ଏହି ଦେଶରେ ମଦ ପିଇଲେ ଷ୍ଟାର୍ଟ ହୁଏନି ଗାଡି
ଭାରତରେ ମଦ ପିଇ ଡ୍ରାଇଭିଂ ଘଟଣା ପ୍ରାୟତଃ ଉତ୍ସବ ଋତୁରେ ବଢିଥାଏ। ମଦ ପିଇ ଗାଡି ଚଲାଇବା ଦଣ୍ଡନୀୟ ଅପରାଧ ହୋଇଥିଲେ ମଧ୍ୟ ଅନେକ ଲୋକ ଏହାକୁ ମାନନ୍ତି ନାହିଁ। ସେମାନେ ନିଜ ଜୀବନ ତଥା ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଇବାକୁ…
ହାତୀ ଆକ୍ରମଣରେ ଫରେଷ୍ଟର ଗୁରୁତର
ଦେବଗଡ଼,୫ା୧(ଡି.ଏନ୍.ଏ.): ହାତୀ ଆକ୍ରମଣରେ ଫରେଷ୍ଟର ଗୁରୁତର ହୋଇଛନ୍ତି। ଦେବଗଡ଼ ବନାଞ୍ଚଳ ବଞ୍ଜାରୀ ନିକଟ ବରହାମୂଷା ଜଙ୍ଗଲରେ ଏହି ଅଘଟଣ ଘଟିଛି। ଗୁରୁବାର ଟ୍ରାକିଂ ସମୟରେ ଦନ୍ତାହାତୀ ଆକ୍ରମଣ କରିଥିବା ସୂଚନା ମିଳିଛି। କଂସର ଫରେଷ୍ଟର ବାଣେଶ୍ୱର ପରିଡ଼ା ଗୁରୁତର ଗୁରୁତର ହୋଇଥିବା…
ବଜେଟ ଅଧିବେଶନ ପରେ ଭାରତ ଯାତ୍ରାରେ ବାହାରିବି: ନୀତୀଶ…
ପାଟନା,୫।୧ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମାଧାନ ଯାତ୍ରାର ଅଂଶ ଭାବରେ ପଶ୍ଚିମ ଚମ୍ପାରଣରେ ଅଛନ୍ତି। ତାଙ୍କର ଯାତ୍ରା ଆରମ୍ଭ କରିବା ପୂର୍ବରୁ ସେ ଏକ ବଡ ଘୋଷଣା କରିଛନ୍ତି। ବଜେଟ ଅଧିବେଶନ ପରେ ସେ ଭାରତ ଯାତ୍ରାରେ ବାହାରିବେ…
ଭାରତୀୟମାନେ କାହିଁକି ପ୍ରତି କଥାରେ ମୁଣ୍ଡ ହଲାଇବା ଅଭ୍ୟାସ ରଖିଥାନ୍ତି, ଜାଣନ୍ତୁ ଏହା ପଛର କାରଣ…
ଆମ ସଂସ୍କୃତିରେ ଏପରି ଅନେକ କଥା ଅଛି, ଯାହାକୁ କେବଳ ଭାରତୀୟମାନେ ହିଁ ବୁଝି ପାରିଥାନ୍ତି। ଅନ୍ୟ ଦେଶର ଲୋକଙ୍କୁ ଏହା ବୁଝିବା ପାଇଁ ଅନେକ ସମୟ ଲାଗିଥାଏ। ଆମ ଭାରତୀୟମାନଙ୍କ ମଧ୍ୟରେ ଏପରି ଏକ ସଙ୍କେତ ହେଉଛି ମୁଣ୍ଡ ହଲାଇ…
ମାଷ୍ଟର ସେଫ ଇଣ୍ଡିଆ’ରେ ଓଡ଼ିଆ ପୁଅ ଅବିନାଶ
ଭୁବନେଶ୍ୱର,୫।୧(ବ୍ୟୁରୋ): ଜାନୁୟାରୀ ୨ରୁ ମାଷ୍ଟର ସେଫ ଇଣ୍ଡିଆ ଶୋ’ ଆରମ୍ଭ ହୋଇଛି। ଚଳିତବର୍ଷ ଏହି ଜାତୀୟ ଶୋ’ରେ ଓଡ଼ିଶାରୁ ଅବିନାଶ ପଟ୍ଟନାୟକ ଯୋଗଦେଇ କିଚେନକୁ ସିଧାସଳଖ ଏଣ୍ଟ୍ରି ପାଇଛନ୍ତି। ଓଡ଼ିଶାର ପ୍ରସିଦ୍ଧ ଗଇଣ୍ଠା ପିଠାକୁ ସ୍ବତନ୍ତ୍ର ଢ଼ଙ୍ଗରେ ପ୍ରସ୍ତୁତ କରି ଶୋ’ରେ…
ସାର୍ ଡନ ବ୍ରାଡମ୍ୟାନଙ୍କ ରେକର୍ଡ ଭାଙ୍ଗିଲେ ସ୍ମିଥ୍
ସିଡନୀ,୫।୧: ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ସିଡନୀରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନରେ ଚା’ ବିରତି ପର୍ଯ୍ୟନ୍ତ ତିନି ଉଇକେଟ ହରାଇ ୩୯୪…
ଭାରତର ସୂର୍ଯ୍ୟ ମିଶନ ‘ଆଦିତ୍ୟ-ଏଲ-୧’…
ନୂଆଦିଲ୍ଲୀ,୫।୧ : ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଜି ସମଗ୍ର ବିଶ୍ୱରେ ଭାରତ ଆଗୁଆ ରହିଛି। ପ୍ରତିବର୍ଷ ଇସ୍ରୋ ଅନ୍ୟ ଦେଶର ଉପଗ୍ରହ ଉତକ୍ଷେପଣ କରିବା ଜାରି ରଖିଛି। ବର୍ତ୍ତମାନ ସୂର୍ଯ୍ୟଙ୍କ ବିଷୟରେ ସୂଚନା ସଂଗ୍ରହ କରିବାକୁ ଇସ୍ରୋ ଏକ ବଡ ଅଭିଯାନ…
ବିଜେବି କଲେଜ ଛାତ୍ରଙ୍କୁ ମାଡ଼ ଘଟଣା: ୩ ଗିରଫ
ଭୁବନେଶ୍ୱର,୫ା୧(ବ୍ୟୁରୋ): ଭୁବନେଶ୍ୱର ବିଜେବି କଲେଜର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଙ୍କୁ ମାଡ଼ମରା ଘଟଣାରେ ପୋଲିସ ଗୁରୁବାର ୩ ଜଣଙ୍କୁ ଗିରଫ କରିଛି। ଗିରଫ ଛାତ୍ରମାନେ ହେଲେ +୨ ଦ୍ୱିତୀୟ ବର୍ଷର ଛାତ୍ର। ତେବେ ଏହି ଘଟଣାରେ ଅଟକ ଥିବା ଜଣେ ନାବାଳକଙ୍କୁ…
ଏସିଆ କପ୍ ୨୦୨୩: ଗୋଟିଏ ଗ୍ରୁପ୍ରେ ଭାରତ-ପାକିସ୍ତାନ
ନୂଆଦିଲ୍ଲୀ,୫।୧: ଏସିଆ କ୍ରିକେଟ୍ ପରିଷଦ ଅଧ୍ୟକ୍ଷ ଜୟ ଶାହା ୨୦୨୩ ଏବଂ ୨୦୨୪ ହେବାକୁ ଥିବା ଟୁର୍ନାମେଣ୍ଟର ସୂଚୀ ଜାରି କରିଛନ୍ତି। ୨୦୨୩, ସେପ୍ଟେମ୍ବରେ ପାକିସ୍ତାନରେ ଆୟୋଜିତ ହେବାକୁ ଥିବା ଏସିଆ କପ୍ରେ ଭାରତ ଏବଂ ପାକିସ୍ତାନ ଗୋଟିଏ ଗ୍ରୁପ୍ରେ ସ୍ଥାନ…
ଚୋରି ଜିନିଷ ହେଲା ଭାରି, ପୋଲିସକୁ ନିଜେ ଡାକିଲେ ଚୋର
ଆପଣ ନିଶ୍ଚିତ ଚୋରି ସମ୍ପର୍କିତ ଅନେକ ଘଟଣା ଶୁଣିଥିବେ। ଯେଉଁଥିରେ ବେଳେବେଳେ ଅତ୍ୟନ୍ତ ଭୟଙ୍କର କିମ୍ବା ମଜାଳିଆ ଘଟଣା ଘଟିଥାଏ। କେଉଁଠି ଚୋର ଚୋରି କରିବାକୁ ଆସି ପୂଜା କରିଥାଏ ତ ଆଉ କେଉଁଠି ଖାଇପିଇ ଚୋରି କରି ଖସିଯାଇଥାଏ। ଏବେ…
କରୋନା ସର୍ଭେ ରିପୋର୍ଟ: ପୁରୁଷଙ୍କ ପ୍ରଜନନ କ୍ଷମତା ହେଉଛି ପ୍ରଭାବିତ…
ନୂଆଦିଲ୍ଲୀ,୫।୧ : ଚାଇନା ଏବଂ ଆମେରିକାରେ କରୋନା ସଂକ୍ରମଣର ବୃଦ୍ଧି ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଅଧ୍ୟୟନ ସାମ୍ନାକୁ ଆସିଛି। କରୋନା ଆକ୍ରାନ୍ତଙ୍କ ଉପରେ ହୋଇଥିବା ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ ସଂକ୍ରମଣ ଯୋଗୁ ପୁରୁଷଙ୍କ ପ୍ରଜନନ କ୍ଷମତା ପ୍ରଭାବିତ ହେଉଛି। କରୋନା…
ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ଆଜି ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ଫିଲ୍ମ ‘ଓମ ଶାନ୍ତି ଓମ’ରୁ ବଲିଉଡରେ ଡେବ୍ୟୁ କରିଥିବା ଦୀପିକା ଇଣ୍ଡଷ୍ଟ୍ରିର ଅତି ସୁନ୍ଦର ଏବଂ ଦକ୍ଷ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ। ଜାନୁଆରୀ ୫, ୧୯୮୬ରେ ଡେନମାର୍କର କୋପେନହେଗେନଠାରେ…
Archives


