ନେପାଳ ସହିତ ରାସଓ୍ବା-କେରୁଙ୍ଗା ସୀମା ଦେଇ ବାଣିଜ୍ୟ ବନ୍ଦ କଲା ଚାଇନା…
ବେଜିଂ/କାଠମାଣ୍ଡୁ,୨୨।୧ : ଚାଇନା ନେପାଳ ସହିତ ରାସୁଓ୍ବା-କେରୁଙ୍ଗ ସୀମା ଦେଇ ବାଣିଜ୍ୟ ବନ୍ଦ କରିଦେଇଛି। ପୁଷ୍ପା କମଲ ଦହଲ ପ୍ରଚଣ୍ଡ ପ୍ରଧାନମନ୍ତ୍ରୀ ହେବାର ପ୍ରାୟ ତିନି ବର୍ଷ ପରେ ଗତ ଡିସେମ୍ବର ୨୯ରେ ଏହା ଖୋଲା ଯାଇଥିଲା। ବର୍ତ୍ତମାନ ନୂତନ ବର୍ଷ…
ବିପଦ ଘନେଇଲା, ଚାଇନାରେ ୮୦ ପ୍ରତିଶତ କରୋନା ଆକ୍ରାନ୍ତ…
ବେଜିଂ,୨୨।୧ : ଚାଇନାରେ କରୋନା ମହାମାରୀ ଏକ ଭୟଙ୍କର ରୂପ ନେଇଛି। ଦେଶରେ ଜନସଂଖ୍ୟାର ଏକ ବଡ଼ ଅଂଶ ସଂକ୍ରମିତ ହୋଇଛନ୍ତି। ଏସମ୍ପର୍କରେ ଚାଇନାର ଜଣେ ବିଶିଷ୍ଟ ବୈଜ୍ଞାନିକ ଏକ ବଡ ସୂଚନା ଦେଇଛନ୍ତି। ଚାଇନାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ…
ବାଇଡେନଙ୍କ ସମସ୍ୟା ବଢ଼ିଲା, ଘରେ ୧୨ ଘଣ୍ଟା ଚଢ଼ାଉ, ୬ ଗୋପନୀୟ ଫାଇଲ ମିଳିଲା…
ଓ୍ବାଶିଂଟନ,୨୨।୧ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅସୁବିଧା ଦିନକୁ ଦିନ ବଢ଼ିବାରେ ଲାଗିଛି। ଘରୁ ଗୋପନୀୟ ଡକ୍ୟୁମେଣ୍ଟ ପାଇବା ନେଇ ତାଙ୍କର ସମସ୍ୟା କମ ହେଉଥିବା ପରି ମନେ ହେଉନାହିଁ । ତାଙ୍କ ଘରେ ପୁଣି ଥରେ ଚଢ଼ାଉ କରାଯାଇଛି।…
ନରୱାଲ ବିସ୍ଫୋରଣରେ ଟାଇମର ଆଇଡିର ବ୍ୟବହାର କରିଥିଲେ ଆତଙ୍କବାଦୀ
ଜମ୍ମୁ,୨୨ ।୧: ଜମ୍ମୁ ସହରର ବାହାରେ ଥିବା ନରୱାଲରେ ଶନିବାର ଦୁଇଟି ବଡ ଧରଣର ବିସ୍ଫୋରଣ ହୋଇଛି, ଯେଉଁଥିରେ ୯ ଲୋକ ଆହତ ହୋଇଥିଲେ । ଯାଞ୍ଚ କରୁଥିବା ଏଜେନ୍ସି କହିଛି, ନରୱାଲରେ ଯେଉଁ ଦୁଇଟି ବିସ୍ଫୋରଣ ହୋଇଛି ସେଥିରେ ଆତଙ୍କବାଦୀମାନେ…
ସୋମାଲିଆର ଆତଙ୍କବାଦି ଶିବିର ଉପରେ ଆମେରିକାର ବିମାନ ଆକ୍ରମଣ, ଅଲ ଶବାବର ୩୦ ସଦସ୍ୟ ନିହତ
ମୋଗାଦିସୁ,୨୨ ।୧: ଆମେରିକା ସେନା ଶୁକ୍ରବାର ୨୦ ଜାନୁୟାରୀରେ ସୋମାଲି ସହର ଉପରେ ବଡଧରଣର ଆକ୍ରମଣ କରିଛନ୍ତି । ଏଥିରେ ଅଲ ଶବାବର ୩୦ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ଏଠାରେ ସୋମାଲିଆ ସେନା ଓ ଅଲ ଶବାବର ଯୋଦ୍ଧାଙ୍କ ମଧ୍ୟରେ…
ନେପାଳ ବିମାନ ଦୁର୍ଘଟଣା: ଏବେବି ପରିବାରକୁ ମିଳିନି ୪ ଭାରତୀୟଙ୍କ ମୃତଦେହ
ନୂଆଦିଲ୍ଲୀ/କାଠମାଣ୍ଡୁ,୨୨ ।୧: ନେପାଳ ବିମାନଦୁର୍ଘଟଣାକୁ ପ୍ରାୟ ଏକ ସପ୍ତାହ ବିତି ଗଲାଣି । ହେଲେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪ ଜଣ ଭାରତୀୟଙ୍କ ମୃତଦେହକୁ ଏବେବି ଅପେକ୍ଷା ରଖିଛନ୍ତି ସେମାନଙ୍କ ପରିଜନ । ନେପାଳି ଅଧିକାରୀମାନେ ମଙ୍ଗଳବାର ଅର୍ଥାତ୍ ୧୭…
ସେନା ମୁଖ୍ୟଙ୍କୁ ବରଖାସ୍ତ କଲେ ବ୍ରାଜିଲ ରାଷ୍ଟ୍ରପତି ଲୁଲା, ବୋଲସନାରୋ ସମର୍ଥକଙ୍କ ହଙ୍ଗାମା ପରେ ନିଆଯାଇଛି ନିଷ୍ପତ୍ତି
ବ୍ରାସିଲିୟା,୨୨ ।୧: ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନସିୟୋ ଲୁଲା ଡା ସିଲଭା ଶନିବାର ଦେଶର ସେନା ମୁଖ୍ୟ, ଜୁଲିୟୋ ସିଜର ଡି ଅରୁଡାଙ୍କୁ ସେନା ମୁଖ୍ୟ ପଦରୁ ବରଖାସ୍ତ କରିଛନ୍ତି । ଶନିବାର ରାଜଧାନୀରେ ହୋଇଥିବା ହିଂସକ ପ୍ରଦର୍ଶନ ପରେ ଏହି…
ଧ୍ରୁବ ତାରା ଭଳି ବାଟ ଦେଖାଏ ସମ୍ବିଧାନର ମୂଳ ସଂରଚନା: ସିଜେଆଇ…
ନୂଆଦିଲ୍ଲୀ,୨୧।୧ : ପ୍ରଧାନ ବିଚାରପତି (ସିଜେଆଇ) ଧନଞ୍ଜୟ ଯଶୱନ୍ତ ଚନ୍ଦ୍ରଚୂଡ଼ ଶନିବାର କହିଛନ୍ତି ଯେ ସମ୍ବିଧାନର ଆତ୍ମାକୁ ଅକ୍ଷୁର୍ଣ୍ଣ ରଖିବା ସହିତ ପରିବର୍ତ୍ତିତ ସମୟ ସହିତ ସମ୍ବିଧାନର ବ୍ୟାଖ୍ୟା କରିବାରେ ଜଣେ ବିଚାରପତିଙ୍କ ଦକ୍ଷତା ରହିଛି। ସେ କହିଛନ୍ତି ଯେ ଯେତେବେଳେ…
ସହରରେ ଥିବା ବାସହୀନଙ୍କ ପାଇଁ ଆଶ୍ରୟ: ସ୍ଥିତି ରିପୋର୍ଟ ଦାଖଲ କରିବାକୁ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ…
ନୂଆଦିଲ୍ଲୀ,୨୧।୧ : ଶୀତଋତୁରେ ସହରରେ ଥିବା ବାସହୀନଙ୍କ ପାଇଁ ଆଶ୍ରୟ ବ୍ୟବସ୍ଥା ନେଇ ଉତ୍ତର ଭାରତୀୟ ରାଜ୍ୟଙ୍କୁ ସ୍ଥିତି ରିପୋର୍ଟ ଦାଖଲ କରିବାକୁ ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ବିଚାରପତି ରବୀନ୍ଦ୍ର ଭଟ୍ଟ ଏବଂ ଦୀପଙ୍କର ଦତ୍ତଙ୍କ ନେତୃତ୍ୱରେ ଗଠିତ…
ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡ ସହ ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା
କେନ୍ଦୁଝର,୨୧ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ଆମୁଣି ଗ୍ରାମରେ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଘଟଣାରେ ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କେନ୍ଦୁଝର ଫାଷ୍ଟ ଟ୍ରାକ୍ କୋର୍ଟ ବିଚାରପତି ମାନସ କୁମାର ମିଶ୍ର। ଏହି…
ସାମାଜିକ କର୍ମୀ ନୈନା ସାହୁ ମୃତ୍ୟୁ ମାମଲା: ମହିଳା କମିଶନର ଦ୍ୱାରସ୍ଥ ହେଲେ ପରିବାର ଲୋକେ
କେନ୍ଦୁଝର,୨୧ା୧(ସ୍ବ.ପ୍ର.): କେନ୍ଦୁଝରର ସାମାଜିକ କର୍ମୀ ରୋଜାଲିନ ସାହୁ (ନୈନା)ଙ୍କ ମୃତ୍ୟୁ ଦୁର୍ଘଟଣାଜନିତ ନୁହେଁ ବୋଲି ପରିବାର ଲୋକେ ଅଭିଯୋଗ କରି ନ୍ୟାୟ ପ୍ରଦାନ ଏବଂ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ଶନିବାର ନୈନାଙ୍କ ମା’ ରେବତୀ ସାହୁ ରାଜ୍ୟ ମହିଳା କମିଶନ…
ଶାହରୁଖ କିଏ ମୁଁ ତାଙ୍କୁ ଜାଣିନାହିଁ: ଆସାମ ମୁଖ୍ୟମନ୍ତ୍ରୀ…
ଗୁଆହାଟୀ,୨୧।୧ : ପଠାନ ଫିଲ୍ମକୁ ନେଇ ଉପୁଜି ଥିବା ବିବାଦକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା କହିଛନ୍ତି ଯେ, ଶାହରୁଖ ଖାନ୍ କିଏ ମୁଁ ତାଙ୍କୁ ଚିହ୍ନି ନାହିଁ। ଜାନୁୟାରୀ ୨୫ରେ ଏହି ଫିଲ୍ମ ରିଲିଜ ହେବାକୁ ଯାଉଥିବାବେଳେ…
Archives


