ବିଶ୍ୱକପ୍ ହକି: ସେମିରେ ଜର୍ମାନୀ
ଭୁବନେଶ୍ବର,୨୫।୧(ବ୍ୟୁରୋ): ପୁରୁଷ ହକି ବିଶ୍ବକପର ସେମିଫାଇନାଲରେ ପ୍ରବେଶ କରିଛି ଜର୍ମାନୀ। ବୁଧବାର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା କ୍ବାର୍ଟର ଫାଇନାଲ ମ୍ୟାଚରେ ଜର୍ମାନୀ ସୁଟ୍ଆଉଟ୍ରେ ଇଂଲଣ୍ଡକୁ ପରାସ୍ତ କରିଛି। ସେମିଫାଇନାଲରେ ଜର୍ମାନୀ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଭେଟିବ। ଏହି ମ୍ୟାଚ୍ ଜାନୁଆରୀ ୨୭ରେ ଖେଳାଯିବ।…
କେ.ଏଲ୍.ଙ୍କୁ ଉପହାର: କୋହଲି ଦେଲେ ବିଏମ୍ଡବ୍ଲୁ, ଧୋନୀ ଦେଲେ ୮୦ ଲକ୍ଷର ବାଇକ୍ !
ନୂଆଦିଲ୍ଲୀ,୨୫।୧: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଭାରତୀୟ ଟିମ୍ର ଷ୍ଟାର ଓପନର୍ କେ.ଏଲ୍. ରାହୁଲ। ବଲିଉଡ୍ ଅଭିନେତ୍ରୀ ଆଥିଆ ସେଟ୍ଟୀଙ୍କ ହାତ ଧରିଛନ୍ତି ସେ। ଏହି ବିବାହ ବେଶ ଧୁମ୍ଧାମ୍ରେ ଅନୁଷ୍ଠିତ ହୋଇଥିବା ବେଳେ କେ.ଏଲ୍.ଙ୍କୁ ଉପହାରରେ ବହୁତ ମହଙ୍ଗା ଉପହାର…
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତ୍ରୁଟିପୂର୍ଣ୍ଣ ହିତାଧିକାରୀ ଚୟନ
ରାଇକିଆ,୨୫ା୧(ଡି.ଏନ୍.ଏ.): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତ୍ରୁଟିପୂର୍ଣ୍ଣ ହିତାଧିକାରୀ ଚୟନ ଯୋଗୁ ଅନେକ ଯୋଗ୍ୟ ହିତାଧିକାରୀ ତାଲିକାଭୁକ୍ତ ହୋଇପାରିନାହାନ୍ତି। ଅନ୍ୟପକ୍ଷରେ ଅଯୋଗ୍ୟ ହିତାଧିକାରୀ ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ସ୍ବଚ୍ଛଳ ଅଛନ୍ତି ସେମାନେ ତାଲିକାରେ ସ୍ଥାନ ପାଇଛନ୍ତି। ରାଜ୍ୟ ସରକାର ତୁରନ୍ତ ଏହି ତ୍ରୁଟିପୂର୍ଣ୍ଣ…
ବାବା ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ କ୍ଲିନ୍ଚିଟ୍
ନାଗପୁର,୨୫।୧: ଅନ୍ଧବିଶ୍ୱାସ ବିସ୍ତାର ପ୍ରସଙ୍ଗରେ ନାଗପୁର ପୋଲିସ ବାଗେଶ୍ୱର ଧାମର ପୀଠାଧୀଶ ପଣ୍ଡିତ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ କ୍ଲିନ୍ଚିଟ୍ ପ୍ରଦାନ କରିଛି। ନାଗପୁର ପୋଲିସ କହିଛି ଯେ, ମହାରାଷ୍ଟ୍ର ଅନ୍ଧଶ୍ରଦ୍ଧା ନିର୍ମୁଲନ ସମିତିର ଅଭିଯୋଗ ଯାଞ୍ଚ୍ କରିବା ପରେ ନାଗପୁର କାର୍ଯ୍ୟକ୍ରମରେ ଧୀରେନ୍ଦ୍ର…
ସରକାରଙ୍କ ସ୍ବାଧୀନତା ସଂଗ୍ରାମୀ ତାଲିକାରେ ମହେଶ୍ୱରଙ୍କ ନାଁ ନାହିଁ
ସିମୁଳିଆ,୨୫ା୧(ଡି.ଏନ୍.ଏ.): ସମଗ୍ର ଦେଶ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କରିବ। ସରକାରଙ୍କ ସ୍ବାଧୀନତା ସଂଗ୍ରାମୀ ତାଲିକାରେ ନାଁ ନ ଥାଇ ମଧ୍ୟ ୯୩ ବର୍ଷରେ ଚଳ ଚଞ୍ଚଳ ଅଛନ୍ତି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା ପଞ୍ଚାୟତ କୁଟାରୀ ଅଞ୍ଚଳର ମହେଶ୍ୱର…
ବଢ଼ୁଛି ଷ୍ଟାରଡମ୍: ବିଗ୍ବସ୍ ପରେ ଏବେ ‘ବିଗ୍ ବ୍ରଦର’ ୟୁକେରେ ନଜର ଆସିବେ ଅବ୍ଦୁ
ବମ୍ବେ: ବିଗ୍ବସ୍ ୧୬ରେ ସବୁଠାରୁ ଚର୍ଚ୍ଚିତ ପ୍ରତିଯୋଗୀଙ୍କ ମଧ୍ୟରୁ ଜଣେ ଥିଲେ ଅବ୍ଜୁ ରୋଜିକ୍। ତାଜାକିସ୍ତାନରୁ ଆସିଥିବା ଅବ୍ଦୁ ଲୋକପ୍ରିୟ ରିଆଲିଟି ଶୋ’ରେ ଭାଗ ନେଇ ରାତାରାତି ଷ୍ଟାରଡମ୍ ପାଇଥିଲେ। ଏବେ ତାଙ୍କ ଲୋକପ୍ରିୟତା ଏତେ ବଢ଼ି ଯାଇଛି ଯେ ତାଙ୍କୁ…
ମନ୍ତ୍ରୀଙ୍କୁ ଏକ ବର୍ଷ ଜେଲ୍
ଲକ୍ଷ୍ନୌ,୨୫।୧: ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରୀ ନନ୍ଦ ଗୋପାଳ ଗୁପ୍ତା ନନ୍ଦୀଙ୍କୁ ଏସସି-ଏସଟି ଅଧିନିୟମ ଅନୁଯାୟୀ ଏକ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଏହା ସହିତ ୧୦,୦୦୦ ଟଙ୍କା ଜରିମାନା ମଧ୍ୟ ଲାଗୁ କରାଯାଇଛି। ଏହି ଘଟଣାରେ ମୁଟିଗଞ୍ଜ ପୋଲିସ ଷ୍ଟେସନରେ ଏକ…
ମା’ଙ୍କ ମଙ୍ଗଳସୂତ୍ର ପିନ୍ଧିଥାନ୍ତି ଏହି ଲୋକପ୍ରିୟ ଗାୟକ, କାରଣ ଜାଣିଲେ…
ବମ୍ବେ: ବାପାଙ୍କ ମୃତ୍ୟୁ ପରେ ମା’ଙ୍କ ମଙ୍ଗଳସୂତ୍ର ପିନ୍ଧୁଛନ୍ତି ଲୋକପ୍ରିୟ ଗାୟକ ପଳାଶ ସେନ। କଥାଟି ଅନେକଙ୍କୁ ଅଜବ ଲାଗିପାରେ। ହେଲେ ସେ ଯେବେ ବି ଷ୍ଟେଜକୁ ଯାଆନ୍ତି ମଙ୍ଗଳସୂତ୍ର ପିନ୍ଧି ଗାଇବାକୁ ପସନ୍ଦ କରନ୍ତି। ଏକ ସାକ୍ଷାତକାରରେ ଏହି କଥା…
ମନି ଲଣ୍ଡରିଂ ମାମଲା: ଟିଏମ୍ସି ମୁଖପାତ୍ର ଗିରଫ
ନୂଆଦିଲ୍ଲୀ,୨୫।୧: ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତୃଣମୂଳ କଂଗ୍ରେସ (ଟିଏମସି) ମୁଖପାତ୍ର ସାକେତ ଗୋଖଲେଙ୍କୁ ଗିରଫ କରିଛି। ଇଡି ଅଧିକାରୀ ଏହା ନିଶ୍ଚିତ କରିଛନ୍ତି। ଇଡି ଗୋଖଲେଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରିବ ବୋଲି ସୂତ୍ରରୁ ପ୍ରକାଶ। ଦାନ…
ପୁଅର ଖଣ୍ଡାଚୋଟରେ ବାପା ମୃତ
ଛତ୍ରପୁର,୨୫ା୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ଗାଁ ମଠସାହିରେ ହତ୍ୟାକାଣ୍ଡ ଘଟିଛି। ବାପା ପାଣ୍ଡ ମହାଙ୍କୁଡ (୬୦)ଙ୍କୁ ପୁଅ ସଞ୍ଜୟ ଖଣ୍ଡାରେ ହାଣି ହତ୍ୟା କରିଛନ୍ତି। ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ ଘଟିଥିବା ଏସ୍ଆଇ ସିଲୁ ଧଳ ସୂଚନା…
ସୂର୍ଯ୍ୟକୁମାର ବର୍ଷର ସର୍ବଶ୍ରେଷ୍ଠ ଟି-୨୦ କ୍ରିକେଟର୍
ନୂଆଦିଲ୍ଲୀ,୨୫।୧: ଭାରତର ଷ୍ଟାର କ୍ରିକେଟର ସୂର୍ଯ୍ୟକୁମାର ଯାଦବଙ୍କୁ ଆଇସିସି ଦ୍ୱାରା ୨୦୨୨ ବର୍ଷର ଶ୍ରେଷ୍ଠ ଟି -୨୦ ପୁରୁଷ କ୍ରିକେଟର ଭାବେ ମନୋନୀତ କରାଯାଇଛି। ଅଷ୍ଟ୍ରେଲିଆର ତାହିଲା ମ୍ୟାକଗ୍ରାଥ ୨୦୨୨ର ଶ୍ରେଷ୍ଠ ମହିଳା କ୍ରିକେଟର ପୁରସ୍କାର ମିଳିଛି। ୨୦୨୨ରେ ସୁର୍ଯ୍ୟକୁମାର ୩୧…
ବହୁ ପ୍ରତୀକ୍ଷିତ ଫିଲ୍ମ ‘କିସି କା ଭାଇ କିସି କି ଜାନ’ ଟିଜର ରିଲିଜ୍
ଶେଷରେ ବଲିଉଡର ମେଗା ସୁପରଷ୍ଟାର ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କିସି କା ଭାଇ କିସି କି ଜାନ’ର ଟିଜର ମୁକ୍ତିଲାଭ କରିଛି। ଟିଜର୍କୁ ଦର୍ଶକ ବେଶ୍ ପ୍ରଶଂସା ମଧ୍ୟ କରୁଛନ୍ତି। ଏହି ଫିଲ୍ମ ଟିଜରରେ ସଲମାନ୍ ଜଣେ ଦକ୍ଷିଣ…
Archives


