Home

ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ଟୁଇଟ କଲା ମା’କାଳୀଙ୍କ ଆପତ୍ତିଜନକ ଫଟୋ…

କିଭ୍‌,୩୦।୪ : ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଦେଇଥିବା ୟୁକ୍ରେନ ବର୍ତ୍ତମାନ ଏଭଳି କାର୍ଯ୍ୟ କରିଛି, ଯାହା ଦ୍ୱାରା ଭାରତୀୟଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଏକ ଫଟୋ ଟୁଇଟ କରାଯାଇଛି ଯାହା ଭାରତୀୟମାନଙ୍କୁ ଆଘାତ ଦେଇଛି। ମା…

ଗୋଟିଏ ଶ୍ମଶାନରେ ଜଳିଲା ବାପ-ପୁଅଙ୍କ ଜୁଇ

ସୋନପୁର,୩୦ା୪(ନି.ପ୍ର.): ଶ୍ମଶାନରେ ଜଳୁଛି ଜୁଇ। ଗୋଟିଏ ନୁହେଁ ଦୁଇ ଦୁଇଟି ଜୁଇ। ତାହାପୁଣି ଦୁଇ ବାପ ପୁଅଙ୍କର। ଶନିବାର ପୁଅ ଆର୍ତ୍ତତ୍ରାଣ ବାପା ଆଦି ସା’ଙ୍କ ଦେହ ଭଲ ନ ଥିବାରୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ନେଇଥିଲେ। ମାତ୍ର ବାପ-ପୁଅ ଦୁହେଁ…

ଗାଜଲବାଡି ଘାଟିରେ ଓଲଟିଲା ପିକ୍‌ଅପ୍‌

ଦାରିଙ୍ଗବାଡି,୩୦।୪(ଡି.ଏନ.ଏ): କନ୍ଧମାଳ ଜିଲାକୁ ସଂଯୋଗ କରୁଥୁବା ୫୯ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିରେ ରବିବାର ଏକ ଫୁଲକୋବି ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ଯୋଗୁ ରାଜପଥ ଅବରୋଧ ହୋଇ ରହିଥିଲା। ଖବର ପାଇ ପୋଲିସ ଏବଂ ଦାରିଙ୍ଗବାଡି ଅଗ୍ନିଶମ…

ଟସ ଜିତିଲା ସିଏସକେ ପ୍ରଥମେ ବ୍ୟାଟିଂ…

ଚେନ୍ନାଇ,୩୦।୪ : ଆଇପିଏଲ ୨୦୨୩ର ୪୧ ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)ପଞ୍ଜାବ କିଙ୍ଗ୍ସ(ପିବିକେଏସ) ମଧ୍ୟରେ ଚେନ୍ନାଇର ଘରୋଇ ଗ୍ରାଉଣ୍ଡ ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଛି। ସିଏସକେ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଅଧିନାୟକ ଏମଲସ ଧୋନିଙ୍କ…

ଆଇପିଏଲର ୧୦୦୦ ତମ ମ୍ୟାଚରେ ଏମଆଇ-ଆରଆର ଭେଟ…

ମୁମ୍ବାଇ,୩୦।୪ : ଆଇପିଏଲର ୧୦୦୦ ତମ ମ୍ୟାଚ ତଥା ଚଳିତ ସିଜିନର ୪୨ ତମ ମ୍ୟାଚରେ ରବିବାର ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଏବଂ ରାଜସ୍ଥାନ ରୟାଲ୍ସ (ଆରଆର)ମଧ୍ୟରେ ସନ୍ଧ୍ୟା ସାଢ଼େ ୭ଟାରେ ଖେଳାଯିବ। କ୍ୟାପଟେନ ରୋହିତ ଶର୍ମାଙ୍କ ଦଳ…

୪୧ ତମ ମ୍ୟାଚରେ ସିଏସକେ-ପିବିକେଏସ ଲଢ଼େଇ…

ଚେନ୍ନାଇ,୩୦।୪ : ଆଇପିଏଲ ୨୦୨୩ର ୪୧ ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)ରବିବାର ଅପରାହ୍ନ ସାଢ଼େ ୩ଟାରେ ପଞ୍ଜାବ କିଙ୍ଗ୍ସ(ପିବିକେଏସ)କୁ ଭେଟିବ। ଚେନ୍ନାଇର ଘରୋଇ ଗ୍ରାଉଣ୍ଡ ଏମ ଚିଦାମ୍ବରମ ଷ୍ଟାଡିୟମରେ ପଞ୍ଜାବ ବ୍ୟାଟ୍ସମ୍ୟାନଙ୍କର କଡ଼ା ପରୀକ୍ଷା କରାଯିବ। ଏହି ମ୍ୟାଚ…

‘ଜାମିନରେ କଂଗ୍ରେସର ରାଜ ପରିବାର, ଦେଉଛନ୍ତି ଉପଦେଶ’, କର୍ନାଟକରେ ମୋଦିଙ୍କ ହୁଙ୍କାର

ବେଙ୍ଗାଲୁରୁ,୩୦।୪: କର୍ନାଟକରେ ପାଖେଇ ଆସୁଥିବା ବିଧାନସଭା ନିର୍ବାଚନକୁ ନେଇ ସବୁ ରାଜନୈତିକ ଦଳ ପ୍ରଚାର କାର୍ଯ୍ୟରେ ଲାଗି ପଡିଛନ୍ତି। ଭାରତୀୟ ଜନତା ପାର୍ଟି(ଭାଜପା)ବି ଏଥିରେ ପଛରେ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କର୍ନାଟକରେ ପହଞ୍ଚିଛନ୍ତି। ସେଠାରେ ସେ ଭାଜପାର ନିର୍ବାଚନ…

ବିଶ୍ୱ ମହାଶକ୍ତିର ରଣନୀତି ନେଇ ହେବ ଐତିହାସିକ ବୈଠକ: ବାଇଡେନ, ମୋଦି ଦେବେ ଯୋଗ

ସିଡ୍‌ନୀ,୩୦ା୪: ପାପୁଆ ନ୍ୟୁ ଗିନି ପ୍ରଧାନମନ୍ତ୍ରୀ ଜେମ୍ସ ମାର୍‌ପେ କହିଛନ୍ତି, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସରେ ପ୍ରଶାନ୍ତ ଦ୍ୱୀପପୁଞ୍ଜର ନେତାମାନଙ୍କ ସହ ଯୋଗଦେବେ। ମାର୍‌ପେ ଏକ ବିବୃତ୍ତିରେ କହିଛନ୍ତି, ଏହା ପ୍ରଥମ…

୬ ହଜାର ତଳେ ଦୈନିକ ସଂକ୍ରମଣ, ସକ୍ରିୟ ମାମଲା ୫୦ ହଜାରରୁ କମ…

ନୂଆଦିଲ୍ଲୀ, ୩୦।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ…

ସର୍ବଭାରତୀୟ ସ୍ତରରେ ଚମକିଲେ ପୁଣି ଜଣେ ଓଡ଼ିଆ

ଭୁବନେଶ୍ୱର,୩୦ା୪(ବ୍ୟୁରୋ): କେନ୍ଦ୍ର ସରକାର ପୁଣି ଜଣେ ଓଡ଼ିଆଙ୍କୁ ଗୁରୁଦାୟିତ୍ୱ ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାର ଡ. ଅଜିତ ମହାନ୍ତିଙ୍କୁ ଆଟମିକ୍‌ ରିସର୍ଚ୍ଚ ଏନର୍ଜି କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତ ଦେଇଛନ୍ତି। ୨୦୧୯ ମାର୍ଚ୍ଚ ୧୨ରେ ଅଜିତ ଭାବା ଆଟମିକ୍‌ ରିସର୍ଚ୍ଚ କେନ୍ଦ୍ରର…

ସାତଭାୟା ବଗପାଟିଆ ଥଇଥାନ କଲୋନୀ ହେବ ଆଦର୍ଶ କଲୋନୀ

ଭୁବନେଶ୍ବର, ୩୦।୪: ସାତଭାୟା ବଗପାଟିଆ ଥଇଥାନ କଲୋନୀ ହେବ ଆଦର୍ଶ କଲୋନୀ। ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ଗସ୍ତର ୨୪ଘଣ୍ଟା ମଧ୍ୟରେ ମଞ୍ଜୁର ହେଲା ୨୨କୋଟି ଟଙ୍କା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗତ ୨୭ ଓ ୨୮ତାରିଖ ୨ଦିନ…

ରୋବୋ ଜଜ୍‌

ଦେଶରେ କୋର୍ଟର ସ୍ଥାନ ବହୁତ ଉପରେ। ଏହାର ସରକାରଙ୍କୁ ନିର୍ଦ୍ଦେଶ ଦେବାର ଶକ୍ତି ଥାଏ। କୋର୍ଟର ଫଇସଲାକୁ ସମସ୍ତେ ମାନିବାକୁ ବାଧ୍ୟ। ତେବେ କୋର୍ଟକୁ ଆସୁଥିବା ମାମଲାକୁ ଦୁଇଜଣ ଓକିଲ ଲଢନ୍ତି। ଜଣେ ମାମଲାର ପକ୍ଷରେ ଲଢନ୍ତି ତ ଅନ୍ୟଜଣଙ୍କ ମାମଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri