ଡୋପିଂ: ଅଲିମ୍ପିକ ପଦକ ବିଜେତା ୮ବର୍ଷ ବାସନ୍ଦ
ଅଷ୍ଟାନା (କାଜାଖସ୍ତାନ), ୨୩ା୨ (ଏପି): ଡୋପିଂ ପାଇଁ କାଜାଖସ୍ତାନର ଟୋକିଓ ଅଲିମ୍ପିକ୍ସ ୨୦୨୧ରେ ବ୍ରୋଞ୍ଜ ଜିତିଥିବା ଇଗୋର ସନ୍ (୬୧ କିଲୋଗ୍ରାମ୍ କାଟେଗୋରି) ନାମକ ଜଣେ ଭାରୋତ୍ତୋଳକଙ୍କୁ ୮ବର୍ଷ ବାସନ୍ଦ କରାଯାଇଛି। କାଜାଖସ୍ତାନ ଭାରୋତ୍ତୋଳନ ମହାସଂଘ ତରଫରୁ ବୁଧବାର ଏ ବିଷୟରେ…
ଦକ୍ଷିଣ ଆଫ୍ରିକା ସେମିରେ
କେପ୍ଟାଉନ୍,୨୩ା୨(ପି.ଟି.): ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ମହିଳା ଟି୨୦ ବିଶ୍ୱକପ୍ର ସେମିଫାଇନାଲରେ ପ୍ରବେଶ କରିଛି ଆୟୋଜକ ଦଳ। ଅନ୍ତିମ ଗ୍ରୁପ୍ ମ୍ୟାଚରେ ବାଂଲାଦେଶକୁ ୧୦ ଉଇକେଟରେ ପରାସ୍ତ କରି ଅଷ୍ଟ୍ରେଲିଆ ପଛକୁ ଦ୍ୱିତୀୟ ସ୍ଥାନରେ ରହି ସେମି ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି…
ଆଜି ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ
କେପ୍ଟାଉନ,୨୩ା୨(ପି.ଟି.): ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ମହିଳା ଟି୨୦ ବିଶ୍ୱକପ୍ର ପ୍ରଥମ ସେମିରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ। ଗୁରୁବାର କେପ୍ଟାଉନ୍ର ନ୍ୟୁଲ୍ୟାଣ୍ଡସ୍ରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆର ପଲା ଭାରି ରହିଛି। ଉଭୟ ଦଳ ମଧ୍ୟରେ ଖେଳା ଯାଇଥିବା…
୬ମାସ ମଧ୍ୟରେ ୨୦ଲକ୍ଷ ସ୍ମାର୍ଟସ୍ପିକର
ନୂଆଦିଲ୍ଲୀ,୨୩।୨: ଦେଶର ପ୍ରମୁଖ ଫିନ୍ଟେକ୍ ପ୍ଲାଟ୍ଫର୍ମ ଫୋନ୍ ପେ’ର ଅତ୍ୟାଧୁନିକ ସ୍ମାର୍ଟ ସ୍ପିକରର ଶୁଭାରମ୍ଭ ସମ୍ପର୍କରେ ନିକଟରେ ଘୋଷଣା କରାଯାଇଥିଲା। ହେଲେ ଘୋଷଣାର ୬ମାସ ମଧ୍ୟରେ ଫୋନ୍ପେ ପ୍ରାୟ ୨୦ଲକ୍ଷ ସ୍ମାର୍ଟ ସ୍ପିକର ବିଭିନ୍ନ କ୍ଷେତ୍ରରେ ଏହାକୁ ବିତରଣ କରିଥିବା ଜଣାପଡିଛି।…
ଓକାୟା ଇଭିର ଇ-ସ୍କୁଟର ଫାଷ୍ଟ ଏଫ୍୨ଏଫ୍ ଉନ୍ମୋଚିତ
ନୂଆଦିଲ୍ଲୀ,୨୩।୨: ଦେଶର ପ୍ରମୁଖ ଦୁଇଚକିଆ ବୈଦ୍ୟୁତିକ ଯାନ (ଇଭି) ବ୍ରାଣ୍ଡ୍ ଓକାୟା ଇଭିର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂତନ ଇ-ସ୍କୁଟର ‘ଫାଷ୍ଟ ଏଫ୍୨ଏଫ୍’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷ କରି ଗୋଟିଏ ଚାର୍ଜରେ ଏହା ୭୦ରୁ…
ଆଜିଠାରୁ ୫ମ ଓଡ଼ିଶା ପର୍ଯ୍ୟଟନ କନ୍କ୍ଲେଭ
ଭୁବନେଶ୍ୱର,୨୩ା୨: ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡ଼ିଶା ହୋଟେଲ ଏବଂ ରେଷ୍ଟୁରାଷ୍ଟ ସଂଘ (ହାରୋ) ପକ୍ଷରୁ ଦିନିକିଆ କର୍ମଶାଳାର ଆୟୋଜନ କରାଯାଇଛି। ଏପରିକି ଗୁରୁବାର ସ୍ଥାନୀୟ ସ୍ବସ୍ତି ପ୍ରିମିୟମ ହୋଟେଲ ପରିସରରେ ୫ମ ଓଡିଶା ପର୍ଯ୍ୟଟନ କନ୍କ୍ଲେଭ ଆୟୋଜିତ…
ବିଓବି ପକ୍ଷରୁ ‘ଅନ୍ତର୍ଜାତୀୟ ମାତୃଭାଷା ଦିବସ’
କଟକ,୨୩।୨: ବ୍ୟାଙ୍କ ଅଫ୍ ବରୋଦା (ବିଓବି)ର କଟକ କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଅନ୍ତର୍ଜାତୀୟ ମାତୃଭାଷା ଦିବସ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କଟକ କ୍ଷେତ୍ରୀୟ କାର୍ଯ୍ୟାଳୟ ପରିସରରେ ଏକ କ୍ଷେତ୍ରୀୟ ଭାଷା ସାହିତ୍ୟକାର ସମ୍ମାନ ଏବଂ ସଂଗୋଷ୍ଠୀର ଆୟୋଜନ…
ଏସ୍ବିଆଇ ଡିଭିଡେଣ୍ଡ ୟିଲ୍ଡ ଫଣ୍ଡର ଶୁଭାରମ୍ଭ
ନୂଆଦିଲ୍ଲୀ,୨୩।୨: ଏସ୍ବିଆଇ ମ୍ୟୁଚୁଆଲ ଫଣ୍ଡର ନୂତନ ଉତ୍ପାଦ ଏସ୍ବିଆଇ ଡିଭିଡେଣ୍ଡ ୟିଲ୍ଡ ଫଣ୍ଡର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଏକ ଓପନ ଏଣ୍ଡେଡ୍ ଇକ୍ୟୁଟି ଯୋଜନା, ଯାହା ମୁଖ୍ୟତଃ ଡିଭିଡେଣ୍ଡ ଆୟକାରୀ କମ୍ପାନୀଗୁଡ଼ିକର ଇକ୍ୟୁଟି ସମ୍ପର୍କିତ ଇନ୍ଷ୍ଟ୍ରୁମେଣ୍ଟ ଏବଂ ସୁବିଭକ୍ତ…
ତୁର୍କୀ-ସିରିଆ ପରେ ଚାଇନାରେ ଶକ୍ତିଶାଳୀ ଭୂକମ୍ପ
ବେଜିଂ,୨୩ ।୨: ସିରିଆ ଓ ତୁର୍କୀରେ ଆସିଥିବା ବିନାଶକାରୀ ଭୂକମ୍ପର ଛାତିଥରା ଦୃଶ୍ୟ ମନରୁ ଲିଭି ନ ଥିବା ବେଳେ ଗୁରୁବାର ସକାଳେ ଚାଇନା ଓ ତାଜିକିସ୍ତାନ ସୀମାରେ ୭.୩ ତୀବ୍ରତାର ଭୂକମ୍ପ ଅନୁଭୁତ ହୋଇଛି । ଚାଇନାରେ ଗୁରୁବାର ସ୍ଥାନୀୟ…
ବିଶ୍ୱ ବଜାରରେ ଚମକ ହରାଉଛି ଭାରତ
ନୂଆଦିଲ୍ଲୀ,୨୩।୨: ଚଳିତ ଆର୍ଥିକ ବର୍ଷରେ ଭାରତ ବିଶ୍ୱ ଦରବାରରେ ଏକ ବିରଳ ରେକର୍ଡ ସ୍ଥାପନ କରିଥିଲା। ଏପରିକି ବହୁ ବିକଶିତ ରାଷ୍ଟ୍ରକୁ ପଛରେ ପକାଇ ବିଶ୍ୱ ବଜାରରେ ୫ମ ସ୍ଥାନରେ ପହଞ୍ଚତ୍ୟାଇଥିଲା। ହେଲେ ବିଗତ ୯ ମାସ ତଳେ ପାଇଥିବା ସଫଳତା…
୩,୫୦୦ ଭାଜପା କର୍ମୀଙ୍କ ନାଁରେ ମାମଲା
ଚେନ୍ନାଇ, ୨୩।୨: ତାମିଲନାଡ଼ୁରେ ଡିଏମ୍କେ କାଉନ୍ସିଲରଙ୍କ ମାଡ଼ରେ ପ୍ରାଣ ହରାଇଥିବା ଯବାନଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ୩,୫୦୦ ଭାଜପା କର୍ମୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଭାଜପା ନେତା ଓ କର୍ମୀ ବିନା ଅନୁମତିରେ କ୍ୟାଣ୍ଡେଲ୍ ଲାଇଟ୍…
ରିପବ୍ଲିକାନ୍ ପାର୍ଟିରୁ ୨ ଭାରତୀୟ ବଂଶୋଦ୍ଭବ ଆଶାୟୀ
ଓ୍ବାଶିଂଟନ,୨୩ା୨: ଭାରତୀୟ ବଂଶୋଦ୍ଭବ ଟେକ୍ ଏଣ୍ଟରପ୍ରିନ୍ୟୁର୍ ବିବେକ ରାମାସ୍ବାମୀ ବୁଧବାର ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ୍ ପାର୍ଟି ପକ୍ଷରୁ ପ୍ରାର୍ଥୀ ହେବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି। ଗତ ୧୪ ତାରିଖରେ ଭାରତୀୟ ବଂଶୋଦ୍ଭବ ନିକ୍କି ହାଲି ୨୦୨୪ ରାଷ୍ଟ୍ରପତି ନିର୍ବାଚନ…

