Home

ଇନ୍‌ଡୋର ଷ୍ଟାଡିୟମରେ ସମସ୍ତ ମ୍ୟାଚ୍‌

କଟକ ଅଫିସ,୨୦ା୨: ଦ୍ୱିତୀୟ ଖେଲୋ ଇଣ୍ଡିଆ ମହିଳା ଲିଗ୍‌ର ଫେନ୍ସିଂ ର଼୍ୟାଙ୍କିଙ୍ଗ୍‌ ପ୍ରତିଯୋଗିତା କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଫେବୃୟାରୀ ୨୩ରୁ ୨୬ ପର୍ଯ୍ୟନ୍ତ ଏହି ଟୁର୍ନାମେଣ୍ଟ ଖେଳାଯିବ। ରାଜ୍ୟ ଫେନ୍ସିଂ ସଂଘ, ଖେଲୋ ଇଣ୍ଡିଆ, ଏସ୍‌ଏଆଇ…

ମାର୍ଚ୍ଚ ୧୫ରେ ଡ୍ରାଇଭରଙ୍କ ରାଜ୍ୟବ୍ୟାପୀ ଆନ୍ଦୋଳନ

ଭୁବନେଶ୍ୱର,୨୦।୨(ବ୍ୟୁରୋ): ଆସନ୍ତା ମାର୍ଚ୍ଚ ୧୫ରୁ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବେ ଡ୍ରାଇଭର। ୮ଦଫା ଦାବି ନେଇ ଡ୍ରାଇଭର ଏକତା ମହାମଞ୍ଚ ଓଡ଼ିଶା ସଂଘର ଆହ୍ବାନକ୍ରମେ ଡ୍ରାଇଭରମାନେ ଷ୍ଟିୟରିଂ ଛାଡ଼ି ପରିବହନ ବନ୍ଦକରି ଚକାଜାମ କରିବେ। ସ୍ମାର୍ଟ ସିଟି ଅଟୋ ଆସୋସିଏଶନ, ଓଡିଶା ମୋଟର…

କମଳା ସିଂଙ୍କ ନେତୃତ୍ୱରେ ଓଡ଼ିଶା ଦଳ

ଭୁବନେଶ୍ୱର,୨୦ା୨ (ସ୍ପୋଟର୍‌ସ ବ୍ୟୁରୋ): ୨୧ ବର୍ଷରୁ କମ୍‌ ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍‌ ପାଇଁ ୧୮ ଜଣିଆ ଓଡ଼ିଶା ଦଳ ଘୋଷଣା କରାଯାଇଛି। କମଳା ସିଂ ଏହି ଦଳର ଅଧିନାୟିକା ରହିଥିବା ବେଳେ ପୂଜା ସାହୁ ଉପ ଅଧିନାୟିକା ରହିଛନ୍ତି।…

ଜାତୀୟ କରାଟେରେ ଓଡ଼ିଶାକୁ ୮ ପଦକ

ଭୁବନେଶ୍ୱର,୨୦ା୨(ସ୍ପୋଟର୍‌ସ ବ୍ୟୁରୋ): ଉତ୍ତରାଖଣ୍ଡର ଡେରାଡୁନରେ ଶେଷ ହୋଇଥିବା ଜାତୀୟ ସିନିୟର ଓ ୨୧ ବର୍ଷରୁ କମ କରାଟେ ପ୍ରତିଯୋଗିତାରେ ଓଡିଶାର କରାଟେକା ମୋଟ ୮ ପଦକ ହାସଲ କରିଛନ୍ତି। ଏହା ମଧ୍ୟରେ ଗୋଟିଏ ସ୍ବର୍ଣ୍ଣ, ୨ରୌପ୍ୟ ଓ ୫ଟି ବ୍ରୋଞ୍ଜ ପଦକ…

ପର୍ସେଲ ଜିତିଲେ ଚେନ୍ନାଇ ଓପନ ଏଟିପି ଚ୍ୟାଲେଞ୍ଜର

ଚେନ୍ନାଇ, ୨୦ା୨ (ପି.ଟି.): ଅଷ୍ଟ୍ରେଲିଆର ମାକ୍ସ ପର୍ସେଲ ଚେନ୍ନାଇ ଓପନ ଏଟିପି ଚ୍ୟାଲେଞ୍ଜର ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି। ଫାଇନାଲରେ ସେ ଆମରିକାର ନିକୋଲାସ ମୋରେନୋ ଡି’ ଅଲବେରାନଙ୍କୁ ୫-୭, ୭-୬, ୬-୪ରେ ହରାଇ ଦେଇଛନ୍ତି। ଏହି ମ୍ୟାଚ ଦୀର୍ଘ ୩ ଘଣ୍ଟା…

ରାଜସ୍ଥାନକୁ ୧୩-୧ରେ ହରାଇଲା ଓଡ଼ିଶା

କାକିନାଡ଼ା, ୨୦ା୨: ଏଠାରେ ଚାଲିଥିବା ୧୩ତମ ଜାତୀୟ ସିନିୟର ମହିଳା ହକି ଚାମ୍ପିୟନଶିପ୍‌ରେ ରବିବାର ଓଡ଼ିଶା, କର୍ନାଟକ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ବିହାର ସେମାନଙ୍କ ମ୍ୟାଚ୍‌ରେ ବିଜୟ ହାସଲ କରି କ୍ୱାର୍ଟର ଫାଇନାଲ ସମ୍ଭାବନାକୁ ଦୃଢ଼ୀଭୂତ କରିଛନ୍ତି। ଦିନର ପ୍ରଥମ ପୁଲ୍‌…

କର୍ନାଟକ ସହ ପଏଣ୍ଟ ବାଣ୍ଟିଲା ଓଡ଼ିଶା

ଭୁବନେଶ୍ୱର,୨୦ା୨ (ସ୍ପୋଟର୍‌ସ ବ୍ୟୁରୋ): ୭୬ତମ ସନ୍ତୋଷ ଟ୍ରଫି ଫୁଟ୍‌ବଲର ଅନ୍ତିମ ପର୍ଯ୍ୟାୟ ମ୍ୟାଚ୍‌ରେ ରବିବାର ଆୟୋଜକ ଓଡ଼ିଶା କର୍ନାଟକ ସହ ପଏଣ୍ଟ ବାଣ୍ଟିଛି। ଅନ୍ୟ ମ୍ୟାଚ୍‌ଗୁଡ଼ିକ ମଧ୍ୟରେ କେରଳ-ପଞ୍ଜାବ ମ୍ୟାଚ୍‌ ଡ୍ର ରହିଥିବା ବେଳେ ଗୋଆକୁ ପରାସ୍ତ କରିଛି ମହାରାଷ୍ଟ୍ର। କ୍ୟାପିଟାଲ…

ସମ୍ବଲପୁର ଜିଲାପାଳଙ୍କୁ ବିବାହ କରିବେ ବଲାଙ୍ଗୀର ଜିଲାପାଳ

ସମ୍ବଲପୁର,୨୦ା୨(ବ୍ୟୁରୋ): ସମ୍ବଲପୁର ଜିଲାପାଳ ଅନନ୍ୟା ଦାସ ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରାଣାଙ୍କୁ ବିବାହ କରିବେ। ଏନେଇ ରବିବାର ଅନନ୍ୟାଙ୍କ ନିର୍ବନ୍ଧ ସରିଥିବା ଚର୍ଚ୍ଚା ହେଉଛି। ଜିଲାପାଳଙ୍କ ସରକାରୀ ବାସଭବନରେ କମ୍‌ ଲୋକଙ୍କ ଗହଣରେ ଏହି ମାଙ୍ଗଳିକ କାର୍ଯ୍ୟ ଶେଷ ହୋଇଛି। ଏହି…

ତେଲଙ୍ଗାନା ଆଫଗାନିସ୍ତାନ୍‌, କେସିଆର୍‌ ତାଲିବାନ୍‌

ମହବୁବାବାଦ୍‌,୨୦ା୨: ତେଲଙ୍ଗାନାକୁ ଆଫଗାନିସ୍ତାନ ଓ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌)ଙ୍କୁ ତାଲିବାନ ସହ ତୁଳନା କରି ବିବାଦୀୟ ହୋଇଛନ୍ତି ଯୁବଜନ ଶ୍ରମିକ ରାଇଥୁ ତେଲଙ୍ଗାନା ପାର୍ଟି (ଓ୍ବାଇଏସ୍‌ଆର୍‌ଟିପି) ମୁଖ୍ୟ ଓ୍ବାଇ.ଏସ୍‌. ଶର୍ମିଲା। ତେଲଙ୍ଗାନା ପୋଲିସ ତାଙ୍କୁ ଗିରଫ କରି ମାମଲା…

ଗର୍ଭନିରୋଧକ ବନ୍ଦ କଲା ତାଲିବାନ

କାବୁଲ,୨୦।୨ : ଆଫଗାନିସ୍ତାନରେ ତାଲିବାନ ୨୦୨୧ ଅଗଷ୍ଟରେ କ୍ଷମତାକୁ ଆସିବା ପରେ ମହିଳାମାନଙ୍କ ଅଧିକାର କ୍ଷୁଣ୍ଣ କରିବାରେ ଲାଗିଛି। ଏବେ ସେମାନେ ଗର୍ଭନିରୋଧକ (କଣ୍ଟ୍ରାସେପ୍ଟିଭ୍‌)କୁ ବେଆଇନ ଘୋଷଣା କରିଛନ୍ତି। ଆଫଗାନିସ୍ତାନର ଦୁଇଟି ମୁଖ୍ୟ ସହରରେ ଏହାର ବିକ୍ରି ବନ୍ଦ କରାଯାଇଛି। ମହିଳାମାନେ…

ଶାନ୍ତି ଆଲୋଚନା ଚାହୁଁ ନାହାନ୍ତି ପାଶ୍ଚାତ୍ୟ ରାଷ୍ଟ୍ର

ମସ୍କୋ,୨୦।୨ : ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣକୁ ଆଉ ୪ ଦିନ ପରେ ବର୍ଷେ ପୂରିବ। ତେବେ ଯୁଦ୍ଧର ସମାଧାନ ପାଇଁ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଶାନ୍ତି ଆଲୋଚନାରେ ସାମିଲ ହେବାକୁ ଆଗ୍ରହ ଦେଖାଉ ନ ଥିବା ମସ୍କୋ ଅଭିଯୋଗ କରିଛି। ପାଶ୍ଚାତ୍ୟ…

ରୁଷିଆକୁ ଅସ୍ତ୍ର ଦେଲେ ଭୟଙ୍କର ପରିଣାମ

ଓ୍ବାଶିଂଟନ୍‌/ମ୍ୟୁନିକ୍‌,୨୦ା୨: ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ରବିବାର ଚାଇନାକୁ କଡ଼ା ଚେତାବନୀ ଦେଇଛନ୍ତି। ୟୁକ୍ରେନ୍‌ ବିରୋଧୀ ଯୁଦ୍ଧରେ ରୁଷିଆକୁ ଚାଇନା ଅସ୍ତ୍ରଶସ୍ତ୍ର ଓ ଅନ୍ୟ ସାମରିକ ଉପକରଣ ଯୋଗାଇଦେଲେ ଏହାର ପରିଣାମ ଭୟଙ୍କର ହେବ ବୋଲି ସେ କହିଛନ୍ତି। ସେହିପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?