ଅଗଷ୍ଟ ୩୧ରୁ ଏସିଆ କପ୍
ନୂଆଦିଲ୍ଲୀ,୧୫ା୬: ଏସିଆ କପ୍ କ୍ରିକେଟକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଅବସାନ ଘଟିଛି। ହାଇବ୍ରିଡ୍ ମଡେଲରେ ଟୁର୍ନାମେଣ୍ଟ ଖେଳାଯିବ ବୋଲି ଏସିଆନ କ୍ରିକେଟ କାଉନ୍ସିଲ (ଏସିସି) ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି। ୪ଟି ମ୍ୟାଚ୍ ପାକିସ୍ତାନରେ ଏବଂ ୯ଟି ଶ୍ରୀଲଙ୍କାରେ…
ବାତ୍ୟା ‘ବିପର୍ଯ୍ୟୟ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ
ନୂଆଦିଲ୍ଲୀ/ଗାନ୍ଧୀନଗର,୧୫।୬: ଆରବସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ର ଗୁରୁବାର ସନ୍ଧ୍ୟାରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସନ୍ଧ୍ୟା ପ୍ରାୟ ୬.୪୫ ମିନିଟରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହା ମଧ୍ୟରାତ୍ର ଯାଏ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ…
ପୁଣି ବାଲେଷ୍ଟିକ ମିଶାଇଲ ପରୀକ୍ଷା କଲା ଉତ୍ତର କୋରିଆ, ଚିନ୍ତାରେ ଜାପାନ
କୋଙ୍ଗୟାଙ୍ଗ,୧୫।୬: ଉତ୍ତର କୋରିଆ ତା’ର ପୂର୍ବ ଉପକୂଳରୁ ଏକ ସନ୍ଦିଗ୍ଧ ବାଲେଷ୍ଟିକ ମିଶାଇଲ ଲଞ୍ଚ କରିଛି। ଏମିତି ଦାବି କରିଛି ଜାପାନର ପ୍ରଧାମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ଟୁଇଟ। ଉତ୍ତର କୋରିଆ ପକ୍ଷରୁ କଥିତ ବାଲେଷ୍ଟିକ ମିଶାଇଲ ଲଞ୍ଚକୁ ନେଇ…
ବିଦ୍ୟୁତ୍ ବିଭ୍ରାଟ ପ୍ରତିବାଦରେ ଆନ୍ଦୋଳନ ତେଜିଲା
ବରଗଡ଼,୧୫ା୬(ପ୍ରେମାନନ୍ଦ ଖମାରୀ): ଗୋଟିଏ ପଟେ ତାତି ଥମୁନି, ଅନ୍ୟପଟେ ଅଘୋଷିତ ବିଦ୍ୟୁତ୍ କାଟ। ଏଭଳି ସ୍ଥିତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ମଧ୍ୟ ବଢ଼ି ଚାଲିଛି। ଏନେଇ ଗୁରୁବାର ବରଗଡ଼ ଗାନ୍ଧିଛକରେ ଭାଜପା ଧାରଣା ଦେଇ ପ୍ରତିବାଦ…
ସୁପରହିଟ୍ ଲିଷ୍ଟରେ ନାହିଁ ଏହି ଅଭିନେତାଙ୍କ ନାମ
ମୁମ୍ବାଇ: ହିନ୍ଦୀ ଫିଲ୍ମ ଏକ ଶତାବ୍ଦୀରୁ ଅଧିକ ସମୟ ଅତିବାହିତ କରିଛି। ୧୯୧୩ରେ ଆସିଥିବା ‘ରାଜା ହରିଶ୍ଚନ୍ଦ୍ର’ ଫିଲ୍ମର ଆରମ୍ଭ ବୋଲି ବିବେଚନା କରାଯାଏ। ବହୁବର୍ଷ ଧରି ଫିଲ୍ମର ରୂପ ଅନେକ ଥର ବଦଳିଛି, କିନ୍ତୁ ହିଟ୍ ଏବଂ ଫ୍ଲପ ଫିଲ୍ମର…
୯ ଭାରତୀୟଙ୍କୁ ଗିରଫ କଲା ନେପାଳ
କାଠମାଣ୍ଡୁ,୧୫ା୬: ଦେଶର ସୁଦୂର ପଶ୍ଚିମ ପ୍ରଦେଶରେ ବେଆଇନ ଫାର୍ମାସି ଚଳାଇଥିବା ଅଭିଯୋଗରେ ନେପାଳ ପୋଲିସ ୯ ଭାରତୀୟ ନାଗରିକଙ୍କୁ ଗିରଫ କରିଛି। ଜିଲା ପୋଲିସ କାର୍ଯ୍ୟାଳୟର ଇନ୍ସପେକ୍ଟର ଭରତ ରାଜ ଗିରି କହିଛନ୍ତି ଯେ, କାଞ୍ଚନପୁର ଜିଲାର ଦୋଧ୍ରା ଚଡାନି ପୌରପାଳିକାରେ…
ଆନ୍ତଃରାଜ୍ୟ ଲୁଟେରାଙ୍କୁ ଧରିଲା ପୋଲିସ, ନଗଦ ୯୨ ହଜାର ଟଙ୍କା ଜବତ
ଗଞ୍ଜାମ,୧୫ା୬(ବିଦ୍ୟାଧର ସାହୁ): ରମ୍ଭା ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ରାଜ୍ୟ ତଥା ଆନ୍ଧ୍ର ଓ ଓଡ଼ିଶାର ବିଭିନ୍ନ ଜିଲାରେ ଏଟିଏମ୍ଗୁଡିକରୁ ଲୁଟୁଥିଲେ। ବୁଧବାର ରମ୍ଭା ଥାନା ପୋଲିସ ଦୁଇ ଆନ୍ତଃ ରାଜ୍ୟ ଏଟିଏମ୍ ଲୁଟେରାଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ନଗଦ…
୧୮ ବର୍ଷର ନିୟମ ଭାଙ୍ଗିଲେ ତମନ୍ନା, ଦେଲେ ଅନ୍ସ୍କ୍ରିନ୍ ଚୁମ୍ବନ
ମୁମ୍ବାଇ: ସାଉଥ୍ ଏବଂ ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣାଶୁଣା ଅଭିନେତ୍ରୀ ତମନ୍ନା ଭାଟିଆ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚାରେ ଅଛନ୍ତି। ବିଜୟ ବର୍ମାଙ୍କ ସହ ତାଙ୍କର ଡେଟିଂକୁ କିଛି ଦିନ ପୂର୍ବରୁ ତମନ୍ନା ନିଶ୍ଚିତ କରିଛନ୍ତି। ସେ ତାଙ୍କ ପ୍ରେମ ଜୀବନ…
ବିଦ୍ୟୁତ୍ କାଟ୍ ନେଇ ଏସ୍.ଡି.ଓଙ୍କ କାର୍ଯ୍ୟାଳୟ ଘେରାଉ କଲେ ଅଧିବାସୀ
କେସିଙ୍ଗା,୧୫।୬(ତୁମେଶ୍ୱର ସାହୁ) ବାରମ୍ବାର ବିଦ୍ୟୁତ୍ କାଟ୍କୁ ନେଇ କଳାହାଣ୍ଡି ଜଲା କେସିଙ୍ଗା ସହରରେ ଅବସ୍ଥିତ ଏସ୍.ଡି.ଓ (ବିଦ୍ୟୁତ)ଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି। କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ନେତୃତ୍ୱରେ ଗୁରୁବାର ଘେରାଉ କରାଯାଇ ଥିଲା। ବ୍ଲକର ସମଗ୍ର ୨୬ଟି ଗ୍ରାମ…
ଆତଙ୍କବାଦୀ ଆକ୍ରମଣରେ ଭାରତୀୟ ଛାତ୍ରୀଙ୍କ ମୃତ୍ୟୁ
ଲଣ୍ଡନ,୧୫।୬: ମଧ୍ୟ ଇଂଲଣ୍ଡର ନେଟିଂଘମରେ ଆତଙ୍କବାଦୀ ଆକ୍ରମଣରେ ଜଣେ ଭାରତୀୟ ଛାତ୍ରୀଙ୍କର ମୃତ୍ୟୁ ହୋଇଛି। ସେ ନଟିଘଂମ ବିଶ୍ୱବିଦ୍ୟାଳୟର ଛାତ୍ରୀ ଏବଂ ଜଣେ ଦକ୍ଷ ହକି ଖେଳାଳି ଥିଲେ। ସେ ଇଂଲଣ୍ଡ ଅଣ୍ଡର-୧୮ ହକି ଦଳ ପାଇଁ ଖେଳିଛନ୍ତି ଏଥିସହ ସେ…
ପ୍ରବଳ ଗରମରୁ ବାଦ୍ ପଡ଼ିଲାନି ଟ୍ରାନ୍ସଫର୍ମର, ପାଣି ସିଞ୍ଚନ ପରେ ହେଲା କାର୍ଯ୍ୟକ୍ଷମ, ଭାଇରାଲ ହେଉଛି ଭିଡିଓ…
ପ୍ରବଳ ଉତ୍ତାପ ହେତୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ସୂର୍ଯ୍ୟ ଦେବତାଙ୍କ ତାପପାତ୍ରା ୪୫ ଡିଗ୍ର୍ରୀରୁ କମ୍ ରହୁନି। ପ୍ରବଳ ଉତ୍ତାପରେ ମଣିଷ, ପଶୁପକ୍ଷୀ ପାଣି ଟିକେ ପାଇଁ ଡହଳବିକଳ ହେଉଛନ୍ତି। ଏଭଳି ପରିସ୍ଥିତିରେ ନିର୍ଜୀବ ବସ୍ତୁଗୁଡ଼ିକ ମଧ୍ୟ ପାଣି ଦରକାର କରୁଛନ୍ତି।…
ରିଲିଜ୍ ଦିନ ରେକର୍ଡ ଭାଙ୍ଗିବ ‘ଆଦିପୁରୁଷ’
ମୁମ୍ବାଇ: ପ୍ରଭାସ ଏବଂ କ୍ରିତି ସାନନଙ୍କ ଅଭିନୀତ ‘ଆଦିପୁରୁଷ’ ଶୁକ୍ରବାର ରିଲିଜ ହେବାକୁ ଯାଉଛି।ଏନେଇ ଫିଲ୍ମର ଆଡଭାନ୍ସ ବୁକିଂ ଜୋରସୋରରେ ଚାଲିଛି। ଦିଲ୍ଲୀ ଏବଂ ମୁମ୍ବାଇରେ ‘ଆଦିପୁରୁଷ’ର ଟିକେଟ ୨୦୦୦ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ଏଥିସହ ଫିଲ୍ମର ପ୍ରଥମ ଦିନ ପ୍ରଥମ…
Archives


