ଭାବପ୍ରବଣ ହେଲେ ନୀତୁ
ଭେଟେରାନ ଅଭିନେତା ଋଷି କପୁର ହୁଏତ ଏହି ଦୁନିଆରେ ନାହାନ୍ତି, କିନ୍ତୁ ସେ ଆଜିବି ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ହୃଦୟରେ ଜୀବିତ ଅଛନ୍ତି। ଆଜି ଅଭିନେତ୍ରୀ ନୀତୁ କପୁର ୪୩ତମ ବିବାହ ବାର୍ଷିକୀରେ ସ୍ବାମୀ ଋଷିଙ୍କୁ ସ୍ମରଣ କରିଛନ୍ତି। ଏହି…
ପୁଣି ବୋଲ୍ଡ ଲୁକ୍ରେ ନଜର ଆସିଲେ ଉର୍ଫି
ମୁମ୍ବାଇ: ଅଭିନେତ୍ରୀ ଉର୍ଫି ଜାଭେଦ ନିଜ ଡ୍ରେସ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସୁଛନ୍ତି। କେତେବେଳେ ଅଖାରେ ତିଆରି ଡ୍ରେସ୍ ପିନ୍ଧିଲେଣି ତ ଆଉ କେତେବେଳେ ଚାର୍ଜର, ଇଲେକ୍ଟ୍ରି ତାର ତ ଆଉ କେତେବେଳେ ଚଢ଼େଇ ପର ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି।…
ସୀତାଙ୍କ ସହ ବସି ମଦ୍ୟପାନ କରୁଥିଲେ ରାମ: ଲେଖକଙ୍କ ମନ୍ତବ୍ୟ ନେଇ ବିବାଦ…
ବେଙ୍ଗାଲୁରୁ,୨୨।୧ : ରାମଚରିତମାନସ ବିବାଦ ପରେ କର୍ନାଟକର ଲେଖକ କେ.ଏସ ଭଗବାନ ପୁଣି ପ୍ରଭୁ ଶ୍ରୀରାମଙ୍କ ବିଷୟରେ ଆଉ ଏକ ବିବାଦ ସୃଷ୍ଟି କରିଛନ୍ତି। ସେ ଭଗବାନ ରାମ ଏବଂ ସୀତାଙ୍କ ବିଷୟରେ ଅନେକ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ସେ ଦାବି…
ମା’ ହେବେ ଦୀପିକା
‘ସସୁରାଲ ସିମର କା’ର ଖ୍ୟାତିସମ୍ପନ୍ନ ଟିଭି ଅଭିନେତ୍ରୀ ଦୀପିକା କକ୍କର ଖୁବ ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଦୀପିକା ଏବଂ ତାଙ୍କ ସ୍ବାମୀ ଶୋଏବ ଇବ୍ରାହିମ ଏହି ଖୁସିଖବର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ଉଭୟ ସୋସିଆଲ ମିଡିଆରେ ଏକ ପୋଷ୍ଟ…
ଆପୋସ ସମାଧାନ ଚାହୁଁଛି: ଶ୍ରୀୟା
ପୁରୀ ଅଫିସ,୨୨।୧: ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଅତ୍ୟଧିକ ମଦ ପିଅନ୍ତି। ମଦ ଛାଡ଼ିବାକୁ କହିବା ପରେ ଅକଥନୀୟ ନିର୍ଯାତନା ଦେଉଥିଲେ। ଗୋଇଠା ଓ ମୁଥ ମାରୁଥିଲେ ବୋଲି ପୁରୀରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସ୍ତ୍ରୀ ଶ୍ରୀୟା ମିଶ୍ର କହିଛନ୍ତି। ହ୍ୟୁମାନ…
କୋଠା ଭୁଶୁଡ଼ି ଜଣେ ଶିଶୁଙ୍କ ସମେତ ୧୦ ମୃତ
ଡାମାସକସ୍,୨୨ା୧: ରବିବାର ସିରିଆର ଉତ୍ତର ଆଲେପ୍ପୋରେ ଏକ କୋଠା ଭୁଶୁଡ଼ି ପଡ଼ିବାରୁ ଜଣେ ଶିଶୁ ସମେତ ଅତି କମ୍ରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ପାଞ୍ଚ ମହଲା ବିଶିଷ୍ଟ କୋଠାଟି ଭୁଶୁଡି ପଡିଥିଲା । କୁହାଯାଉଛି, ଲଗାତର ଜଳ ନିଷ୍କାସନ…
ଜାପାନରେ ଆପାର୍ଟମେଣ୍ଟ ଅଗ୍ନିକାଣ୍ଡରେ ୪ ଜୀବନ୍ତ ଦଗ୍ଧ…
ଟୋକିଓ,୨୨।୧ : ଜାପାନର କୋବେ ସହରରେ ରବିବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଥିବା ଏକ ଆପାର୍ଟମେଣ୍ଟରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୪ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଅନ୍ୟ ୪ ଜଣ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ…
ଅଲିମ୍ପିକ୍ରେ ସାମିଲ ହୋଇପାରେ କ୍ରିକେଟ୍
ନୂଆଦିଲ୍ଲୀ,୨୨।୧: ୨୦୨୮ ଲସ ଆଞ୍ଜେଲସ ଅଲିମ୍ପିକ ଗେମ୍ସରେ କ୍ରିକେଟ ଅନ୍ତର୍ଭୁକ୍ତ କରିବା ପାଇଁ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ନିଜର ଅଭିଯାନକୁ ତ୍ୱରାନ୍ବିତ କରିଛି। ଆୟୋଜକ କମିଟିରେ ପ୍ରତ୍ୟେକ ୬-୬ଟି ମହିଳା ଏବଂ ପୁରୁଷ ଦଳ ପଠାଇବାକୁ ପ୍ରସ୍ତାବ ଦିଆଯାଇଛି। ଏ…
ଭାରତକୁ ଅନୁସରଣ କଲା ଚାଇନା, ଆଇଏମଏଫ ବେଲ ଆଉଟ ପ୍ୟାକେଜ ପାଇଁ ଶ୍ରୀଲଙ୍କାକୁ ଦେଲା ଆଶ୍ୱାସନା…
ବେଜିଂ,୨୨।୧ : ଋଣଗ୍ରସ୍ତ ଶ୍ରୀଲଙ୍କାକୁ ସାହାଯ୍ୟ କରିବା ପାଇଁ ଚାଇନା ମଧ୍ୟ ଭାରତକୁ ଅନୁସରଣ କରିଛି। ୨.୯ ବିଲିୟନ ଡ଼ଲାରର ଏକ ବେଲଆଉଟ ପ୍ୟାକେଜ ଆଇଏମଏଫରୁ ରିଲିଜ ପାଇଁ ଶ୍ରୀଲଙ୍କାକୁ ଚାଇନା ଆଶ୍ୱାସନା ଦେଇଛି। ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର…
ଆମେରିକାରେ ପୁଣି ଗୁଳିକାଣ୍ଡ, ସମାରୋହରେ ଗୁଳି ଚାଳନାରେ ବହୁ ଆହତ…
ଓ୍ବାଶିଂଟନ,୨୨।୧ : ଆମେରିକାରେ ପୁଣି ଗୁଳିକାଣ୍ଡ ଘଟିଛି। କାଲିଫର୍ନିଆରେ ଏକ କାର୍ଯ୍ୟରେ ଜଣେ ଅଜଣା ବ୍ୟକ୍ତି ଗୁଳି ଚଳାଇଛନ୍ତି। କୁହାଯାଉଛି ଯେ ଚାଇନାର ନୂଆ ବର୍ଷକୁ ଦୃଷ୍ଟିରେ ରଖି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଭଳି ଘଟିଛି। ଏହି ଘଟଣାରେ ପ୍ରାୟ ୧୬…
ହିଟ୍ମ୍ୟାନ୍ଙ୍କ ଭୁଲାମନ
ରାୟପୁର,୨୨।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚରେ ଏମିତି କିଛି ଘଟିଥିଲା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଭାରତୀୟ ଅଧିନାୟକ ରୋହିତ ଶର୍ମା ରାୟପୁରର ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଟସ ଜିତିଥିଲେ…
ପୁଣି ଭାଙ୍ଗିଲା ଇନ୍ଦ୍ରାବତୀ ବାମ କେନାଲ, ୩୦ ଫୁଟର ଘାଇ
ଭବାନୀପାଟଣା,୨୨ା୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଇନ୍ଦ୍ରାବତୀ ବାମ କେନାଲରେ ପୁଣି ଘାଇ ସୃଷ୍ଟି ହୋଇଛି। ଏହି ଘାଇଟି ଗୁନଗୁନିଆ ଡିଷ୍ଟ୍ରିବ୍ୟୁଟାରି କେନାଲର ରେଙ୍ଗାଲପାଲି ଗାଁ ନିକଟରେ ହୋଇଛି। ପ୍ରାୟ ୩୦ ଫୁଟର ଏହି ଘାଇ ହୋଇଥିବା ବେଳେ ଏହା ଯୋଗୁ ବହୁ ଚାଷ…
Archives


