ପୁଣି ମିଶାଇଲ୍ ପରୀକ୍ଷଣ ଆରମ୍ଭ କଲା ଉତ୍ତର କୋରିଆ
ପ୍ୟାଙ୍ଗୟଙ୍ଗ,୧୦।୩: ପରମାଣୁ ପରୀକ୍ଷଣ ବିଷୟରେ ଆମେରିକାର ଗୁପ୍ତଚର ରିପୋର୍ଟର ଗୋଟିଏ ଦିନ ପରେ ଉତ୍ତର କୋରିଆ ପୁଣି ମିଶାଇଲ୍ ପରୀକ୍ଷା ଆରମ୍ଭ କରିଛି। କିମ ଜୋଙ୍ଗ ଉନଙ୍କ ଦେଶ ଏକ ସ୍ବଳ୍ପ ଦୂରଗାମୀ ବାଲିଷ୍ଟିକ ମିଶାଇଲ୍ ମାଡ କରିଛି। ଏହି ପରୀକ୍ଷଣର…
ଫାଟିଲା ଫ୍ରିଜ୍: ପୋଲିସ ଅଧିକାରୀଙ୍କ ସମେତ ୨ ମୃତ
କୋଏମ୍ବାଟୁର,୧୦।୩: ତାମିଲନାଡୁର କୋଏମ୍ବାଟୁର ଜିଲାରେ ଏକ ଫ୍ରିଜ୍ ହଠାତ୍ ଫାଟିଯିବାରୁ ବ ଏକ ଘରେ ନିଆଁ ଲାଗିଯାଇଥିଲା। ଏଥିରେ ଜଣେ ପୋଲିସ କର୍ମଚାରୀ ଏବଂ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଜିଲାର ପୋଲାଚି ନିକଟ ନାଲୁର ଗାଁର ଅଟେ।…
ଆଖିବୁଜା ଗୁଳିମାଡ: ଚାଲିଗଲା ୭ ଜୀବନ
ବର୍ଲିନ,୧୦।୩: ଜର୍ମାନୀ ସହର ହାମବର୍ଗରେ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ଚର୍ଚ୍ଚରେ ଗୁଳିମାଡ ଯୋଗୁ ୭ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଦୁଇ ଡଜନ ଲୋକ ଗୁରୁତର ଆହତ ହୋଇଥିଲେ। ଗତ ମାର୍ଚ୍ଚ ୫ରେ ଏହି ଘଟଣା ଘଟିଥିଲା।…
ଜର୍ମାନୀର ହମବର୍ଗ ସହରରେ ଗୁଳିକାଣ୍ଡ, ୬ ମୃତ ଅନେକେ ଆହତ
ହମବର୍ଗ,୧୦ ।୩: ଜର୍ମାନୀର ହମବର୍ଗ ସହରରେ ଫୁଟିଛି ଗୁଳି । ଏହି ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ ପୋଲିସ ପକ୍ଷରୁ ବଡ ଧରଣର ଅଭିଯାନ ଚାଲିଛି । ହମବର୍ଗ…
ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ
ପୁତ୍ରଜୟା, ୯ା୩: ଦୁର୍ନୀତି ମାମଲାରେ ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ ମୁହିଦ୍ଦିନ୍ ୟାସିନ୍ଙ୍କୁ ଗୁରୁବାର ଗିରଫ କରାଯାଇଛି। ଏହାପରେ ତାଙ୍କୁ କୋର୍ଟରେ ହାଜର କରାଯିବ। ତାଙ୍କ ଉପରେ ଦୁର୍ନୀତି ଅଭିଯୋଗ ରହିଛି। ମାଲେସିଆ ଆଣ୍ଟି କରପସନ୍ କମିଶନଙ୍କୁ ତାଙ୍କ ବିରୋଧରେ କେତେକ ପ୍ରମାଣ…
ଜମ୍ମୁ-କଶ୍ମୀରର ଡୋଡାରେ ଶହେ ଫୁଟ ଉଚ୍ଚରେ ତ୍ରିରଙ୍ଗା ଉତ୍ତୋଳନ କଲେ ଯବାନ
ଶ୍ରୀନଗର,୯।୩: ଜମ୍ମୁ-କଶ୍ମୀରର ପାର୍ବତ୍ୟ ଡୋଡା ଜିଲାରେ ଗୁରୁବାର ଭାରତୀୟ ସେନା ଶହେ ଫୁଟ ଉଚ୍ଚରେ ଜାତୀୟ ପତାକା ଉତ୍ତୋଳନ କରିଛି। ଏହି ଉଦ୍ୟମକୁ ଦେଶ ପାଇଁ ଜୀବନ ଦେଇଥିବା ଅଗଣିତ ସେନ୍ୟଙ୍କୁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।…
ସିସୋଡିଆ ଗିରଫ ହେବା ପରେ ସାମ୍ନାକୁ ଆସିଲା କେଜ୍ରିଓ୍ବାଲଙ୍କ ପ୍ରତିକ୍ରିୟା
ନୂଆଦିଲ୍ଲୀ,୯।୩: ଦିଲ୍ଲୀର ଅବକାରୀ ନୀତି ମାମଲା ତଥା କଥିତ ଅନିୟମିତତା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଗୁରୁବାର ଇଡି ଗିରଫ କରିଛି। ଏହାପରେ ମୁଖ୍ୟମନ୍ତ୍ରୀ ତଥା ଏଏପି ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ ନିଜର ପ୍ରତିକ୍ରିୟା…
ସିସୋଡିଆଙ୍କୁ ଗିରଫ କଲା ଇଡି
ନୂଆଦିଲ୍ଲୀ,୯।୩: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଅଡ଼ୁଆ ବେଳକୁ ବେଳ ବଢ଼ିବାରେ ଲାଗିଛି। ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସିସୋଡିଆଙ୍କୁ ପ୍ରାୟ ୮ଘଣ୍ଟା ଧରି ପଚରାଉଚରା କରିବା ପରେ ଗୁରୁବାର ଗିରଫ କରିଛି। ଦିଲ୍ଲୀର ଅବକାରୀ ନୀତି ମାମଲା…
ଆଇପିଏଲ୍ ପୂର୍ବରୁ ବିବାହ କଲେ ଆର୍ସିବିର ଏହି ଷ୍ଟାର କ୍ରିକେଟର
ନୂଆଦିଲ୍ଲୀ,୯।୩: ଆଇପିଏଲ୍ ପୂର୍ବରୁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ତାରକା ଖେଳାଳି ଓ୍ବାନିନ୍ଦୁ ହସରଙ୍ଗା। ପ୍ରେମିକା ବିଦ୍ୟା ପଦ୍ମାପେରୁମାଙ୍କ ହାତ ଧରିଛନ୍ତି ସେ। ଏବେ ଏହି ବିବାହର ଅନେକ ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି।…
ଏଣିକି ଭାରତୀୟ ଡିଗ୍ରୀକୁ ମିଳିବ ଅଷ୍ଟ୍ରେଲିଆର ମାନ୍ୟତା
ଅହମ୍ମଦାବାଦ,୯।୩: ବର୍ତ୍ତମାନ ଅଷ୍ଟ୍ରେଲିଆରେ ଭାରତୀୟ ଡିଗ୍ରୀକୁ ମାନ୍ୟତା ଦିଆଯିବ ବୋଲି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ଘୋଷଣା କରିଛନ୍ତି। ସେ କହିଛନ୍ତି, ଅଷ୍ଟ୍ରେଲିଆ ଏବଂ ଭାରତ ସରକାର ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ଯୋଗ୍ୟତା ମାନ୍ୟତା ମେକାନିଜିମ୍କୁ ଚୂଡାନ୍ତ କରିଛନ୍ତି। ଯାହା ମାଧ୍ୟମରେ ଭାରତୀୟ…
ଆନ୍ଧ୍ରପ୍ରଦେଶରେ ଜଗନ ମୋହନଙ୍କ ୧୭୫ ମିଶନ
ଅମରାବତୀ,୯।୩: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଓ୍ବାଇଏସ୍ଆର କଂଗ୍ରେସର ଅଧ୍ୟକ୍ଷ ଜଗନ ମୋହନ ରେଡ୍ଡୀ ତୃଣମୂଳ ସ୍ତରରେ ଦଳକୁ ମଜବୁତ କରିବାକୁ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ନିକଟରେ ସେ ପ୍ରାୟ ୧୫୦ ଜୋନାଲ ଇନ୍ଚାର୍ଜ ନିଯୁକ୍ତ କରିଛନ୍ତି। ସୂଚନା ମୁତାବକ, ୨୦୨୪ରେ ହେବାକୁ…
ଆଇଏନ୍ଏସ୍ ବିକ୍ରାନ୍ତ ଉପରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର: କହିଲେ, ସମ୍ମାନିତ ଅନୁଭବ କରୁଛି
ନୂଆଦିଲ୍ଲୀ,୯।୩: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଙ୍କୁ ଭାରତୀୟ ନୌସେନା ପକ୍ଷରୁ ଆଇଏନ୍ଏସ୍ ବିକ୍ରାନ୍ତ ଉପରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି। ଏଥିସହ ସେ ଆଇଏନ୍ଏସ୍ ବିକ୍ରାନ୍ତର କକ୍ପିଟ୍ରେ ବସିଥିବା ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣକ୍ରମେ ନବନିଯୁକ୍ତ, ଭାରତୀୟ…
Archives


