ଗର୍ଲଫ୍ରେଣ୍ଡଙ୍କ ପାଇଁ ଏତିକି କୋଟି ଟଙ୍କାର ସମ୍ପତ୍ତି ଛାଡିଯାଇଛନ୍ତି ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ
ରୋମ,୧୦।୭: ସାଧାରଣତଃ ଲୋକମାନେ ମୃତ୍ୟୁ ବେଳକୁ ସେମାନଙ୍କର ପରିବାର ସଦସ୍ୟଙ୍କ ନାଁରେ ସମ୍ପତ୍ତି କରିଚାଲିଯାଆନ୍ତି, କିନ୍ତୁ କେହି ଜଣେ ତାଙ୍କ ପ୍ରେମିକା ପାଇଁ କୋଟି କୋଟି ସମ୍ପତ୍ତି ଛାଡିଯିବା ନିହାତି ଆଶ୍ଚର୍ଯ୍ୟର ବିଷୟ। କିନ୍ତୁ ନିକଟରେ ଏମିତି ଏକ ଘଟଣା ଘଟିଛି।…
ପାନର ଦାମ୍ ୯୯୯
ମହଙ୍ଗା ପାନ। ପାନର ମୂଲ୍ୟରେ ଜଣେ ବ୍ରାଣ୍ଡେଡ ଜୋତା ଏବଂ ଚଷମା କିଣାଯାଇପାରିରେ। ଏହି ସ୍ବତନ୍ତ୍ର ପାନର ନାମ ହେଉଛି ସୁନା ପାନ, ଯାହାର ମୂଲ୍ୟ ୯୯୯ ଟଙ୍କା। ଏହି ବିଶେଷ ପ୍ରକାରର ପାନ ଭିତରେ ରୂପା ଏବଂ ବାହାରେ ସୁନା…
ବାଇଡେନଙ୍କ ରଣନୀତି ଉପରେ ପ୍ରତିଦ୍ୱନ୍ଦ୍ୱୀଙ୍କ ସନ୍ଦେହ
ଲଣ୍ଡନ,୧୦ା୭: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ବ୍ରିଟେନରେ ପହଞ୍ଚିଥିବା ବେଳେ ତିନି ଦେଶ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଗସ୍ତ ସମୟରେ ସେ ଲିଥୁଆନିଆରେ ନାଟୋ ସମ୍ମିଳନୀରେ ମଧ୍ୟ ଯୋଗଦେବେ। ଶିଖର ସମ୍ମିଳନୀରେ ଯୋଗଦେବା ମୁଖ୍ୟ ଉଦ୍ଦେଶ୍ୟ ହୋଇଥିବା ବେଳେ କିଭ୍…
ଛାୟାପଥ ତିଆରି କାରଖାନା
ରାତିରେ ମେଘମୁକ୍ତ ଆକାଶକୁ ଚାହିଁଲେ ତାରାଗୁଡ଼ିକୁ ତ ଦେଖୁ। କିନ୍ତୁ ଆଉ ଟିକିଏ ଭଲ କରି ଲକ୍ଷ୍ୟ କଲେ ଗୋଟିଏ ଉଜ୍ଜ୍ୱଳ ରାସ୍ତା ଉତ୍ତରରୁ ଦକ୍ଷିଣ ଆଡ଼କୁ ଲମ୍ବିଥିବାର ଦେଖାଯାଏ। ପ୍ରକୃତରେ ଆକାଶର ଅନ୍ୟ ଅଞ୍ଚଳ ତୁଳନାରେ ସେହି ଅଞ୍ଚଳରେ ତାରାଗୁଡ଼ିକ…
ନାମାଙ୍କନପତ୍ର ଦାଖଲ କଲେ ଜୟଶଙ୍କର
ଅହମ୍ମଦାବାଦ,୧୦।୭: ବହିର୍ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର ସୋମବାର ଗାନ୍ଧିନଗରରେ ରାଜ୍ୟ ସଭା ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଗୁଜରାଟରେ ତିନୋଟି ରାଜ୍ୟ ସଭା ଆସନ ପାଇଁ ଚଳିତ ମାସ ଶେଷ ସୁଦ୍ଧା ନିର୍ବାଚନ ଅନୁଷ୍ଠିତ ହେବ। ବାକି ଦୁଇଟି ଆସନ ପାଇଁ ପ୍ରାର୍ଥୀଙ୍କ…
କୃତ୍ରିମ ମେଧା-କିଛି କଥା
ସମ୍ପ୍ରତି ଗଣମାଧ୍ୟମ ଓ ସାମାଜିକ ମାଧ୍ୟମରେ କୃତ୍ରିମ ମେଧା ବା କୃତ୍ରିମ ବୁଦ୍ଧିମତ୍ତାକୁ (ଇଂଲିଶରେ ଯାହାକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କୁହାଯାଉଛି) ନେଇ ଖୁବ୍ ଚର୍ଚ୍ଚା ହେଉଛି। ଏଥିପାଇଁ ଦାୟୀ ମାର୍କିନ ପ୍ରଯୁକ୍ତି ସଂସ୍ଥା ‘ଓପେନଏଆଇ’ ଦ୍ୱାରା ନିର୍ମିତ ହୋଇଥିବା ଚାଟବଟ (ଚାଟ…
ଅଫିସ ଦୌଡୁଥିଲେ ବି ମିଳୁନି ଭତ୍ତା
ସମ୍ବଲପୁର,୧୦ା୭(ଶୁଭାଶିଷ ପାଢୀ) : ରାଜ୍ୟ ସରକାର ବିଧବା, ଦିବ୍ୟାଙ୍ଗ, ବୃଦ୍ଧାବୃଦ୍ଧଙ୍କ ପଇଁ ଭତ୍ତା ବ୍ୟବସ୍ଥା କରିଛନ୍ତି। ଏବେ ଭତ୍ତା ଟଙ୍କା ଜମାଖାତାରେ ଦେବା ବ୍ୟବସ୍ଥା ଲାଗୁ ହେବା ପରେ ହିତାଧିକାରୀଙ୍କ ଦୁଃଖ ବଢିଯାଇଛି। ମାସ ମାସ ଧରି ଭତ୍ତା ପାଇବାରୁ ବଞ୍ଚିତ…
ପ୍ରଥମ ମହିଳା କ୍ରିକେଟର ଭାବେ ଏମିତି କୀର୍ତ୍ତିମାନ ହାସଲ କଲେ ସୁଜି
କଲମ୍ବୋ,୧୦।୭: ନ୍ୟୁଜିଲାଣ୍ଡର କ୍ରିକେଟର ସୁଜି ବେଟ୍ସ ଏକ ନିଆରା ରେକର୍ଡ ହାସଲ କରିଛନ୍ତି। ସେ ୧୦ଟି ଦେଶରେ ଟି-୨୦ ଅର୍ଦ୍ଧଶତକ ହାସଲ କରିଥିବା ପ୍ରଥମ ମହିଳା କ୍ରିକେଟର ହୋଇଛନ୍ତି। ନିକଟରେ ବେଟ୍ସ କଲମ୍ବୋରେ ଶ୍ରୀଲଙ୍କା ବିପକ୍ଷରେ ଏକ ଅର୍ଦ୍ଧଶତକ ହାସଲ କରିଥିଲେ।…
ଦଳ ବଦଳ ଚର୍ଚ୍ଚା ଭିତରେ ଦିଲ୍ଲୀରେ ମହାରାଷ୍ଟ୍ର କଂଗ୍ରେସ ନେତାଙ୍କ ବୈଠକ, ରାହୁଲ ହେବେ ସାମିଲ
ନୂଆଦିଲ୍ଲୀ,୧୦।୭: ମହାରାଷ୍ଟ୍ରର ଦୁଇଟି ବଡ ବିରୋଧୀ ଦଳ ଶିବସେନା ଓ ଏନସିପି ଏବେ ଭାଜପା ସହ ସରକାରରେ ସାମିଲ ହୋଇଯାଇଛନ୍ତି। ଏହି ଦୁଇ ଦଳର ବହୁ ବିଧାୟକ ଦଳ ବଦଳ କରି ସାରିଲେଣି ଆଉ ଦଳ ଦୁଇଫାଳ ହୋଇଗଲାଣି। ଏବେ କଂଗ୍ରେସ…
ପଛେଇଛି ଚାଷ କାର୍ଯ୍ୟ, ଚିନ୍ତାରେ ଚାଷୀ
ସୁନ୍ଦରଗଡ଼,୧୦ା୭(ଜୟନାରାୟଣ ମେଣ୍ଡୁଳି): ଚଳିତ ବର୍ଷ ବିଳମ୍ବିତ ବର୍ଷା ଯୋଗୁଁ ସୁନ୍ଦରଗଡ଼ ଜିଲାରେ ଚାଷ କାର୍ଯ୍ୟ ପଛେଇ ଯାଇଛି। ବର୍ତ୍ତମାନ ଯେଉଁଠି ରୁଆ ବିହୁଡା ହେବା କଥା ଏବେ ସେଇଠି ଧାନ ବୁଣାବୁଣି ଓ ତଳିପକା କାର୍ଯ୍ୟ ଚାଲିଛି। ଏପରିକି ଜିଲାର ଅନେକ…
ସଫ୍ଟଓ୍ବେରରେ ଦ୍ରୁତ ପରିବର୍ତ୍ତନ
ମାଲକାନଗିର,୧୦ା୭ (ଦୁର୍ଯ୍ୟୋଧନ ପାତ୍ର) : ବର୍ତ୍ତମାନ ଆଧୁନିକ ଯୁଗରେ ଡିଜିଟାଲ ମାଧ୍ୟମରେ ଅନେକ କାର୍ଯ୍ୟ ହୋଇପାରୁଛି। ଫଳରେ ପୂର୍ବରୁ ବ୍ୟବହୃତ ହେଉଥିବା ଅନେକ ସାମଗ୍ରୀ ବିଲୁପ୍ତ ହେବାକୁ ବସିଲାଣି। ଏହି ସାମଗ୍ରୀ ଉତ୍ପାଦନରେ ପ୍ରତିଷ୍ଠା ହୋଇଥିବା ଅନେକ କମ୍ପାନୀ କ୍ଷତି ସହୁଥିବା…
ଜରିପାଲ ତଳେ ଜୀବନ
ପରଜଙ୍ଗ,୧୦।୭(ନିଗମାନନ୍ଦ ଦଳବେହେରା): ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ଅଛି ସମସ୍ତ ଯୋଗ୍ୟତା। ହେଲେ ରାଜନୀତିର ପରପେଞ୍ଚ ଭିତରେ ଛନ୍ଦି ହୋଇଯାଇଛି ଗରିବଙ୍କ ଭାଗ୍ୟ। ଯୋଗ୍ୟ ହିତାଧିକାରୀ ତାଲିକାରେ ସାମିଲ ହେବା ସତ୍ତ୍ୱେ ଚୂଡ଼ାନ୍ତ ପର୍ଯ୍ୟାୟରୁ ଉଦ୍ଦେଶ୍ୟମୂଳକ ଭାବେ ସେମାନଙ୍କୁ…

