ରାହୁଲ ପ୍ରଧାନମନ୍ତ୍ରୀ ହେବାକୁ ସକ୍ଷମ: ସଞ୍ଜୟ ରାଉତ…
ମୁମ୍ବାଇ,୨୨।୧ : ଶିବସେନା ନେତା ସଞ୍ଜୟ ରାଉତ କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀଙ୍କୁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ସକ୍ଷମ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଗଣତନ୍ତ୍ର ବିଷୟରେ ଏହା ହେଉଛି ଏକ ବିଶେଷ କଥା ଯଦି ଜନସାଧାରଣ ଚାହାଁନ୍ତି, ତେବେ…
ଦୈନିକ ସଂକ୍ରମଣ ହାର ୦.୧୧ ପ୍ରତିଶତ,ସାପ୍ତାହିକ ସଂକ୍ରମଣ ୦.୧୦ ପ୍ରତିଶତ…
ନୂଆଦିଲ୍ଲୀ, ୨୨।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। ଗତ ୨୪…
ନୁଡୁଲ୍ସ ଖାଉଥିଲେ ଥରେ ଦେଖନ୍ତୁ ଏହି ଭିଡିଓ…
ଭାରତର ଲୋକମାନେ ଚାଇନିଜ୍ ଖାଦ୍ୟ ଖାଇବାକୁ ବହୁତ ପସନ୍ଦ କରନ୍ତି। ଯେଉଁଥିରେ ନୁଡୁଲ୍ସ ସବୁଠାରୁ ପ୍ରିୟ। ଯାହାକୁ ଲୋକମାନେ ପ୍ରତ୍ୟେକ ପରିସ୍ଥିତିରେ ଖାଇବାକୁ ଚାହାନ୍ତି। ସେଥିପାଇଁ ପ୍ରତ୍ୟେକ ଫାଷ୍ଟଫୁଡ୍ ଷ୍ଟଲରେ ଲୋକଙ୍କର ଭିଡ଼ ଦେଖିବାକୁ ମିଳେ। କିନ୍ତୁ ଯେଉଁ ନୁଡୁଲ୍ସକୁ ଆପଣମାନେ…
ଆଫଗାନିସ୍ତାନରେ ଭୂକମ୍ପ…
କାବୁଲ,୨୨।୧ : ଆଫଗାନିସ୍ତାନର ଫୈଜାବାଦରେ ଭୂକମ୍ପ ଅନୁଭୂତ ହୋଇଛି। ରବିବାର ପୂର୍ବାହ୍ନ ୯ଟା ୪୫ରେ ୪.୨ ତୀବ୍ରତାଯୁକ୍ତ ଭୂକମ୍ପ ଅନୁଭୁତ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଭୂକମ୍ପ ବିଜ୍ଞାନ କେନ୍ଦ୍ର କହିଛି ଯେ ଫୈଜାବାଦର ଦକ୍ଷିଣ-ପୂର୍ବରେ ୭୯କିଲୋମିଟର…
ସୋମବାର ୧୧ ଜଣ ପିଲାଙ୍କୁ ଜାତୀୟ ଶିଶୁ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି…
ନୂଆଦିଲ୍ଲୀ,୨୨।୧ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାନୁଆରୀ ୨୩ ସୋମବାର ବିଜ୍ଞାନ ଭବନରେ ଏକ ପୁରସ୍କାର ବିତରଣ ଉତ୍ସବରେ ୧୧ ଜଣ ପିଲାଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର ପ୍ରଦାନ କରିବେ। ଜାନୁଆରୀ ୨୪ ରେ ପୁରସ୍କାର ଗ୍ରହଣ କରିଥିବା ପିଲାମାନଙ୍କ…
ତିବ୍ବତରେ କରୋନା ଦ୍ୱାରା ନରସଂହାର ପାଇଁ ଚାଇନାର ଷଡ଼ଯନ୍ତ୍ର…
ବେଜିଂ/ଲାସା,୨୨।୧ : ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ ସରକାର କଠୋର ଜିରୋ କୋଭିଡ ନୀତି ବିରୋଧରେ ସାଧାରଣ ଲୋକଙ୍କ ଆନ୍ଦୋଳନର ଚାପରେ କଟକଣାକୁ ଉଠାଇ ନେଇଛନ୍ତି। କିନ୍ତୁ ଏହାର ବାସ୍ତବତା ଅନ୍ୟ କିଛି ରହିଛି ବୋଲି ଅନ୍ତର୍ଜାତୀୟସ୍ତରରେ ଚvର୍ଚ୍ଚା ହେଉଛି। ଭଏସ…
ଆଫଗାନିସ୍ତାନରେ ଭୂକମ୍ପ
କାବୁଲ,୨୨ା୧: ଆଫଗାନିସ୍ତାନ ଫୈଜାବାଦର ୭୯ କିଲୋମିଟର ଦକ୍ଷିଣ-ପୂର୍ବରେ ରବିବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୪.୨ ଥିଲା। ନ୍ୟାଶନାଲ ସେଣ୍ଟର ଫର୍ ସେସ୍ମୋଲୋଜି(ଏନ୍ସିଏସ୍) ଦ୍ୱାରା ଏହି ସୂଚନା ଦିଆଯାଇଛି। ଏନସିଏସ୍ ଟୁଇଟ୍ କରି କହିଛି, ଜାନୁୟାରୀ…
୮୦ ବର୍ଷୀୟା ବୃଦ୍ଧାଙ୍କ ପାରାଗ୍ଲାଇଡିଂ, ଭିଡିଓ ଦେଖିଲେ…
ବୟସ କେବଳ ଏକ ସଂଖ୍ୟା। ଇଚ୍ଛାଶକ୍ତି ଥିଲେ ପରିଣତ ବୟସରେ ମଧ୍ୟ ଲୋକେ ସଫଳତା ହାସଲ କରିଥାନ୍ତି। ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଜଣେ ୮୦ ବର୍ଷୀୟା ବୃଦ୍ଧା ପରିଣତ ବୟସରେ ମଧ୍ୟ ପାରାଗ୍ଲାଇଡିଂ…
ପ୍ରଶାସନକୁ ଧମକାଇଲେ କମଳନାଥ, ୮ ମାସ ପରେ ନେବି ହିସାବ…
ଭୋପାଳ,୨୨।୧ : ଆଠ ମାସ ପରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ରାଜ୍ୟରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇବାରେ ଲାଗିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଏବେ ରାଜ୍ୟ ପ୍ରଶାସନକୁ ଧମକାଇବା ଭଳି ବିବୃତ୍ତି ଦେଉଥିବା ନେଇ ଚର୍ଚ୍ଚା…
ମହାରାଷ୍ଟ୍ରରେ ଲାଗୁ ହେବ ପୁରୁଣା ପେନସନ ଯୋଜନା, ଶିନ୍ଦେ ଦେଲେ ସଙ୍କେତ…
ମୁମ୍ବାଇ,୨୨।୧ : ଗୋଟିଏ ପଟେ ଯେତେବେଳେ କଂଗ୍ରେସ କିମ୍ବା ବିରୋଧୀ ଶାସିତ ରାଜ୍ୟଗୁଡ଼ିକରେ ପୁରୁଣା ପେନସନ ଯୋଜନା ପୁନଃସ୍ଥାପିତ ହେଉଛି, ସେତେବେଳେ ଭାଜପା ଶାସିତ ରାଜ୍ୟଗୁଡ଼ିକ ଉପରେ ମଧ୍ୟ ଏହାର ଚାପ ବୃଦ୍ଧି ପାଉଛି। ଏବେ ସୂଚନା ମିଳିଛି ଯେ ଭାଜପା…
ହିନ୍ଦୀ ସହିତ ଅନ୍ୟ ଭାରତୀୟ ଭାଷାରେ ଉପଲବ୍ଧ ହେବ ସୁପ୍ରିମକୋର୍ଟଙ୍କ ଫଇସଲା: ସିଜେଆଇ…
ମୁମ୍ବାଇ,୨୨।୧ : ସୁପ୍ରିମକୋର୍ଟଙ୍କ ଫଇସଲାଗୁଡ଼ିକର ନକଲ ଖୁବ ଶୀଘ୍ର ହିନ୍ଦୀ ସହିତ ଅନ୍ୟ ଭାରତୀୟ ଭାଷାରେ ଉପଲବ୍ଧ ହେବ। ଏହା ଦ୍ୱାରା ଲୋକମାନଙ୍କୁ ନିଜ ଭାଷାରେ କୋର୍ଟର ଫଇସଲା ବିଷୟରେ ସୂଚନା ପାଇପାରିବେ। ମୁମ୍ବାଇର ଦାଦର ଯୋଗୀ ଅଡିଟୋରିୟମରେ ମହାରାଷ୍ଟ୍ର ଏବଂ…
ଉଦ୍ଧବଙ୍କ ଅଧ୍ୟକ୍ଷ ପଦବୀ ଏବେ ସଙ୍କଟରେ, ଜାନୁୟାରୀ ୨୩ରେ ଶେଷ ହେଉଛି କାର୍ଯ୍ୟକାଳ…
ମୁମ୍ବାଇ,୨୨।୧ : ଶିବସେନାରେ ବିଦ୍ରୋହ ଯୋଗୁ ମୁଖ୍ୟମନ୍ତ୍ରୀ ପଦ ହରାଇଥିବା ଶିବସେନା ଉଦ୍ଧବ ବାଲାସାହେବ ଠାକରେର ନେତା ଉଦ୍ଧବ ଠାକରେଙ୍କର ଦଳୀୟ ଅଧ୍ୟକ୍ଷ ପଦବୀ ଏବେ ସଙ୍କଟରେ ପଡ଼ିଛି। ସେ ଦଳର ମୁଖ୍ୟ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ତାଙ୍କର…
Archives


