Home

ଥରିଲା ନେପାଳ

କାଠମାଣ୍ଡୁ,୧୯।୧୨: ନେପାଳର କାଠମାଣ୍ଡୁରେ ତୀବ୍ର ଭୂକମ୍ପ ଅନୁଭୂତ ହୋଇଛି। ରବିବାର ବିଳମ୍ବିତ ରାତିରେ ଏଠାରେ ୪.୫ ତୀବ୍ରତାର ଭୂକମ୍ପ ହୋଇଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ କାଠମାଣ୍ଡୁଠାରୁ ୫୦ କିଲୋମିଟର ଦୂରରେ ଥିବା ଧାଡିଙ୍ଗ ଜିଲାରେ ଥିଲା। ଲୋକମାନେ ଗଭୀର ନିଦ୍ରାରେ ଶୋଇଥିବାବେଳେ…

ରୁଷିଆ ମୁତୟନ କଲା ବିପଜ୍ଜନକ କ୍ଷେପଣାସ୍ତ୍ର ଏଭନଗାର୍ଡ…

ମସ୍କୋ,୧୯।୧୨ : ରୁଷିଆ ଏକ କ୍ଷେପଣାସ୍ତ୍ର ଦ୍ୱାରା ୟୁକ୍ରେନ ଉପରେ ଆକ୍ରମଣ କରି ଏହାକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିବାରେ ଲାଗିଛି। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଓରେନବର୍ଗ ଅଞ୍ଚଳରେ ଆନ୍ତଃମହାଦେଶୀୟ ହାଇପରସୋନିକ ଏଭନଗାର୍ଡ କ୍ଷେପଣାସ୍ତ୍ର ପ୍ରଣାଳୀ ନିୟୋଜିତ କରିଛି।…

ଗୁପ୍ତଚର ଉପଗ୍ରହର ପରୀକ୍ଷା କଲେ କିମ୍‌…

ପ୍ୟୋଙ୍ଗୟାଙ୍ଗ,୧୯।୧୨ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପୁଣି ଥରେ ତାଙ୍କ ବିପଜ୍ଜନକ ଯୋଜନାରେ ସଫଳ ହୋଇଛନ୍ତି। ବାସ୍ତବରେ ଉତ୍ତର କୋରିଆ ଗୁପ୍ତଚର ଉପଗ୍ରହର ଶେଷ ପର୍ଯ୍ୟାୟ ପରୀକ୍ଷା କରିଛି। ଏହି ପରୀକ୍ଷା ଜାପାନ ଏବଂ ଦକ୍ଷିଣ…

ମୁଁ ଟୁଇଟର୍‌ ସିଇଓ ପଦ ଛାଡିଦେବା ଉଚିତ୍‌ କି, ୟୁଜର୍ସଙ୍କ ମତ ମାଗିଲେ ଏଲନ ମସ୍କ

ନ୍ୟୁୟର୍କ,୧୯।୧୨: ଟୁଇଟର୍‌ରେ ବାରମ୍ବାର ନୀତି ପରିବର୍ତ୍ତନ ହେତୁ କଡ଼ା ସମାଲୋଚନାର ଶିକାର ହେଉଛନ୍ତି ଟୁଇଟର୍‌ ମାଲିକ ଏଲନ ମସ୍କ। ଏବେ ସେ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ସର୍ଭେ ଆରମ୍ଭ କରିଛନ୍ତି। ଏଥିରେ ସେ ଏହି ମାଇକ୍ରୋ ବ୍ଲଗିଂ ସାଇଟର…

ଓଡ଼ଗାଁ କପ୍‌: ରାମଧୁନ କ୍ଲବ ଚାମ୍ପିୟନ

ଓଡ଼ଗାଁ, ୧୯ା୧୨ (ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ସର୍ବଭାରତୀୟ ଫୁଟ୍‌ବଲ ଟୁର୍ନାମେଣ୍ଟ କମିଟି ଆନୁକୂଲ୍ୟରେ ସ୍ଥାନୀୟ ମିନି ଷ୍ଟାଡିୟମରେ ଚାଲିଥିବା ୪ର୍ଥ ରାଜ୍ୟସ୍ତରୀୟ ଓଡ଼ଗାଁ କପ ଫୁଟ୍‌ବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ ସୋନପୁରର ରାମଧୁନ କ୍ଲବ ୨-୧ ଗୋଲ୍‌ରେ…

‘ଏକତା ବଜାୟ ରଖିବାକୁ ଗୁରୁତ୍ୱାରୋପ’

ଭୁବନେଶ୍ୱର,୧୯।୧୨: ନିଖିଳ ଓଡ଼ିଶା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ କର୍ମଚାରୀ ସଂଘର ୧୫ତମ ସମ୍ମିଳନୀ ରବିବାର ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ହୋଇଯାଇଛି। ଏପରିକି ସଂଘର ଉପସଭାପତି ଅରୁଣ ପଟ୍ଟନାୟକଙ୍କ ନାମରେ ନାମିତ ମଞ୍ଚରେ ଅଖିଳ ଭାରତ ପିଏନ୍‌ବି ମହାସଂଘର ସାଧାରଣ ସମ୍ପାଦକ…

ୟୁବିଓଆଇର କଟକ କ୍ଷେତ୍ରୀୟ କାର୍ଯ୍ୟାଳୟ ପୁରସ୍କୃତ

ଭୁବନେଶ୍ୱର,୧୯।୧୨: ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଓଆଇ)ର କଟକ କ୍ଷେତ୍ରୀୟ କାର୍ଯ୍ୟାଳୟକୁ ନିକଟରେ ‘କ୍ଷେତ୍ରୀୟ ରାଜଭାଷା ପୁରସ୍କାର’ରେ ପୁରସ୍କୃତ କରାଯାଇଛି। ବିଶେଷକରି ୨୦୨୦-୨୧ ବର୍ଷ ପାଇଁ ‘ଗ’ କ୍ଷେତ୍ରରେ ଉତ୍କୃଷ୍ଟ ରାଜଭାଷା କାର୍ଯ୍ୟାନ୍ବୟନ ନିମନ୍ତେ ଗୃହ ମନ୍ତ୍ରଣାଳୟ, ରାଜଭାଷା ବିଭାଗ, ଭାରତ…

‘ଇଣ୍ଡିପେଣ୍ଡେନ୍‌ସ’ର ବଜାର ପ୍ରବେଶ

ନୂଆଦିଲ୍ଲୀ,୧୯।୧୨: ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ (ଆର୍‌ଆଇଏଲ୍‌)ର ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ (ଆର୍‌ଆର୍‌ଭିଏଲ୍‌)ର ନୂତନ ୟୁନିଟ ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ (ଆର୍‌ସିପିଏଲ) ପକ୍ଷରୁ ନୂଆ ବ୍ରାଣ୍ଡ୍‌ ‘ଇଣ୍ଡିପେଣ୍ଡେନ୍‌ସ’ର ଶୁଭାରମ୍ଭ କରାଯାଇଛି। ନିକଟରେ କମ୍ପାନୀର ଉକ୍ତ ବ୍ରାଣ୍ଡ୍‌କୁ ପରୀକ୍ଷାମୂଳକ…

‘ସ୍ଥାୟୀ ଜୀବିକା ସହ ଗୋପାଳନ ଉଦ୍ୟୋଗ ସୃଷ୍ଟି ମୂଳ ଲକ୍ଷ୍ୟ’

ଭୁବନେଶ୍ୱର,୧୯।୧୨: ରାଜ୍ୟରେ ପ୍ରଥମ ଥର ପାଇଁ ଏକ ଦୁଇ ଦିନିଆ ଗୋପାଳନ ସମ୍ମିଳନୀ ଚଳିତ ମାସ ୨୧ ଓ ୨୨ ତାରିଖ ଓଡ଼ିଶାର ବଲାଙ୍ଗୀରଠାରେ ହେବାକୁ ଯାଉଛି। ଏପରିକି ବଲାଙ୍ଗୀର ଜିଲା ପ୍ରଶାସନ ଓ ବିକେଏନ୍‌ ଆଞ୍ଚଳିକ ଦୁଗ୍ଧ ସଂଘର ମିଳିତ…

‘ଯୁବବର୍ଗ ଉଦ୍ୟୋଗ କ୍ଷେତ୍ରରେ ନେତୃତ୍ବ ନେବା ଆବଶ୍ୟକ’

ଭୁବନେଶ୍ୱର, ୧୯।୧୨: ରାଜ୍ୟରେ ଯୁବ ଉଦ୍ୟୋଗୀ ସୃଷ୍ଟି କରିବା ସାଙ୍ଗକୁ ନୂଆ ନୂଆ ଶିଳ୍ପ ସଂସ୍ଥା ପ୍ରତିଷ୍ଠା କରି ଉଭୟ ବେକାରି ଦୂରୀକରଣ ଓ ଅର୍ଥନୈତିକ ବିକାଶ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଷ୍ଟାର୍ଟ ଅପ୍‌ ଓଡ଼ିଶା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।…

ମେସି କଲେ ବଡ଼ ଘୋଷଣା

ଦୋହା,୧୯।୧୨: ଆର୍ଜେଣ୍ଟିନା ତାରକା ଲିଓନେଲ ମେସି ନିଜ ଜୀବନର ସ୍ବପ୍ନକୁ ପୂରଣ କରିଚନ୍ତି। ସେ ଦେଶକୁ ଫିଫା ବିଶ୍ୱକପ ଜିତାଇଛନ୍ତି। ଏହି ବିଜୟ ପରେ ସେ ନିଜ ଦେଶ ପାଇଁ ଖେଳିବା ଜାରି ରଖିବାକୁ ଶପଥ ନେଇଛନ୍ତି। ମେସି କହିଛନ୍ତି, ମୁଁ…

ଭାରତ ଯୋଡ଼ୋ ଯାତ୍ରାରେ ୮୮ ବର୍ଷୀୟ

ଦାଉସା ,୧୯।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡ଼ୋ ଯାତ୍ରାକୁ ବିଭିନ୍ନ ମହଲରୁ ସମର୍ଥନ ବଢ଼ିବାରେ ଲାଗିଛି। ଏଥିରେ ଜଣେ ୮୮ ବର୍ଷୀୟ ବ୍ୟକ୍ତି ସାମିଲ ହୋଇ ହାତରେ ତ୍ରିରଙ୍ଗା ଧରି ବହୁ ମାଇଲ ପଥ ଅତିକ୍ରମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri