ବିଶ୍ୱକପ୍ ହକି: ଆଜି ଆଉ ୮ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ
ଭୁବନେଶ୍ୱର,୨୮ା୧୨(ବ୍ୟୁରୋ)-ଓଡ଼ିଶାରେ ଆୟୋଜିତ ହେଉଥିବା ପୁରୁଷ ହକି ବିଶ୍ୱକପ୍ ଦେଖିବା ପାଇଁ ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରୁଛନ୍ତି। ମଙ୍ଗଳବାର ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ନିମନ୍ତ୍ରଣ କରିଥିବା ବେଳେ ବୁଧବାର…
କାର୍ଯ୍ୟକାରୀ ସିଭିସି ଭାବେ ପ୍ରବୀଣ ଶ୍ରୀବାସ୍ତବ ନିଯୁକ୍ତ
ନୂଆଦିଲ୍ଲୀ,୨୮ା୧୨: ଭିଜିଲାନ୍ସ କମିଶନର ପ୍ରବୀଣ କୁମାର ଶ୍ରୀବାସ୍ତବଙ୍କୁ ବୁଧବାର କାର୍ଯ୍ୟକାରୀ କେନ୍ଦ୍ରୀୟ ଭିଜିଲାନ୍ସ କମିଶନର (ସିଭିସି) ଭାବେ ନିଯୁକ୍ତ କରାଯାଇଛି। ଦୁର୍ନୀତି ନିରୋଧୀ ଜଗୁଆଳି ସଂସ୍ଥାର ମୁଖ୍ୟ ସୁରେଶ ଏନ୍. ପଟେଲଙ୍କ କାର୍ଯ୍ୟକାଳ ଗତ ୨୪ରେ ଶେଷ ହେବା ପରେ ତାଙ୍କ…
ବରଫ ପଡ଼ିଥିବା କାର୍ରୁ ମିଳିଛି ଅନେକ ମୃତଦେହ
ଓ୍ବାଶିଂଟନ,୨୮ା୧୨: ଆମେରିକାରେ ତୁଷାର ଝଡ଼ ମଧ୍ୟରେ ବର୍ଷା ପରିସ୍ଥିତି ସୃଷ୍ଟି ହୋଇଛି। ଯଦି ପାଣିପାଗ ବିଭାଗର ପୂର୍ବାନୁମାନ ସଠିକ୍ ପ୍ରମାଣିତ ହୁଏ, ତେବେ ଆଗାମୀ ଦିନରେ ଆମେରିକାର ଏକ ବଡ଼ ଅଞ୍ଚଳରେ ବାସ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ଅସୁବିଧା ଆହୁରି…
ମନ କଥା ଲୁଚାଇବାରେ ଓସ୍ତାଦ ଏହି ୩ ରାଶିର ବ୍ୟକ୍ତି , ହେଲେ ହୃଦୟ ସଫା
କିଛି ଲୋକ ଅଛନ୍ତି, ଯେଉଁମାନେ ମନ କଥା ସମସ୍ତଙ୍କ ଆଗରେ ବିନା ଦ୍ୱିଧାରେ କହିଦିଅନ୍ତି। ହେଲେ କିଛି ଲୋକ ବେଶ ଲାଜକୁଳା ସ୍ବଭାବର ଥାନ୍ତି। ଫଳରେ ସେମାନଙ୍କ ମନ କଥା ମନରେ ରହିଯାଏ। ଏମାନେ ନିଜର ବ୍ୟକ୍ତିଗତ ଜୀବନକୁ ସମସ୍ତଙ୍କଠାରୁ ଲୁଚାଇ…
‘ଓଡ଼ିଶାରେ ଏବେ ଜାରି କରାଯିବ ନାହିଁ କୋଭିଡ କଟକଣା’
ଭୁବନେଶ୍ୱର, ୨୮।୧୨(ବ୍ୟୁରୋ): କରୋନାର ନୂଆ ଭାରିଆଣ୍ଟକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ। ହେଲେ ଓଡ଼ିଶାରେ ସେଭଳି କିଛି ଚିନ୍ତାଜନକ ପରିସ୍ଥିତି ନ ଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ଚାଇନାରେ କରୋନାର ଯେଉଁ ସ୍ଥିତି…
ଏହି ସେଓକୁ କୁହାଯାଏ ‘ବ୍ଲାକ୍ ଡାଏମଣ୍ଡ’; ଗୋଟିଏର ଦାମ୍ ୫୦୦ ଟଙ୍କା…!
ଦୁନିଆରେ ଏପରି ସ୍ଥାନ ରହିଛି ଯେଉଁଠାରେ କଳା ସେଓ ଚାଷ କରାଯାଇଥାଏ। ଏଠାରେ ଗୋଟିଏ ସେଓର ମୂଲ୍ୟ ପ୍ରାୟ ୫୦୦ ଟଙ୍କା ହୋଇଥାଏ। ମହଙ୍ଗା ବୋଲି ଏହି ସେଓକୁ ‘ବ୍ଲାକ୍ ଡାଏମଣ୍ଡ’ ବୋଲି କୁହାଯାଏ। ତିବ୍ବତର ପାହାଡ ଉପରେ ଏହି ସେଓର…
ଭାରତୀୟ କଫ ଶିରପ ପିଇ ଉଜବେକିସ୍ତାନରେ ୧୮ ଶିଶୁଙ୍କ ମୃତ୍ୟୁ ଅଭିଯୋଗ
ତାସକେଣ୍ଟ,୨୮।୧୨: ଭାରତୀୟ ଫାର୍ମାସ୍ୟୁଟିକାଲ କମ୍ପାନୀର କଫ ଶିରପ ପିଇ ଉଜବେକିସ୍ତାନରେ ୧୮ଜଣ ଶିଶୁ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଉଜବେକିସ୍ତାନର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦାବି କରିଛି, ଏକ ଭାରତୀୟ ଔଷଧ କମ୍ପାନୀ ଦ୍ୱାରା ନିର୍ମିତ କାଶ ଶିରପ ଖାଇବା ପରେ ୧୮…
ଫେରାର ହତ୍ୟା ଅଭିଯୁକ୍ତ ଗିରଫ
କେନ୍ଦୁଝର,୨୮ା୧୨(ସ୍ବ.ପ୍ର.): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ମହାଦେଇଯୋଡ଼ା ପଞ୍ଚାୟତ ଟିକରପଡ଼ା ବୁରୁଡିସାହିରେ ଫୁଟବଲ ଖେଳ ଚାଲିଥିବାବେଳେ ମହାଦେଇଯୋଡ଼ା ଗ୍ରାମର ବିକି ମୁଣ୍ତା ଓରଫ ନାଣ୍ତୁଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିି ଫେରାର ଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ବୁଧବାର କୋର୍ଟ…
୨ ଦିନ ମଧ୍ୟରେ ମୋଦିଙ୍କ ଘରେ ୨ ଅଘଟଣ
ନୂଆଦିଲ୍ଲୀ,୨୮।୧୨: ଗତ ଦୁଇ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘରେ ଦୁଇଟି ବଡ଼ ଅଘଟଣ ଘଟିଛି। ପ୍ରଥମେ ତାଙ୍କ ଭାଇ ପ୍ରହ୍ଲାଦ ମୋଦି କର୍ନାଟକର ମହୀଶୂରରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ଏଥି ସହିତ ବୁଧବାର ତାଙ୍କ ମା’…
ନୂଆ ବର୍ଷ ପ୍ରଥମ ଦିନରେ ହେବ ଏହି ୫ ବଡ଼ ପରିବର୍ତ୍ତନ; ଆପଣଙ୍କ ପକେଟରେ ପଡ଼ିବ ପ୍ରଭାବ…!
ନୂଆଦିଲ୍ଲୀ,୨୮।୧୨: ଶେଷ ହେବାକୁ ଯାଉଛି ବର୍ଷ ୨୦୨୨। ନୂତନ ବର୍ଷ ୨୦୨୩କୁ ସ୍ବାଗତ କରିବା ଲାଗି ପ୍ରସ୍ତୁତି ଜୋରଦାର ହୋଇଛି। ଏସବୁ ମଧ୍ୟରେ ନୂଆ ବର୍ଷର ପ୍ରଥମ ଦିନରେ କିଛି ପରିବର୍ତ୍ତନ ହେବାକୁ ଯାଉଛି, ଯାହାର ସିଧା ପ୍ରଭାବ ଆପଣଙ୍କ ପକେଟ…
ଜାନୁଆରୀ ୨୬ରେ ସାରା ଦେଶରେ ଟ୍ରାକ୍ଟର ମାର୍ଚ୍ଚ: କୃଷକ ନେତା
ନୂଆଦିଲ୍ଲୀ,୨୮।୧୨: ଭାରତୀୟ କୃଷକ ସଂଘ (ବି.କେ.ୟୁ) ନେତା ରାକେଶ ଟିକାଏତ ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଜାନୁଆରୀ ୨୬ରେ ସାରା ଦେଶରେ ଟ୍ରାକ୍ଟର ମାର୍ଚ୍ଚ କରାଯିବ ବୋଲି ସେ କହିଛନ୍ତି। ବଠିଣ୍ଡାରେ ଏକ ସମାବେଶରେ ରାକେଶ ଟିକାଏତ କହିଛନ୍ତି, ଜାନୁଆରୀ…
ଏମିତି ସ୍ତ୍ରୀ ଚାହୁଁଛନ୍ତି ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୨୮।୧୨:ଭାରତ ଯୋଡୋ ଯାତ୍ରାର ନେତୃତ୍ୱ ନେଉଥିବା କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ‘ପପୁ’ ଡକାଯିବାକୁ ନେଇ ସେ ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ତାଙ୍କୁ ‘ପପୁ’ ଡକାଯିବାକୁ ନେଇ କୌଣସି ଆପତ୍ତି ନାହିଁ। କାରଣ…
Archives


