାନସେଟ ରିପୋର୍ଟ…

ନୂଆଦିଲ୍ଲୀ,୨୨।୧୧ : ଭାରତରେ ୨୦୧୯ରେ ପ୍ରାୟ ୬.୮ ଲକ୍ଷ ଭାରତୀୟଙ୍କର ମୃତ୍ୟୁ ୫ ବ୍ୟାକ୍ଟେରିଆ ଯୋଗୁ ଘଟିଛି। ଜୀବାଣୁ ହତ୍ୟା କରିଥିଲେ। ଦି ଲାନସେଟ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୨୦୧୯ରେ ମୃତ୍ୟୁର ଦ୍ୱିତୀୟ ପ୍ରମୁଖ କାରଣ ହେଉଛି ବ୍ୟାକ୍ଟେରିଆ…

ସୁସ୍ଥତା ହାର ୯୮.୮୦ ପ୍ରତିଶତ…

ନୂଆଦିଲ୍ଲୀ, ୨୨।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୭ ହଜାର ତଳେ ରହିଛି। ସେହିପରି ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮ ପ୍ରତିଶତ ରହିଛି। ସେହିପରି…

ଭୋଟ ଦେବା ବୟସ ୧୮ ବର୍ଷ ବଦଳରେ ହେବ ୧୬ ବର୍ଷ : ସଂସଦରେ ଆଇନ ଆଣିବାକୁ କହିଲେ ପ୍ରଧାନମନ୍ତ୍ରୀ…

ଓ୍ବିଲିଂଟନ,୨୨।୧୧ : ଭୋଟ ଦେବା ବୟସ ୧୮ ବଦଳରେ ୧୬ ବର୍ଷ କରିବାକୁ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜୈସିଣ୍ଡା ଅର୍ଡର୍ନ ପ୍ରତିଶ୍ରୁତି ଦେଇଛନ୍ତି। ଏନେଇ ସଂସଦରେ ଏକ ଆଇନ ଆଣିବାକୁ ସେ କହିଛନ୍ତି। ୧୬ ବର୍ଷ ବୟସ୍କଙ୍କୁ ଭୋଟ ଦାନ ଅଧିକାର ପ୍ରଦାନ…

ଟି୨୦ ବିଶ୍ୱକପ୍‌ରେ ପ୍ରଦର୍ଶନକୁ ନେଇ ଓ୍ବେଷ୍ଟଇଣ୍ଡିଜ୍‌ ଟିମ୍‌ରେ ଝଡ଼: ଅଧିନାୟକ ପଦ ଛାଡ଼ିଲେ ପୁରାନ୍‌

ନୂଆଦିଲ୍ଲୀ,୨୨।୧୧: ନିକଟରେ ଶେଷ ହୋଇଥିବା ଟି୨୦ ବିଶ୍ୱକପ୍‌ରେ ଓ୍ବେଷ୍ଟଇଣ୍ଡିଜ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ଦଳ ସୁପର-୧୨ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲା। ବିଶ୍ୱକପ୍‌ ଇତିହାସରେ ପ୍ରଥମ ଥର ଲାଗି ଓ୍ବେଷ୍ଟଇଣ୍ଡଜ୍‌ର ଏଭଳି ବିଫଳତାକୁ ନେଇ ବିଭିନ୍ନ…

ପ୍ରତି ୧୧ ମିନିଟରେ ଜଣେ ମହିଳାଙ୍କୁ କରାଯାଉଛି ହତ୍ୟା: ଜାତିସଂଘ ମହାସଚିବ…

ଜେନେଭା,୨୨।୧୧ : ଦିଲ୍ଲୀର ଶ୍ରଦ୍ଧା ଏବଂ ମଥୁରାର ଆୟୁଷୀ ଯାଦବ ହତ୍ୟା ମାମଲା ମଧ୍ୟରେ ଜାତିସଂଘର ମୁଖ୍ୟ ଆଣ୍ଟୋନିଓ ଗୁଟେରସ ଉଦ୍‌ବେଗ ପ୍ରକାଶ କରିଛନ୍ତି। ତାଙ୍କ କହିବାନୁସାରେ, ପ୍ରତି ୧୧ ମିନିଟରେ ପୃଥିବୀରେ ଜଣେ ମହିଳା କିମ୍ବା ଝିଇଙ୍କୁ ହତ୍ୟା କରାଯାଉଛି।…

ଭାରତ ପାଇଁ ବିଜୟ ଲକ୍ଷ୍ୟ ୧୬୧…

ନାପିଅର,୨୨।୧୧ : ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡ ଗସ୍ତରେ ତୃତୀୟ ଟି-୨୦ରେ ନ୍ୟୁଜିଲାଣ୍ଡ ସହିତ ନାପିଅର ସ୍ଥିତ ମ୍ୟାକ୍‌ ଲିନ୍‌ ପାର୍କରେ ମୁହାଁମୁହିଁ ହୋଇଛି। ନ୍ୟୁଜିଲାଣ୍ଡ ଅଧିନାୟକ ଟିମ୍‌ ସୌଥି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତୀୟ ଅଧିନାୟକ…

ଦେଶରେ ୨୯୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୨।୧୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୯୪ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ୫ ଜଣ ବ୍ୟକ୍ତି କରୋନାରେ ମୃତ୍ୟୁବରଣ କରିଛନ୍ତି। ନୂତନ…

ଟସ୍‌ ଜିତିଲା ନ୍ୟୁଜିଲାଣ୍ଡ

ନାପିଅର,୨୨।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନିଟି ଟି-୨୦ ମ୍ୟାଚ ବିଶିଷ୍ଟ ସିରିଜର ତୃତୀୟ ମ୍ୟାଚ୍‌ ଆଜି ନାପିଅରରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ନିୟମିତ ଅଧିନାୟକ କେନ ୱିଲିୟମସନ ଏହି…

ଶ୍ରଦ୍ଧା ହତ୍ୟା ଘଟଣା: ଦୋଷ ମାନିଲେ ଅଫତାବ୍‌

ନୂଆଦିଲ୍ଲୀ,୨୨।୧୧: ବହୁଚର୍ଚ୍ଚିତ ଶ୍ରଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତ ଅଫତାବ୍‌ଙ୍କୁ ମଙ୍ଗଳବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାକେତ କୋର୍ଟରେ ହାଜର କରାଯାଇଥିଲା। ଅଫତାବ୍‌ କୋର୍ଟ ସମ୍ମୁଖରେ ନିଜର ଅପରାଧ ସ୍ବୀକାର କରିବା ସହ କହିଥିଲେ, ଯାହା କରିଛି ତାହା ଭୁଲ। ରାଗରେ ଶ୍ରଦ୍ଧାଙ୍କୁ…

ଟୁଇଟର୍‌ ‘ବ୍ଲୁ ଟିକ୍‌ ସ୍କିମ୍‌’ ଉପରେ ଲାଗିଲା ରୋକ

ନ୍ୟୁୟର୍କ,୨୨।୧୧: ଟୁଇଟରର ନୂତନ ମାଲିକ ଏଲନ ମସ୍କ ପୁଣି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟୁଇଟରରେ ବ୍ଲୁ ଭେରିଫାଏଡ ରିଲଞ୍ଚ୍‌ ଉପରେ ଅସ୍ଥାୟୀ ରୋକ ଲଗାଯାଇଛି। ଏନେଇ ମସ୍କ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ଟୁଇଟରରେ ଫେକ ଆକାଉଣ୍ଟ ସମସ୍ୟା ସମାଧାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri