Home

ଦର୍ଶକଙ୍କୁ ଝଟ୍‌କା: ଚେନ୍ନାଇରେ ରିଲିଜ୍‌ ହେଲାନି ‘ଅବତାରଦ ଓ୍ବେ ଅଫ୍‌ ଓ୍ବାଟର’

ଚେନ୍ନାଇ,୧୬।୧୨: ବିଶ୍ୱବ୍ୟାପି ଯେଉଁ ଫିଲ୍ମକୁ ବହୁ ଉତ୍ସାହର ସହ ଦର୍ଶକ ଅପେକ୍ଷା କରି ରହିଥିଲେ ଶେଷରେ ଶୁକ୍ରବାର ହଲ୍‌ରେ ଏହା ରିଲିଜ୍‌ ହୋଇଛି। ‘ଅବତାର: ଦ ଓ୍ବେ ଅଫ୍‌ ୱାଟର’ର ପ୍ରଥମ ଭାଗକୁ ଯେପରି ଭଲ ପାଇବା ମିଳିଥିଲା, ବର୍ତ୍ତମାନ ୧୩…

୨୫ ବର୍ଷ ପରେ ଦ୍ରାବିଡଙ୍କୁ କ୍ଷମା ମାଗିଲେ ଏହି କ୍ରିକେଟର୍‌

ଚଟ୍ଟଗ୍ରାମ,୧୬।୧୨: ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଆଲାନ ଡୋନାଲ୍ଡ ତାଙ୍କ ଯୁଗର ଶ୍ରେଷ୍ଠ ବୋଲର ଥିଲେ। ଏବେ ସେ ବାଂଲାଦେଶ ଦଳର କୋଚ ଅଛନ୍ତି। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ସମୟରେ ସେ ଭାରତୀୟ କୋଚ…

ଖବର ପ୍ରକାଶ ପରେ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ ଆରମ୍ଭ

ସୋରଡ଼ା,୧୬ା୧୨(ଡି.ଏନ୍‌.ଏ.): ଜାତୀୟ ରାଜପଥରୁ ସହର ମଧ୍ୟକୁ ସଂଯୋଗ କରୁଥିବା ନେତାଜୀ ସାହି ରାସ୍ତାର କଇଠପଲି ସାହି ନିକଟରେ ରାସ୍ତାପାର୍ଶ୍ୱ ୧୫ ଫୁଟ ଲମ୍ବରେ ଭୁଶୁଡି ପଡ଼ିଥିଲା। ଫଳରେ ରାସ୍ତାପାର୍ଶ୍ୱ ଖାଲ ମଧ୍ୟକୁ ଗାଡ଼ିମୋଟର ଖସିପଡ଼ିବା ଭୟ ରହିଥିଲା। ଦୀର୍ଘ ବର୍ଷ ହେଲା…

ଟିଟାନସ୍‌ ବଦଳରେ ଦେଇଦେଲେ କୁକୁର କାମୁଡ଼ା ଇଞ୍ଜେକ୍ସନ: ହସ୍ପିଟାଲରେ ଉତ୍ତେଜନା

ନୀଳଗିରି,୧୬ା୧୨(ସ୍ବ.ପ୍ର.): ଟିଟାନସ୍‌ ଇଞ୍ଜେକ୍ସନ ବଦଳରେ କୁକୁର କାମୁଡ଼ା ଇଞ୍ଜେକ୍ସନ ଦେବା ନେଇ ନୀଳଗିରି ଉପଖଣ୍ଡ ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନାନୁଯାୟୀ, ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ବାଉଁଶବଣିଆ ପଞ୍ଚାୟତ ଛୋଟ କାନପୁର ଗ୍ରାମର ଗଣେଶ୍ୱର ସେଠୀ(୪୫)ଙ୍କ ୧୨ ବର୍ଷର…

ବିହାରର ସାରନ ପରେ ଏବେ ସିଓ୍ବାନରେ ବିଷାକ୍ତ ମଦ ନେଲା ଜୀବନ

ପାଟନା,୧୬।୧୨: ବିହାରର ସାରନ ପରେ ଏବେ ସିଓ୍ବାନ ଜିଲାରେ ମଧ୍ୟ ବିଷାକ୍ତ ମଦ ଯୋଗୁ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ସିଓ୍ବାନର ଭଗବାନପୁରରେ ବିଷାକ୍ତ ମଦ ପିଇ ୫ଜଣଙ୍କ ମୃତ୍ୟୁ ଘଟିଛି। ଉକ୍ତ ଘଟଣା ଏହି ସମୟରେ ସାମ୍ନାକୁ ଆସିଛି ଯେତେବେଳେ…

ଆତ୍ମହତ୍ୟା ଉଦ୍ୟମ କରିଥିବା ବନ କର୍ମଚାରୀଙ୍କ ମୃତ୍ୟୁ

ବାରିପଦା ଅଫିସ,୧୬ା୧୨: ବହୁ ଚର୍ଚ୍ଚିତ ଶିମିଳିପାଳ ହାତୀ ଶିକାର ଓ ପ୍ରମାଣ ପୋଡ଼ି ଘଟଣାକୁ ନେଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବନକର୍ମଚାରୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଗୁରୁତର ଅବସ୍ଥାରେ ସେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଗୁରୁବାର…

ସୌଦିି ନୂଆ ଟେଷ୍ଟ ଅଧିନାୟକ

ଅକ୍‌ଲାଣ୍ଡ,୧୬ା୧୨(ପି.ଟି.):କେନ୍‌ ଓ୍ବିଲିୟମସନ ନ୍ୟୁଜିଲାଣ୍ଡ ଟେଷ୍ଟ ଦଳର ଅଧିନାୟକ ପଦବୀରୁ ଓହରିଯାଇଥିବା ଦେଶର କ୍ରିକେଟ ବୋର୍ଡ ଗୁରୁବାର ଘୋଷଣା କରିଛି। ଓ୍ବିଲିୟମସନଙ୍କ ସଫଳ ନେତୃତ୍ୱରେ ନ୍ୟୁଜିଲାଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲ୍ୟୁଟିସି)ର ପ୍ରଥମ ସଂସ୍କରଣରେ ଚାମ୍ପିୟନ ହୋଇପାରିଥିଲା। ତାଙ୍କ ସ୍ଥାନରେ ଟିମ୍‌ ସୌଦିଙ୍କୁ ଟେଷ୍ଟ…

୧୧ ଗ୍ରାମ ବ୍ରାଉନସୁଗାର ଜବତ: ୨ ଗିରଫ

ଭଦ୍ରକ ଅଫିସ,୧୬ା୧୨: ଭଦ୍ରକ ସହରର ଜାତୀୟ ରାଜପଥ ଗେଲପୁର ନିକଟରେ ଗୁରୁବାର ରାତିରେ ଗ୍ରାମାଞ୍ଚଳ ପୋଲିସ ୧୧ ଗ୍ରାମ୍‌ ବ୍ରାଉନସୁଗାର ଜବତ ସହ ୨ ଜଣ ଯୁବକଙ୍କୁ ଗିରଫ କରିଛି। ଏମ୍‌ଭି ଚେକିଂ ବେଳେ ଏକ ବାଇକ୍‌ରେ କଟକର ୨ ଜଣ…

ନାତୁଣୀ ବାହାଘରରେ ନାଚୁଥିବାବେଳେ ହୃଦ୍‌ଘାତରେ ଆଖିବୁଜିଲେ ଜେଜେ ମା’

ଭୋପାଳ,୧୬।୧୨: ମଧ୍ୟପ୍ରଦେଶ ସେଓନିର ବାନ୍ଦୋଲ ପୋଲିସ ଷ୍ଟେଶନ ଅଧୀନରେ ଥିବା ବଖରୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ନାତୁଣୀ ବାହାଘରରେ ନାଚୁଥିବାବେଳେ ହୃଦ୍‌ଘାତରେ ମୃତ୍ୟୁବରଣ କରିଛନ୍ତି ଜେଜେ ମା’। ହଲଦୀ ସଙ୍ଗୀତ କାର୍ଯ୍ୟକ୍ରମରେ ଏହି ଘଟଣା ଘଟିଛି। ବାନ୍ଦୋଲ ପୋଲିସର…

୧୦୬ ବର୍ଷରେ ପ୍ରଥମଥର ଦରମା ବୃଦ୍ଧି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ନର୍ସ

ଲଣ୍ଡନ,୧୬ା୧୨: ବ୍ରିଟେନର ଜାତୀୟ ସ୍ବାସ୍ଥ୍ୟସେବାରେ ନିୟୋଜିତ ନର୍ସମାନେ ଦୀର୍ଘ ୧୦୬ ବର୍ଷ ପରେ ଧର୍ମଘଟ କରିଛନ୍ତି। ଯାହାକି ଇତିହାସରେ ପ୍ରଥମଥର। ଇଂଲଣ୍ଡ, ୱେଲ୍ସ ଏବଂ ଉତ୍ତର ଆୟର୍ଲାଣ୍ଡର ନର୍ସମାନେ ବେତନ ବୃଦ୍ଧି ଏବଂ ଉତ୍ତମ କାର୍ଯ୍ୟ ଦାବି କରିବାରେ ସରକାର ବିଫଳ…

ଦେଶରେ ଆଜି ୧୬୨ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୬।୧୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬୨ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା…

୩୬ ବର୍ଷର ଅପେକ୍ଷା

ଆପଣ ମୋ କଥାରେ ରାଜି ହୋଇପାରନ୍ତି ଅବା ନ ହୋଇପାରନ୍ତି, କିନ୍ତୁ ଏହା ଲିଓନେଲ ମେସିଙ୍କ ବିଶ୍ୱକପ୍‌ ବୋଲି ମୁଁ କହିବି। ବର୍ତ୍ତମାନ ସେ କେବଳ ଆର୍ଜେଣ୍ଟିନାର ନୁହନ୍ତି ବିଶ୍ୱ ଫୁଟ୍‌ବଲକୁ ପ୍ରତିନିଧିତ୍ୱ କରୁଛନ୍ତି। ପିଚ୍‌ରେ ଏବଂ ପିଚ୍‌ ବାହାରେ ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri