ସହର ଗଳିରେ ଆବର୍ଜନା ଦୁର୍ଗନ୍ଧ
ଭୁବନେଶ୍ୱର,୨୩।୧(ବ୍ୟୁରୋ):ହକି ବିଶ୍ୱକପ୍କୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରର ସୌନ୍ଦଯର୍ୟକରଣକୁ ଗୁରୁତ୍ୱ ଦିଆଯାଉଥିବା ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ କୁହାଯାଉଛି। ସହରର ବାସ୍ତବ ଚିତ୍ର କିନ୍ତୁ କିଛି ଭିନ୍ନ କଥା ବଖାଣୁଛି। ରାଜଧାନୀର ପ୍ରମୁଖ ରାସ୍ତା ଓ ଛକଗୁଡ଼ିକୁ ବାଦ୍ଦେଲେ ଅଧିକାଂଶ ସ୍ଥାନରେ…
ସାମ୍ବାରେ ଭାରତ ଯୋଡ଼ୋ ଯାତ୍ରା
ସାମ୍ବା,୨୩।୧(ପି.ଟି.): ଜମ୍ମୁ-କଶ୍ମୀରରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ରବିବାର ୨୧ କିଲୋମିଟର ଅତିକ୍ରମ କରିବା ପରେ ଅପରାହ୍ନରେ ସାମ୍ବାରେ ପହଞ୍ଚତ୍ଛି। ଜମ୍ମୁରେ ଶନିବାର ଦୁଇଟି ବିସ୍ଫୋରଣ ଘଟିଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ ହୋଇଥିଲା। ରାହୁଲ…
ଏପଟେ ଝଲସୁଛି, ସେପଟେ ଅନ୍ଧାର
ଭୁବନେଶ୍ୱର,୨୩।୧(ବ୍ୟୁରୋ):ହକି ବିଶ୍ୱକପ୍କୁ ନେଇ କଳିଙ୍ଗ ଷ୍ଟାଡିୟମ୍ ଓ ଆଖପାଖ ଅଞ୍ଚଳ ରଙ୍ଗିନ ଆଲୋକମାଳାରେ ଝଲସୁଛି। ସେପଟେ ଡଟ୍ଫେଷ୍ଟ ଆୟୋଜିତ ହେଉଥିବା ୟୁନିଟ୍-୩ ଅଞ୍ଚଳର ଆଲୋକୀକରଣ ଆଖି ଝଲସେଇ ଦେଉଛି। ତେବେ ଆଲୋକର ଆବଶ୍ୟକତା ରହିଥିବା ସହରର ଅନେକ ଅଞ୍ଚଳ ଏବେ ବି…
ଗାଁ ଗଣ୍ଡାରେ ସରକାର ବିରୋଧରେ ଆନ୍ଦୋଳନ କରିବ ଭାଜପା
ଭୁବନେଶ୍ବର,୨୩ା୧(ବ୍ୟୁରୋ):ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ନିକଟରେ ଓଡ଼ିଶା ଆସି ରାଜ୍ୟ ସରକାରଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ଉପରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ତେବେ ଏଠାରେ ସରକାରକୁ କିଏ ଚଳାଉଛି ଜଣାପଡୁ ନାହିଁ ବୋଲି ନଡ୍ଡା ନିକଟରେ ଓଡ଼ିଶା…
ବିଦେଶୀ ଘୋଷଣାର ୯ ବର୍ଷ ପରେ ନାଗରିକତ୍ୱ ପ୍ରମାଣ ଲାଗି ସୁଯୋଗ
ଗୁଆହାଟୀ,୨୩।୧(ଆଇଏଏନ୍ଏସ୍): ଆସାମ କରିମଗଞ୍ଜ ଜିଲା ବାସିନ୍ଦା ରଞ୍ଜିତ ଦାସଙ୍କ ନାଗରିକତ୍ୱକୁ ନେଇ ବିବାଦ ଦେଖାଦେଇଥିଲା। ସ୍ଥାନୀୟ ଫରେନର୍ସ ଟ୍ରିବ୍ୟୁନାଲଙ୍କ ନିକଟରେ ସେ ଦାଖଲ କରିଥିବା ଅଧିକାଂଶ ଦସ୍ତାବିଜ୍ରେ ତାଳମେଳ ନ ଥିବାରୁ ୯ ବର୍ଷ ପୂର୍ବେ କୋର୍ଟ ତାଙ୍କୁ ବିଦେଶୀ ଘୋଷଣା…
୯୩% ସମ୍ପତ୍ତି ହରାଇଛନ୍ତି ଚାଇନା ବିଲିୟନେୟାର ହୁଇ କା ୟାନ୍
ବେଜିଂ, ୨୩।୧: ଚାଇନା ଏଭରଗ୍ରାଣ୍ଡ ଗ୍ରୁପ୍ର ଚେୟାରମ୍ୟାନ୍ ହୁଇ କା ୟାନ୍ଙ୍କୁ ନିଜ ସମ୍ପତ୍ତିର ୯୩% ହରାଇବାକୁ ପଡ଼ିଛି। ହୁଇଙ୍କ ସମ୍ପତ୍ତି ୪୨ ବିଲିୟନ୍ ଡଲାରରୁ ବର୍ତ୍ତମାନ ୩ ବିଲିୟନ୍ ଡଲାରରେ ଯାଇ ପହଞ୍ଚିଛି। ପୂର୍ବରୁ ଏସିଆର ସବୁଠୁ ଧନୀ ବ୍ୟକ୍ତି…
ଦିଲ୍ଲୀ ଗଲେ ଭୁଞ୍ଜିଆ ଦମ୍ପତି
ନୂଆପଡ଼ା ଅଫିସ,୨୩ା୧: ଦିଲ୍ଲୀରେ ହେବାକୁ ଥିବା ଜାତୀୟ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ ନୂଆପଡ଼ା ଜିଲାର ଆଦିବାସୀ ଦମ୍ପତି ଭୁଜବଳ ମାଝି ଓ ସ୍ତ୍ରୀ କୁଞ୍ଜବାଇ ମାଝି। ରାଷ୍ଟ୍ରପତି ଭବନରୁ ଏ ନେଇ ନିମନ୍ତ୍ରଣ ପାଇବା ପରେ ଶନିବାର ଅପରାହ୍ନରେ ଏହି…
ଜୋଷୀମଠ ଦବିବା ପଛରେ ଗାଏବ ପୁଷ୍କରିଣୀ
ଡେରାଡୁନ୍,୨୩।୧: ଉତ୍ତରାଖଣ୍ଡର ଜୋଷୀମଠ ସହର ଓ ଏହାର ଆଖପାଖ ଦବୁଥିବାରୁ ଅନେକ ଘର ଓ ରାସ୍ତାଘାଟରେ ଫାଟ ହୋଇ ବିପଦ ସୃଷ୍ଟି କରିଛି। ଉକ୍ତ ବିପଦସଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା ଲାଗି ପ୍ରଶାସନ ଉଦ୍ୟମ ଚଳାଇଛି। ଜୋଷୀମଠ ବାସିନ୍ଦାଙ୍କ କହିବା…
ଶ୍ରଦ୍ଧା ହତ୍ୟା ମାମଲାରେ ୩ ହଜାର ପୃଷ୍ଠାର ଚାର୍ଜଶିଟ୍
ନୂଆଦିଲ୍ଲୀ,୨୩।୧: ଦିଲ୍ଲୀର ବହୁଚର୍ଚ୍ଚିତ ଶ୍ରଦ୍ଧା ଓ୍ବାଲ୍କର ହତ୍ୟା ମାମଲାରେ ପୋଲିସ ୩,୦୦୦ ପୃଷ୍ଠାର ଚାର୍ଜଶିଟ୍ ପ୍ରସ୍ତୁତ କରିଛି। ଏଥିରେ ଫୋରେନ୍ସିକ୍ ଏବଂ ଇଲେକ୍ଟ୍ରୋନିକ୍ ପ୍ରମାଣ ସହ ୧୦୦ ଜଣ ସାକ୍ଷୀଙ୍କ ବୟାନକୁ ରେକର୍ଡ କରାଯାଇଛି। ପୋଲିସ ଅଧିକାରୀମାନେ ଏହି ଅଭିଯୋଗ ଫର୍ଦ୍ଦ…
ବଳାତ୍କାରକୁ ନା କରିବାରୁ ହତ୍ୟା
ହଜାରିବାଗ,୨୩ା୧: ଜାନୁୟାରୀ ୭ ତାରିଖର ଘଟଣା। ଝାଡ଼ଖଣ୍ଡର ହଜାରିବାଗରେ ଜଣେ ୨୩ ବର୍ଷୀୟା ମହିଳାଙ୍କୁ ତାଙ୍କ ସମ୍ପର୍କୀୟମାନେ ବଳାତ୍କାର ଉଦ୍ୟମ କରିଥିଲେ। ମହିଳା ଜଣକ ଏହାକୁ ପ୍ରତିରୋଧ କରିବାରୁ ସେମାନେ ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଅଁା ଲଗାଇଦେଇଥିଲେ। ତାଙ୍କ ଶରୀରର…
ଗ୍ରୀଷ୍ମ ଆରମ୍ଭ ନ ହେଉଣୁ ଜଙ୍ଗଲରେ ନିଆଁ
ନୀଳଗିରି,୨୩ା୧(ସ୍ବ.ପ୍ର):ଗ୍ରୀଷ୍ମଋତୁ ଆରମ୍ଭ ନ ହେଉଣୁ ବାଲେଶ୍ୱର ଜିଲା ନୀଳଗିରିସ୍ଥିତ ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ନିଅଁା ଲାଗିଛି। ସଜନାଗଡ଼ ପଞ୍ଚାୟତ ଅନ୍ତର୍ଗତ ନୂଆସାହି ଗ୍ରାମ ନିକଟରେ ରବିବାର ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଏହି ନିଅଁା ଲାଗିଥିବା ଦେଖିବାକୁ ମିଳିଥିଲା। ଖବରପାଇ ବନବିଭାଗ…
ମହାପ୍ରଭୁଙ୍କୁ ଦର୍ଶନ କଲେ ଅନୁପମ୍ ଖେର୍
ପୁରୀ ଅଫିସ,୨୩ା୧: ବଲିଉଡ୍ ଅଭିନେତା ଅନୁପମ୍ ଖେର୍ ରବିବାର ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଅନୁପମ ମହାପ୍ରଭୁଙ୍କ ଦର୍ଶନ କରି ବେଶ୍ ଭାବବିହ୍ବଳ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ଅନୁପମ୍ ମଧ୍ୟାହ୍ନ ପ୍ରାୟ ୧୨ଟାରେ ସୁରକ୍ଷା ବଳୟ ମଧ୍ୟରେ…
Archives


