ବାଲ ଠାକରେ, ନରେନ୍ଦ୍ର ମୋଦିଙ୍କ ନାଁ ନେଇ ଭୋଟ ମାଗିଥିଲେ ଉଦ୍ଧବ, ପରେ କରିଥିଲେ ବିଶ୍ୱାସଘାତକତା: ଏକନାଥ ଶିନ୍ଦେ
ମୁମ୍ବାଇ,୧୪।୭: ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଗୁରୁବାର ଶିବସେନା (ୟୁବିଟି) ସଭାପତି ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଉଦ୍ଧବ ଠାକରେ ଭାଜପା ସହ ‘ସ୍ବାଭାବିକ ମେଣ୍ଟ’ ଛାଡି ନିର୍ବାଚନରେ ଜିତିବା ପାଇଁ ବାଲ ଠାକରେ…
ସକାଳୁ ଉଠାଇଲେ, ସନ୍ଧ୍ୟାରେ ବସିଲେ
କେନ୍ଦୁଝର,୧୪ା୭( ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘ ବର୍ଷ ଧରି କେନ୍ଦୁଝର ସହରରେ ଫୁଟ୍ପାଥ୍ ଜବରଦଖଲ ଯୋଗୁ ଦେଖାଦେଇଥିବା ଟ୍ରାଫିକ୍ ସମସ୍ୟାର ସାମୟିକ ଭାବେ ସମାଧାନ ହୋଇଛି। ବୁଧବାର ଏକ କାଠ ବୋଝେଇ ପିକ୍ଅପ୍ ଫୁଟ୍ପାଥ୍ରେ ଚଢ଼ିଯାଇଥିବା ବେଳେ ବଡ଼ ଦୁର୍ଘଟଣା ଅଳ୍ପକେ…
ଅସରାଏ ବର୍ଷାରେ ବ୍ଲକ କାର୍ଯ୍ୟାଳୟ ଜଳବନ୍ଦୀ
ବାସୁଦେବପୁର,୧୪।୭(ନାରାୟଣ ପ୍ରସାଦ ବାରିକ୍): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ କାର୍ଯ୍ୟାଳୟରେ ଗୁରୁବାର କୃତ୍ରିମ ବନ୍ୟା ଦେଖିବାକୁ ମିଳିଛି। ଅପରାହ୍ନରେ ଅସରାଏ ବର୍ଷାରେ ଅଫିସ୍ ପରିସର ଜଳମଗ୍ନ ହୋଇଛି। ଆଣ୍ଠୁଏ ଉଚ୍ଚର ପାଣି ଜମି ରହିବା ଫଳରେ ବନ୍ୟାର ଭ୍ରମ ସୃଷ୍ଟି କରିଛି।…
ମୋଦିଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ସମ୍ମାନ
ପ୍ୟାରିସ୍,୧୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ସମ୍ମାନ ଗ୍ରାଣ୍ଡ କ୍ରସ ଅଫ ଲେଜିଅନ ସମ୍ମାନ ମିଳିଛି। ଫ୍ରାନ୍ସର ରାଷ୍ଟ୍ରପତି ଇମାନ୍ବେଲ ମାକ୍ରଁ ମୋଦିଙ୍କୁ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ଭାରତର ଲୋକଙ୍କ ତରଫରୁ ରାଷ୍ଟ୍ରପତି ମାକ୍ରଁଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାପୂର୍ବରୁ ମୋଦି…
ବଡ଼ କୀର୍ତ୍ତିମାନ ହାସଲ କଲେ କୋହଲି
ଡୋମିନିକା, ୧୪ା୭: ଡୋମିନିକା ଟେଷ୍ଟର ଦ୍ୱିତୀୟ ଦିନରେ ଭାରତୀୟ କ୍ରିକେଟର୍ ବିରାଟ କୋହଲି ବଡ଼ କୀର୍ତ୍ତିମାନ ହାସଲ କରିଛନ୍ତି। ଭାରତ ପାଇଁ ଟେଷ୍ଟ ମ୍ୟାଚରେ ବିରାଟ କୋହଲି ପଞ୍ଚମ ସର୍ବାଧିକ ରନ ସ୍କୋରର ହୋଇଛନ୍ତି। ବିରାଟ କୋହଲି ବୀରେନ୍ଦ୍ର ସେହ୍ବାଗଙ୍କୁ ପଛରେ…
‘ଓଏମ୍ଜି-୨’ ରିଲିଜ୍ରେ ବ୍ରେକ୍
ମୁମ୍ବାଇ: ବର୍ତ୍ତମାନ ସମୟରେ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ‘ଓଏମ୍ଜି-୨’କୁ ନେଇ ଚର୍ଚ୍ଚା ଲାଗିରହିଛି। ଫିଲ୍ମ ‘ଆଦିପୁରୁଷ’ର ବିବାଦୀୟ ଡାଇଲଗ୍ ପରେ ସେନ୍ସର ବୋର୍ଡ ଅତ୍ୟନ୍ତ ସତର୍କ ହୋଇପଡ଼ିଛି। କୌଣସି ବି ଫିଲ୍ମ ଯାହା ଭଗବାନଙ୍କ ସମ୍ବନ୍ଧୀୟ ତାକୁ ବିନା ଯାଞ୍ଚରେ…
‘ଚନ୍ଦୁ ଚାମ୍ପିୟନ’ର ଶୁଟିଂ ଆରମ୍ଭ କଲେ କାର୍ତ୍ତିକ
ମୁମ୍ବାଇ:ନିକଟରେ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ‘ସତ୍ୟ ପ୍ରେମ୍ କି କଥା’ ରିଲିଜ୍ ହୋଇଥିବାବେଳେ ବକ୍ସ ଅଫିସରେ ତାହ ଭଲ ରୋଜଗାର କରିଥିଲା। ଏବେ ସେ ତାଙ୍କ ଆଗାମୀ ଫିଲ୍ମ ‘ଚନ୍ଦୁ ଚାମ୍ପିୟନ’ର ଶୁଟିଂ ଆରମ୍ଭ କରିଛନ୍ତି। କବି ଖାନ୍ଙ୍କ ନିର୍ଦ୍ଦେଶିତ…
ଅବାରେକାଇ ମେଳା
ବେଙ୍ଗାଲୁରୁ: ଯେତେବେଳେ ବି ଆମେ ଜଲେବି ବିଷୟରେ ଚିନ୍ତାକରୁ ସେତେବେଳେ ଆମ ମନରେ ଗୋଲ ଏବଂ ହଳଦିଆ ରଙ୍ଗର ଜଲେବି ନଜରକୁ ଆସିଥାଏ। ହେଲେ ନିକଟରେ ସବୁଜ ରଙ୍ଗର ଜଲେବି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି, ଯାହାକୁ ମାଉଣ୍ଟ…
ଚିନ୍ତା ବଢ଼ାଇଛି ନିଅଣ୍ଟିଆ ବର୍ଷା
ଚମ୍ପୁଆ,୧୪ା୭(ମହେଶ୍ୱର ଦାସ): କୃଷି ଜିଲା ଚମ୍ପୁଆ ଅଧୀନରେ ଥିବା ଚମ୍ପୁଆ ବ୍ଲକ୍ରେ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ହୋଇଛି। ବର୍ଷାକୁ ଅନାଇ ଧାନ ତଳି ପକାଇଥିବା ଚାଷୀ ମୁଣ୍ଡରେ ହାତ ଦେଲେଣି। କେଉଁଠି ତଳି ବୁଢ଼ାହେବାକୁ ବସିଲାଣି ତ କେଉଁଠି ଜମି…
ଦକ୍ଷ, ନିର୍ମଳ ଭାବମୂର୍ତ୍ତି ପ୍ରାର୍ଥୀ ଖୋଜୁଛନ୍ତି ଭୋଟର
ଯୋଡ଼ା,୧୪ା୭(ମାନସ ମହାନ୍ତି): କେନ୍ଦୁଝର ଜିଲା ଚମ୍ପୁଆ ନିର୍ବାଚନମଣ୍ଡଳୀରେ ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଏବେଠାରୁ ରାଜନୈତିକ ଦଳଗୁଡ଼ିକ କସରତ ଆରମ୍ଭ କରିଦେଲେଣି। ସଭା, ବୈଠକ କରି ୨ପ୍ରମୁଖ ଭାଜପା ଓ ବିଜେଡି ଶକ୍ତି ପ୍ରଦର୍ଶନ କରୁଥିବାବେଳେ କଂଗ୍ରେସ ପକ୍ଷରୁ ସେଭଳି କୌଣସି…
ଜହ୍ନ ରାଇଜର ରହସ୍ୟ ଫିଟାଇବ ଚନ୍ଦ୍ରୟାନ-୩
ବେଙ୍ଗାଲୁରୁ/ନୂଆଦିଲ୍ଲୀ, ୧୪ା୭(ପ୍ରସ୍ତୁତି: ଜ୍ୟୋତିର୍ମୟୀ ସେଠୀ/ଦୁର୍ଯ୍ୟୋଧନ ମିଶ୍ର): ମଣିଷ ବସବାସ କରୁଥିବା ପୃଥିବୀ ବାହାର ଦୁନିଆ ସମ୍ପର୍କରେ ଜାଣିବା ପାଇଁ ସମସ୍ତଙ୍କ ଉତ୍ସୁକତା ରହିଛି। କେଉଁଠି ଜୀବସତ୍ତା ତ ଆଉ କେଉଁଠି ଜଳ ଓ ମଣିଷକୁ ବଞ୍ଚାଇବା ଭଳି ଅମ୍ଳଜାନ ରହିଛି, ତାହା…
ଶୁଣାଣି ଶେଷ, ରାୟ ସଂରକ୍ଷିତ
କଟକ,୧୪ା୭(କାର୍ତ୍ତିକ ସାହୁ):ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ଦ୍ୱାରା ପରିଚାଳିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍ଓ) ପରୀକ୍ଷାରେ ଅନିୟମିତତା ମାମଲାର ଶୁଣାଣି ଶେଷ ହୋଇଛି। ଗୁରୁବାର ହାଇକୋର୍ଟ ବିଚାରପତି ଆଦିତ୍ୟ କୁମାର ମହାପାତ୍ର ଏହି ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ…

