ରାଣୀଭୋଳ ଓଏଭିକୁ ସର୍ବଶ୍ରେଷ୍ଠ ମାନ୍ୟତା
ବାରିପଦା ଅଫିସ,୧୪ା୧୦: ସର୍ବଭାରତୀୟସ୍ତରର ଶ୍ରେଷ୍ଠ ସ୍କୁଲ୍ ତାଲିକାରେ ମୟୂରଭଞ୍ଜ ଜିଲା ରାଣୀଭୋଳ ଓଡ଼ିଶା ଆଦର୍ଶ ବିଦ୍ୟାଳୟ(ଓଏଭି) ୧୦ମ ସ୍ଥାନ ଅଧିକାର କରିଛି। ରାଜ୍ୟର ହାତୀଓଟା ଓଏଭି ୫ମ ଏବଂ ବାରିପଦାସ୍ଥିତ ରାଣୀଭୋଳ ଓଏଭି ବିଦ୍ୟାଳୟ ୧୦ମ ସ୍ଥାନରେ ରହିଥିବା ନେଇ ମୁଖ୍ୟମନ୍ତ୍ରୀ…
ସୂରଜଙ୍କ ପାଇଁ ପ୍ରଚାର ମଇଦାନରେ ମନମୋହନ
ଧୂଷୁରୀ,୧୪।୧୦: ଭଦ୍ରକ ଜିଲା ଧାମନଗର ଉପନିର୍ବାଚନ ପାଇଁ ଭାଜପା ପକ୍ଷରୁ ପ୍ରଚାର ଜୋରସୋରରେ ଚାଲିଛି। ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ଲାଗି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ। ପ୍ରାର୍ଥୀ ଚୟନ ଓ…
ଗୋଚର ଜମିରୁ ଜବରଦଖଲ ଉଚ୍ଛେଦ
ଆଳି,୧୪ା୧୦(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ତହସିଲ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତର ଏକ ଗୋଚର ଜମିରୁ ଗୁରୁବାର ଜବରଦଖଲ ଉଚ୍ଛେଦ କରାଯାଇଛି। ସୂଚନାଯୋଗ୍ୟ, ନରେନ୍ଦ୍ରପୁର ଗଁାର କଳାକାର ମଲିକ ଗୋଚର ଜମି ଖାତା ନଂ. ୪୦୯ ଉପରେ ଜବରଦଖଲ ବଢ଼ିବାରୁ ଏହାକୁ ଉଚ୍ଛେଦ…
ସ୍ତ୍ରୀଙ୍କ ପରକୀୟା ପ୍ରୀତିକୁ ନେଇ ସ୍ବାମୀଙ୍କୁ ହତ୍ୟା ଅଭିଯୋଗ
ମହାକାଳପଡ଼ା,୧୪ା୧୦ (ଡି.ଏନ୍.ଏ.): ସ୍ତ୍ରୀଙ୍କ ପରକୀୟା ପ୍ରୀତିକୁ ସନ୍ଦେହ କରିବାରୁ ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ମୃତ ସ୍ବାମୀଙ୍କ ପରିବାର ଲୋକଙ୍କୁ ନ୍ୟାୟ ଦାବିରେ ମହିଳାମାନେ ଘର ସମ୍ମୁଖରେ ମୃତଦେହ ରଖି ଗୁରୁବାର ରାସ୍ତାରୋକୋ କରିଛନ୍ତି। ଏଭଳି ଘଟଣା…
୨ଭଉଣୀ ଶିକ୍ଷୟିତ୍ରୀଙ୍କ ଗପରେ ସରୁଛି ପାଠପଢ଼ା
କେନ୍ଦ୍ରାପଡ଼ା ଅଫିସ, ୧୪ା୧୦: ମାର୍ଶାଘାଇ ବ୍ଲକ ଅଙ୍ଗୁଳାଇ ପଞ୍ଚାୟତର ଜଗଦୀଶପୁର ୟୁଜି ୟୁପି ସ୍କୁଲ ସହରଠାରୁ ମାତ୍ର ୨ କିଲୋମିଟର। ଏଠାରେ ଶିକ୍ଷାଦାନଠାରୁ ଶିକ୍ଷାୟତନ, ଶୈକ୍ଷିକ ପରିବେଶ ଅବ୍ୟବସ୍ଥାରେ ଚାଲିଛି। ଦୁଇ ଭଉଣୀ ଏହି ସ୍କୁଲରେ ଶିକ୍ଷୟିତ୍ରୀ ହୋଇଥିବାରୁ ପାରିବାରିକ ଗପସପରେ…
ଧାନ ଫସଲରେ ଗିରିଆ ପୋକ, ଚିନ୍ତାରେ ଚାଷୀ
ରାଜନଗର,୧୪ା୧୦(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅଞ୍ଚଳ ଚାଷଜମିରେ କରାଯାଇଥିବା ଖରିଫ ଧାନ ଫସଲରେ ଏବେ ଗିରିଆ ପୋକ ଆତଙ୍କ ଦେଖାଦେଇଛି। ଅନିୟମିତ ବର୍ଷା କାରଣରୁ ବିଳମ୍ବରେ ଚାଷକାର୍ଯ୍ୟ ଆରମ୍ଭ ହେବା ଓ ମାସେରୁ ଊର୍ଦ୍ଧ୍ୱ ହେଲା ଲଘୁଚାପଜନିତ ବର୍ଷା ଲାଗି…
ଆଜି ଗୁଜରାଟ, ହିମାଚଳ ପ୍ରଦେଶ ନିର୍ବାଚନ ପାଇଁ ବାଜିପାରେ ବିଗୁଲ
ନୂଆଦିଲ୍ଲୀ,୧୪।୧୦: ଗୁଜରାଟ ଏବଂ ହିମାଚଳ ପ୍ରଦେଶରେ ନିର୍ବାଚନ ପାଇଁ ଆଜି ବିଗୁଲ ବାଜିପାରେ। ଅପରାହ୍ନ ୩ଟାରେ ନିର୍ବାଚନ ଆୟୋଗ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଡକାଯାଇଛି। ଏଥିରେ ଉଭୟ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବାର ସମ୍ଭାବନା ରହିଛି।…
ଜବତ ସାମଗ୍ରୀର ମୂଳ ଉତ୍ସ ଖୋଜାଯାଉନି
କେନ୍ଦ୍ରାପଡ଼ା ଅଫିସ୍,୧୪ା୧୦: କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା କାନପୁର ଛକରେ ସେପ୍ଟେମ୍ବର ୧୫ରେ ୫ ଜଣ ଦୁର୍ବୃତ୍ତ ଛିନ୍ତାଇ କରିଥିଲେ। ପିସ୍ତଲ ଦେଖାଇ ଓ ଫାୟାରିଂ କରି ଏକ ଘରୋଇ ବ୍ୟାଙ୍କର ପର୍ସନାଲ ଲୋନ ଅଫିସର ରଘୁନାଥ ବେହେରାଙ୍କଠାରୁ ଫୋନ ଛଡ଼ାଇ…
୨୦୨୭ ପର୍ଯ୍ୟନ୍ତ ପାକିସ୍ତାନ ସହ କୌଣସି ସିରିଜ୍ ଖେଳିବ ନାହିଁ ଭାରତ
ନୂଆଦିଲ୍ଲୀ,୧୪।୧୦: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ୨୦୨୩ ରୁ ୨୦୨୭ ପର୍ଯ୍ୟନ୍ତ ଏହାର କାର୍ଯ୍ୟକ୍ରମ ପ୍ରକାଶ କରିଛି। ଏହା ଅନୁଯାୟୀ, ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଭାରତୀୟ ଦଳ ପାକିସ୍ତାନ ବିପକ୍ଷରେ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳିବ ନାହିଁ। ତେବେ ଆଇସିସି…
ଦିନେ କମିଲେ ଦିନେ ବଢୁଛି: ଆଜି ରାଜ୍ୟରୁ ୮୪ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୧୪ା୧୦(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୮୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୫,୩୧୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୪୯ ଜଣ ଚିହ୍ନଟ…
ଭାରତ ପଶିଆସିଥିବା ପାକିସ୍ତାନ ଡ୍ରୋନ୍ ଖସାଇଲେ ବିଏସଏଫ ଯବାନ
ଅମୃତସର,୧୪।୧୦: ପଞ୍ଜାବର ଅମୃତସର ନିକଟ ଅଜନାଲା ଠାରେ ବିଏସଏଫ ଯବାନମାନେ ପାକିସ୍ତାନୀ ଡ୍ରୋନ ଧରିଛନ୍ତି। ଭାରତ-ପାକିସ୍ତାନ ସୀମା ଅଜନାଲାରେ ଅବସ୍ଥିତ। ମିଳିଥିବା ସୂଚନା ଅନୁଯାୟୀ, ବିଏସଏଫ ଯବାନମାନେ ରାମଦାସର ବିଓପି ଶାହାପୁରରେ ବିଳମ୍ବିତ ରାତିରେ ଭାରତରେ ପ୍ରବେଶ କରୁଥିବା ଡ୍ରୋନର ଶବ୍ଦ…
ପୁଣି ଏକ ଦନ୍ତାହାତୀର ଜୀବନ ଗଲା, ବନବିଭାଗର କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ
କାମାକ୍ଷାନଗର,୧୪ା୧୦(ଡି.ଏନ୍.ଏ.): ଢେଙ୍କାନାଳ ବନଖଣ୍ଡ ଭୁବନ ରେଞ୍ଜ ଜିରାଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଭଏରପୁର ପଞ୍ଚାୟତ ରାଙ୍କିଆ ଗ୍ରାମ କଇଁଥଗୋଡ଼ା ନିକଟରେ ଥିବା ଚାଷଜମିରୁ ଏକ ଦନ୍ତାହାତୀର ମୃତଦେହ ଜବତ ହୋଇଛି। ବିଦ୍ୟୁତ୍ ଆଘାତରେ ଦନ୍ତା ହାତୀଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।…
Archives


