Home

ଅରୁଣ ଗୋଭିଲଙ୍କୁ ଭେଟି କାନ୍ଦିବାକୁ ଲାଗିଲେ ଜଗଦ୍‌ଗୁରୁ ରାମଭଦ୍ରାଚାର୍ଯ୍ୟ

ବମ୍ବେ: ଲୋକପ୍ରିୟ ଅଭିନେତା ଅରୁଣ ଗୋଭିଲ ଧାରାବାହିକ ରାମାୟଣରେ ରାମଙ୍କ ଚରିତ୍ରରେ ଜୀବନ୍ତ ଅଭିନୟ କରିଥିଲେ। ଏହାର ଛାପ ଏବେ ବି ଦର୍ଶକଙ୍କ ହୃଦୟରେ ରହିଛି। ଅନେକ ତାଙ୍କର ପୂଜା କରିବା ସହ ପାଦ ଛୁଉଁଥିବା ଦେଖାଯାଇଛି। ଏହି କ୍ରମରେ ଅରୁଣଙ୍କୁ…

‘ଆମେ ରୁଷିଆର ୮୦୦ ସୈନିକଙ୍କୁ ମାରିଛୁ’

କିଭ୍‌,୫ା୧: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏବେ ବି ଜାରି ରହିଛି। ଏହି ସମୟରେ ୟୁକ୍ରେନ ସେନା ପକ୍ଷରୁ କୁହାଯାଇଛି ଯେ, ଗତ କିଛି ଦିନ ମଧ୍ୟରେ ସେମାନେ ୮୦୦ରୁ ଅଧିକ ରୁଷିଆ ସୈନିକଙ୍କୁ ହତ୍ୟା କରିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଡୋନେଟସ୍କ…

ବନ୍ଧୁକ ଦେଖାଇ ବ୍ୟାଙ୍କ ଲୁଟ୍‌

ନୀଳଗିରି,୫ା୧(ସ୍ବ.ପ୍ର.): ସ୍ପଷ୍ଟ ଦିବାଲୋକରେ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ ବରହମପୁର ଥାନା ଅଞ୍ଚଳରେ ପୁଣି କଳା ପଲସର ଆତଙ୍କ ସୃଷ୍ଟି ହୋଇଛି। ସ୍ପଷ୍ଟ ଦିବାଲୋକରେ ଗୁରୁବାର ୧୯ ନଂ ରାଜ୍ୟ ରାଜପଥ ଶେରଗଡ଼ – ନୀଳଗିରି – କପ୍ତିପଦା ରାସ୍ତା…

ମହିଳା ଏସ୍‌ଆଇଙ୍କୁ ଆକ୍ରମଣ ଘଟଣା: ୩ ଗିରଫ

ଭୁବନେଶ୍ୱର,୫ା୧(ବ୍ୟୁରୋ): ମହିଳା ଏସ୍‌ଆଇ ଶୁଭଶ୍ରୀ ନାୟକଙ୍କୁ ଆକ୍ରମଣ ଘଟଣାରେ ସଂପୃକ୍ତ ୩ ଅଭିଯୁକ୍ତଙ୍କୁ ଶହୀଦନଗର ଥାନାରେ ଅଟକ ରଖି ପଚରାଉଚରା କରିଛି ପୋଲିସ। ଏଥିସହ ଉକ୍ତ ରାତିରେ ଅଭିଯୁକ୍ତମାନେ ବ୍ୟବହାର କରିଥିବା ଏକ କାର୍‌କୁ ମଧ୍ୟ ପୋଲିସ ଜବତ କରିଛି। ନୂଆବର୍ଷରେ…

ଓଡ଼ିଶା ବିକାଶ ପଥରେ ମୋଦିଜୀଙ୍କ ୫ଜି ରଥ

ନୂଆବର୍ଷ ଦିନ ମୁଁ ଜଣେ ବନ୍ଧୁଙ୍କୁ ଦେଖାକରିବା ପାଇଁ ନିଜ ଗାଡ଼ିରେ ଯାଉଥାଏ। ଦେଖିଲି, ମୁଖ୍ୟ ରାସ୍ତାରେ ଅସମ୍ଭବ ଟ୍ରାଫିକ୍‌ ଭିଡ଼। ଭିଡ଼ରୁ ବର୍ତ୍ତିବା ପାଇ ମୁଁ ଗାଡ଼ିରୁ ଓହ୍ଲାଇ ପଡ଼ି ଅଟୋରିକ୍ସା କରିବି ବୋଲି ସ୍ଥିର କଲି। ଅଟୋ ଡ୍ରାଇଭରଙ୍କୁ…

ଓଡ଼ିଶାରେ ୫-ଜି ସେବା ଆରମ୍ଭ

ଭୁବନେଶ୍ୱର,୫ା୧(ବ୍ୟୁରୋ): ଆଜିଠୁ ଓଡ଼ିଶାରେ ୫-ଜି ସେବା ଆରମ୍ଭ ହୋଇଛି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ଏହାର ଶୁଭାରମ୍ଭ କରିଛନ୍ତି। ଏଥିପାଇଁ ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍‌କୁ ଅନୁମତି ମିଳିଛି । ପ୍ରଥମେ ରାଜ୍ୟର ମୁଖ୍ୟ ସହରରେ ୫-ଜି ନେଟ୍‌ଓ୍ବାର୍କ ସୁବିଧା ଉପଲବ୍ଧ…

ସାମନ୍ଥାଙ୍କ ସହ ଡେବ୍ୟୁ କରିବେ ଅଲ୍ଲୁ ଅର୍ଜୁନଙ୍କ ଝିଅ

ମୁମ୍ବାଇ: ଅଭିନେତ୍ରୀ ସାମନ୍ଥା ରୁଥ୍‌ପ୍ରଭୁଙ୍କ ସହ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଝିଅ ଆର୍‌ହା ଡେବ୍ୟୁ କରିବେ। ଆର୍‌ହା ଲୋକପ୍ରିୟ ଷ୍ଟାର୍‌ କିଡ୍‌ଙ୍କ ମଧ୍ୟରୁ ଜଣେ। ‘ପୁଷ୍ପା ଦ ରାଇଜ୍‌’ରୁ ଅଲ୍ଲୁ ଅର୍ଜୁନ କେବଳ ବକ୍ସ ଅଫିସରେ ହିଟ୍‌ ହୋଇନାହାନ୍ତି ବରଂ ଲୋକଙ୍କ…

ଭିତରକନିକାରେ ଡଲ୍‌ଫିନ୍‌ ସଂଖ୍ୟା ବୃଦ୍ଧି

ରାଜନଗର,୫ା୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଭିତରକନିକାରେ ଡଲ୍‌ଫିନ୍‌ଙ୍କ ସଂଖ୍ୟା ବୃଦ୍ଧି ପାଇଛି। ରାଜ୍ୟର ବିଭିନ୍ନ ଜଳାଶୟ ଅପେକ୍ଷା ସବୁଠୁ ଅଧିକ ଓ ବିଭିନ୍ନ ପ୍ରଜାତିର ଡଲଫିନ୍‌ ଗହୀରମଥା ଓ ଭିତରକନିକାରେ ରହିଥିବା ଦେଖିବାକୁ ମିଳିଛି। ଡିସେମ୍ବର ୨୧ରୁ ୨୩ ତାରିଖ ଯାଏ ଭିତରକନିକା…

ଶୀତରେ ଥରୁଛି ରାଜଧାନୀ

ନୂଆଦିଲ୍ଲୀ,୫।୧: ରାଜଧାନୀ ଦିଲ୍ଲୀ ଠାରୁ ଆରମ୍ଭ କରି ଦେଶର ଅନେକ ସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଭାରତ ପାଣିପାଗ ବିଭାଗ ଅନୁଯାୟୀ, ଦିଲ୍ଲୀର ଲୋଧି ରୋଡରେ ଗୁରୁବାର ସର୍ବନିମ୍ନ ତାପମାତ୍ରା ୨.୮ ଡିଗ୍ରୀ ସେଲସିୟସ ରେକର୍ଡ କରିଛି। ରାଜଧାନୀରେ ଚଳିତ…

ଦଣ୍ଡାଦେଶ କୋହଳ କରାଯାଇ ମୁକ୍ତ ହୋଇଥିବା ଦୋଷୀଙ୍କ ସଂଖ୍ୟା ସମ୍ପର୍କିତ ତଥ୍ୟ ଲୋଡିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୫।୧ : ସୁପ୍ରିମକୋର୍ଟ ଗୁରୁବାର ଉତ୍ତରପ୍ରଦେଶର ଏକ ମାମଲାର ବିଚାର କରି ରାଜ୍ୟରେ ଦୋଷୀ ସାବ୍ୟସ୍ତ ହେବା ପରେ କେତେଜଣଙ୍କର ଦଣ୍ଡାଦେଶ କୋହଳ କରାଯାଇ ମୁକ୍ତ ହେବାର ସୁବିଧା ଦିଆଯାଇଛି ତାହାର ସବିଶେଷ ତଥ୍ୟ ଦେବାକୁ ରାଜ୍ୟ ମହାନିର୍ଦ୍ଦେଶକ ପୋଲିସ (ଡିଜିପି)ଙ୍କୁ…

ଦୁଇ ଷଣ୍ଢ କରୁଥିଲେ ଲଢେଇ, ଜଣେ ବ୍ୟକ୍ତି ମଝିରେ ପଶିଯିବା ପରେ ଘଟିଲା ଏମିତି

ଆଜିକାଲି ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହେଉଛି, ଯାହା ଦେଖିବାକୁ ବେଶ୍‌ ଆଶ୍ଚର୍ଯ୍ୟଜନକ ହୋଇଥାଏ। ସେଭଳି ଭିଡିଓକୁ ଦେଖିଲେ ମଧ୍ୟ ସହଜରେ ବିଶ୍ୱାସ କରିହୁଏ ନାହିଁ। ଏପରି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି,…

୪ ହଜାର ପରିବାରଙ୍କ ଘର ଭଙ୍ଗାରେ ଲାଗିଲା ରୋକ…

ଡେରାଡୁନ,୫।୧ : ଉତ୍ତରାଖଣ୍ଡ ହାଲଦ୍ୱିନରେ ରେଲଓ୍ବେର ୭୮ ଏକର ଜମିରେ ବେଆଇନ ଭାବେ ବାସ କରୁଥିବା ୪ ହଜାର ପରିବାରର ୫୦ ହଜାର ଲୋକଙ୍କ ଉପରେ ଥିବା ସଙ୍କଟ ଟଳି ଯାଇଛି। ସୁପ୍ରିମ୍‌କୋର୍ଟ ସେମାନଙ୍କର ଘର ଭଙ୍ଗା ଉପରେ ଗୁରୁବାର ରୋକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri