Home

ଉତ୍ତର ଆଟଲାଣ୍ଟିକ ମହାସାଗରରେ ଭୂକମ୍ପ ଝଟ୍‌କା

ନ୍ୟୁୟର୍କ,୧୧।୭: ଉତ୍ତର ଆଟଲାଣ୍ଟିକ ମହାସାଗରରେ ଭୂକମ୍ପ ଅନୁଭୂତ ହୋଇଛି। ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ ରିପୋର୍ଟ କରିଛି ଯେ, ଉତ୍ତର ଆଟଲାଣ୍ଟିକ ମହାସାଗରରେ ୬.୪ ତୀବ୍ରତାର ଭୂକମ୍ପ ଘଟିଛି। ୧୦ କିଲୋମିଟର ଗଭୀରରେ ଏହି ଭୂକମ୍ପ ଘଟିଥିଲା। ଏ ପର୍ଯ୍ୟନ୍ତ କୌଣସି ସୁନାମି…

ସ୍ବିଡେନ ନାଟୋରେ ଯୋଗଦେବା ରାସ୍ତା ସଫା

ଷ୍ଟକହୋମ,୧୧।୭: ସ୍ବିଡେନ ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ)ରେ ଯୋଗଦେବା ପାଇଁ ରାସ୍ତା ସଫା ହୋଇଛି। ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏରଡୋଗାନ ନାଟୋ ସଦସ୍ୟତା ପାଇଁ ସ୍ବିଡେନର ପ୍ରସ୍ତାବକୁ ଗ୍ରାଣ୍ଡ ନ୍ୟାଶନାଲ ଆସେମ୍ବଲିରେ ସମର୍ଥନ ଏବଂ ପଠାଇବାକୁ ରାଜି ହୋଇଛନ୍ତି।…

ତିଳକ ରାଷ୍ଟ୍ରୀୟ ପୁରସ୍କାରରେ ପ୍ରଧାନମନ୍ତ୍ରୀଙ୍କୁ କରାଯିବ ସମ୍ମାନିତ, ଶରଦ ପାଓ୍ବାର ରହିବେ ମୁଖ୍ୟ ଅତିଥି

ନୂଆଦିଲ୍ଲୀ,୧୦।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୧ରେ ପୁଣେରେ ଏକ କାର୍ଯ୍ୟକ୍ରମରେ ଲୋକମାନ୍ୟ ତିଳକ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ ହେବେ। ଯେଉଁଠାରେ ମୁଖ୍ୟ ଅତିଥି ଭାବରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ନିମନ୍ତ୍ରଣ କରାଯାଇଛି। ପ୍ରଧାନମନ୍ତ୍ରୀ ତାଙ୍କର ସର୍ବୋଚ୍ଚ ନେତୃତ୍ୱ ତଥା…

୧୨ ଜୁଲାଇରେ ସମ୍ପ୍ରସାରଣ ହୋଇପାରେ ମୋଦି କ୍ୟାବିନେଟ

ନୂଆଦିଲ୍ଲୀ,୧୦।୭: ସମସ୍ତ ମୁଖ୍ୟ ଦଳ ଲୋକ ସଭା ନିର୍ବାଚନ-୨୦୨୪ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଗୋଟିଏ ପଟେ ବହୁ ବିରୋଧୀ ଦଳ ଏକ ବୃହତ୍‌ ମେଣ୍ଟ ଗଠନ ପ୍ରକ୍ରିୟାରେ ନିୟୋଜିତ ଥିବାବେଳେ ଅନ୍ୟ ପଟେ ଭାଜପା ମଧ୍ୟ ନିର୍ବାଚନ ପ୍ରସ୍ତୁତିରେ ନିୟୋଜିତ ଅଛନ୍ତି।…

ପାକିସ୍ତାନୀଙ୍କ ଟୁଇଟର ଆକଉଣ୍ଟ ବନ୍ଦ, କାରଣ କହିଲେ ଶହବାଜ ସରକାର

ଇସଲାମାବାଦ,୧୦।୭: ପାକିସ୍ତାନର ଗିଲଗିଟ-ବଲ୍ଟିସ୍ତାନରେ ଜୁଲାଇ ୯ ଅର୍ଥାତ୍‌ ରବିବାର ଟୁଇଟର ପକ୍ଷରୁ ପାକିସ୍ତାନ ଆକାଉଣ୍ଟକୁ ବନ୍ଦ କରିଥିବା ଦାବି କରାଯାଇଥିଲା। ସେଠାକାର ଲୋକେ ଅଭିଯୋଗ କରିଥିଲେ କି ସେମାନଙ୍କ ଆକାଉଣ୍ଟର ଲୋକେଶନ ଭାରତର ଅଂଶ ଥିବା ଜମ୍ମୁ-କଶ୍ମୀର ଅଞ୍ଚଳକୁ ଦର୍ଶାଉଛି। ଏବେ…

ଓ୍ବାଗନର ମୁଖ୍ୟଙ୍କୁ ଭେଟିଲେ ରୁଷିଆ ରାଷ୍ଟ୍ରପତି ପୁଟିନ

ମସ୍କୋ,୧୦।୭: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ୍ବାଗନର ଗ୍ରୁପର ମୁଖ୍ୟ ୟେଭେଗେନି ପ୍ରିଗୋଝିନଙ୍କୁ ସାକ୍ଷାତ କରିଛନ୍ତି। କ୍ରେମଲିନ ଏହି ସୂଚନା ଦେଇଛି। ପୂର୍ବରୁ ପ୍ରିଗୋଝିନ ପୁଟିନଙ୍କ ବିରୋଧରେ ଲଢିବାକୁ ଘୋଷଣା କରିଥିଲେ। ହେଲେ ବେଲାରୁଷର ମଧ୍ୟସ୍ଥତାରେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଗଲା।…

ଦିଲ୍ଲୀରେ ବନ୍ୟା ଆଶଙ୍କା ନାହିଁ:କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୧୦।୭: ରାଜଧାନୀ ଦିଲ୍ଲୀରେ ଲଗାତାର ପ୍ରବଳ ବର୍ଷା ହେତୁ ବିଭିନ୍ନ ସହର ଜଳମଗ୍ନ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ସୋମବାର ଅପରାହ୍ନରେ ସଚିବାଳୟରେ ଏକ ବୈଠକ ଡାକିଥିଲେ। ଏହି ବୈକରେ ଯମୁନା ନଦୀର ଜଳସ୍ତର ବୃଦ୍ଧି ଉପରେ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୮ ଜୀବନ

ପ୍ରତାପଗଡ,୧୦।୮: ଉତ୍ତରପ୍ରଦେଶର ପ୍ରତାପଗଡର ଲୀଲାପୁରରେ ସୋମବାର ଏକ ବଡ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଟ୍ୟାଙ୍କର ସହ ଅଟୋ ଧକ୍କା ହେବାରୁ ୮ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଅନେକ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ମେଡିକାଲ କଲେଜକୁ ପଠାଯାଇଛି। ଘଟଣାର…

ମୋତେ ଯାହା ଦରକାର ଥିଲା ତାହା ମିଳିଯାଇଛି: ମାନୁଷି

ମୁମ୍ବାଇ: ଅକ୍ଷୟ କୁମାରଙ୍କ ମୁଭି ‘ସମ୍ରାଟ ପୃଥ୍ବିରାଜ’୧୭୫ କୋଟିର ବିଗ ବଜେଟରେ ନିର୍ମାଣ କରାଯାଇଥିଲା। ହେଲେ ଫିଲ୍ମଟି ଦର୍ଶକଙ୍କୁ ସେହି ପରିମାଣରେ ଏଣ୍ଟରଟେନ କରିପାରି ନ ଥିଲା। ଫିଲ୍ମଟି ବକ୍ସ ଅଫିସରେ ସମ୍ପୂର୍ଣ୍ଣ ଭାବେ ଫ୍ଲପ ହୋଇଛି। ଏହି ଫିଲ୍ମରେ ୨୦୧୭ର…

‘ପ୍ରେମର ଦୋକାନ’ ନୁହେଁ ବରଂ ‘ଘୃଣାର ମେଗା ମଲ୍‌’ ଚଳାଉଛନ୍ତି ରାହୁଲ ଗାନ୍ଧୀ: ଜେପି ନଡ୍ଡା

ଅହମ୍ମଦାବାଦ୍‌,୧୦।୭: ଭାରତୀୟ ଜନତା ପାର୍ଟି ସଭାପତି ଜେପି ନଡ୍ଡା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ରାହୁଲ ଏକ ’ପ୍ରେମ ଦୋକାନ’ ନୁହେଁ ବରଂ ‘ଘୃଣାର ମେଗା ମଲ୍‌’ ଚଳାଉଛନ୍ତି। ଏଥି ସହ ସେ ପ୍ରଧାନମନ୍ତ୍ରୀ…

ମିନିଟ୍‌କୁ ୧ କୋଟି ଟଙ୍କା ଫି’ ନିଅନ୍ତି ଏହି ବଲିଉଡ୍‌ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିର ଏମିତି ଜଣେ ଅଭିନେତ୍ରୀ ଅଛନ୍ତି, ଯିଏ କି ସବୁବେଳେ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ସେ ତାଙ୍କର ବୃତ୍ତିଗତ ଜୀବନ ହେଉ କି ବ୍ୟକ୍ତିଗତ ସବୁକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହନ୍ତି,…

ଅଧ୍ୟାଦେଶକୁ ନେଇ କେନ୍ଦ୍ରକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୦।୭: ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ଦିଲ୍ଲୀ ସରକାରଙ୍କ ଆବେଦନ ଉପରେ ଶୁଣାଣି କରିଛନ୍ତି। ଦିଲ୍ଲୀର ଆମ ଆଦମୀ ପାର୍ଟି(ଏଏପି) ସରକାର ରାଷ୍ଟ୍ରୀୟ ରାଜଧାନୀରେ ସେବା ଉପରେ ନିୟନ୍ତ୍ରଣକୁ ନେଇ କେନ୍ଦ୍ରର ଅଧ୍ୟାଦେଶର ସମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?