‘ସୂର୍ଯ୍ୟକୁମାରଙ୍କୁ କିଣିବାକୁ ଆମ ପାଖରେ ଟଙ୍କା ନାହିଁ’
ସିଡନୀ,୨୪।୧୧:ଅଷ୍ଟ୍ରେଲିଆର ବିସ୍ଫୋରକ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଟିମ ଇଣ୍ଡିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏକ ଅଜବ ମନ୍ତବ୍ୟ ଦେଇଛନ୍ତି। ଗ୍ଲେନ ମ୍ୟାକ୍ସୱେଲ କହିଛନ୍ତି, ବିଗ ବାସ୍ ଲିଗରେ ସୂର୍ଯ୍ୟକୁମାର ଯାଦବଙ୍କ ପରି ଜଣେ ବ୍ୟାଟ୍ସମ୍ୟାନ କିଣିବା ସମ୍ଭବ ନୁହେଁ।…
ପାକିସ୍ତାନର ନୂଆ ସେନାଧକ୍ଷ କଶ୍ମୀରର ପ୍ରତିଟି ଅଞ୍ଚଳକୁ ଭଲ ଭାବେ ଜାଣିଛନ୍ତି, ପୁଲଓ୍ବାମା ଷଡ଼ଯନ୍ତ୍ରରେ ଥିଲେ ସାମିଲ…
ନୂଆଦିଲ୍ଲୀ,୨୪।୧୧ : ପାକିସ୍ତାନର ନୂତନ ସେନା ମୁଖ୍ୟଙ୍କ ନାମ ଘୋଷଣା କରାଯାଇଛି। ଜେନେରାଲ କମର ଜାଭେଦ ବାଜୱାଙ୍କ ସ୍ଥାନରେ ଜେନେରାଲ ଅସିମ ମୁନିର ବର୍ତ୍ତମାନ ପାକିସ୍ତାନର ନୂତନ ସେନା ମୁଖ୍ୟ ହେବେ। ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ତାଙ୍କ ନାମ ଘୋଷଣା କରିଛନ୍ତି।…
ବର୍ଷକ ପାଇଁ ନିଲମ୍ବିତ ହେଲେ ଏହି ଶ୍ରୀଲଙ୍କା କ୍ରିକେଟର
ନୂଆଦିଲ୍ଲୀ,୨୪।୧୧: ଅଲରାଉଣ୍ଡର ଚାମୁକା କରୁଣାରତ୍ନେଙ୍କୁ କ୍ରିକେଟର ସମସ୍ତ ଫର୍ମାଟରୁ ବର୍ଷକ ପାଇଁ ନିଲମ୍ବିତ କରିଛି ଶ୍ରୀଲଙ୍କା କ୍ରିକେଟ(ଏସ୍ସିଏଲ୍)। ଟି୨୦ ବିଶ୍ୱକପ୍ ସମୟରେ ଖେଲାଳିଙ୍କ ଚୁକ୍ତିନାମାର ଅନେକ ନିୟମ ସେ ଉଲ୍ଲଂଘନ କରିଥିବା ଜଣାପଡ଼ିଛି। ତିନିଜଣିଆ ପ୍ୟାନେଲ ଦ୍ୱାରା ଶୃଙ୍ଖଳାଗତ ଅନୁସନ୍ଧାନ ପରେ…
ଖାଦ୍ୟ ସୁରକ୍ଷାରେ ଆହ୍ବାନ ସୃଷ୍ଟି କରିଛି କରୋନା-ବିବାଦ-ଜଳବାୟୁ ପରିବର୍ତ୍ତନ : ଜୟଶଙ୍କର…
ନୂଆଦିଲ୍ଲୀ,୨୪।୧୧ : ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ବିଶ୍ୱ ଖାଦ୍ୟ ସୁରକ୍ଷା ପାଇଁ ତିନୋଟି ପ୍ରମୁଖ ଆହ୍ବାନ ଭାବେ କରୋନା, ବିବାଦ ଏବଂ ଜଳବାୟୁ ପରିବର୍ତ୍ତନକୁ ଉପସ୍ଥାପନ କରିଛନ୍ତି। ଅନ୍ତର୍ଜାତୀୟ ବାଜରା ବର୍ଷ ୨୦୨୩ ର ପ୍ରି-ଲଞ୍ଚ କାର୍ଯ୍ୟକୁ ସମ୍ବୋଧିତ କରି…
ପୁଅ,ଝିଅଙ୍କ ସହ ମିଶି ସ୍ବାମୀଙ୍କୁ ମାରିଦେଲେ ସ୍ତ୍ରୀ
ପଦ୍ମପୁର,୨୪ା୧୧(ଡି.ଏନ୍.ଏ.): ଭଦ୍ରକ ଜିଲା ତିହିଡ଼ି ପୀରହାଟ ଥାନା ଅଧୀନସ୍ଥ ଖିଦିରପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଅ ଝିଅ ସାଥିରେ ମିଶି ସ୍ତ୍ରୀ ସ୍ବାମୀଙ୍କୁ ଜୀବନରୁ ମାରି ଦେଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ମୃତକଙ୍କ ୮୦ ବର୍ଷୀୟା ମା’…
ଗୁଜରାଟର ସମସ୍ତ ପୋଲର ହେବ ସର୍ବେକ୍ଷଣ, ହାଇକୋର୍ଟ ଦେଲେ ନିର୍ଦ୍ଦେଶ…
ଅହମଦାବାଦ,୨୪।୧୧ : ଗୁଜରାଟର ମୋରବିରେ ଝୁଲାପୋଲ ଭୁଶୁଡ଼ିବା ପରେ ହାଇକୋର୍ଟ ସରକାରଙ୍କୁ ରାଜ୍ୟର ସମସ୍ତ ସେତୁ ଉପରେ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେତେ ସେତୁ ଠିକ ସ୍ଥିତିରେ ଅଛି ତାହା ନିଶ୍ଚିତ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି? ସେଥି…
ବୟଫ୍ରେଣ୍ଡଙ୍କ ଫୋନ ଅନ୍ୟଜଣେ ଯୁବତୀ ଉଠାଇବାରୁ ଗର୍ଲଫ୍ରେଣ୍ଡ ନେଲେ ଏମିତି ନିଷ୍ପତ୍ତି
ଆମେରିକାର ଟେକ୍ସାସରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବୟଫ୍ରେଣ୍ଡଙ୍କ ଫୋନ ଆଉ ଜଣେ ଯୁବତୀ ଉଠାଇବାରୁ ରାଗରେ ଗର୍ଲଫ୍ରେଣ୍ଡ ତାଙ୍କ ଘରେ ନିଆଁ ଲଗାଇଦେଇଛନ୍ତି। ପୋଳିସ ସମ୍ପର୍କ ଯୁବତୀଙ୍କୁ ଗିରଫ କରିଛନ୍ତି। ଗିରଫ ଯୁବତୀ ଜଣଙ୍କ ହେଲେ ୨୩ ବର୍ଷୀୟା ସିନୌଡା…
କ୍ଷମା ମାଗିଲେ ରିଚା
ଅଭିନେତ୍ରୀ ରିଚା ଚଢା ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରହିଛନ୍ତି। ସେ ପ୍ରାୟତଃ ବିଭିନ୍ନ ପ୍ରସଙ୍ଗରେ ସ୍ବର ଉତ୍ତୋଳନ କରନ୍ତି। ଏଥିପାଇଁ ସେ ଅଧିକାଂଶ ସମୟରେ ସେ ଟ୍ରୋଲ୍ର ଶିକାର ହୋଇଥାନ୍ତି। ନିକଟରେ ସେନା ସମ୍ପର୍କରେ ଏକ ଟୁଇଟ କରି ଫସି…
ଟି୨୦ରେ ଦ୍ରାବିଡ଼ଙ୍କୁ ନୁହେଁ, ନେହେରାଙ୍କୁ କୋଚ୍ ନିଯୁକ୍ତ କର: ହରଭଜନ
ନୂଆଦିଲ୍ଲୀ,୨୪।୧୧: ଟି୨୦ ବିଶ୍ୱକପ୍ରେ ନିରାଶାଜନକ ପ୍ରଦର୍ଶନ ଯୋଗୁ ସେମିଫାଇନାଲରୁ ବିଦା ହୋଇଥିଲା ଭାରତୀୟ କ୍ରିକେଟ ଟିମ୍। ଏହାପରଠାରୁ ଦଳରେ କୋଚ୍ ଏବଂ ଅଧିନାୟକ ପରିବର୍ତ୍ତନକୁ ନେଇ ଆଲୋଚନା ହେଉଛି। ଏସବୁ ମଧ୍ୟରେ ଦଳର ପୂର୍ବତନ ସ୍ପିନର ହରଭଜନ ସିଂ ନିଜର ପ୍ରତିକ୍ରିୟା…
ବସ୍ ଧକ୍କାରେ ଯୁବକଙ୍କ ଜୀବନ ଗଲା
ନାଉଗାଁ,୨୪ା୧୧(ସ୍ବ.ପ୍ର.): ଜଗତସିଂହପୁର ଜିଲା ନାଉଗାଁ ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଖଇରା ଛକ ନିକଟରେ ଗୁରୁବାର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ବ୍ରଜେଶ ରୋଶନ ରାୟ। ସେ ନିକଟସ୍ଥ…
ମହାରାଷ୍ଟ୍ର-କର୍ନାଟକ ସୀମା ବିବାଦ ନେଇ ଫଡନାଭିସ-ବୋମ୍ମାଇ ମୁହାଁମୁହିଁ…
ମୁମ୍ବାଇ/ବେଙ୍ଗାଲୁରୁ,୨୪।୧୧ : କର୍ନାଟକ ଏବଂ ମହାରାଷ୍ଟ୍ର ମଧ୍ୟରେ ଦୀର୍ଘ ଦଶନ୍ଧି ଧରି ଚାଲିଥିବା ସୀମା ବିବାଦ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଥିବାରୁ ଭାଜପା ଅସୁବିଧାରେ ପଡିଛି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବଂ କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭାରାଜ ଏସ ବୋମ୍ମାଇ…
ଭୂଦାନ କର୍ମୀ ଗଜେନ୍ଦ୍ର ଦାସଙ୍କ ପରଲୋକ
ପଦ୍ମପୁର,୨୪ା୧୧(ଡି.ଏନ୍.ଏ.): ଜଣାଶୁଣା ଭୂଦାନ କର୍ମୀ ବିନୋବାଭାବେଙ୍କ ସହଯୋଗୀ ଗଜେନ୍ଦ୍ର ପ୍ରସାଦ ଦାସ (୯୦)ଙ୍କ ବୁଧବାର ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ଗୁରୁବାର ତାଙ୍କ ପାର୍ଥିବ ଶରୀର ପଦ୍ମପୁର ବାସଭବନରେ ପହଞ୍ଚିବା ପରେ ବିଜେଡି ଉପସଭାପତି ଦେବୀ…
Archives


