ବଲାଙ୍ଗୀରରେ ଓସିଏ ଟ୍ୟାଲେଣ୍ଟ ହଣ୍ଟ୍ କ୍ୟାମ୍ପ
ବଲାଙ୍ଗୀର ଅଫିସ, ୩ା୫ : ବଲାଙ୍ଗୀରସ୍ଥିତ ଗାନ୍ଧୀ ଷ୍ଟାଡିୟମରେ ମଙ୍ଗଳବାର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଦ୍ୱାରା ଆୟୋଜିତ ହୋଇଯାଇଛି ସ୍ପିନର ଟ୍ୟାଲେଣ୍ଟ ହଣ୍ଟ୍ କ୍ୟାମ୍ପ। ବୌଦ୍ଧ, ବଲାଙ୍ଗୀର, ବରଗଡ଼, ସୋନ୍ପୁର, ନୂଆପଡ଼ା ଓ କଳାହାଣ୍ଡି…
ଶ୍ରୀଶଙ୍କର ଜିତିଲେ ସ୍ବର୍ଣ୍ଣ ପଦକ
ନୂଆଦିଲ୍ଲୀ, ୩ା୫ (ପି.ଟି.): ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍ଏ)ର ଚୁଲା ଭିଷ୍ଟାଠାରେ ଅନୁଷ୍ଠିତ ଏମ୍ଭିଏ ହାଇପରଫର୍ମାନ୍ସ ଆଥ୍ଲେଟିକ୍ସ ମିଟ୍ରେ ଭାରତୀୟ ଲଙ୍ଗଜମ୍ପର ମୁରଲୀ ଶ୍ରୀଶଙ୍କର ୮.୨୯ ମିଟର ଜମ୍ପ୍ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏହା ତାଙ୍କ ଗତ ବର୍ଷର ବ୍ୟକ୍ତିଗତ ଶ୍ରେଷ୍ଠ…
ରାଉରକେଲାରେ ଜାତୀୟ ସବ୍ଜୁନିୟର ହକି ଚାମ୍ପିୟନଶିପ୍
ଭୁବନେଶ୍ୱର,୩ା୫(ସ୍ପୋଟର୍ସ ବ୍ୟୁରୋ): ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଜାତୀୟ ସବ୍ ଜୁନିୟର ହକି ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ହକି ବିଶ୍ୱକପ ଓ ଏଫ୍ଆଇଏଚ୍ ପ୍ରୋ ହକି ଲିଗ୍ ସଫଳତାର ସହିତ ଆୟୋଜନ କରିଥିବା ବିର୍ସାମୁଣ୍ଡା ଷ୍ଟାଡିୟମରେ ୧୩ ତମ…
ସନ୍ସାଇନ୍ ଫୁଟ୍ବଲ ଏକାଡେମୀ ଉଦ୍ଘାଟିତ
ଭୁବନେଶ୍ୱର, ୩ା୫ (ସ୍ପୋଟର୍ସ ବ୍ୟୁରୋ): କଟକସ୍ଥିତ ସନ୍ସାଇନ ଗ୍ରାଉଣ୍ଡରେ ଆଉ ଏକ ଗ୍ରାସ୍ରୁଟ୍ ସେଣ୍ଟର ମଙ୍ଗଳବାର ସଫଳତାର ସହ ଉଦ୍ଘାଯିତ ହୋଇଯାଇଛି। ଏହି ସେଣ୍ଟରର ନାମ ସନ୍ସାଇନ୍ ଫୁଟ୍ବଲ ଏକାଡେମୀ ରଖାଯାଇଛି। ସନ୍ସାଇନ୍ ଫୁଟବଲ ଏକାଡେମୀ ଗ୍ରାସ୍ରୁଟ ସେଣ୍ଟରର ଉଦ୍ଘାଟନୀ ଉତ୍ସବରେ…
ଓଏଫ୍ସିକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩ା୫(ସ୍ପୋଟର୍ସ ବ୍ୟୁରୋ): ଓଡ଼ିଶା ଫୁଟବଲ୍ କ୍ଲବ୍(ଓଏଫ୍ସି) ଦଳ ସୁପର୍ କପ୍ ୨୦୨୩ ଚାମ୍ପିୟନ ହୋଇ ଏହାର ପ୍ରଥମ ଜାତୀୟ ଟାଇଟଲ୍ ହାସଲ କରିଛି। ମଙ୍ଗଳବାର ସନ୍ଧ୍ୟାରେ ସୁପର୍ କପ୍ ଚାମ୍ପିୟନ୍ ତଥା ଏଏଫ୍ସି କପ୍ ପାଇଁ ଯୋଗ୍ୟତା ହାସଲ କରିଥିବା ଓଏଫ୍ସିକୁ…
କନ୍ଧମାଳ, ଢେଙ୍କାନାଳ, ଖୋର୍ଦ୍ଧା ବିଜୟୀ
ଭୁବନେଶ୍ୱର, ୩ା୫ (ସ୍ପୋଟର୍ସ ବ୍ୟୁରୋ): ୬୨ତମ ସିନିୟର ପୁରୁଷ ଆନ୍ତଃ ଜିଲା ଫୁଟ୍ବଲ ଚାମ୍ପିୟନଶିପ୍ ସାହାଣୀ କପ୍ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚଗୁଡ଼ିକରେ କନ୍ଧମାଳ, ଢେଙ୍କାନାଳ, ଖୋର୍ଦ୍ଧା ବିଜୟ ଲାଭ କରିଛନ୍ତି। ସମ୍ବଲପୁର ଓ କଳାହାଣ୍ଡି ମଧ୍ୟରେ ଅନୁଷ୍ଠିତ ମ୍ୟାଚ ୧-୧ରେ ଅମୀମାଂସିତ…
ସମ୍ପୂର୍ଣ୍ଣ ମ୍ୟାଚ୍ ଫି ହରାଇଲେ ଗମ୍ଭୀର, କୋହଲି
ଲକ୍ଷ୍ନୌ,୩ା୫(ପି.ଟି.): ଭାରତୀୟ ଷ୍ଟାର ବ୍ୟାଟର ବିରାଟ କୋହଲି ଓ ପୂର୍ବତନ ଓପନିଙ୍ଗ ବ୍ୟାଟର ଗୌତମ ଗମ୍ଭୀରଙ୍କ ମଧ୍ୟରେ ଝଗଡା ଏକ ନୂଆ ରୂପ ନେଇଛି। ଆଇପିଏଲ ମ୍ୟାଚ୍ ସମୟରେ ଉଭୟ ଖେଳାଳିଙ୍କ କଜିଆ ପଦାରେ ପଡିଛି। ମ୍ୟାଚ୍ ପରେ ଉଭୟଙ୍କ ମଧ୍ୟରେ…
ସ୍ବାଗତିକା ରଥଙ୍କ ଅବସର
ଭୁବନେଶ୍ୱର,୩ା୫ (ସ୍ପୋଟର୍ସ ବ୍ୟୁରୋ): ଅନ୍ତର୍ଜାତୀୟ ମହିଳା କ୍ରିକେଟରେ ଭାରତର ପ୍ରତିନିଧିତ୍ୱ କରିଥିବା ଓଡ଼ିଶା ଖେଳାଳି ସ୍ବାଗତିକା ରଥ ଅବସର ଘୋଷଣା କରିଛନ୍ତି। ଓଡ଼ିଶା ଓ ରେଲଓ୍ବେଜ୍ ପକ୍ଷରୁ ଘରୋଇ କ୍ରିକେଟ ଖେଳିଥିବା ସ୍ବାଗତିକା ଭାରତ ପାଇଁ ଯଥାକ୍ରମେ ଦିନିକିଆ ଓ ଟି୨୦ରେ…
୪ ପଦକ ପକ୍କା କଲେ ଭାରତୀୟ ତୀରନ୍ଦାଜ
ତାଶକେଣ୍ଟ, ୩ା୫ (ପି.ଟି.): ଭାରତୀୟ ତୀରନ୍ଦାଜମାନେ ଏସିଆ କପ୍ ଷ୍ଟେଜ୍-୨ ବିଶ୍ୱ ର଼୍ୟାଙ୍କିଙ୍ଗ ଟୁର୍ନାମେଣ୍ଟରେ ଉତ୍ସାହଜନକ ଆରମ୍ଭ କରଛନ୍ତି। ମଙ୍ଗଳବାର ରିକର୍ଭ ଓ କମ୍ପାଉଣ୍ଡ ବିଭାଗର ୪ ଟିମ୍ ଇଭେଣ୍ଟରେ ଫାଇନାଲରେ ପ୍ରବେଶ କରି ପଦକ ପକ୍କା କରିଛନ୍ତି। ମୃଣାଳ ଚୌହାନ,…
ଆଥ୍ଲେଟଙ୍କୁ ନ୍ୟାୟ ମିଳିବା ଆବଶ୍ୟକ: ପ୍ରକାଶ
ନୂଆଦିଲ୍ଲୀ,୩ା୫(ପି.ଟି.): ଭାରତୀୟ ରେସ୍ଲିଂ ସଂଘ (ଡବ୍ଲ୍ୟୁଏଫ୍ଆଇ) ସଭାପତି ବ୍ରିଜ୍ଭୂଷଣ ଶରଣ ସିଂଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ମାମଲାରେ ଆଥ୍ଲେଟଙ୍କ ସମର୍ଥନରେ ବାହାରିଛନ୍ତି ଇଣ୍ଡିଆନ୍ ଅଲିମ୍ପିକ୍ସ ଆସୋସିଏଶନ (ଆଇଓଏ)ର ପ୍ରକାଶ କର୍ହାନା। ଆଥ୍ଲେଟ୍ସ କମିଶନ ସଦସ୍ୟ ରହିଥିବା କର୍ହାନା କହିଛନ୍ତି, ଅଧିକାର…
ଜଗଦୀଶ କାନାରା ବ୍ୟାଙ୍କ୍ ଭୁବନେଶ୍ୱର ଅଞ୍ଚଳ ମୁଖ୍ୟ
ଭୁବନେଶ୍ୱର,୩।୫: କାନାରା ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳର ନୂତନ ଅଞ୍ଚଳ ମୁଖ୍ୟ ଭାବେ ବରିଷ୍ଠ ବ୍ୟାଙ୍କର୍ସ ଜଗଦୀଶ ଚନ୍ଦର ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଜଗଦୀଶ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟରେ ‘ଚିଫ୍ ଗ୍ରୁପ୍ ରିସ୍କ ଅଫିସର’ମହାପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିଲେ।…
ୟୁକୋ ବ୍ୟାଙ୍କର ଫଳାଫଳ
ନୂଆଦିଲ୍ଲୀ,୩।୫ : ୟୁକୋ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୋମା ଶଙ୍କର ପ୍ରସାଦ ଭର୍ଚୁଆଲ ମୋଡ୍ରେ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ବ୍ୟାଙ୍କର ଆର୍ଥିକ ଫଳାଫଳ ସମ୍ପର୍କରେ ଘୋଷଣା କରିଛନ୍ତି। ବ୍ୟାଙ୍କ ୧୦୦% ହାରରେ ଏତିହାସିକ ଭାବେ…
Archives


