Home

ପଞ୍ଚଭୂତରେ ଲୀନ ହେଲେ ଅଭିନେତା ପିଣ୍ଟୁ

ପୁରୀ ଅଫିସ,୩।୩: ପଞ୍ଚଭୂତରେ ବିଲୀନ ହେଲେ ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦ। ଶୁକ୍ରବାର ପୁରୀ ସ୍ବର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବଡ଼ଭାଇ ଅଭିରାମଙ୍କ ପୁଅ ସାଇ ତାଙ୍କୁ ମୁଖାଗ୍ନି ଦେଇଛନ୍ତି। ଏହି ସମୟରେ ସ୍ବର୍ଗଦ୍ୱାରରେ ଶୋକକୂଳ ପରିବେଶ ସୃଷ୍ଟି ହୋଇଥିଲା।…

କଫ୍‌ ସିରପ୍‌ ମୃତ୍ୟୁ ମାମଲା: ଫାର୍ମା କମ୍ପାନୀର ୩ଅଧିକାରୀ ଗିରଫ

ନୋଏଡା,୩।୩: ଉଜ୍‌ବେକିସ୍ତାନରେ କଫ୍‌ ସିରପ୍‌ ପିଇ ହୋଇଥିବା ମୃତ୍ୟୁ ଘଟଣାରେ ନୋଏଡା ସ୍ଥିତ ଏକ ଫାର୍ମା କମ୍ପାନୀର ୩ ଅଧିକାରୀଙ୍କୁ ପୋଲିସ ଗିରଫ କରିଛି। ଉଜବେକିସ୍ତାନ ଡିସେମ୍ବରରେ ଦାବି କରିଥିଲା ଯେ, ଭାରତୀୟ କଫ୍‌ ସିରପ ଯୋଗୁ ତାଙ୍କ ଦେଶରେ ୧୮ଜଣ…

ଭାଜପା ବିଧାୟକ ପୁଅଙ୍କ ଘରୁ ମିଳିଲା ନଗଦ ୬କୋଟି: ମୁଖ୍ୟମନ୍ତ୍ରୀ କହିଲେ, ଦୁର୍ନୀତି ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ବେଙ୍ଗାଲୁରୁ,୩।୩: କର୍ନାଟକରେ ଭାଜପା ବିଧାୟକ ମାଦାଲ ବିରୁପକ୍ଷପ୍ପାଙ୍କ ପୁଅ ପ୍ରଶାନ୍ତ କୁମାର ଜଣେ ଠିକାଦାରଙ୍କଠାରୁ ୪୦ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିଲେ। ଏହି ଘଟଣାର ଗୋଟିଏ ଦିନ ପରେ ଲୋକାଯୁକ୍ତ ପୋଲିସ ବିଧାୟକଙ୍କ ପୁଅଙ୍କ ଘରୁ ନଗଦ ୬କୋଟି ଟଙ୍କା ଜବତ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମାଣିକ ଶାହା

ଅଗରତାଲା,୩।୩: ଭାଜପା ନେତା ମାଣିକ ଶାହା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ମାଣିକ ଶାହା ନିଜର ଇସ୍ତଫା ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ହସ୍ତାନ୍ତର କରିଛନ୍ତି। ରାଜଭବନରୁ ବାହାରକୁ ଆସିବା ବେଳେ ମାଣିକ ଶାହା ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି।…

ଅମରନାଥ ଯାତ୍ରା ପ୍ରସ୍ତୁତି ପାଇଁ ସରକାର ଆକ୍ଟିଭ୍‌: ରାସ୍ତାରେ ଜମିଥିବା ବରଫକୁ ହଟାଇବ ବିଆରଓ ଟିମ୍‌

ନୂଆଦିଲ୍ଲୀ,୩।୩: ଜମ୍ମୁ-କଶ୍ମୀର ସରକାର ଏବଂ ଅମରନାଥ ଶ୍ରାଇନ୍‌ ବୋର୍ଡ ପକ୍ଷରୁ ଚଳିତ ବର୍ଷର ଅମରନାଥ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳିତଥର ସେନାର ରୋଡ ୱିଙ୍ଗର ଇଞ୍ଜିନିୟରମାନଙ୍କୁ ସାହାଯ୍ୟ କରିବାକୁ ମୁତୟନ କରାଯାଇଛି। ଅମରନାଥ ଯାତ୍ରାର ଇତିହାସରେ ପ୍ରଥମ ଥର…

ସନ୍ତୋଷ ଟ୍ରଫି ଫୁଟ୍‌ବଲ

ଘରୋଇ ଫୁଟ୍‌ବଲର ମର୍ଯ୍ୟାଦାଜନକ ଟୁର୍ନାମେଣ୍ଟ ସନ୍ତୋଷ ଟ୍ରଫି ୨୦୨୨-୨୩ ସିଜନର ସେମିଫାଇନାଲ ପର୍ଯ୍ୟାୟ ଶେଷ ହୋଇଛି। ଏଥର ପ୍ରତିଯୋଗିତାର ନକ୍‌ଆଉଟ ମ୍ୟାଚଗୁଡ଼ିକ ସାଉଦି ଆରବର କିଙ୍ଗ୍‌ ଫହଦ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଅନୁଷ୍ଠିତ ହେଉଛି। ପ୍ରଥମ ସେମିଫାଇନାଲରେ ପଞ୍ଜାବକୁ ହରାଇ ମେଘାଳୟ ଏବଂ…

ଆଇଡବ୍ଲ୍ୟୁଏଲ୍‌ ଟାଇଟଲ ଲକ୍ଷ୍ୟରେ ଶ୍ରଦ୍ଧାଞ୍ଜଳି

ଦୃଢ଼ ଇଚ୍ଛା ଓ ଅଧ୍ୟବସାୟ ବଳରେ ସବୁକିଛି ସମ୍ଭବ ବୋଲି ପ୍ରମାଣିତ କରିଛନ୍ତି ଶ୍ରଦ୍ଧାଞ୍ଜଳି ପଣ୍ଡା। କେନ୍ଦ୍ରାପଡ଼ା ଆଳିରୁ ଆସିଥିବା ଏହି ୨୪ ବର୍ଷୀୟା ମହିଳା ଫୁଟ୍‌ବଲର ଅନେକ ବାଧାବିଘ୍ନ ଅତିକ୍ରମ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।…

ମୋଦିଙ୍କ ଏହି ଯୋଜନାକୁ ପ୍ରଶଂସା କଲେ ରାହୁଲ ଗାନ୍ଧୀ

ଲଣ୍ଡନ,୩।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବ୍ରିଟେନ ଗସ୍ତରେ ଅଛନ୍ତି। ଏହି ଅବସରରେ ସେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ବିଜ୍‌ନେସ୍‌ ସ୍କୁଲର ଛାତ୍ରୀଛାତ୍ରଙ୍କୁ ସମ୍ବୋଧିତ କରିଥିଲେ। ନିଜ ସମ୍ବୋଧନରେ ରାହୁଲ ଗାନ୍ଧୀ ଦେଶର ମୋଦି ସରକାରଙ୍କ ଉପରେ ଟାର୍ଗେଟ୍‌ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି…

ବିବାହ ସରିଥିଲା, ଭୋଜି ପୂର୍ବରୁ ଚାଲିଗଲା ବରଙ୍କ ଜୀବନ

ବାଲେଶ୍ୱର ଅଫିସ,୩ା୩: ବିବାହ ସରିଥିଲା। ଭୋଜି ପାଇଁ ଘରେ ବନ୍ଧୁବାନ୍ଧବ ଆସି ପହଞ୍ଚିଥିଲେ। ମାତ୍ର ତା’ ପୂର୍ବରୁ ଘଟିଛି ଅଘଟଣ। ବିବାହ ଭୋଜି ଦିନ ହିଁ ପୋଖରୀରେ ବୁଡ଼ି ବରଙ୍କ ଜୀବନ ଯାଇଛି। ଖନ୍ତାପଡ଼ା ଥାନା ଖଡୁପାହି ଗାଁର ଯୁବକ ଅଜୟ…

କ୍ରେଗ ଫୁଲଟନ ହେଲେ ଭାରତୀୟ ପୁରୁଷ ହକି ଦଳର ନୂଆ କୋଚ

ଭାରତ,୩।୩: ହକି ଇଣ୍ଡିଆ ଭାରତୀୟ ପୁରୁଷ ହକି ଦଳର ନୂତନ କୋଚଙ୍କ ନାମ ଶୁକ୍ରବାର ଘୋଷଣା କରିଛି। ଦକ୍ଷିଣ ଆଫ୍ରିକାର ୪୮ ବର୍ଷୀୟ କ୍ରେଗ ଫୁଲଟନ ମୁଖ୍ୟ କୋଚ ଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି ହକି ଇଣ୍ଡିଆ ସୂଚନା ଦେଇଛି।…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ

ଭବାନୀପାଟଣା,୩ା୩(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା କେବିକେ-୧ କ୍ଷୁଦ୍ର ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ କନ୍ଦର୍ପ ପ୍ରଧାନ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଭବାନୀପାଟଣାସ୍ଥିତ କ୍ୱାର୍ଟର ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଆୟ ବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଚଢ଼ାଉ…

କସାଗୁମୁଡ଼ା ବିଡିଓଙ୍କୁ ପଟ୍ଟାଙ୍ଗି ବଦଳି

ପଟାଙ୍ଗି,୩ା୩(ଡି.ଏନ୍‌.ଏ.): ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପ୍ରକାଶିତ ପାଇଥିବା ବିଜ୍ଞାପନ ତଥା ଚିଠି ଅନୁସାରେ ରାଜ୍ୟର ଓଏଏସ୍‌ ଅଧିକାରୀମାନଙ୍କୁ ବିଭିନ୍ନ ବ୍ଲକରୁ ବିଡିଓଙ୍କୁ ବଦଳି କରାଯାଇଥିବା ଜଣାପଡ଼ିଛି। ରାଜ୍ୟ ପଞ୍ଚାୟତ ବିଭାଗର ଚିଠି ଅନୁଯାୟୀ, ରାଜ୍ୟର ବିଭିନ୍ନ ବ୍ଲକର ୨୨ଜଣ ବିଡିଓଙ୍କ କ୍ଷେତ୍ରରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri