ନିରୀହ ଝିଅପୁଅଙ୍କ ଜୀବନ ନେଲେ ନୃଶଂସ ବାପା
ରାଜକୋଟ,୯।୩: ଆଜିର ବିଜ୍ଞାନ ଯୁଗରେ ମଧ୍ୟ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଅନେକେ ବୀଭତ୍ସ କାଣ୍ଡ ଘଟାଉଛନ୍ତି। ଏହାର ଏକ ସଦ୍ୟ ଉଦାହରଣ ରାଜକୋଟରେ ଦେଖିବାକୁ ମିଳିଛି। ଏଠାରେ ଜଣେ ନେପାଳୀ ଓ୍ବାଚ୍ମ୍ୟାନ୍ ନିଜର ପତ୍ନୀ, ପୁଅ ଏବଂ ଝିଅଙ୍କୁ ଅତି ନିର୍ମମ…
ଖ୍ବାଜାଙ୍କ ଶତକ: ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୨୫୫/୪
ଅହମ୍ମଦାବାଦ୍,୯।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚ ଗୁରୁବାର ଠାରୁ ଅହମ୍ମଦାବାଦରେ ଖେଳାଯାଉଛି। ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ପ୍ରଥମ ଦିନର ଖେଳ ଶେଷ ପର୍ଯ୍ୟନ୍ତ ଚାରି ଉଇକେଟ ହରାଇ ୨୫୫…
ଆକାଶରୁ ହେଉଛି କୀଟପତଙ୍ଗ ବର୍ଷା, ଛତା ନ ନେଲେ ଘରୁ ବାହାରି ପାରୁନାହାନ୍ତି ଲୋକେ
ବିଜ୍ଞାନ ମାଧ୍ୟମରେ ମଣିଷ ଯେତେ ଅଗ୍ରଗତି କରୁନା କାହିଁକି ପ୍ରକୃତି ଆଗରେ କେହି କିଛି ନୁହଁ। ଆଜି ବି ଅନେକ ଅସମାହିତ ରହସ୍ୟ ଅଛି, ଯାହା ଆମକୁ ଆଶ୍ଚର୍ଯ୍ୟ କରେ। ବିଶେଷକରି ଆକାଶରୁ ଜଳ, କୁଆପଥର, ଧୂଳି, ବାଲି ବର୍ଷା ହେବାର…
ଶପଥ ନେଲେ ଆତିଶୀ, ସୌରଭ
ନୂଆଦିଲ୍ଲୀ, ୯।୩: ଆମ ଆଦମୀ ପାର୍ଟିର ବିଧାୟକ ସୌରଭ ଭରଦ୍ୱାଜ ଏବଂ ଆତିଶୀ ଗୁରୁବାର ଦିଲ୍ଲୀର ଏଲଜି ହାଉସରେ ଅରବିନ୍ଦ କେଜ୍ରିୱାଲ କ୍ୟାବିନେଟରେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଦିଲ୍ଲୀ ଲ୍ୟୁଟନାଣ୍ଟ ଗଭର୍ନ ଭି.କେ ସକ୍ସେନା ଉଭୟଙ୍କୁ ଶପଥପାଠ କରାଇଥିଲେ।…
ଲିଫ୍ଟ ମାଗି ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ
ଦାରିଙ୍ଗବାଡ଼ି,୯ା୩(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ବାଇକ୍ରେ ଲିଫ୍ଟ ମାଗି ମରଣାନ୍ତକ ଆକ୍ରମଣ କରିବାରୁ କୋଟଗଡ଼ ବ୍ଲକ ରାଣିପାଙ୍ଗା ବିଦ୍ୟାଳୟର ଶିକ୍ଷକ ନହୁ ପ୍ରଧାନ ଆହତ ହୋଇଛନ୍ତି। ତାଙ୍କ ନିଜ ଗ୍ରାମ ଦାରିଙ୍ଗବାଡି…
ମୋଦି ଦେଶର ସବୁଠାରୁ ବଡ଼ ନେତା: ଆସାମ ମୁଖ୍ୟମନ୍ତ୍ରୀ
ଗୁଆହାଟି,୯।୩: ମେଘାଳୟ, ନାଗାଲାଣ୍ଡ ଏବଂ ତ୍ରିପୁରାରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ଭାଜପା ମେଣ୍ଟ ସରକାର କରି ପୁଣି କ୍ଷମତାକୁ ଫେରିଛି। ନାଗାଲାଣ୍ଡ ଏବଂ ତ୍ରିପୁରାରେ ଭାଜପା ମେଣ୍ଟ ସରକାର ନିର୍ବାଚନରେ ବିଜୟୀ ହୋଇଥିବାବେଳେ ମେଘାଳୟରେ ଏନ୍ପିପିକୁ ସମର୍ଥନ ଘୋଷଣା କରିଛି।…
ଏକଦା ଶୁଟିଂସେଟ୍ରେ ସଲମାନଙ୍କ ସହ ସତୀଶଙ୍କର ହୋଇଥିଲା ଝଗଡ଼ା
ମୁମ୍ବାଇ: ବଲିଉଡ୍ର ଭେଟେରାନ ଅଭିନେତା ସତୀଶ କୌଶିକ ୬୬ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି। ହୃଦ୍ଘାତରେ ତାଙ୍କର ଗୁରୁବାର ଦେହାନ୍ତ ହୋଇଛି। ସତୀଶ କେବଳ ନିଜର ବଳିଷ୍ଠ ଅଭିନୟ ପାଇଁ ଜଣାଶୁଣା ନୁହନ୍ତି ବରଂ ତାଙ୍କର ସୁନ୍ଦର ନିର୍ଦ୍ଦେଶନା ଯୋଗୁ…
ସନ୍ଧ୍ୟା ୫ଟାରେ ହେବ ସତିଶଙ୍କ ଅନ୍ତିମ ସଂସ୍କାର: ମୁମ୍ବାଇ ଅଭିମୂଖେ ପାର୍ଥିବ ଶରୀର
ନୂଆଦିଲ୍ଲୀ,୯।୩: ବଲିଉଡ୍ର ବେଶ୍ ଲୋକପ୍ରିୟ ଅଭିନେତା, କମେଡିଆନ୍ ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ହୃଦ୍ଘାତ ଯୋଗୁ ପରଲୋକ ଘଟିଛି। ମାତ୍ର ୬୬ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ତେବେ…
ଅମିତ ଶାହାଙ୍କ ସୁରକ୍ଷାରେ ତ୍ରୁଟି
ଅଗରତାଲା,୯।୩: ତ୍ରିପୁରାରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସୁରକ୍ଷାରେ ତ୍ରୁଟି ମାମଲା ସାମ୍ନାକୁ ଆସିଛି। ଶାହା ଅଗରତାଲାରେ ଅବସ୍ଥିତ ଗେଷ୍ଟ ହାଉସ ଛାଡିବା ସମୟରେ ତାଙ୍କ ଗାଡି ଆଗକୁ ଏକ ଧଳା କାର ଆସିଥିଲା। ସୁରକ୍ଷା କର୍ମୀମାନେ ମଧ୍ୟ ଗାଡିକୁ ଅଟକାଇବାକୁ…
ଜେଲରେ ଦ୍ୱିତୀୟଥର ଲାଗି ସିସୋଡିଆଙ୍କୁ ଜେରା କଲା ଇଡି
ନୂଆଦିଲ୍ଲୀ,୯ ।୩: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗୁରୁବାର ଦିଲ୍ଲୀ ଅବକାରୀ ନୀତି ମାମଲାରେ କଥିତ ଅନିୟମିତତା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନିଷ ସିସୋଡିଆଙ୍କୁ ତିହାଡ ଜେଲରେ ପଚରା ଉଚରା କରାଯାଇଛି । ଏହା ପୂର୍ବରୁ ମଙ୍ଗଳବାର ବି ସିସୋଡିଆଙ୍କୁ…
ଏୟାର ଇଣ୍ଡିଆରେ ଅଛନ୍ତି ସର୍ବାଧିକ ମହିଳା ପାଇଲଟ
ନୂଆଦିଲ୍ଲୀ,୯।୩: ଏୟାର ଇଣ୍ଡିଆରେ କାର୍ଯ୍ୟ କରୁଥିବା ୧,୮୨୫ ପାଇଲଟଙ୍କ ମଧ୍ୟରୁ ୧୫ ପ୍ରତିଶତ ମହିଳା। ଫଳରେ ଏହା ବିଶ୍ୱର ସର୍ବାଧିକ ସଂଖ୍ୟକ ମହିଳା ପାଇଲଟ ଥିବା ଏୟାରଲାଇନ୍ସ ହୋଇପାରିଥିବା କମ୍ପାନୀ ଦାବି କରିଛି। ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଟାଟା ଗ୍ରୁପ…
ଜଳୁଛି ଲକ୍ଷ୍ମୀ ମାର୍କେଟ୍ କମ୍ପ୍ଲେକ୍ସ: ନିଆଁ ଲିଭାଇବାକୁ ନାକେଦମ୍ ହେଲେଣି ୧୨ ଅଗ୍ନିଶମ ଟିମ୍
ପୁରୀ ଅଫିସ,୯ା୩: ଶ୍ରୀମନ୍ଦିରଠାରୁ ପ୍ରାୟ ପାଞ୍ଚଶହ ମିଟର ଦୂର ମରିଚିକୋଟ ଛକ ନିକଟସ୍ଥ ବଡ଼ଦାଣ୍ଡରେ ଥିବା ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ବୁଧବାର ରାତିରୁ ଏହି ନିଆଁ ଲାଗିଥିବା ବେଳେ ଗୁରୁବାର ଅପରାହ୍ନ ସୁଦ୍ଧା ଲିଭିନାହିଁ। ଏକ ଲୁଗା ଦୋନାନରେ…
Archives


