Home

ହାର୍ଦ୍ଦିକଙ୍କ ପୂର୍ବରୁ ଏହି ଅଭିନେତାଙ୍କୁ ଡେଟ୍‌ କରୁଥିଲେ ନତାଶା, ଚମକାଇବ ବ୍ରେକ୍‌ଅପ୍‌ର କାରଣ…

ନୂଆଦିଲ୍ଲୀ,୧୪।୨: ଦ୍ୱିତୀୟ ଥର ଲାଗି ବିବାହ କରିବାକୁ ଯାଉଛନ୍ତି ଭାରତୀୟ ଟିମ୍‌ର ଷ୍ଟାର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ମଡେଲ ନତାଶା ଷ୍ଟେନ୍‌କୋଭିକ୍‌ଙ୍କ ସହ ମଙ୍ଗଳବାର(ଫେବୃୟାରୀ ୧୪)ରେ ସେ ବିବାହ କରିବେ। ଦୁହେଁ କିଛି ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ…

ଫାଟିଲା ବସ୍‌ ଚକା, ୧୫ ଗୁରୁତର

ଫୁଲବାଣୀ ଅଫିସ,୧୪।୨: ମୁନିଗୁଡାରୁ ଫୁଲବାଣୀ ଆସୁଥିବା ଏକ ଘରୋଇ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କନ୍ଧମାଳ ଜିଲା କୋଟଗଡ଼ ଥାନା ଅନ୍ତର୍ଗତ ପଣ୍ଡାଇର୍ପି ମୁଣ୍ଡାସାହିରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ପ୍ରାୟ ୧୫ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଆଉ ୧୫ଜଣ…

ବିଜୟନଙ୍କ ସରକାର ପକେଟମାରଙ୍କଠାରୁ ବି ହୀନ: ବିରୋଧୀ ଦଳ ନେତା…

ଥିରୁଭାନନ୍ତପୁରମ୍‌,୧୪।୨ : କେରଳ ବିଧାନସଭାରେ ବିରୋଧୀଦଳର ନେତା ଭି ଡି ସାତିଶନ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ ନେତୃତ୍ୱାଧୀନ ବାମପନ୍ଥୀ ସରକାରଙ୍କ ଇନ୍ଧନ ବନ୍ଦ କରିବା ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ରାଜ୍ୟ ବଜେଟରେ ଥିବା ସମସ୍ତ ଜନବିରୋଧୀ ସୁପାରିଶ ହଟାଯିବା ପର୍ଯ୍ୟନ୍ତ…

ପରଦାରେ ହିଟ୍‌ ଥିଲା ଯୋଡ଼ି, ହେଲେ ଗୋଟିଏ ଝଟ୍‌କାରେ ମାଧୁରୀ ନେଇଥିଲେ ବଡ଼ ନିଷ୍ପତ୍ତି; ଜାଣିଲେ…

ବମ୍ବେ: ଏକ ସମୟରେ ବଡ଼ ପରଦାର ହିଟ୍‌ ଯୋଡ଼ିଙ୍କ ମଧ୍ୟରେ ଗଣା ହେଉଥିଲେ ଅଭିନେତା ଅନିଲ କପୁର ଏବଂ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ। ଉଭୟଙ୍କ ଚଳଚ୍ଚିତ୍ର ରିଲିଜ ହେବା ମାତ୍ରେ ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହେଉଥିଲା। ଦର୍ଶକମାନେ ଦୁହିଁଙ୍କୁ ଏକାଠି…

ଖାଇବର ପସ୍ତୁନ ଖ୍ବାରେ ପାକିସ୍ତାନୀ ସୈନ୍ୟଙ୍କ ସର୍ଚ୍ଚ ଅପରେଶନ: ୭ ଟିଟିପି ଆତଙ୍କବାଦୀ ମୃତ…

ଇସଲାମାବାଦ,୧୪।୨ : ପାକିସ୍ତାନର ଖାଇବର ପସ୍ତୁନ ଖ୍ବାରେ ସୈନ୍ୟ ବାହିନୀ ବଡ଼ ପଦକ୍ଷେପ ନେଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି। ଇତିମଧ୍ୟରେ ଏନକାଉଣ୍ଟରରେ ତେହେରିକ-ଇ-ତାଲିବାନ ପାକିସ୍ଥାନ (ଟିଟିପି)ର ୭ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ସୂଚନାନୁସାରେ, ମୃତକଙ୍କ ମଧ୍ୟରେ ର…

୬୧ ବର୍ଷରେ ବି ବେଶ ରୋମାଣ୍ଟିକ ସୁନୀଲ, ଭ୍ୟାଲେଣ୍ଟାଇନ୍‌ ଡେ’ରେ…

ବମ୍ବେ: କଥାରେ ଅଛି ପ୍ରକୃତ ପ୍ରେମ ଜୀବନରେ ଥରେ ହୋଇଥାଏ। ବହୁତ କମ୍‌ କଳାକାର ଅଛନ୍ତି ଯେଉଁମାନେ କି ନିଜର ସାଥୀଙ୍କୁ ଜୀବନସାଥୀ କରିବାରେ ସଫଳ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବଲିଉଡ୍‌ ଅଭିନେତା ସୁନୀଲ ସେଟ୍ଟି ଅନ୍ୟତମ। ସୁନୀଲ ନିଜର ପ୍ରେମିକା…

ଇକ୍ୱାଟୋରିଆଲ ଗିନିରେ ମାରବର୍ଗ ଭାଇରସ ଆତଙ୍କ, କରୋନାଠାରୁ ଅଧିକ ବିପଜ୍ଜନକ…

ମାଲାବୋ,୧୪।୨ : ମାରବର୍ଗ ଭାଇରସ ଆଫ୍ରିକୀୟ ଦେଶ ଇକ୍ୱାଟୋରିଆଲ ଗିନିରେ ଆତଙ୍କ ସୃଷ୍ଟି କରିଛି। ଏହା କରୋନା ଅପେକ୍ଷା ଅଧିକ ବିପଜ୍ଜନକ ବୋଲି କୁୁହାଯାଉଛି। ଏହାର ସଂକ୍ରମଣ ଯୋଗୁ ଏପର୍ଯ୍ୟନ୍ତ ନଅ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ବହୁ ସଂଖ୍ୟକ ଲୋକ…

ଚାଇନାର ଗୁପ୍ତଚର କ୍ଷମତା ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ବାଇଡେନଙ୍କ ନିର୍ଦ୍ଦେଶ…

ଓ୍ବାଶିଂଟନ,୧୪।୨ : ବାୟୁମଣ୍ଡଳରେ ଗୁପ୍ତଚର ବେଲୁନ ଏବଂ ସନ୍ଦେହଜନକ ଜିନିଷ ଦେଖାଯିବା ପରେ ଆମେରିକା ସରକାର ଅତ୍ୟନ୍ତ ସତର୍କ ହୋଇଯାଇଛନ୍ତି। ବିପଦକୁ ଅନୁଭବ କରି ରାଷ୍ଟ୍ରପତି ଜୋ ବାଇଡେନ ଆମେରିକାର ଗୁପ୍ତଚର ସଂସ୍ଥାଙ୍କୁ ଚାଇନାର ଗୁପ୍ତଚର କ୍ଷମତା ସମ୍ପର୍କରେ ତଥ୍ୟ ସଂଗ୍ରହ…

ମୂଳ ଭାରତୀୟ ବିବେକ ରାମସ୍ବାମୀ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା…

ଓ୍ବାଶିଂଟନ,୧୪।୨ : ମୂଳ ଭାରତୀୟ ବିବେକ ରାମସ୍ବାମୀ ୨୦୨୪ ରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚିନ୍ତା କରୁଛନ୍ତି। ଯଦି ବିବେକ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ ଘୋଷିତ ହୁଅନ୍ତି ତେବେ ଭାରତୀୟ ମୂଳରୁ ଦୁଇଜଣ ବ୍ୟକ୍ତି…

ମିସିଗାନ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୩ ମୃତ…

ଓ୍ବାଶିଂଟନ,୧୪।୨ : ଆମେରିକାର ମିସିଗାନରେ ଅବସ୍ଥିତ ଷ୍ଟେଟ ୟୁନିଭରସିଟି କ୍ୟାମ୍ପସରେ ଗୁଳକାଣ୍ଡ ଘଟିଛି। ଏହି ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆକ୍ରମଣକାରୀ ଏକୁଟିଆ ଥିଲେ ଏବଂ ଆଖିବୁଜା ଗୁଳି…

ବିବିସି ଆକାଉଣ୍ଟ ଡିପାର୍ଟମେଣ୍ଟର ଯାଞ୍ଚ ଜାରି: ଦ୍ୱିତୀୟ ଶିଫ୍ଟର କର୍ମଚାରୀଙ୍କୁ ଅଫିସ୍‌ ଆସିବାକୁ ମନା

ନୂଆଦିଲ୍ଲୀ,୧୪।୨: ଗଣମାଧ୍ୟମ ସଂସ୍ଥା ବ୍ରିଟିଶ ବ୍ରଡକାଷ୍ଟିଂ ସର୍ଭିସ (ବିବିସି)ର ଦିଲ୍ଲୀ ଓ ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ମଙ୍ଗଳବାର ଆଇଟିର ୧୨ରୁ ୧୫ଜଣିଆ ଏକ ଟିମ୍‌ ବିବିସିର ଦିଲ୍ଲୀ କାର୍ଯ୍ୟାଳୟରେ ଚଢ଼ାଉ କରି କାଗଜପତ୍ର…

ଅଲ କାଏଦା ଲିଙ୍କ୍‌: ଅବଦୁର ରହମାନଙ୍କୁ ୭ ବର୍ଷ ୫ ମାସ ଜେଲଦଣ୍ଡ…

ନୂଆଦିଲ୍ଲୀ,୧୪।୨ : ଆତଙ୍କବାଦର ସଂଗଠନ ଅଲ କାଏଦା ସହ ଲିଙ୍କ୍‌ ଥିବା ନେଇ ଦିଲ୍ଲୀ ପୋଲିସ ଦ୍ୱାରା ଗିରଫ ହୋଇଥିବା ଅବଦୁର ରହମାନଙ୍କୁ ଦଣ୍ଡବିଧାନ କରାଯାଇଛି। ଦିଲ୍ଲୀର ପଟିଆଲା ହାଉସ କୋର୍ଟ ତାଙ୍କୁ ୨୫ ହଜାର ଟଙ୍କା ଜରିମାନା ସହିତ ୭…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri