ଶାହାବୁଦ୍ଦିନ ଚୁପ୍ପୁ ବାଂଲାଦେଶ ରାଷ୍ଟ୍ରପତି ନିର୍ବାଚିତ
ଢାକା,୧୫।୨: ପୂର୍ବତନ ବିଚାରପତି ତଥା ସ୍ବାଧୀନତା ସଂଗ୍ରାମୀ ମହମ୍ମଦ ଶାହାବୁଦ୍ଦିନ ଚୁପ୍ପୁ ନିର୍ଦ୍ୱନ୍ଦ୍ୱରେ ବାଂଲାଦେଶର ୨୨ତମ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ମୁଖ୍ୟ ନିର୍ବାଚନ କମିଶନର କାଜି ହବିବୁଲ ଅଓ୍ବଲ ଘୋଷଣା କରିଛନ୍ତି। ୭୪ ବର୍ଷୀୟ ଚୁପ୍ପୁ ବର୍ତ୍ତମାନର ରାଷ୍ଟ୍ରପତି ମହମ୍ମଦ ଅବଦୁଲ…
କଂଗ୍ରେସର ପ୍ରଶ୍ନ: ଜେପିସି ତଦନ୍ତକୁ ଡର କାହିଁକି
ନୂଆଦିଲ୍ଲୀ,୧୫।୨: ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀଗୁଡ଼ିକ ବିରୋଧରେ ଜାନୁୟାରୀ ୨୪ରେ ଆମେରିକୀୟ ଶର୍ଟ ସେଲର ହିଣ୍ଡେନ୍ବର୍ଗ ପକ୍ଷରୁ କରାଯାଇଥିତ୍ବା ପ୍ରଘଟକୁ ନେଇ ଜାତୀୟ ରାଜନୀତି ସରଗରମ ହୋଇଛି। ଏହି ପ୍ରସଙ୍ଗରେ କଂଗ୍ରେସ ସଦସ୍ୟମାନେ ହୋହଲ୍ଲା କରିବାରୁ ପାର୍ଲାମେଣ୍ଟର ବଜେଟ ଅଧିବେଶନ…
ଇଞ୍ଜିନିୟରିଂ ଛାତ୍ରୀଙ୍କୁ ନିଶା ଦେଇ କାର୍ରେ ବଳାତ୍କାର
ଗୁରୁଗ୍ରାମ,୧୫।୨: ଗୁରୁଗ୍ରାମର ଏକ ମଲ୍ ପାର୍କିଂ ସ୍ଥଳରେ ଜଣେ ୨୭ ବର୍ଷୀୟା ଇଞ୍ଜିନିୟରିଂ ଛାତ୍ରୀଙ୍କୁ ନିଶା ଦେଇ କାର୍ ଭିତରେ ବଳାତ୍କାର କରାଯାଇଛି। ଅଭିଯୁକ୍ତ ଜଣକ ନିଯୁକ୍ତି ଦେବା ନାଁରେ ସାକ୍ଷାତ୍କାର ପାଇଁ ଛାତ୍ରୀଙ୍କୁ ଡକାଇଥିଲେ। ସେ ପୀଡ଼ିତାଙ୍କୁ ନିଶାଦ୍ରବ୍ୟ ମିଶା…
କାର୍ ମାଡ଼ିଯିବାରୁ ୫ ମହିଳା ମୃତ
ପୁଣେ,୧୫।୨: ମହାରାଷ୍ଟ୍ର ପୁଣେ ଜିଲାରେ ୧୭ ଜଣ ମହିଳାଙ୍କ ଏକ ଗ୍ରୁପ୍ ନାଶିକ-ପୁଣେ ଜାତୀୟ ରାଜପଥ ପାର୍ ହେଉଥିବାବେଳେ ଦ୍ରୁତବେଗରେ ଆସୁଥିବା ଏସ୍ୟୁଭି ସେମାନଙ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୫ ମହିଳା ପ୍ରାଣ ହରାଇଥିବାବେଳେ ଅନ୍ୟ ୩ ଜଣ ଆହତ…
ହିଜାବ ନ ପିନ୍ଧିବାରୁ ନିର୍ବାସିତ ଜୀବନ
ତେହେରାନ୍,୧୫।୨: ଇରାନ୍ ଚେସ୍ ଖେଳାଳି ସାରା ଖାଦେମ ପରିବାର ସହ ସାଉଥର୍ନ ସ୍ପେନ୍ରେ ନିର୍ବାସିତ ଜୀବନ କାଟୁଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରି ସେ ରହୁଥିବା ଜାଗାର ଠିକଣା ବା ଲୋକେଶନ୍ ବାହାରେ ପ୍ରଘଟ ନ କରିବା ଲାଗି…
ଆଜିଠୁ ସିବିଏସ୍ଇ ଦଶମ, ଦ୍ୱାଦଶ ପରୀକ୍ଷା
ଭୁବନେଶ୍ୱର,୧୫ା୨(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହେବ। ଦଶମ ପରୀକ୍ଷା ମାର୍ଚ୍ଚ ୨୧ରେ ଶେଷ ହେବାକୁ ଥିବାବେଳେ ଦ୍ୱାଦଶ ବୋର୍ଡ ପରୀକ୍ଷା ଏପ୍ରିଲ ୫ରେ ସରିବ। ଉଭୟ ଶ୍ରେଣୀର…
ଭାରତ-ପାକିସ୍ତାନରେ ୫୦ ଲକ୍ଷରୁ ଅଧିକ ଲୋକଙ୍କ ଉପରେ ବନ୍ୟା ବିପଦ: ରିପୋର୍ଟ…
ନୂଆଦିଲ୍ଲୀ/ଇସଲାମାବାଦ,୧୪।୨ : ଗତ ବର୍ଷ ଉଭୟ ଭାରତ ଏବଂ ପଡୋଶୀ ଦେଶ ପାକିସ୍ତାନ ଭୟଙ୍କର ବନ୍ୟା ପରିସ୍ଥିତିରେ ଉପୁଜିଥିଲା। ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏକ ଅନ୍ତର୍ଜାତୀୟ ଅନୁସନ୍ଧାନକାରୀ ଦଳ ଜାଣିବାକୁ ପାଇଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ବିପଦ କାରଣରୁ ଭାରତ…
ଆଜୀବନ କାରାଦଣ୍ଡ ଭୋଗୁଥିବା ଦମ୍ପତିଙ୍କ ଆଇଭିଏଫ ପାଇଁ ପାରୋଲ ଆବେଦନ: ସହାନୁଭୂତି ପୂର୍ବକ ବିଚାର ଲାଗି ହାଇକୋର୍ଟଙ୍କୁ କହିଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୧୪।୨ : ରାଜସ୍ଥାନ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦମ୍ପତି ସନ୍ତାନ ଜନ୍ମ ପାଇଁ ଆଇଭିଏଫ କରିବା ପାଇଁ ପାରୋଲ ମାଗିଛନ୍ତି। ଏ ସମ୍ପର୍କରେ ଏହି ଦମ୍ପତି ରାଜସ୍ଥାନ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ହାଇକୋର୍ଟ ଦମ୍ପତିଙ୍କ ଏହି…
ବୁଧବାରଠାରୁ ମାଟ୍ରିକ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ, ୨୮ ଯାଏ ଚାଲିବ
କଟକ ଅଫିସ,୧୪ା୨: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ଧନ୍ଦାମୂଳକ ଶିକ୍ଷାର ଦ୍ୱିତୀୟ ସମ୍ମେଟିଭ ଆସେସ୍ମେଣ୍ଟ(ଏସ୍ଏ-୨) ପ୍ରାକ୍ଟିକାଲ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହେବ। ଛାତ୍ରୀଛାତ୍ରମାନେ ନିଜ ସ୍କୁଲରେ ଏହି ପରୀକ୍ଷା ଦେବେ। ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ…
ବୁଧବାରଠାରୁ ସିବିଏସ୍ଇ ଦଶମ, ଦ୍ୱାଦଶ ପରୀକ୍ଷା ଆରମ୍ଭ, ଜାଣନ୍ତୁ ସମସ୍ତ ସୂଚନା…
ଭୁବନେଶ୍ୱର,୧୪।୨(ବ୍ୟୁରୋ): ସିବିଏସ୍ଇ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହେବ। ଦଶମ ପରୀକ୍ଷା ମାର୍ଚ୍ଚ ୨୧ରେ ଶେଷ ହେବାକୁ ଥିବାବେଳେ ଦ୍ୱାଦଶ ବୋର୍ଡ ପରୀକ୍ଷା ଏପ୍ରିଲ ୫ରେ ସରିବ। ଉଭୟ ଶ୍ରେଣୀର ପରୀକ୍ଷା ସକାଳ ସାଢ଼େ ୧୦ଟାରେ…
ବୁଧବାର କଟକ ଆସିବେ ରାଇନା, ପ୍ରଜ୍ଞାନ
କଟକ ଅଫିସ,୧୪ା୨: ଭାରତର ପୂର୍ବତନ କ୍ରିକେଟର ସୁରେଶ ରାଇନା ଓ ପ୍ରଜ୍ଞାନ ଓଝା ବୁଧବାର କଟକ ଆସିବେ। ଗୁରୁଡିଝାଟିଆ ଥାନା ଅଧୀନ କପୁରସିଂହ ଖେଳପଡ଼ିଆରେ ଏମ୍ଜିଏମ୍ ସ୍କୁଲ ଅଫ୍ ସ୍ପୋର୍ଟସ ଆଣ୍ଡ୍ ସେର୍ ଅଫ୍ ଏକ୍ସିଲେନ୍ସ ଫର୍ କ୍ରିକେଟ ଏକାଡେମୀ ଉଦ୍ଘାଟନ…
ଅସଲି ଦେଖାଇ ବିକିଥିଲେ ନକଲି ସୁନା, ୪ ମାସ ପରେ ବନ୍ଧା ହେଲେ ୨ ଠକ
ଦେବଗଡ଼,୧୪।୨(ଡି.ଏନ୍.ଏ.): ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅଞ୍ଚଳରେ ଅସଲି ସୁନା ଦେଖାଇ ନକଲି ସୁନା ବିକ୍ରି କରି ଫେରାର ହେବା ଘଟଣାରେ ପୋଲିସକୁ ସଫଳତା। ଦୀର୍ଘ ୪ମାସ ପରେ ଧରା ପଡିଛନ୍ତି ଠକ ଗ୍ୟାଙ୍ଗର ୨ ସଦସ୍ୟ। ଗିରଫ ଅଭିଯୁକ୍ତ ହେଲେ…
Archives


