Home

ଗାବନର ବୈଦେଶିକ ମନ୍ତ୍ରୀ ମିସେଲ ମୋସା ଆଡାମୋଙ୍କ ପରଲୋକ, ଶୋକ ପ୍ରକାଶ କଲେ ଜୟଶଙ୍କର…

ଲିବ୍ରେଭିଲେ,୨୧।୧ : ଗାବନର ବୈଦେଶିକ ମନ୍ତ୍ରୀ ମିସେଲ ମୋସା ଆଡାମୋଙ୍କ ଦେହାନ୍ତ ହୋଇଛି। ଗାବନର ରାଷ୍ଟ୍ରପତି ଅଲି ବଙ୍ଗୋ ଓଡିମ୍ବା ଏକ ଟୁଇଟରେ ତାଙ୍କୁ ଗାବନଙ୍କ ପାଇଁ ଏକ ବଡ କ୍ଷତି ବୋଲି ବର୍ଣ୍ଣନା କରିଛନ୍ତି ଏବଂ ତାଙ୍କୁ ଜଣେ ମହାନ…

ବହୁ ପ୍ରତୀକ୍ଷା ପରେ ୫୦୬ ଏକର ସିଲିଂ ଜମିକୁ ନିଜ ଦଖଲକୁ ନେଲେ ଜିଲା ପ୍ରଶାସନ

ରାୟଗଡ଼ା,୨୧/୧(ସ୍ୱ.ପ୍ର.)- ତହସିଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ରହିଥିବା ୫୦୬ ଏକର ସିଲିଂ ଜମି ନିଜ କବଜାକୁ ନେଲା ପ୍ରଶାସନ। ବନ୍ଦ ପଡ଼ିଥିବା ଜେଏସକୋ କାରଖାନା ଅଧିନରେ ରହିଥିବା ଏହି ଜମି ଆଜି ନିଜ ଅଧିନକୁ ଆଣିଛି ପ୍ରଶାସନ। ଏଥିସହ ରାଜସ୍ୱ ବିଭାଗର…

ଭାରତର ବୋଲିଂରେ ନ୍ୟୁଜିଲାଣ୍ଡ ଧରାଶାୟୀ…

ରାୟପୁର,୨୧।୧ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଅର୍ନ୍ତଜାତୀୟ ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚ ରାୟପୁରରେ ଜାରି ରହିଛି। ଭାରତୀୟ ଦଳ ଏହି ମ୍ୟାଚ ଜିତିବାକୁ ଏବଂ ସିରିଜକୁ ନିଜ ନାମ କରିବାକୁ ଚାହୁଁଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା…

ସୁସ୍ଥତା ହାର ୯୮.୮୦ ପ୍ରତିଶତ, ବିଏଫ୍‌.୭ ଭାରିଆଣ୍ଟ ନେଇ ସତର୍କ ରହିବାକୁ ପରାମର୍ଶ…

ନୂଆଦିଲ୍ଲୀ, ୨୧।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। ଗତ ୨୪…

ଚା’ ପିଇ ୭୬ ବର୍ଷ

କୋଲକାତା: ସୁସ୍ଥ ଶରୀର ପାଇଁ ପୋଷକତତ୍ତ୍ୱର ଆବଶ୍ୟକତା ରହିଛି। ଶରୀର ପାଇଁ ଜରୁରୀ ଭିଟାମିନ୍‌ ସବୁ ଖାଦ୍ୟରୁ ମିଳିଥାଏ। ପଶ୍ଚିମବଙ୍ଗର ଜଣେ ମହିଳା ବିନା ଖାଦ୍ୟରେ ୭୬ ବର୍ଷ କାଟିସାରିଛନ୍ତି। ହୁଗଳି ଜିଲା ବେଲଡିହ ଗ୍ରାମରେ ଅନୀମା ଚକ୍ରବର୍ତ୍ତୀଙ୍କ ଘର। କେବଳ…

ରିଲିଜ୍‌ ଆଗରୁ ବୁକିଂରେ ୧୨ କୋଟି ରୋଜଗାର

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଶାହରୁଖ୍‌ ଖାନ୍‌ଙ୍କ ଆଗାମୀ ଚଳଚ୍ଚିତ୍ର ‘ପଠାନ’କୁ ନେଇ ଅନେକ ବିବାଦ ଦେଖାଦେଇଥିଲା। ଏହା ମଧ୍ୟରେ ଫିଲ୍ମ ଆସନ୍ତା ୨୫ରେ ରିଲିଜ୍‌ ହେଉଛି। ଦର୍ଶକ ଏହାକୁ ନେଇ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ବିଦେଶରେ ‘ପଠାନ’ ଆଡଭାନ୍ସ ଟିକେଟ୍‌…

୨.୭ କେଜିର ବେଙ୍ଗ

କାନବେରା: ଉତ୍ତର ଅଷ୍ଟ୍ରେଲିଆର କୁଇନ୍ସଲାଣ୍ଡ ଜିଲାରେ ଅବସ୍ଥିତ କନ୍‌ୱେ ଜାତୀୟ ଉଦ୍ୟାନରୁ ଏକ ବିଶାଳକାୟ ବିଷାକ୍ତ ବେଙ୍ଗ ଉଦ୍ଧାର ହୋଇଛି। ସେହି ବେଙ୍ଗର ଓଜନ ୨.୭ କିଲୋଗ୍ରାମ, ଯାହାକି ଜଣେ ନବଜାତ ଶିଶୁର ଓଜନ ସହ ସମାନ। ଅଷ୍ଟ୍ରେଲୀୟ ରେଞ୍ଜର ଏହି…

୧୨୪ ଏକରରେ ମେସିଙ୍କ ଚିତ୍ର

ବ୍ୟୁନସ୍‌ ଆୟର୍ସ: ଗତ ମାସରେ କାତାରରେ ଆୟୋଜିତ ଫିଫା ୱାଲର୍‌ଡ କପ୍‌ରେ ଆର୍ଜେଣ୍ଟିନା ଚାମ୍ପିୟନ ହୋଇଥିଲା। ଏଥିରେ ଲିଓନେଲ ମେସିଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ଏହି ବିଜୟ ପାଇଁ ଦେଶରେ ଅନେକ ପ୍ରକାର ଉତ୍ସବ ଅନୁଷ୍ଠିତ ହୋଇଥିଲା। ତେବେ ଆର୍ଜେଣ୍ଟିନାର…

୧୦ କୁମ୍ଭୀର ମମି ଠାବ

କାଇରୋ: ପ୍ରତ୍ନତତ୍ତ୍ୱବିତ୍‌ମାନେ ଇଜିପ୍ଟରେ ୨୫୦୦ ବର୍ଷ ପୂର୍ବର ୧୦ଟି କୁମ୍ଭୀର ମମି ଠାବ କରିଛନ୍ତି। ଇଜିପ୍ଟ ପରମ୍ପରାରେ କୁମ୍ଭୀରଙ୍କ ପ୍ରମୁଖ ଭୂମିକା ରହିଥିବାରୁ ପ୍ରଥା ଅନୁସାରେ ସେମାନଙ୍କ ମୃତଦେହକୁ ପୋତା ଯାଉଥିଲା। ଠାବ ହୋଇଥିବା ଉକ୍ତ ୧୦ କୁମ୍ଭୀର ପ୍ରାପ୍ତବୟସ୍କ। ନୀଳ…

ଡ୍ର ମ୍ୟାଚରେ ଶୁଭ୍ରାଂଶୁଙ୍କ ଶତକ

ଭୁବନେଶ୍ୱର,୨୧।୧(କ୍ରୀଡ଼ା ପ୍ରତିନିଧି): ମିରୁଟରେ ଶୁକ୍ରବାର ଶେଷ ହୋଇଥିବା ଓଡ଼ିଶା-ଉତ୍ତର ପ୍ରଦେଶ ରଣଜୀ ଟ୍ରଫି ମ୍ୟାଚ ଡ୍ର ରହିଛି। ଓଡ଼ିଶା ଦଳର ଅଧିନାୟକ ଶୁଭ୍ରାଂଶୁ ସେନାପତି ଶତକ ହାସଲ କରି ଉଲ୍ଲେଖନୀୟ ସଫଳତା ପାଇଥିବାବେଳେ ଓପନର ଅନୁରାଗ ଷଡ଼ଙ୍ଗୀ ୯୧ ରନର ଇନିଂସ…

ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ ଆଜି

ରାୟପୁର, ୨୧।୧ (ପି.ଟି.): ଭାରତ ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ ଏଠାରେ ଶନିବାର ଖେଳାଯିବ। ଏଥିରେ ବିଜୟ ଲାଭ କରି ୨-୦ରେ ଅଗ୍ରଣୀ ସହ ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ଆଗୁଆ କବ୍‌ଜା…

ଫୁଟ୍‌ବଲର ଆଲ୍‌ଭେସ୍‌ ସ୍ପେନ୍‌ରେ ଗିରଫ

ବାର୍ସିଲୋନା,୨୧।୧ (ଏପି): ବ୍ରାଜିଲ ଫୁଟ୍‌ବଲ ଖେଳାଳି ଡାନି ଆଲ୍‌ଭେସ୍‌ ଶୁକ୍ରବାର ଗିରଫ ହୋଇଛନ୍ତି। ସ୍ପେନ୍‌ରେ ସେ ଜଣେ ମହିଳାଙ୍କୁ ଟଣାଓଟରା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ଡିସେମ୍ବର ୩୧ରେ ବାର୍ସିଲୋନାସ୍ଥିତ ଏକ ନାଇଟ୍‌ କ୍ଲବରେ ଘଟିଥିଲା। ଆଲ୍‌ଭେସ୍‌ଙ୍କୁ କୋର୍ଟରେ ହାଜର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri