ସରକାରୀ ଯୋଜନାରୁ ବଞ୍ଚିତ ଯମୁନା
ନୂଆଗାଁ,୨୮।୧୧(ଡି.ଏନ.ଏ.): ସରକାର ଗରିବ, ଦୁଃଖୀଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ପ୍ରକୃତ ହିତାଧିକାରୀ ସେଥିରୁ ବଞ୍ଚତ୍ତ ହୋଇଥିବା ଅଭିଯୋଗ ହୋଇଛି। ନୟାଗଡ଼ ଜିଲା ନୂଆଗାଁ ବ୍ଲକ ବେରୁହାଁବାରି ପଞ୍ଚାୟତ ଅଧୀନ ଆଦିବାସୀ ଗ୍ରାମ ମଧୁବନର ବିଧବା ମହିଳା ଯମୁନା…
ପାହାଡ଼ ଭାଙ୍ଗିଲେ, ଯୋର ରାସ୍ତା ବନ୍ଦ କରାଇଲେ
ନୟାଗଡ଼ ଅଫିସ,୨୮ା୧୧: ନୟାଗଡ଼ ପୁରୁଣା ସହରରେ ଚାଲିଛି ବେଆଇନ ନିର୍ମାଣ l ଜଣେ ବ୍ୟକ୍ତି ପାହାଡ଼ ଭାଙ୍ଗି ଯୋର ରାସ୍ତାକୁ ବନ୍ଦ କରାଇ ବେଆଇନ ଭାବେ ଘର ନିର୍ମାଣ କରୁଛନ୍ତି l ପୁଣି ଯୋର ରାସ୍ତା ବନ୍ଦ ପରେ ପାହାଡ଼ ଜଳ…
ଏଇ ଭାରତରେ
ଦୁଇ ମହିଳା ବନ୍ଧୁ ୩,୭୦୦ ମହିଳାଙ୍କୁ ଖେଳାଇ ସୁସ୍ଥ ଜୀବନର ମାର୍ଗଦର୍ଶନ କରିବା ଅନ୍ୟମାନଙ୍କ ପାଇଁ ନିଶ୍ଚିତଭାବେ ଏକ ପ୍ରେରଣା। ଫୁଟ୍ବଲ ଖେଳାଳି ତନ୍ଭି ହଂସ ଏବଂ ଫିଟ୍ନେସ କୋଚ୍ ଶ୍ୱେତା ସୁବ୍ବିହା ୨୦୧୭ରେ ‘ସିଷ୍ଟର୍ସ ଇନ୍ ସୁଇଟ୍’ ସଂସ୍ଥା ମାଧ୍ୟମରେ…
ଅଳପ ଲୋକେ ଅଧିକାର…
ହରେକୃଷ୍ଣ ଦାସ ଯଜ୍ଞଭୁକ୍ ଭଗବାନ ଶ୍ରୀକୃଷ୍ଣ ମର୍ତ୍ତ୍ୟାବତରଣ କରି ଗୋପୀ,ଗୋପାଳ ବାଳକଙ୍କ ସହ ଏକାଠି ଖାଇ, ଗାଈ ଚରାଇ ହସଖୁସିରେ ଦିନ କାଟିବା କଥାଟା ବ୍ରହ୍ମାଙ୍କୁ ପସନ୍ଦ ଆସିଲାନି। ତେଣୁ ସେ ଶ୍ରୀକୃଷ୍ଣଙ୍କୁ କର୍ତ୍ତବ୍ୟ ସଚେତନ କରାଇବା ସହ ନିଜ…
ଗୁଜରାଟ ନିର୍ବାଚନରେ ଧୀବରଙ୍କ ପାଇଁ ଆଲୋଡା ପ୍ରତିଶ୍ରୁତି, ଚାହୁଁଛନ୍ତି ପାକିସ୍ତାନ ଜେଲରୁ ସେମାନଙ୍କ ପରିବାର ସଦସ୍ୟଙ୍କ ମୁକ୍ତି…
ଅହମଦାବାଦ,୨୮।୧୧ : ଡିସେମ୍ବର ୧ ଏବଂ ୫ ରେ ଗୁଜୁରାଟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ସମସ୍ତ ରାଜନୈତିକ ଦଳ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ବିଭିନ୍ନ ପ୍ରତିଶ୍ରୁତି ଦେବାରେ ଲାଗିଛନ୍ତି। କିନ୍ତୁ ଗୁଜରାଟର…
ଦ୍ୱିତୀୟ ଭଗବାନ୍ ବି ଯମ ହୋଇପାରେ
ସହଦେବ ସାହୁ ଅକ୍ଟୋବର ୧୯ରେ ଏହି ସ୍ତମ୍ଭରେ ‘ଧବଳଟଗର ଉପରେ କଳା ଆବରଣ’ ଅଗ୍ରଲେଖରେ କଟକ ସହରରେ କେତେକ ଔଷଧ ଦୋକାନୀ ଭେଜାଲ ଔଷଧ ବିକ୍ରି କରି କଟକର ବଦନାମ କରୁଛନ୍ତି ବୋଲି ଦର୍ଶାଇଥିଲି; ତାହା ପଢ଼ି ଆପଣମାନେ…
ଗୋଟିଏ ଚିନ୍ତା
ଦେଶ ଏବଂ ଦେଶବାସୀଙ୍କ ଲାଗି ବ୍ୟବସ୍ଥାପକ, କାର୍ଯ୍ୟପାଳିକା ଓ ନ୍ୟାୟପାଳିକାର ଗୋଟିଏ ଭାବନା ରହିବା ଦରକାର ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୬ ନଭେମ୍ବର ସମ୍ବିଧାନ ଦିବସ ଅବସରରେ ଆହ୍ବାନ ଦେବା ପରେ ଏକ ନୂଆ ଧରଣର ଆଲୋଚନା ଆରମ୍ଭ ହୋଇଛି।…
ନୂଆ ଗାଡ଼ି ଖତ ଖାଉଛି, ସ୍ବାସ୍ଥ୍ୟକେନ୍ଦ୍ରରେ ଲାଗିଛି ଭଡ଼ା ଗାଡ଼ି
ଖଣ୍ଡପଡା,୨୮ା୧୧(ସ୍ବ.ପ୍ର.): ଲୋକେ ଉଦାହରଣ ଛଳରେ କୁହନ୍ତି ‘ସରକାର କା ମାଲ ଦରିଆ ମେ ଡ଼ାଲ’। ଠିକ୍ ସେପରି ଏକ ଉଦାହରଣ ପାଲଟିଛି କଣ୍ଟିଲୋ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ନୂତନ ଆମ୍ବୁଲାନ୍ସ ।ଆଜକୁ ୯ ବର୍ଷ ତଳେ ଏହି ଆମ୍ବୁଲାନ୍ସ କିଣା ହୋଇଥିଲା।…
ଜେଲରେ ଥିବା ସିଦ୍ଧୁଙ୍କୁ ଚିଠି ଲେଖିଲେ ପ୍ରିୟଙ୍କା…
ଚଣ୍ଡିଗଡ଼,୨୮।୧୧ : ପଟିଆଲା ଜେଲରେ ଥିବା ପଞ୍ଜାବର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁଙ୍କ ଉପରେ କଂଗ୍ରେସ ହାଇକମାଣ୍ଡଙ୍କ ଭରସା ରହିଛି। କୁହାଯାଉଛି ଯେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସିଦ୍ଧୁଙ୍କୁ ଏକ ଚିଠି ଲେଖିଛନ୍ତି। ଚିଠିରେ କ’ଣ…
ଥାର୍ଡ ପାର୍ଟି ଆପ୍ ବିନା କୋର୍ଟର ଲାଇଭ୍ ଷ୍ଟ୍ରିମିଂ ସମ୍ଭବ ନୁହେଁ : ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୨୮।୧୧ : ସୁପ୍ରିମକୋର୍ଟ ଏବଂ ନ୍ୟାଶନାଲ ଇନଫରମେଟିକ୍ସ ସେଣ୍ଟର (ଏନଆଇସି) ରେ ଲାଇଭ ଷ୍ଟ୍ରିମ କୋର୍ଟ ପ୍ରକ୍ରିୟା ପାଇଁ ପର୍ଯ୍ୟାପ୍ତ ବୈଷୟିକ ଜ୍ଞାନକୌଶଳ ଏବଂ ଭିତ୍ତିଭୂମି ନାହିଁ। ତେଣୁ ଥାର୍ଡ ପାର୍ଟି ଆପ୍ ବିନା କୋର୍ଟର ଲାଇଭ୍ ଷ୍ଟ୍ରିମିଂ ସମ୍ଭବ ନୁହେଁ।…
ଜିଆଇ ଟ୍ୟାଗ୍ ମାନ୍ୟତା ଦୌଡ଼ରେ ନୟାଗଡ଼ ନାହିଁ
ନୟାଗଡ଼ ଅଫିସ,(ଲୋକନାଥ ମିଶ୍ର)୨୮।୧୧: ଚେନ୍ନାଇଠାରେ ଆସନ୍ତା ଡିସେମ୍ବରରେ ଭୌଗୋଳିକ ସଙ୍କେତ ବା ଜିଓଗ୍ରାଫିକାଲ୍ ଇଣ୍ଡିକେସନ(ଜିଆଇ) ରେଜେଷ୍ଟ୍ରି ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିପାଇଁ ଓଡ଼ିଶାରୁ ଗଜପତି ଜିଲାର ଖଜୁରୀ ଗୁଡ଼, କଟକର ରୁପା ତାରକସୀ ହସ୍ତଶିଳ୍ପ, ମୟୁରଭଞ୍ଜର କାଇ ଚଟଣୀ, ଢ଼େଙ୍କାନାଳର…
ଦୈନିକ ସଂକ୍ରମଣ ୨୯୧…
ନୂଆଦିଲ୍ଲୀ, ୨୮।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୬ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମିଛି। ଦୈନିକ ସଂକ୍ରମଣ ୩…
Archives


