Home

ଖବରଦାତାଙ୍କ ବିରୋଧରେ ମିଥା ମାମଲା ନେଇ ଜିଲା ଏସ୍‌ପିଙ୍କୁ ଜବାବ ତଲବ କଲେ ଜାତୀୟ ମାନବାଧିକାର ଆୟୋଗ

କେନ୍ଦୁଝର,୨୨ା୧(ସ୍ବ.ପ୍ର.): କେନ୍ଦୁଝର ବାଂଶପାଳ ବ୍ଲକରେ ଜଣେ ଓ୍ବେବ ଖବରଦାତା ରିପୁନ ବାରିକଙ୍କ ପ୍ରତି କରିଥିବା ଅତ୍ୟାଚାର ଓ ମିଥ୍ୟା ମୋକଦ୍ଦମା ଘଟଣାକୁ ନେଇ ଯାଜପୁରର ମାନବାଧିକାର ରକ୍ଷକ ନାରାୟଣ ରଥ ଜାତୀୟ ମାନବାଧିକାର ଆୟୋଗଙ୍କ ପାଖେ ଏକ ଅଭିଯୋଗ କରିଥିଲେ। ଏହି…

ଖେଳିବାକୁ ଯାଇ ନିଖୋଜ ଥିଲେ ଛାତ୍ର, କୂଅରୁ ମିଳିଲା ମୃତଦେହ

ଖୋର୍ଦ୍ଧା ଅଫିସ,୨୨ା୧: ସୋମବାର କୂଅ ଭିତରୁ ନାବାଳକ ଛାତ୍ରଙ୍କ ମୃତଦେହ ମିଳିଛି। ଖୋର୍ଦ୍ଧା ପୁବୁସାହି ଓଲିସିଂହ ଗ୍ରାମର ୧୧ବର୍ଷ ନାବାଳକ ଦିବ୍ୟଜ୍ୟୋତି ବେହେରାଙ୍କ ମୃତଦେହ ରବିବାର ଘର ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରୁ ମିଳିଛି। ଶନିବାର ଅପରାହ୍ନରୁ ସାଇକେଲ ଧରି…

ରାହୁଲଙ୍କ ପ୍ରଶ୍ନ: ମହାମାରୀ ସମୟରେ ପ୍ରଧାନମନ୍ତ୍ରୀଙ୍କ ‘ପ୍ରିୟ ବନ୍ଧୁ’ଙ୍କ ସମ୍ପତ୍ତି କେମିତି ବଢିଲା ୮ ଗୁଣା

ନୂଆଦିଲ୍ଲୀ,୨୨।୧: କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ଟୁଇଟ୍‌ ଯୋଗେ ମହାମାରୀ ସମୟରେ ପ୍ରଧାନମନ୍ତ୍ରୀଙ୍କ ‘ପ୍ରିୟ ବନ୍ଧୁ’ର ସମ୍ପତ୍ତି କିପରି ୮ ଗୁଣ ବୃଦ୍ଧି ପାଇଲା? ଗୋଟିଏ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ‘ପ୍ରିୟ…

ଯୁବକଙ୍କୁ ହତ୍ୟା କରି ସୁଟ୍‌କେସରେ ପୂରାଇ ଫିଙ୍ଗିଦେଲେ

ଖୋର୍ଦ୍ଧା ଅଫିସ,୨୨ା୧(.): ଖୋର୍ଦ୍ଧା ଜିଲା ନାଚୁଣୀ ଥାନା ହରିପୁର ଫରେଷ୍ଟ ଜଙ୍ଗଲରୁ ଜଙ୍ଗଲ ମଧ୍ୟରେ ପଡ଼ିଥିବା ଏକ ସୁଟ୍‌କେସରୁ ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ନାଚୁଣୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନାନୁଯାୟୀ, ରବିବାର ହରିପୁର…

ରାହୁଲ-ଆଥିଆଙ୍କ ବିବାହକୁ ମୋବାଇଲ୍‌ ମନା

ଷ୍ଟାର ଇଣ୍ଡିଆନ କ୍ରିକେଟର କେ.ଏଲ ରାହୁଲ ଏବଂ ବଲିଉଡର ଅଭିନେତ୍ରୀ ଆଥିଆ ଶେଟ୍ଟି ଜାନୁଆରୀ ୨୩ରେ ବିବାହ ବନ୍ଧନରେ ଆବଦ୍ଧ ହେବେ। ଚାନ୍ଦଲାସ୍ଥିତ ସୁନୀଲ ଶେଟ୍ଟୀଙ୍କ ବଙ୍ଗଳା ଠାରେ ଉଭୟ ପରସ୍ପରର ହାତ ଧରିବେ। ରାହୁଲ ଏବଂ ଆଥିଆଙ୍କ ବିବାହକୁ ଆସୁଥିବା…

ନିଜ ବାୟୋପିକ ଛାଡ଼ିଲେ ଅଖତର, ନିର୍ମାତାଙ୍କୁ ଦେଲେ ଚେତାବନୀ

ନୂଆଦିଲ୍ଲୀ, ୨୨।୧: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ଜୀବନକାହାଣୀକୁ ନେଇ ଫିଲ୍ମ ‘ରାଓ୍ବଲପିଣ୍ଡି ଏକ୍ସପ୍ରେସ’ ଆସୁଥିବା ନେଇ ନିକଟରେ ଘୋଷଣା କରାଯାଇଥିଲା। ଏବେ ଶୋଏବ ଏହି ବାୟୋପିକ୍‌କୁ ପଛକୁ ହଟିଯିବା ସହ ଫିଲ୍ମ…

ପ୍ରେମିକାଙ୍କ ସହ ସର୍ବସାଧାରଣରେ ଝଗଡ଼ା: ଜରିମାନା ଗଣିବେ କ୍ଲାର୍କ !

ନୂଆଦିଲ୍ଲୀ, ୨୨।୧: ସର୍ବସାଧାରଣରେ ପ୍ରେମିକାଙ୍କ ସହ ବଚସାକୁ ନେଇ ଚର୍ଚ୍ଚାରେ ଅଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ। ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ କ୍ଲାର୍କଙ୍କୁ ପ୍ରେମିକା ଜାଡେ ଚାପୁଡ଼ା ମାରିଥିବା ଦେଖାଯାଇଥିଲା। ଏହି ଘଟଣା ପରେ…

ଆମେରିକାରେ ଗୁଳିକାଣ୍ଡ: ୯ ମୃତ

ଓ୍ବାଶିଂଟନ,୨୨ା୧: ଆମେରିକାର ଲସ୍‌ ଆଞ୍ଜେଲସ୍‌ରେ ଆଖିବୁଜା ଗୁଳି ବିନିମୟ ହୋଇଛି। ଏହି ଗୁଳି ବିନିମୟରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଲସ୍‌ ଆଞ୍ଜେଲ୍‌ସର ପୂର୍ବ ମୋଣ୍ଟେରୀ ପାର୍କରେ ଚାଇନାର ନୂଆବର୍ଷ ପାଳନ ପରେ ଏହି ଗୁଳି ବିନିମୟ ହୋଇଥିବା…

କେବେ ବିବାହ କରିବେ ରାହୁଲ ଗାନ୍ଧୀ, ନିଜେ କଲେ ଖୁଲାସା

ନୂଆଦିଲ୍ଲୀ,୨୨।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ଭାରତ ଯୋଡୋ ଯାତ୍ରା ଅଧୀନରେ ଜମ୍ମୁ କଶ୍ମୀରରେ ଅଛନ୍ତି। ଏହି ସମୟରେ ସେ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେଇଥିଲେ। କଂଗ୍ରେସ ଏହି ସାକ୍ଷାତକାରକୁ ସୋସିଆଲ ମିଡିଆରେ ଶେୟାର କରିଛି। ଏଥିରେ ରାହୁଲ ଗାନ୍ଧୀ…

ଘୁଞ୍ଚିଲା ‘ଜେଲର’ ରିଲିଜ୍‌ ଡେଟ୍‌

ଦକ୍ଷିଣ ସିନେମା ସୁପରଷ୍ଟାର ରଜନୀକାନ୍ତ ତାଙ୍କର ଆଗାମୀ ଫିଲ୍ମ ‘ଜେଲର’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ପ୍ରଶଂସକମାନେ ଉତ୍ସାହର ସହିତ ଏହି ଫିଲ୍ମକୁ ଅପେକ୍ଷା କରିଛନ୍ତି। ତେବେ ଦର୍ଶକଙ୍କୁ ଫିଲ୍ମ ଦେଖିବା ପାଇଁ ଆହୁରି କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ। କାରଣ…

ପୂର୍ବରୁ ଗର୍ଭପାତର ଦୁଃଖ ସହିଥିଲେ ଦୀପିକା, ଏଥିଲାଗି ଲୁଚାଇଥିଲେ…

ବମ୍ବେ: ଦୀର୍ଘଦିନର ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ଶେଷରେ ମାତାପିତା ହେବାକୁ ଯାଉଥିବା ସ୍ପଷ୍ଟ କରିଛନ୍ତି ଅଭିନେତ୍ରୀ ଦୀପିକା କକ୍କଡ-ଅଭିନେତା ସୋଏବ ଇବ୍ରାହିମ। ଉଭୟ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ପ୍ରଶଂସକଙ୍କୁ ଖୁସିଖବର ଦେଇଛନ୍ତି। ପୂର୍ବରୁ ମଧ୍ୟ ଗତ ବର୍ଷ ଫେବୃୟାରୀରେ…

ଶୁବମନ ଗିଲ୍‌ଙ୍କୁ ସ୍ବତନ୍ତ୍ର ନାଁରେ ଡାକିଲେ ପାକିସ୍ତାନ କ୍ରିକେଟର୍‌

ନୂଆଦିଲ୍ଲୀ,୨୨।୧: ଦିନିକିଆ କ୍ରିକେଟରେ ଭାରତୀୟ ଓପନର୍‌ ଶୁବମନ ଗିଲ ରନ ବର୍ଷା କରୁଛନ୍ତି। ନିକଟରେ ସେ ଲଗାତର ଶତକ ଏବଂ ଦ୍ୱିଶତକ ହାସଲ କରିଛନ୍ତି। ଶୁବମନଙ୍କ ଏହି ପ୍ରଦର୍ଶନକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ତଥା କ୍ରିକେଟର୍‌ ରମିଜ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri