ଭାଇରାଲ ହେଉଛି ନବୀନଙ୍କ ନୂଆ ଲୁକ୍
ଭୁବନେଶ୍ୱର,୨୫ା୧(ବ୍ୟୁରୋ): ଏକ ସବୁଜ ରଙ୍ଗର ଜର୍ସି ପିନ୍ଧି ନଜର ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଏକ ଧଳା ରଙ୍ଗର ଟ୍ରାଉଜର ସାଙ୍ଗକୁ ସବୁଜ ଜର୍ସି ପିନ୍ଧିଛନ୍ତି। ଏହି ରଙ୍ଗର ଜର୍ସିକୁ ସୋଭେନିୟର ଭାବେ ବ୍ୟବହାର କରାଯିବ। ଜର୍ସି…
ମୋଦି ସରକାରଙ୍କୁ ଟାର୍ଗେଟ୍ କଲେ ନୀତୀଶ
ପାଟନା,୨୫।୧: ମହାଗଠବନ୍ଧନରେ ଯୋଗଦେବା ପରେ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର କେନ୍ଦ୍ର ମୋଦି ସରକାରଙ୍କୁ ଲଗାତର ଟାର୍ଗେଟ୍ କରୁଛନ୍ତି। ବୁଧବାର ସେ କହିଛନ୍ତି, କେନ୍ଦ୍ର ସରକାର ଗରିବ ରାଜ୍ୟ ପ୍ରତି ଧ୍ୟାନ ଦେଉନାହାଁନ୍ତି। ପଛୁଆ ରାଜ୍ୟଗୁଡିକର ବିକାଶ ପାଇଁ କେନ୍ଦ୍ର ସର୍ବପ୍ରଥମେ…
ଇମ୍ରାନ୍ଙ୍କୁ ଝଟ୍କା: ଏପ୍ରିଲରେ ପଞ୍ଜାବ-ଖାଇବର ପସ୍ତୁନଖ୍ବାରେ ନିର୍ବାଚନ…
ଇସଲାମାବାଦ,୨୫।୧ : ପାକିସ୍ତାନର ନିର୍ବାଚନ ଆୟୋଗ ଏପ୍ରିଲରେ ପଞ୍ଜାବ ଏବଂ ଖାଇବର ପସ୍ତୁନଖ୍ବା ପ୍ରଦେଶରେ ବିଧାନସଭା ନିର୍ବାଚନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରଦେଶଗୁଡିକ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳ ଦ୍ୱାରା ଶାସିତ ହୋଇଥିଲେ ମଧ୍ୟ…
ଝିଅଙ୍କୁ ଟ୍ରୋଲ୍ କଲେ ଶାହରୁଖ
ବଲିଉଡ୍ ବାଦ୍ଶାହ ଶାହରୁଖ ଖାନ ‘ପଠାନ’ ମାଧ୍ୟମରେ ପ୍ରାୟ ୪ ବର୍ଷ ପରେ ବଡ ପରଦାରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଫିଲ୍ମରେ ତାଙ୍କ ଅଭିନୟକୁ ମଧ୍ୟ ବେଶ୍ ପ୍ରଶଂସା କରାଯାଉଛି। ଆଜିକାଲି ଶାହରୁଖ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ। ଏଠାରେ ସେ କେବଳ…
ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ପୁନାଓ୍ବାଲା, ଏଚପିଭି ଟିକା ବିଷୟରେ ଆଲୋଚନା…
ନୂଆଦିଲ୍ଲୀ,୨୫।୧ : ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଆଦର ପୁନାୱାଲା ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମସ୍ନସୁଖ ମାଣ୍ଡବ୍ୟଙ୍କୁ ଭେଟି ଦେଶର ପ୍ରଥମ ସ୍ବଦେଶୀ ମାନବ ପାପିଲୋମା ଭାଇରସ ଟିକା (ଏଚପିଭି ଟିକା) ବିଷୟରେ ଆଲୋଚନା କରିଛନ୍ତି। ବୈଠକ ପରେ ସେ…
‘ଶାର୍ଦ୍ଦୁଳ ଜଣେ ଯାଦୁଗର’
ଇନ୍ଦୋର,୨୫।୧: ନ୍ୟୁଜିଲାଣ୍ଡକୁ ବିପକ୍ଷ ସିରିଜକୁ କ୍ଲିନ୍ ସୁଇପ୍ କରିବା ପରେ ଭାରତ ଏବେ ଆଇସିସି ର଼୍ୟାଙ୍କିଂର ଶୀର୍ଷ(ନଂ-୧) ସ୍ଥାନରେ ପହଞ୍ଚିଛି। ଏହାପରେ ଅଧିନାୟକ ରୋହିତ ଶର୍ମା ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ଖୁସିବ୍ୟକ୍ତ କରିବା ସହ ମ୍ୟାଚ୍କୁ ବିରୋଧି ଟିମ୍ ହାତରୁ ଛଡ଼ାଇ…
ଡକାୟତି ଯୋଜନା ପଣ୍ଡ: ୪ ଗିରଫ, ୨ ଫେରାର
ବଡ଼ବିଲ,୨୫ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ଏକ ଡକାୟତି ଯୋଜନାକୁ ପଣ୍ଡ କରିବା ସହ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିସହ ଘଟଣାସ୍ଥଳରୁ ଏକ ଦେଶୀ ପିସ୍ତଲ, ଦୁଇ ରାଉଣ୍ଡ ଗୁଳି, ଦୁଇଟି ଛୁରି, ଲଙ୍କା ଗୁଣ୍ଡ ପାଉଚ ଓ ୬ଟି…
ନଡ୍ଡା-ବୋମ୍ମାଇଙ୍କ ବିରୋଧରେ ମାମଲା ରୁଜୁ କଲା କଂଗ୍ରେସ, ବିଧାନସଭା ନିର୍ବାଚନରେ ଜିତିବା ପାଇଁ ୩୦ ହଜାର କୋଟି ଟଙ୍କା ବଣ୍ଟନ ଷଡଯନ୍ତ୍ର…
ବେଙ୍ଗାଲୁରୁ,୨୫।୧ : ଚଳିତ ବର୍ଷ କର୍ନାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ ଶାସକ ଭାଜପା ଏବଂ ବିରୋଧୀ କଂଗ୍ରେସ ମଧ୍ୟରେ ରାଜନୈତିକ ଛକାପଞ୍ଝା ଜାରି ରହିଛି। ସଦ୍ୟତମ ମାମଲାରେ କଂଗ୍ରେସ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ…
ପ୍ରଥମ ଥର ଲାଗି ବିଶ୍ୱର ଶ୍ରେଷ୍ଠ ଦିନିକିଆ ବୋଲର୍ ହେଲେ ସିରାଜ
ନୂଆଦିଲ୍ଲୀ,୨୫।୧: ଆଇସିସି ଦିନିକିଆ ବୋଲର ମାନ୍ୟତାରେ ପ୍ରଥମ ଥର ଲାଗି ଭାରତୀୟ ଦ୍ରୁତ ବୋଲର୍ ମହମ୍ମଦ ସିରାଜ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ସିରାଜ ନ୍ୟୁଜିଲାଣ୍ଡର ଟେଣ୍ଟ ବୋଲ୍ଟ ଏବଂ ଅଷ୍ଟ୍ରେଲିଆର ଜୋଶ ହାଜଲଉଡ୍ଙ୍କୁ ପଛରେ ପକାଇଛନ୍ତି। ଗତ ୧୨ ମାସରେ…
ଦୁଃଖ ମଧ୍ୟରେ ଖୁସି ଖବର ପାଇଲେ ରିଷଭ ପନ୍ତ
ନୂଆଦିଲ୍ଲୀ,୨୫।୧: ଆଇସିସି ୨୦୨୨ ବର୍ଷର ଟେଷ୍ଟ ଦଳ ଘୋଷଣା କରିଛି। ଏହି ଦଳରେ ବିଶ୍ୱର ବିଭିନ୍ନ ସ୍ଥାନରୁ ଖେଳାଳିମାନେ ସ୍ଥାନ ପାଇଛନ୍ତି, ଯିଏ ଗତ ବର୍ଷ ଟେଷ୍ଟ କ୍ରିକେଟରେ ବଲ ଏବଂ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି ଦଳରେ…
ହିମାଚଳରେ ତୁଷାରପାତ , ୨୬୨ ସଡ଼କ ପଥ ବନ୍ଦ, ୮୮୯ ବିଦ୍ୟୁତ ଲାଇନ ଠପ୍…
ଶିମଲା,୨୫।୧ : ହିମାଚଳ ପ୍ରଦେଶରେ ବର୍ଷା ଓ ତୁଷାରପାତ ଅବ୍ୟାହତ ରହିଛି। ମଙ୍ଗଳବାର ଠାରୁ ରାଜ୍ୟର ଉଚ୍ଚସ୍ଥାନରେ ମଧ୍ୟବର୍ତ୍ତୀ ତୁଷାରପାତ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ବର୍ଷା ଜାରି ରହିଛି। ଏହି କାରଣରୁ ପ୍ରବଳ ଶୀତ ଲହର ବୃଦ୍ଧି ପାଇଛି। ସ୍ପିତିି, ମନାଲି,…
କେସିଆର ଅଷ୍ଟମ ନିଜାମ, ଶୀଘ୍ର ତାଙ୍କ ଶାସନରୁ ମିଳିବ ମୁକ୍ତି, ଭାଜପା ନେତା…
ହାଇଦ୍ରାବାଦ,୨୫।୧ : ଭାରତୀୟ ଜନତା ପାର୍ଟି ତେଲେଙ୍ଗାନା ୟୁନିଟ ସଭାପତି ବାନ୍ଦି ସଞ୍ଜୟ ରାଜ୍ୟ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଉପରେ ବର୍ଷିଛନ୍ତି ଏବଂ କହିଛନ୍ତି ଯେ ଖୁବ ଶୀଘ୍ର ରାଜ୍ୟବାସୀ କେ.ସି.ଆରଙ୍କ ଏକଛତ୍ରବାଦୀ ଶାସନରୁ ମୁକ୍ତ ହେବେ। ମହବୁବନଗରରେ ଅନୁଷ୍ଠିତ…
Archives


