Home

ଧୋନୀଙ୍କ ଲାଗି ବିସିସିଆଇକୁ ଭାଙ୍ଗିବାକୁ ପଡ଼ିଥିଲା ଏହି ନିୟମ

ନୂଆଦିଲ୍ଲୀ,୭।୭: ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଶୁକ୍ରବାର ୪୨ତମ ଜନ୍ମଦିନ ପାଳନ କରୁଛନ୍ତି। ତେବେ କ୍ରିକେଟ ଇତିହାସର ସଫଳତମ ଅଧିନାୟକଙ୍କ ମଧ୍ୟରୁ ଧୋନୀ ଜଣେ। ତାଙ୍କ ନେତୃତ୍ୱରେ ଭାରତ ୩ ଆଇସିସି ଟ୍ରଫି ଜିତିଥିଲା। ସେ ନିଜର…

ଓ୍ବାଗନର୍‌ ମୁଖ୍ୟ ପ୍ରିଗୋଜିନଙ୍କ ମିଳୁନି ପତ୍ତା, ଗାୟବ କରିଦେଲେ କି ପୁଟିନ!

ମସ୍କୋ,୭।୭: ଋଷର ବିଦ୍ରୋହୀ ଏବଂ ଗୃହଭେଦୀ ଓ୍ବାଗନର ଗୋଷ୍ଠୀର ମୁଖ୍ୟ ୟେଭେଗେନି ପ୍ରିଗୋଜିନଙ୍କ ପତ୍ତା ମିଳୁନି। ସେ କେବେଠୁ ବେଲାଋଷ ଛାଡି ସାରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ବେଲଋଷର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍‌ ଲୁକାଶେଙ୍କୋ। ସେ କହିଛନ୍ତି, ପ୍ରିଗୋଜିନ ବେଲାଋଷରେ ନାହାନ୍ତି। ସେ…

୯ ନେତାଙ୍କୁ ୪ ରାଜ୍ୟ ନିର୍ବାଚନ ଦାୟିତ୍ୱ, ପ୍ରହ୍ଲାଦଙ୍କୁ ମିଳିଲା ରାଜସ୍ଥାନ ଦାୟିତ୍ୱ

ଜୟପୁର,୭।୭: ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି(ଭାଜପା) ପ୍ରସ୍ତୁତି ଆରମ୍ଭ କରିଛି। ଏହି ସମୟରେ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ରାଜସ୍ଥାନ, ଛତିଶଗଡ, ମଧ୍ୟପ୍ରଦେଶ ଏବଂ ତେଲଙ୍ଗାନା ପାଇଁ ରାଜ୍ୟ ନିର୍ବାଚନ ପ୍ରଭାରୀ ଏବଂ ସହ…

ଓ୍ବିମ୍ବଲଡନ ୨୦୨୩ ଫାଇନାଲରେ ସାମିଲ ହେବେ ଏକମାତ୍ର ଭାରତୀୟ ସେଲିବ୍ରିଟି ସୋନମ କପୁର

ମୁମ୍ବାଇ: ସୋନମ କପୁର ଖୁବଶୀଘ୍ର ଚଳିତ ବର୍ଷ ଲଣ୍ଡନର ଐତିହାସିକ ଅଲ ଇଂଲଣ୍ଡ କ୍ଲବରେ ଓ୍ବିମ୍ବଲଡନ ଫାଇନାଲରେ ଭାଗ ନେଉଥିବା ଏକମାତ୍ର ଭାରତୀୟ ସେଲିବ୍ରିଟି ହେବାକୁ ଯାଉଛନ୍ତି। ପୋଷାକ ଚୟନକୁ ନେଇ ଚର୍ଚ୍ଚାରେ ରହୁଥିବା ସୋନମ କପୁର ଏଥର ଓ୍ବିମ୍ବଲଡନ ୨୦୨୩ରେ…

ମା’ଙ୍କୁ ହରାଇଲେ ମିଥୁନ, ଶୋକରେ ବୁଡ଼ିଲା ପରିବାର 

ବମ୍ବେ: ମା’ଙ୍କୁ ହରାଇଲେ ବଲିଉଡ ତଥା ଟଲିଉଡ ଷ୍ଟାର ମିଥୁନ ଚକ୍ରବର୍ତ୍ତୀ। ମିଥୁନଙ୍କ ମା’ ଶାନ୍ତିରାଣୀ ଦେବୀଙ୍କର ଗୁରୁବାର ରାତିରେ ପରଲୋକ ଘଟିଛି। ଦୀର୍ଘଦିନରୁ ସେ ଅସୁସ୍ଥ ଥିବା ବେଳେ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ସେ ଶେଷନିଃଶ୍ୱାସ…

ନିର୍ବାଚନ ଲଢିବେ ନଓ୍ବାଜ ସରିଫ

ଇସଲାମବାଦ,୭।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ ପାକିସ୍ତାନର ଆଗାମୀ ନିର୍ବାଚନ ଲଢିବାକୁ ଯାଉଛନ୍ତି। ଏନେଇ ସୂଚନା ଦେଇଛନ୍ତି ପାକିସ୍ତାନର ଆଇନ ମନ୍ତ୍ରୀ ଆଜମ ନାଜିର। ସେ କହିଛନ୍ତି,‘ନୂତନ ନିର୍ବାଚନ ଅଧିନିୟମ ଅନୁଯାୟୀ ନଓ୍ବାବଙ୍କ ଉପରେ ପିଏମଏଲ-ଏନ ପ୍ରତିବନ୍ଧକ ହଟାଇ ଦିଆଯାଇଛି।…

ତେଲ ଅଭାବରୁ ୫ମାସ ଯାଏଁ ପାକ୍‌ ସେନା କରିବନି ସମରଭ୍ୟାସ

ଇସଲାମବାଦ,୭।୭: ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗିତ କରୁଛି ପାକିସ୍ତାନ। ବୈଦେଶିକ ଋଣ ଜାଲରେ ପଡି ଛଟପଟ ହେଉଛି ଦେଶ। ତେବେ ଏପରି ଦୁଃସ୍ତିତିରୁ ନିସ୍ତାର ନ ପାଉଣୁ ଆଉ ଏକ ବିପଦ ଘୋଟେଇଛି ଦେଶ ଉପରେ। ଦେଶର ଆର୍ଥିକ ଦୁରାବସ୍ଥା…

ଆମେ ଆଶା କରୁଛୁ ଉପର କୋର୍ଟରେ ରାହୁଲଙ୍କୁ ନ୍ୟାୟ ମିଳିବ: ସଞ୍ଜୟ ରାଉତ

ମୁମ୍ବାଇ,୭।୭: ଶିବସେନା(ୟୁବିଟି) ଏମପି ସଞ୍ଜୟ ରାଉତ ଶୁକ୍ରବାର କହିଛନ୍ତି, ଆମେ ଆଶା କରୁଛୁ ରାହୁଲ ଗାନ୍ଧୀଙ୍କୁ ଉପର କୋର୍ଟରୁ ‘ମୋଦି ସରନେମ’ ମାନହାନି ମାମଲାରେ ନ୍ୟାୟ ମିଳିବ। ସୂଚନାଯୋଗ୍ୟ, ଶୁକ୍ରବାର ଗୁଜରାଟ ହାଇକୋର୍ଟ ‘ମୋଦି ସରନେମ’ ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କ…

ବିମ୍ସଟେକକୁ ଏକ ବ୍ୟାପକ ସୀମାମୁକ୍ତ ପର୍ଯ୍ୟଟନ ସ୍ଥଳ କର, ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ପରାମର୍ଶ

କଲମ୍ବୋ,୭।୭: ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ବଙ୍ଗୋପସାଗର ଉପକୂଳରେ ଥିବା ଦେଶରେ ବିମ୍ସଟେକକୁ ପର୍ଯ୍ୟଟନ ଦୃଷ୍ଟିରୁ ଏକ ସୀମା ମୁକ୍ତ ଅଞ୍ଚଳ କରିବାକୁ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ, ବିମ୍ସଟେକରେ ଭାରତ, ଶ୍ରୀଲଙ୍କା, ବାଂଲାଦେଶ, ମୃାନମାର, ଥାଇଲାଣ୍ଡ ଓ ଭୁଟାନ ରହିଛି। ଗୁରୁବାର…

ଆମେରିକାରେ ବ୍ୟାନ୍‌ ହେବ ଘାତକ କେମିକାଲ ଅସ୍ତ୍ର

ଓ୍ବାଶିଂଟନ୍‌,୭।୭: ଅର୍ଗାନାଇଜେସନ ଫର ପ୍ରୋହିବିଶନ ଅଫ୍‌ କେମିକାଲ ଓ୍ବିପନ୍‌ ବା ଓପିସିଡବ୍ଲୁ ଅନୁଯାୟୀ, ରାସାୟନିକ ଅସ୍ତ୍ର ହେଉଛି ଏପରି ଏକ ମାରଣାସ୍ତ୍ର। ଯେଉଁଥିରେ ବିଷାକ୍ତ ରାସାୟନିକ ପଦାର୍ଥ ମିଶାଯାଇଥାଏ। ଯାହାଦ୍ୱାରା ଉଦ୍ଦେଶ୍ୟମୂଳକ ଭାବେ ଲୋକଙ୍କୁ ହତ୍ୟା କରିବା ପାଇଁ ବ୍ୟବହୃତ କରାଯାଏ।…

କ’ଣ ଭାଜପା ଛାଡି କଂଗ୍ରେସରେ ହେବେ ସାମିଲ? ସ୍ପଷ୍ଟ କଲେ ପଙ୍କଜା

ମୁମ୍ବାଇ,୭।୭: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଭାଜପା ନେତା ପଙ୍କଜା ମୁଣ୍ଡେ ସ୍ପଷ୍ଟ କରିଛନ୍ତି ଯେ, ସେ ଭାଜପା ଛାଡୁ ନାହାଁନ୍ତି। ଏଥିସହ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କୁ ସେ ଭେଟିଛନ୍ତି ବୋଲି ଦାବି କରୁଥିବା ରିପୋର୍ଟକୁ ମଧ୍ୟ…

କର୍ନାଟକରେ ମହଙ୍ଗା ହେବ ମଦ

ବେଙ୍ଗାଲୁରୁ,୭।୭: କର୍ନାଟକ ବିଧାନସଭାରେ ଶୁକ୍ରବାର ନବନିର୍ବାଚିତ କଂଗ୍ରେସ ସରକାର ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ପ୍ରଥମ ବଜେଟ ଉପସ୍ଥାପନ କରିଛନ୍ତି।ଏହି ବଜେଟ ଅଧିବେଶନରେ ସରକାର କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଓ ବିଧାନସଭା ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?