Home

ଦେଶରେ ଖୋଲିବ ୧୦ ହଜାର ଜନଔଷଧି କେନ୍ଦ୍ର, ୭୪୩ ଜିଲା ହେବ ସାମିଲ…

ନୂଆଦିଲ୍ଲୀ,୧।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ରାସାୟନିକ ପଦାର୍ଥ ଏବଂ ସାର ମନ୍ତ୍ରଣାଳୟ ଅଧୀନରେ ଥିବା ଆୟୁଷ ବିଭାଗ ଦ୍ୱାରା ୨୦୧୭ରେ ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ର ଦେଶରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଦେଶର ୭୬୬ ଟି ଜିଲା ମଧ୍ୟରୁ ୭୪୩…

ସ୍ତ୍ରୀଙ୍କୁ ହତ୍ୟା କରି ଜିରୋ ନାଇଟ୍‌ ପାଳନ କରିଥିଲେ ସ୍ବାମୀ

ଗଞ୍ଜାମ,୧ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଅଞ୍ଚଳରେ ନୂଆବର୍ଷରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ସ୍ବାମୀ ଜିରୋ ନାଇଟ ପାଳନ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣା ଜଣାପଡ଼ିବା ପରେ…

କିମ୍‌ ଟ୍ରମ୍ପ୍‌ଙ୍କୁ ଚୁମ୍ବନ ଦେଉଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ…

ହନୋଇ,୧।୧ : ହାନୋଇରେ ଏକ ବୈଠକ କରିବା ପରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ଭଳି ଦେଖଯାଉଥିବା ହାୱାର୍ଡ ଆକ୍ସ ଏବଂ ଟ୍ରମ୍ପଙ୍କ ଭଳି ଦେଖିବାକୁ ଲାଗୁଥିବା ରସେଲ ହ୍ବାଇଟଙ୍କୁ ବିମାନବନ୍ଦରରେ ନଜର ଆସିଛନ୍ତି। କିମ୍‌ ଏବଂ…

କ୍ଷମା ମାଗିଲା ହ୍ବାଟ୍‌ସଆପ୍‌

ନୂଆଦିଲ୍ଲୀ,୧।୧: ଭାରତର ଭୁଲ ମାନଚିତ୍ର ଶେୟାର ପାଇଁ କେନ୍ଦ୍ର ମନ୍ତ୍ରୀଙ୍କ ତାଗିଦ କରିବା ପରେ ହ୍ବାଟ୍‌ସଆପ୍‌ ଆପ କ୍ଷମା ମାଗିଛି। ଅଜାଣତରେ ଭୁଲ ପାଇଁ କ୍ଷମା ମାଗୁଛୁ ଏବଂ ଭବିଷ୍ୟତରେ ଏହାର ଯତ୍ନ ନେବ ବୋଲି ହ୍ବାଟ୍‌ସଆପ୍‌ ଆପ କହିଛି। ମେଟା…

ପିଅନଙ୍କ ଟାଙ୍ଗିଆ ଚୋଟରେ ଗୁରୁଜୀଙ୍କ ଜୀବନ ଗଲା

ମାଲକାନଗିରି,୧ା୧(ଡି.ଏନ୍‌.ଏ.): ପିଅନଙ୍କ ଟାଙ୍ଗିଆ ଚୋଟରେ ଜଣେ ଗୁରୁଜୀଙ୍କ ଜୀବନ ଯାଇଛି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲା ସଦର ସରସତୀ ଶିଶୁ ବିଦ୍ୟାମନ୍ଦିର ବିଦ୍ୟାଳୟରେ। ପିଅନ ନରେଶ କ୍ଷତ୍ରୀୟଙ୍କ ଟାଙ୍ଗିଆ ଚୋଟରେ ଗୁରୁଜୀ ନିରାକାର ସେଠୀଙ୍କ ମୃତ୍ୟୁ ହୋଇଛି।…

ଏକ ମିଠା ଅନୁଭବର ନାଁ…ଗ୍ରୀଟିଂସ୍‌ କାର୍ଡ

କେବେ ସେ ମିଳେ ବହି ଭିତରେ। ଆଉ କେବେ ଡାକବାଲା ଘରକୁ ଆସି ଦେଇଯାଏ। ହାତରେ ଧରିବା ମାତ୍ରେ ମନ ଖୁସିରେ କୁରୁଳି ଉଠେ। ନାଁ ଓ ଠିକଣା ଦେଖିଦେଲେ ସେଇ ପ୍ରିୟ ମଣିଷଟିର ମୁହଁ ଆଖି ଆଗରେ ନାଚି ଉଠେ।…

ଜାନୁୟାରୀର ସବୁ ଛୁଟି ଦିନରେ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ଲୋକସେବା ପୁଷ୍ପ ଉଦ୍ୟାନ

ଭୁବନେଶ୍ୱର,୧ା୧(ବ୍ୟୁରୋ): ଜାନୁୟାରୀ ୨୦୨୩ର ଚତୁର୍ଥ ଶନିବାର ବ୍ୟତୀତ ସବୁ ସରକାରୀ ଛୁଟିରେ ଲୋକସେବା ଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ଚଳିତ ମାସରେ ରବିବାର ଦ୍ୱିତୀୟ ଶନିବାର ଓ ଅନ୍ୟ ଛୁଟିକୁ ମିଶାଇ ମୋଟ ଆଠଟି ଛୁଟିରେ ଅପରାହ୍ନ ୪ଟାରୁ…

ତ୍ରିପୁରାରେ ମତଦାନ ବୃଦ୍ଧି ପାଇଁ ନିର୍ବାଚନ ଆୟୋଗ ମିଶନ-୯୨୯ ଅନ୍ତର୍ଗତ କରିବ ପ୍ରୟାସ…

ନୂଆଦିଲ୍ଲୀ,୧।୧ : ଚଳିତ ବର୍ଷ ପ୍ରାରମ୍ଭରେ ହେବାକୁ ଥିବା ତ୍ରିପୁରା ବିଧାନସଭା ନିର୍ବାଚନରେ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଁ ନିର୍ବାଚନ ଆୟୋଗ ପ୍ରସ୍ତୁତ ହେଉଛି। ଭୋଟରଙ୍କ ସଂଖ୍ୟା ୯୦ ପ୍ରତିଶତରୁ ଅଧିକ କରିବାକୁ ଆୟୋଗ ମିଶନ-୯୨୯ ଉପରେ କାର୍ଯ୍ୟ କରିବାକୁ ଯାଉଛି।…

ରିଷଭ ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର: ବାରମ୍ବାର ଭେଟିବାକୁ ନ ଯିବାକୁ ଡିଡିସିଏର ଅପିଲ୍‌

ନୂଆଦିଲ୍ଲୀ,୧।୧: ଟିମ ଇଣ୍ଡିଆର ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ କାର ଦୁର୍ଘଟଣା ଶିକାର ହେବାପରେ ଡେରାଡୁନ ସ୍ଥିତ ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମାଙ୍କୁ ଭେଟିବା ପାଇଁ ଘରକୁ ଯାଉଥିବାବେଳେ ତାଙ୍କ କାର ଡିଭାଇଡରକୁ ଧକ୍କା ଦେଇଥିଲା। ଫଳରେ ତାଙ୍କ…

୫ ବର୍ଷରେ ପଛୁଆ ବର୍ଗର ୧୫ ପ୍ରତିଶତ ବିଚାରପତି ହାଇକୋର୍ଟରେ ନିଯୁକ୍ତ…

ନୂଆଦିଲ୍ଲୀ,୧।୧ : ଗତ ପାଞ୍ଚ ବର୍ଷ ମଧ୍ୟରେ ହାଇକୋର୍ଟରେ ନିଯୁକ୍ତ ବିଚାରପତିମାନଙ୍କ ମଧ୍ୟରୁ ୧୫ ପ୍ରତିଶତରୁ କିଛି ଅଧିକ ପଛୁଆ ବର୍ଗର ଥିଲେ। ନ୍ୟାୟ ବିଭାଗ ଏକ ସଂସଦୀୟ ପ୍ୟାନେଲକୁ ଏହି ସୂଚନା ଦେଇଛନ୍ତି। ନ୍ୟାୟ ବିଭାଗ କହିଛି ଯେ ନ୍ୟାୟପାଳିକାରେ…

ଆଜିଠୁ ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ୍‌ ମନା

ପୁରୀ ଅଫିସ,୧ା୧: ଇଂରାଜୀ ନୂଆବର୍ଷର ପ୍ରଥମ ଦିନରୁ ଅର୍ଥାତ୍‌ ରବିବାରଠାରୁ ଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ ନେବା ଉପରେ କଟକଣା ଜାରି ହୋଇଛି। ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀ, ସେବାୟତ ଓ ଜେଟିପି ସମସ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟ ଫୋନ ନ ନେବାକୁ କଡ଼ା…

ନୂଆବର୍ଷରେ ଦୁଃଖଦ ଖବର: ଛୁରି ଭୁସି ବାପାଙ୍କ ଜୀବନ ନେଲେ ପୁଅ

ଦେବଗଡ଼,୧ା୧(ଡି.ଏନ୍‌.ଏ.): ନିଶାସକ୍ତ ଅବସ୍ଥାରେ ବାପାକୁ ହତ୍ୟା କରିଛନ୍ତି ଜଣେ ପୁଅ। ଦେବଗଡ଼ ଥାନା ଅନ୍ତର୍ଗତ ବାରକୋଟ ବ୍ଳକ କାଉଁଶିବାହାଳ ଗ୍ରାମରେ ନୂଆବର୍ଷରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁଅ ଦୁର୍ଯ୍ୟୋଧନ ପ୍ରଧାନଙ୍କ ଛୁରାମାଡ଼ରେ ବାପା ରତ୍ନାକର ପ୍ରଧାନଙ୍କ ଜୀବନ ଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri