୫୦ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଚାଇନା ଅର୍ଥନୀତି ଟଳମଳ…
ବେଜିଂ,୧୮।୧ : ଶୂନ କୋଭିଡ ନୀତି ଏବଂ ରିଅଲ ଇଷ୍ଟେଟ ବଜାରରେ ବ୍ୟାପକ ହ୍ରାସ ଯୋଗୁ ୨୦୨୨ ମସିହାରେ ଚାଇନା ଅର୍ଥନୀତିର ଗତି ମାତ୍ର ତିନି ପ୍ରତିଶତକୁ ଖସି ଆସିଛି। ୧୯୪୭ ପରେ ଗତ ୫୦ ବର୍ଷ ମଧ୍ୟରେ ଏହା ହେଉଛି…
ପାକିସ୍ତାନକୁ ବିପଦ ମଣୁଛି ତାଲିବାନ…
କାବୁଲ,୧୮।୧ : ଆଫଗାନିସ୍ତାନରେ ଶାସନ କରୁଥିବା ତାଲିବାନ ପ୍ରଥମ ଥର ପାଇଁ ପାକିସ୍ତାନକୁ ବିପଦ ଭାବେ ମଣୁଛି। ତାଲିବାନ ୨୦୦୨ରୁ ୨୦୨୧ ପର୍ଯ୍ୟନ୍ତ ପାକିସ୍ତାନକୁ ଏକ ସୁରକ୍ଷିତ ସ୍ଥାନ ଭାବରେ ବିବେଚନା କରିଥିଲା। ସ୍ବତନ୍ତ୍ର ଗଣାମାଧ୍ୟମ ପ୍ରତିନିଧି ବିଲାଲ ସୌରଭି ଏକ…
ଶେୟାର ବଜାରରେ ଉତ୍ସାହ
ନୂଆଦିଲ୍ଲୀ,୧୮।୧: ଦିନକ ପରେ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟଦିବସ (ଷ୍ଟକ୍ବଜାର)ର ଫଳାଫଳ ଅନୁଯାୟୀ ଶେୟାର ବଜାରରେ ଉତ୍ସାହ ପରିଲକ୍ଷିତ ହୋଇଛି। ବିଶେଷକରି ଷ୍ଟକ୍ ବଜାରର ନିବେଶକମାନେ ଆଶା ଓ ଆଶଙ୍କା ମଧ୍ୟରେ ଥିଲାବେଳେ…
ଗ୍ରେଟା ଥନବର୍ଗ ଗିରଫ…
ବର୍ଲିନ,୧୮।୧ : ଜର୍ମାନୀର ଲୁଟେଜରାଥରେ ଏକ କୋଇଲା ଖଣି ସମ୍ପ୍ରସାରଣକୁ ବିରୋଧ କରି ଜଳବାୟୁ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି। ଗ୍ରେଟାଙ୍କ ସହ ପୋଲିସ ଅନ୍ୟ ଜଳବାୟୁ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ଅଟକ ରଖିଥିଲା। ତେବେ କିଛି ସମୟ…
ମୃତ୍ୟୁ ସଂଖ୍ୟା-ଦୈନିକ ସଂକ୍ରମଣ ପୁଣି ବଢ଼ିଲା …
ନୂଆଦିଲ୍ଲୀ, ୧୮।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ମାମଲା କମିଛି। ଦୈନିକ ସଂକ୍ରମଣ କମିବା…
ଗ୍ରୀନକାର୍ଡ ଆବେଦନକାରୀଙ୍କୁ ପ୍ରିମିୟମ ସୁବିଧା: ଘୋଷଣା କଲେ ବାଇଡେନ ସରକାର…
ଓ୍ବାଶିଂଟନ,୧୮।୧ : ଯେଉଁମାନେ ଆମେରିକାରେ ସ୍ଥାୟୀ ଭାବରେ ସ୍ଥିର ହେବାର ସ୍ବପ୍ନ ଦେଖୁଛନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ ପ୍ରିମିୟମ ସୁବିଧାକୁ କେତେକ ଗୁରୁତ୍ୱପୂର୍ଣ୍ଣ ବର୍ଗ ଗ୍ରୀନ କାର୍ଡ ଆବେଦନକାରୀ ଏବଂ ନିର୍ଦ୍ଦିଷ୍ଟ…
ଟିଙ୍କରର୍ସ ପ୍ରଦର୍ଶନୀରେ ଅଭିନବ ଉତ୍ପାଦ ପ୍ରଦର୍ଶନ
ନୂଆଦିଲ୍ଲୀ,୧୮।୧: ଅଟଳ ଇନ୍କୁବେସନ ସେଣ୍ଟର ତଥା ନାଳନ୍ଦା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେଶନ (ଏଆଇସି-ନାଳନ୍ଦା) ପକ୍ଷରୁ ଜାତୀୟ ଷ୍ଟାର୍ଟଅପ୍ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏଆଇସି-ନାଳନ୍ଦା ପକ୍ଷରୁ ଭୁବନେଶ୍ୱର ଠାରେ ଏକ ଷ୍ଟାର୍ଟଅପ୍ ଫେଷ୍ଟ ୨୦୨୩ ଆୟୋଜନ କରାଯାଇଥିଲା। ଯେଉଁଥିରେ…
ଏଫ୍ଏମ୍ଏଫ୍ର ଆର୍ଥତ୍କ ସାକ୍ଷରତା ଅଭିଯାନ
ନୂଆଦିଲ୍ଲୀ,୧୮।୧: ଦେଶର ପ୍ରମୁଖ ଏନ୍ବିଏଫ୍ସି-ଏମ୍ଏଫ୍ଆଇ ଫ୍ୟୁଜନ ମାଇକ୍ରୋ ଫାଇନାନ୍ସ (ଏଫ୍ଏମ୍ଏଫ୍) ପକ୍ଷରୁ ଏକ ସ୍ବତନ୍ତ୍ର ଆର୍ଥତ୍କ ସାକ୍ଷରତା ଅଭିଯାନ ଆରମ୍ଭ କରାଯାଇଛି। ବିଶେଷକରି ଦେଶର ଅବହେଳିତ ମହିଳାମାନଙ୍କୁ ଅର୍ଥନୈତିକ ସୁଯୋଗ ପ୍ରଦାନ କରିବା ଉକ୍ତ ଅଭିଯାନର ମୂଳଲକ୍ଷ୍ୟ ବୋଲି ଏଫ୍ଏମ୍ଏଫ୍ ପକ୍ଷରୁ…
ରାଷ୍ଟ୍ରପତି ଭବନ ହିଂସାକାଣ୍ଡ: ୪୦ ସୁରକ୍ଷାକର୍ମୀଙ୍କୁ ନିଲମ୍ବିତ କଲେ ଲୁଲା…
ବ୍ରାସିଲିଆ,୧୮।୧ : ଜାନୁଆରୀ ୮ ରେ ସରକାରୀ ଅଟ୍ଟାଳିକାକୁ ନଷ୍ଟ କରିବା ଏବଂ ହିଂସା ଘଟଣାରେ ବ୍ରାଜିଲ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲଭା କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବିକ୍ଷୋଭକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇ…
ଘୋଷଣା ହୋଇପାରେ ତିନି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ
ନୂଆଦିଲ୍ଲୀ,୧୮।୧: ଚଳିତ ବର୍ଷ ଉତ୍ତର ପୂର୍ବର ତିନୋଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ତେବେ ବୁଧବାର ନିର୍ବାଚନ ଆୟୋଗ ମେଘାଳୟ, ତ୍ରିପୁରା ଏବଂ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି। ସୂଚନା ଅନୁଯାୟୀ, ନିର୍ବାଚନ ଆୟୋଗ ଅପରାହ୍ନ ୨.୩୦ରେ…
ଆଫଗାନିସ୍ତାନ ପରେ ଏବେ ପାକିସ୍ତାନ ପାଳି: ଅଣ-ନାଟୋ ସହଯୋଗୀ ମାନ୍ୟତା ହଟାଇ ପାରେ ଆମେରିକା…
ଓ୍ବାଶିଂଟନ,୧୮।୧ : ଆଫଗାନିସ୍ତାନ ପରେ ଆମେରିକା ବର୍ତ୍ତମାନ ପାକିସ୍ତାନରୁ ଅଣ-ନାଟୋ ସହଯୋଗୀ ମାନ୍ୟତା ପ୍ରତ୍ୟାହାର କରିବାକୁ ଚିନ୍ତା କରୁଛି। ଜଣେ ଆମେରିକୀୟ ସାଂସଦ ପ୍ରତିସଭାରେ ଏ ସମ୍ପର୍କରେ ଏକ ବିଲ ଆଗତ କରିଛନ୍ତି। ଆମେରିକାର ସାଂସଦ ଆଣ୍ଡି ବିଗବସ ଏହି ବିଲ…
ଆଇଟିଆର୍ ସ୍ଲାବ୍ରେ ହୋଇପାରେ ପରିବର୍ତ୍ତନ
ନୂଆଦିଲ୍ଲୀ,୧୮।୧: ଇନ୍କମ୍ ଟ୍ୟାକ୍ସ ରିଟର୍ନ (ଆଇଟିଆର୍) ସ୍ଲାବ୍ରେ ପରିବର୍ତ୍ତନ ହୋଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏପରିକି ୨୦୨୩ ସାଧାରଣ ବଜେଟ ଅଭିଭାଷଣରେ ଏ ନେଇ ଘୋଷଣା ହୋଇପାରେ ବୋଲି ଆକଳନ କରାଯାଉଛି। ଫଳରେ ଦେଶର କରଦାତାଙ୍କୁ କିଛି ପରିମାଣରେ…
Archives


