Home

ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪ା୬(ବ୍ୟୁରୋ): ବାହାନଗା ଟ୍ରେନ ଦୁର୍ଘଟଣାରେ ରାଜ୍ୟର ମୃତକ ଓ ଆହତଙ୍କ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ସହାୟତା ରାଶି ପ୍ରଦାନ କରାଯିବ। ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ…

ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୪ା୬(ବ୍ୟୁରୋ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଜିଲା ବାହାନଗା ଷ୍ଟେଶନରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣା ସମ୍ପର୍କରେ ରବିବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି। ଆହତ ବ୍ୟକ୍ତିଙ୍କ ଚିକିତ୍ସା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହ କଥା…

ଟ୍ରେନ୍‌ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିଛି: ରେଳ ମନ୍ତ୍ରୀ

ବାଲେଶ୍ୱର,୪।୬:ବାଲେଶ୍ୱର ବାହାନଗା ଦୁର୍ଘଟଣାର କାରଣ ଜଣାପଡିଛି। ଏନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବେଷ୍ଣବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଇଲୋକ୍ଟ୍ରନିକ୍‌ ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟି ଯୋଗୁ ଏପରି ଦୁର୍ଘଟଣା ଘଟିଛି। କବଚ ସହିତ ଏହି ଦୁର୍ଘଟଣା ସହ କୌଣସି…

ଟ୍ରେନ୍‌ ଦୁର୍ଘଟଣା ଏଡ଼ାଯାଇପାରିଥାନ୍ତା

ନୂଆଦିଲ୍ଲୀ, ୪।୬: ଭାରତୀୟ ରେଳପଥ ଯଦି ଯାତ୍ରୀଙ୍କ ରେକ୍‌ଗୁଡ଼ିକରେ ନାଭିଗେଶନ୍‌ ଓ୍ବିଥ୍‌ ଇଣ୍ଡିଆନ୍‌ କନ୍‌ଷ୍ଟେଲେଶନ୍‌ (ନାଭିକ୍‌) ବ୍ୟବହାର କରିଥାଆନ୍ତା ତେବେ ଜୁନ୍‌ ୨ରେ ବାଲେଶ୍ୱରର ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ଏଡ଼ାଯାଇପାରିଥାଆନ୍ତା। ରେଲଓ୍ବେର ସୁରକ୍ଷା ଓ ନିରାପତ୍ତା ପ୍ରୋଟୋକଲ ସମ୍ପର୍କରେ…

୪ ଦିନ ପାଇଁ ୨୮ ଟ୍ରେନ୍‌ ବାତିଲ

ଭୁବନେଶ୍ୱର, ୪।୬(ବ୍ୟୁରୋ): ବାଲେଶ୍ୱର ଜିଲା ବାହାନଗା ଷ୍ଟେଶନ ନିକଟରେ ହୋଇଥିବା ଟ୍ରେନ୍‌ ଦୁର୍ଘଟଣା ପରେ ଦକ୍ଷିଣ ପୂର୍ବ ରେଳପଥ ଓ ପୂର୍ବତଟ ରେଳପଥ ପକ୍ଷରୁ ଆସନ୍ତା ୪ ଦିନ ଲାଗି ଉକ୍ତ ରୁଟ୍‌ରେ ଚଳାଚଳ କରୁଥିବା ୨୮ ଟ୍ରେନ୍‌କୁ ବାତିଲ କରାଯାଇଥିବାବେଳେ…

ଖୁସି ଦିଏ ସମାଜ ସେବା

କେବେ ସେ ବିଭିନ୍ନ ସଙ୍ଗଠନ ସହ ମିଶି ନିଜେ ରକ୍ତଦାନ କରନ୍ତି ତ କେବେ ଅନ୍ୟଙ୍କୁ ବୁଝାଇ ରୋଗୀଙ୍କ ପାଇଁ କରନ୍ତି ରକ୍ତ ସଂଗ୍ରହ । ପୁଣି କେବେ ଏନ୍‌ଏସ୍‌ଏସ୍‌ରେ ଯୋଗ ଦେଇ ବୃକ୍ଷରୋପଣରେ ନିଅନ୍ତି ପ୍ରମୁଖ ଭୂମିକା। ବର୍ତ୍ତମାନ ବାତ୍ୟା,…

ଗଛରେ ଧଳା ରଙ୍ଗ!

ଆପଣ କେଉଁଆଡ଼େ ଯିବା ସମୟରେ ରାସ୍ତାକଡ଼ ଗଛରେ ଧଳା ରଙ୍ଗ ଦିଆଯାଇଥିବା ଦେଖିଥିବେ। ହେଲେ ଏହାର ପ୍ରକୃତ କାରଣ କ’ଣ ଜାଣନ୍ତି କି? ଜାଣିବା ଏହା ସମ୍ପର୍କରେ… ରାସ୍ତାର ଉଭୟ ପାର୍ଶ୍ୱରେ ଗଛ ଥିଲେ, ଯାତ୍ରାର ମଜା ଆହୁରି ବଢ଼ିଯାଏ। ତେବେ…

ଡିଜିଟାଲ୍‌ ଠକେଇ

ମୋବାଇଲରେ କ୍ୟାଶ୍‌ଲେସ୍‌ ଇ- ବ୍ୟାଙ୍କିଙ୍ଗ୍‌ ସୁବିଧା ଯୋଗୁ କେଉଁଆଡ଼େ ଗଲେ ପାଖରେ ଟଙ୍କା ରଖିବା ଓ ଏହା ଚୋରି ହେବାର ଟେନ୍‌ଶନ୍‌ କମିଛି। ହେଲେ ବର୍ତ୍ତମାନ ବିଭିନ୍ନ ବେଟିଂ ଆପ୍ସ ଓ ଅନ୍ୟାନ୍ୟ ସୂତ୍ରରୁ ସାଇବର ଠକ ମଧ୍ୟ ଇଣ୍ଟରନେଟ୍‌ରେ ବେଶ୍‌…

ଆବାସରୁ ବଞ୍ଚିତ୍ତ ଦିବ୍ୟାଙ୍ଗ ଜମ୍ବୁ

ଚମ୍ପୁଆ, ୪।୬(ଡି.ଏନ୍‌.ଏ.): ରାଜ୍ୟ ସରକାର ଭିନ୍ନକ୍ଷମମାନଙ୍କୁ ସାମାଜିକ ସୁରକ୍ଷାରେ ସାମିଲ କରିବା ପାଇଁ ବିଭିନ୍ନ ଯୋଜନାମାନ କରିଛନ୍ତି। ଅଗ୍ରାଧିକାର ଭିତ୍ତିରେ ଦିବ୍ୟାଙ୍ଗମାନଙ୍କୁ ସହାୟତା ପ୍ରଦାନ ପାଇଁ ବହୁବିଧି ପଦକ୍ଷେପ ଗ୍ରହଣ କରାଯାଇଛି। ମାତ୍ର ଏହାର ଓଲଟା ପ୍ରତିବିମ୍ବ ଦେଖିବାକୁ ମିଳିଛି ଚମ୍ପୁଆ…

କ୍ଷୁଦ୍ର ଜଳସେଚନ କେନାଲ ନିର୍ମାଣରେ ଜବରଦଖଲ ବାଧକ

କେନ୍ଦୁଝର, ୪।୬(ସ୍ବ.ପ୍ର.): କେନ୍ଦୁଝର ସଦର ତହସିଲ ରାଇସୁଆଁ ରାଜସ୍ବ ନିରୀକ୍ଷକ ଅନ୍ତର୍ଗତ କ୍ଷୁଦ୍ର ଜଳସେଚନ ବିଭାଗର ରାଇସୁଆଁ-ଗୋପୀନାଥପୁର-ସିଲସୁଆଁ ମୁଖ୍ୟ କେନାଲ ଜମି ଜବରଦଖଲ ଯୋଗୁ ନୂତନ କେନାଲ ନିର୍ମାଣରେ ବାଧକ ଦେଖାଦେଇଛି। ପ୍ରାୟ ୫୯ ଲକ୍ଷ ୬୫ ହଜାର ଟଙ୍କା ବ୍ୟୟ…

ଉଦ୍‌ଘାଟନ ହୋଇନି, ଓହରହେଡ୍‌ ଟାଙ୍କିରୁ ପାଣି ଲିକ୍‌

ଭଞ୍ଜନଗର, ୪।୬(ଡି.ଏନ.ଏ): ବେଲଗୁଣ୍ଠା ବ୍ଲକ ଗୋବରା ଏବଂ ବାସୁଦେବପୁର ଗ୍ରାମବାସୀଙ୍କୁ ପାଇପ ଯୋଗେ ପାଣି ଯୋଗାଇ ଦେବାପାଇଁ ବାସୁଦେବପୁରଠାରେ ୨ଲକ୍ଷ ଲିଟର କ୍ଷମତା ବିଶିଷ୍ଠ ଓଭରହେଡ୍‌ ପାଣି ଟାଙ୍କି (ଉତଳ ଜଳଭଣ୍ଡାର) ନିର୍ମାଣ କରାଯାଇଛି। ଆଉ କିଛିଦିନ ପରେ ଉକ୍ତ ପ୍ରକଳ୍ପ…

ରୋଗୀଙ୍କୁ ନିମ୍ନମାନର ଖାଦ୍ୟ

ଢେଙ୍କାନାଳ ଅଫିସ, ୪।୬: ରୋଗୀସେବାରେ ଅବ୍ୟବସ୍ଥାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ନିମ୍ନମାନର ଖାଦ୍ୟ ଯୋଗାଣକୁ ନେଇ ପୁଣିଥରେ ଚର୍ଚ୍ଚାକୁ ଆସିଛି। ଜିଲାପାଳ ସରୋଜ କୁମାର ସେଠୀ ଖୋଦ୍‌ ଏହାକୁ ଧରିଛନ୍ତି। ଏହାପରେ ରୋଗୀଙ୍କୁ ଖାଦ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?